CHARIDHAM
Browsing Category

ଦେଶ ବିଦେଶ

କେମିକାଲ ବୋମାରେ ୨୬/୧୧ ରୁ ବଡ଼ ଆଟାକ୍ କରିବାର ପ୍ଲାନ୍: ଦିଲ୍ଲୀ ସହ ଏହି ୧୮ଟି ସ୍ଥାନରେ ବିସ୍ଫୋରଣ କରିବାକୁ ଷଡ଼ଯନ୍ତ୍ର ରଚୁୁଥିଲା ISIS

ନୂଆଦିଲ୍ଲୀ: ଦିଲ୍ଲୀ ପୋଲିସର ସ୍ପେଶାଲ୍ ସେଲ୍ ଦ୍ୱାରା ଧରାଯାଇଥିବା ତିନି ଆତଙ୍କବାଦୀଙ୍କଠାରୁ ଅନେକ ଗୁରୁତ୍ୱପୂର୍ଣ୍ଣ ଖୁଲାସା ହୋଇଛି । ମୁଖ୍ୟ ଅଭିଯୁକ୍ତ ଶାହନାୱାଜ ଏବଂ ତାଙ୍କ ସହଯୋଗୀମାନେ ଦିଲ୍ଲୀ-ଏନସିଆର ସମେତ…

ଆମେରିକାରେ ବିମାନ ଦୁର୍ଘଟଣା ଗ୍ରସ୍ତ, ରିପବ୍ଲିକାନ ପାର୍ଟି ସାଂସଦ ଡଗ ଲାର୍ସନଙ୍କ ପରିବାର ଲୋକଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ଆମେରିକାର ନର୍ଥ ଡେକୋଟା ରାଜ୍ୟରେ ରିପବ୍ଲିକାନ ପାର୍ଟିର ସାଂସଦ ଡଗ ଲାର୍ସନ, ତାଙ୍କ ପତ୍ନୀ ଏବଂ ତାଙ୍କର ଦୁଇଟି ସନ୍ତାନଙ୍କ ଏକ ବିମାନ ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ରିପବ୍ଲିକାନ ପାର୍ଟିିର ସାଂସଦ ଏହି…

ଲୁଚି ଲୁଚି ଗୁଳି ମାରୁଛନ୍ତି ଆତଙ୍କବାଦୀ : ସୁରକ୍ଷାକର୍ମୀ ପକ୍ଷରୁ ଜାରି ରହିଛି ସର୍ଚ୍ଚ ଅପରେସନ

ଜମ୍ମୁକାଶ୍ମୀର : ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମଧ୍ୟରେ ଚାଲିଛି ଗୁଳି ବିନିମୟ । ରଜୌରୀରେ ୩ ଆତଙ୍କବାଦୀ ଲୁଚିି ରହିଥିବାର ସନ୍ଦେହ କରାଯାଉଛି । ଏନେଇ ସେହି ଅଞ୍ଚଳକୁ ଘେରିଛନ୍ତି ସୁରକ୍ଷାକର୍ମୀ । ଏହା ସହିତ ସର୍ଚ୍ଚ…

ତିନୋଟି ଶବ୍ଦରେ କମ୍ପାନୀକୁ ଲେଖିଲେ ଲେଟର, ଆପଣ କେବେ ଦେଖି ନ ଥିବେ ଏପରି ରେଜିଷ୍ଟେସନ ଲେଟର

ନୂଆଦିଲ୍ଲୀ : ପ୍ରତି କମ୍ପାନୀର କିଛି ନିୟମ ରହିଛି । କୌଣସି କମ୍ପାନୀରେ କାମ କରିବାକୁ ହେଲେ ଆପଣଙ୍କୁ ସେଠାରେ କିଛି ନିୟମ କିଛି ସର୍ତ୍ତ ମାନିବାକୁ ହେବ । ସେହି ନିୟମ ମଧ୍ୟରୁ ଗୋଟିଏ ହେଉଛି ଆପଣ ଯେତେବେଳେ କମ୍ପାନୀ…

ମ୍ୟାଲେରିଆର ଦ୍ୱିତୀୟ ଟୀକାକୁ ମଞ୍ଜୁରୀ ଦେଲା WHO : ଭାରତ ସହ ରହିଛି ବଡ଼ କନେକ୍ସନ

ନୂଆଦିଲ୍ଲୀ: ସାରା ଦେଶରେ ମ୍ୟାଲେରିଆ ରୋଗ ଖୁବ ଜୋରରେ ବ୍ୟାପିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(WHO) ମ୍ୟାଲେରିଆର ଦ୍ୱିତୀୟ ଟୀକାକୁ ମଞ୍ଜୁରୀ ଦେଇଛି । ମ୍ୟାଲେରିଆ ଭଳି ରୋଗ ସହ ଲଢିବା…

ପୋଷ୍ଟ ଶେୟାର କଲେ ମୋଦୀ: ପ୍ରଧାନମନ୍ତ୍ରୀଙ୍କ ଉପହାର ଓ ସ୍ମୃତି ଚିହ୍ନ ନିଲାମ କରାଯିବ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ତାଙ୍କର ୯ ବର୍ଷର ଦୀର୍ଘ କାର୍ଯ୍ୟକାଳ ସମୟରେ ଅନେକ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି । ଏହି ଅବସରରେ ମୋଦୀଙ୍କୁ ଅନେକ ଉପହାର ମିଳିଛି । ତେବେ ସେହିସବୁ ଉପହାର ଓ…

ଆଲୋକ ଯାଇ ପୁଣି ଧୀରେ ଧୀରେ ଚନ୍ଦ୍ରପୃଷ୍ଠରେ ମାଡିଆସୁଛି ଅନ୍ଧକାର; ନିଦରୁ ଉଠିବେନି କି ବିକ୍ରମ ଓ ପ୍ରଜ୍ଞାନ?

ଓଡିଶା ଭାସ୍କର; ୧୪ ଦିନ ପରେ ଅର୍ଥାତ୍‌ ସେପ୍ଟେମ୍ବର ୨୨ ତାରିଖରେ ଚନ୍ଦ୍ରପୃଷ୍ଠରେ ସୂର୍ଯ୍ୟାଲୋକ ଆସିବା ପରେ ବି ନିଦରେ ଶୋଇରହିଛନ୍ତି ଲ୍ୟାଣ୍ଡର ବିକ୍ରମ ଓ ରୋଭର ପ୍ରଜ୍ଞାନ । ସେମାନଙ୍କୁ ଆଉଥରେ ସକ୍ରିୟ କରିବା…

ଅହିଂସାର ପ୍ରତୀକ, ତଥାପି ମହାତ୍ମା ଗାନ୍ଧୀଙ୍କୁ କାହିଁକି ମିଳିଲାନି ନୋବେଲ ଶାନ୍ତି ପୁରସ୍କାର? ପ୍ୟାନେଲ କହିଲେ କାରଣ

ନୂଆଦିଲ୍ଲୀ: ଜାତିର ପିତା ମହାତ୍ମା ଗାନ୍ଧୀ, ପୂରା ନାମ ମୋହନ ଦାସ କରମ ଚାନ୍ଦ ଗାନ୍ଧୀ । ଦେଶ ସ୍ୱାଧୀନତାର ଜଣେ ବଡ଼ ହସ୍ତୀ । ଅହିଂସରା ମାର୍ଗର ସେ ଥିଲେ ପୂଜାରୀ, ତେଣୁ ତାଙ୍କୁ ଅହିଂସାର ଜଣେ ପ୍ରତୀକ ବୋଲି ମଧ୍ୟ…

ଧାରୁଆ ଛୁରିରେ ପରସ୍ପରର ଗଳା କାଟିଦେଲେ ପ୍ରେମି ଯୁଗଳ: ପ୍ରେମିକାର ମୃତ୍ୟୁ, ପ୍ରେମିକ ଗୁରୁତର

ଜୟପୁର: ଜୟପୁରରୁ ସାମ୍ନାକୁ ଆସିଛି ପ୍ରେମର ସାଂଘାତିକ କାହାଣୀ । ଧାରୁଆ ଛୁରିରେ ପରସ୍ପରର ଗଳା କାଟି ଦେଇଛନ୍ତି ପ୍ରେମୀ ଯୁଗଳ। ଏହି ହୃଦୟ ବିଦାରକ ଘଟଣାରେ ପ୍ରେମିକାର ମୃତ୍ୟୁ ଘଟିଥିବା ବେଳେ ପ୍ରେମିକ ଗୁରୁତର ଆହତ…

ଗିନିଜ୍ ବିଶ୍ୱ ରେକର୍ଡ: ୭ ମିନିଟରେ ୫୦ଟି ରାଗଯୁକ୍ତ ଲଙ୍କା ଖାଇଦେଲେ ଯୁବକ

ନୂଆଦିଲ୍ଲୀ: ଅନେକ ସମୟରେ କିଛି ବ୍ୟକ୍ତି ରେକର୍ଡ କରିବା ନିଶାରେ ବହୁ ଅସମ୍ଭବ କାର୍ଯ୍ୟ କରିବାକୁ ପଛାଇ ନଥାନ୍ତି । କିଛି ଯୁବକ, ଚଳନ୍ତା ଟ୍ରେନ, ଚଳନ୍ତା ବସ, ପାଣିରେ ଅନେକ ଦୁଃସାହସିକ କାର୍ଯ୍ୟ କରିଥାନ୍ତି । ଏପରି…