fbpx
BSKY SKY
BSKY SKY
Browsing Category

ଦେଶ ବିଦେଶ

EPFO ଲାଗୁ କରିବ ନୂଆ ପେନସନ୍ ସ୍କିମ୍, ଜାଣନ୍ତୁ କେଉଁମାନେ ପାଇବେ ଏହାର ଫାଇଦା

ନୂଆଦିଲ୍ଲୀ: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (ଇପିଏଫଓ) ସଂଗଠିତ କ୍ଷେତ୍ରର କର୍ମଚାରୀଙ୍କ ପାଇଁ ନୂଆ ପେନସନ ସ୍କିମ୍ ଲାଗୁ କରିବାକୁ ଯାଉଛି । ତେବେ ଏଥିପାଇଁ କର୍ମଚାରୀଙ୍କ ସର୍ବନିମ୍ନ ମାସିକ ଦରମା ୧୫ ହଜାର ହୋଇଥିବା…

ପଞ୍ଜାବ-ୟୁପି ନିର୍ବାଚନ: ପୋଲିଂ ବୁଥ୍ କୁ ଯିବା ବେଳେ ସୋନୁଙ୍କୁ ରୋକିଲେ ନିର୍ବାଚନ କମିଶନ, ଗାଡ଼ି ଜବତ

ଚଣ୍ଡିଗଡ଼: ରବିବାର ଦିନ ପଞ୍ଜାବରେ ବିଧାନସଭା ପାଇଁ ମତଦାନ ଆରମ୍ଭ ହୋଇଯାଇଛି । ସକାଳ ୮ ଟାରୁ ଆରମ୍ଭ ହୋଇଥିବା ମତଦାନ ଶାନ୍ତିପୂର୍ଣ୍ଣ ଭାବରେ ଚାଲିଛି । ନିର୍ବାଚନ ଆୟୋଗ ସମ୍ପୂର୍ଣ୍ଣ ସତର୍କ ଅଛନ୍ତି । ଏହା ଭିତରେ…

ପୁଣି ଫସିଲେ NCBର ପୂର୍ବତନ ଜୋନାଲ ଡାଇରେକ୍ଟର ୱାଙ୍ଖେଡ଼େ, ବେଆଇନ ବାର ଲାଇସେନ୍ସ ମାମଲାରେ ଦାଖଲ ହେଲା FIR

ନୂଆଦିଲ୍ଲୀ: ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି)ର ପୂର୍ବତନ ଜୋନାଲ ଡାଇରେକ୍ଟର ସମୀର ୱାଙ୍ଖେଡ଼େଙ୍କ ପାଇଁ ପୁଣି ଏକ ସମସ୍ୟା ସୃଷ୍ଟି ହୋଇଛି । ବେଆଇନ ବାର ଲାଇସେନ୍ସ ମାମଲାରେ ସମୀରଙ୍କ ନାମରେ ଏଫଆଇଆର ଦାୟର…

ବାରମ୍ବାର କହିବା ପରେ ବି ପର ପୁରୁଷ ସହ କଥା ହେଉଥିଲା ପତ୍ନୀ, ହାଇକୋର୍ଟ ଦେଲେ ଛାଡ଼ପତ୍ରକୁ ମଞ୍ଜୁରୀ

ଥିରୁବନନ୍ତପୁରମ୍: କେରଳ ହାଇକୋର୍ଟ ନିଜର ଏକ ମାମଲାର ଶୁଣାଣି ବେଳେ ଗୋଟିଏ ଦମ୍ପତିକୁ ଛାଡ଼ପତ୍ର ପାଇଁ ମଞ୍ଜୁରୀ ଦେଇଛନ୍ତି ଏବଂ କହିଛନ୍ତି ଯେ, ସ୍ତ୍ରୀ ଯଦି ସ୍ୱାମୀର ବାରମ୍ବାର କହିବା ସତ୍ତେ୍ୱ ଅନ୍ୟ ପୁରୁଷ ସହିତ କଥା…

ରାଜସ୍ଥାନରେ ବଡ଼ ଦୁର୍ଘଟଣା: ନଦୀରେ ବୁଡ଼ିଲା କାର, ବର ସହିତ ଚାଲିଗଲା ୯ ଜୀବନ

କୋଟା: ରାଜସ୍ଥାନ କୋଟାର ନୟାପୁର ଥାନା ସ୍ଥିତ ଚମ୍ବଲର ଛୋଟ କୁଲଭର୍ଟରେ ବଡ଼ ଦୁର୍ଘଟଣା । ବିଳମ୍ବିତ ରାତିରେ ବାହାଘରକୁ ଯାଉଥିବା ଏକ କାର ନଦୀରେ ଖସି ପଡିବାରୁ ବର ସହିତ ୯ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି ।…

UK ରିଲିଜ୍ କଲା ୟୁକ୍ରେନ ଉପରେ ଆକ୍ରମଣର ମ୍ୟାପ୍, ଦେଖନ୍ତୁ କେଉଁ କେଉଁ ସ୍ଥାନରେ ମୁତୟନ ହୋଇଛି ଋଷ ସେନା

ଲଣ୍ଡନ: ବ୍ରିଟେନର ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଋଷ-ୟୁକ୍ରେନ ସଙ୍କଟକୁ ନେଇ ବଡ଼ ଖୁଲାସା କରାଯାଇଚି । ଏହି ପରିପ୍ରେକ୍ଷୀରେ ଏକ ମ୍ୟାପ୍ ରିଲିଜ୍ କରାଯାଇଛି । ଏହି ମ୍ୟାପ୍ ରେ କୁହାଯାଇଛି ଯେ, ଋଷ କେଉଁ କେଉଁ…

ୟୁକ୍ରେନ ସଙ୍କଟକୁ ନେଇ ବାଇଡେନ୍ ଡାକିଲେ ସୁରକ୍ଷା ପରିଷଦ ବୈଠକ, ଯେକୌଣସି ମୁହୂର୍ତ୍ତରେ ଋଷ କରିପାରେ ଆକ୍ରମଣ

ୱାଶିଂଟନ୍: ରବିବାର ଦିନ ୟୁକ୍ରେନ୍ ସଙ୍କଟକୁ ନେଇ ଆମେରିକୀ ରାଷ୍ଟ୍ରପତି ଜୋ ବାଇଡେନ୍ ଜାତୀୟ ସୁରକ୍ଷା ପରିଷଦ ବୈଠକ ଡାକିଛନ୍ତି । ହ୍ୱାଇଟ୍ ହାଉସ୍ ର ପ୍ରେସ୍ ସଚିବ ଜେନ୍ ସାକୀ କହିଛନ୍ତି ଯେ, ରାଷ୍ଟ୍ରପତି ବାଇଡେନ୍…

ପ୍ରକାଶ ପାଇଲା ଦୁନିଆର ବେଷ୍ଟ-୧୦ କମ୍ପାନୀ ତାଲିକା: ପ୍ରଥମ ଥର ପାଇଁ Facebook କୁ ମିଳିଲାନି ସ୍ଥାନ

ନୂଆଦିଲ୍ଲୀ: ନିକଟରେ ବିଶ୍ୱର ଶ୍ରେଷ୍ଠ ୧୦ଟି କମ୍ପାନୀର ତାଲିକା ପ୍ରକାଶ କରାଯାଇଛି । ତେବେ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି, ଏହି ଲିଷ୍ଟର ଫେସବୁକର ସ୍ଥାନ ନାହିଁ । ବ୍ଲୁମବର୍ଗର ଏକ ରିପୋର୍ଟରୁ ଜଣାପଡ଼ିଛି ଯେ,…

ୟୁରୋପରେ ସାମୁଦ୍ରିକ ଝଡ ୟୁନିସର ତାଣ୍ଡବ: ଏବେ ସୁଦ୍ଧା ନେଲାଣି ୨୦ଜଣଙ୍କ ପ୍ରାଣ

ଲଣ୍ଡନ: ୟୁରୋପରେ ତାଣ୍ଡବ ରଚିଛି ସାମୁଦ୍ରିକ ଝଡ ୟୁନିସ । ବିଟ୍ରେନ ସମେତ ୟୁରୋପରେ ଅନେକ ଦେଶରେ ଏହି ଝଡ ପ୍ରଭାବରେ ପ୍ରବଳ ବର୍ଷା ସହ ଘଣ୍ଟା ପ୍ରତି ୧୨୨ କିଲୋମିଟର ବେଗରେ ପବନ ବୋହୁଛି । ମଧ୍ୟ ଆଣ୍ଟଲାଟିକାରେ ଆରମ୍ଭ…

୧୦୦ କୃଷି ଡ୍ରୋନର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦି: କୃଷି କ୍ଷେତ୍ରରେ ଆସିବ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ଷେତରେ କୃଷି କାର୍ଯ୍ୟକୁ ନେଇ ୧୦୦ କୃଷକ ଡ୍ରୋନର ଉଦଘାଟନ କରିଛନ୍ତି । ଏହି ଡ୍ରୋନର ବ୍ୟବହାର ଖେତରେ କୀଟନାଶକ ସାମଗ୍ରୀ ଛିଞ୍ଚିବାରେ କରାଯିବ । ଏକ ବିଶେଷ ଅଭିଯାନ…