fbpx
BJD SKY
BJD SKY
Browsing Category

ଦେଶ ବିଦେଶ

ଲଖିମପୁର ଖେରୀ ମାମଲାରେ ସୁପ୍ରିମକୋର୍ଟ ବଡ ନିଷ୍ପତ୍ତି, ଆଶିଷ ମିଶ୍ରଙ୍କ ଜାମିନ ରଦ୍ଦ

ନୂଆଦିଲ୍ଲୀ: ଲଖିମପୁର ଖେରୀ ମାମଲାରେ ସୁପ୍ରିମକୋର୍ଟ ବଡ ନିଷ୍ପତ୍ତି ଦେଇଛନ୍ତି । କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ର ଟେନିଙ୍କ ବଡ ପୁଅ ଆଶିଷ ମିଶ୍ରଙ୍କ ଜାମିନ ନାମଞ୍ଜୁର ହୋଇଛି । ସର୍ବୋଚ୍ଚ ନ୍ୟାୟାଳୟ ଆହ୍ଲାବାଦ…

ବିଶ୍ୱ ରେକର୍ଡ କଲା ଏହି କୁକୁର, ଏହି ବୟସରେ ବି ଏମିତି କାମକୁ କରୁଛି ପସନ୍ଦ

କୁକୁର ପାଳିବାକୁ କିଏ ବା ଭଲ ନପାଏ । ଆମେ ଘରେ ପାଳୁଥିବା କୁକୁର କୌଣସି ସଦସ୍ୟଙ୍କଠାରୁ କିଛି କମ୍ ନୁହନ୍ତି । ସେମାନେ ପରିବାରର ଏକ ସଦସ୍ୟଙ୍କ ପରି ରହିଥାନ୍ତି । ତେବେ ସେମାନଙ୍କର ଜୀବନକାଳ କମ୍ ହୋଇଥିବାରୁ ସେମାନେ…

ଋଷ-ୟୁକ୍ରେନ ପରେ ହେବ କି ଆଉ ଏକ ଯୁଦ୍ଧ?: ଆଫଗାନିସ୍ତାନ ଉପରେ ଏୟାରଷ୍ଟ୍ରାଇକ କରୁଛି ପାକିସ୍ତାନ

ନୂଆଦିଲ୍ଲୀ: ଗୋଟିଏ ପକ୍ଷରେ ଋଷ-ୟୁକ୍ରେନ ଯୁଦ୍ଧ ଥମିବାର ନାଁ ନେଉ ନଥିବା ବେଳେ ଏବେ ଆଉ ୨ ଦେଶ ମଧ୍ୟରେ ଯୁଦ୍ଧ ପରିସ୍ଥିତି ଦେଖିବାକୁ ମିଳିଛି । ଏହି ଦୁଇ ଦେଶ ହେଉଛନ୍ତି ପାକିସ୍ତାନ ଏବଂ ଆଫଗାନିସ୍ତାନ । ଉଭୟଙ୍କ…

ଦିନ ଦ୍ୱିପ୍ରହରରେ ଟଙ୍କା ଭ୍ୟାନର କର୍ମଚାରୀଙ୍କୁ ଲଙ୍କାଗୁଣ୍ଡ ମାରି ଲୁଟିନେଲେ କୋଟିଏ

ଗୁରୁଗ୍ରାମରେ କିଛି ଦୁର୍ବତ୍ତ ଟଙ୍କା ଆଦାୟ କରୁଥିବା ଏସ ଆଣ୍ଡ ଆଇବି ଏଜେନ୍ସିର କର୍ମଚାରୀଙ୍କୁ ଲଙ୍କାଗୁଣ୍ଡ ମାରି କୋଟିଏ ଟଙ୍କା ଲୁଟି ନେଇଛନ୍ତି । ସୂଚନା ଅନୁସାରେ କର୍ମଚାରୀମାନେ ସକାଳୁ ପ୍ରାୟ ୧୧ କମ୍ପାନୀଙ୍କଠାରୁ…

କୌଣସି ଚାକିରିଆକୁ ଦେଖି… ମୁଁ ଯାଉଛି: ପତ୍ନୀଙ୍କୁ ଶେଷ ଏବଂ ଇମୋସନାଲ ମେସେଜ ଦେଇ ସ୍ୱାମୀଙ୍କ ଆତ୍ମହତ୍ୟା

ଭୋପାଲ: ମଧ୍ୟପ୍ରଦେଶର ହରଦା ଜିଲ୍ଲାରେ ଜଣେ ୩୫ ବର୍ଷୀଙ୍କ ଜୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଆତ୍ମହତ୍ୟା କରିବାରୁ ସେ ତାଙ୍କ ପତ୍ନୀଙ୍କ ପାଇଁ ଏକ ମେସେଜ ଲେଖିଯାଇଥିଲେ । ଜୀବନର ଶେଷ ସମୟରେ ସ୍ତ୍ରୀଙ୍କ ପ୍ରତି…

ସ୍ଥଳସେନାର ନୂଆ ମୁଖ୍ୟ ହେଲେ ମନୋଜ ପାଣ୍ଡେ: ପ୍ରଥମ ଇଞ୍ଜିନିୟର ଭାବେ ପାଇଲେ ଦାୟିତ୍ୱ

ଲେପ୍ଟନାଣ୍ଟ ଜେନେରାଲ ମନୋଜ ପାଣ୍ଡେ ନୂଆ ସ୍ଥଳସେନା ମୂଖ୍ୟ ଭାବରେ ନିଯୁକ୍ତି ପାଇଛନ୍ତି । ପ୍ରଥମ ଇଞ୍ଜନିୟର ଭାବରେ ସ୍ଥଳସେନା ମୁଖ୍ୟ ଭାବରେ ସେ ଦାୟିତ୍ୱ ଗ୍ରହଣ କରିବେ । ୨୯ ତମ ସ୍ଥଳ ସେନା ଭାବେ ସେ ଜେନେରାଲ ମନୋଜ…

Amwayର ୭୫୭ କୋଟି ଟଙ୍କାର ସଂପତ୍ତି ଜବତ କଲା ଇଡି, ନୂତନ ସଦସ୍ୟ ଯୋଡିଲେ ଧନୀ ହେବାର ଲୋଭ ଦେଖାଉଥିଲା

ନୂଆଦିଲ୍ଲୀ: ମାର୍କେଟିଂ କମ୍ପାନୀ ଆମୱେକୁ ଜୋରଦାର ଝଟକା । ଚଢାଉ କରି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଜବତ କଲା ୭୫୭.୭୭ କୋଟି ଟଙ୍କା । ଲକ୍ଷାଧିକ ଲୋକଙ୍କୁ ସ୍କିମର ଲୋଭ ଦେଖାଇ ଏହାକୁ ବିକ୍ରି କରି କୋଟି…

ପୁଣି ପୋଲିସ ହଟହଟା: ଅଭିଯୁକ୍ତକୁ ନେବା ପଇଁ ଆସିଥିବା ପୋଲିସ ଟିମ ଉପରେ ପଥର ମାଡ

ନୂଆଦିଲ୍ଲୀ: ଦିଲ୍ଲୀର ଜାହାଙ୍ଗୀରପୁରରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ହନୁମାନ ଜୟନ୍ତୀରେ ହୋଇଥିବା ହିଂସାକାଣ୍ଡ ପରେ ଆଜି କ୍ରାଇମବାଞ୍ଚର ଟିମ ଉପରକୁ ପଥରମାଡ ହୋଇଛି । ତେବେ ଏଠାରେ ହୋଇଥିବା ଏହି ହିଂସାକାଣ୍ଡ…

ଧାର୍ମିକ ସ୍ଥଳରେ ଲାଉଡସ୍ପିକର ବଜାଇବା ପାଇଁ ପୋଲିସର ଅନୁମତି ନେବାକୁ ହେବ

ମସଜିଦରେ ବାଜୁଥିବା ଲାଉଡସ୍ପିକର ବିବାଦ ମଧ୍ୟରେ ଏକ ବଡ଼ ନିଷ୍ପତି ନେଇଛନ୍ତି ନାସିକ ଜିଲ୍ଲା ପ୍ରଶାସନ । ଏବେ ଏଠାରେ ଲାଉଡସ୍ପିକରେ ହନୁମାନ ଚାଳିସା ବା ଭଜନ ବଜାଇବା ପାଇଁ ଅନୁମତି ନେବାକୁ ହେବ । ନାସିକ ପୋଲିସ କମିଶନର…

ନୋଏଡା, ଲକ୍ଷ୍ନୌ ସମେତ ଏହି ୬ ଜିଲ୍ଲାରେ ମାସ୍କ ହେଲା ବାଧ୍ୟତାମୂଳକ: କରୋନା ସଂକ୍ରମଣ ବୃଦ୍ଧିକୁ ଦେଖି ଯୋଗୀଙ୍କ ଆଦେଶ

ଲକ୍ଷ୍ନୌ: ୟୁପିରେ ପୁଣି ଥରେ କରୋନା ସଂକ୍ରମଣ ନେଇ ସତର୍କତା ଜାରିକରାଯାଇଛି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଲକ୍ଷ୍ନୌ ସମେତ ୬ ଏନସିଆର ଜିଲ୍ଲା ଗୌତମବୁଦ୍ଧ ନଗର, ଗାଜିଆବାଦ, ହାପୁଡ଼, ମେରାଠ, ବୁଲନ୍ଦସହର, ବାଗପତର…