fbpx
Browsing Category

ଦେଶ ବିଦେଶ

ମେଟାର କଠୋର ନିଷ୍ପତ୍ତି: ନୂଆ ନିୟମ ଅନୁସାରେ ବ୍ୟାନ କଲା ହ୍ୱାଟ୍ସଆପ ଆକାଉଣ୍ଟ

ନୂଆଦିଲ୍ଲୀ: ନୂଆ ସୋସିଆଲ ମିଡିଆ କମ୍ପାନୀ ମେଟା ନେଇଛି ଏକ କଠୋର ଆକ୍ସନ । ନୂଆ ନିୟମ ଅନୁସାରେ ବ୍ୟାନ କରିଛି ଲକ୍ଷାଧିକ ଲୋକଙ୍କ ହ୍ୱାଟ୍ସଆପ ଆକାଉଣ୍ଟ ।୨୦୨୧ ର ନୂଆ ଆଇଟି ନିୟମ ଅନୁଯାୟୀ ଗତ ମାସ(ଡିସେମ୍ବର)ରେ ମୋଟ ୨…

(Video) ବିଜେପିକୁ କେସିଆରଙ୍କ ଟାର୍ଗେଟ: କହିଲେ ଫିଙ୍ଗିଦିଅ ବଙ୍ଗୋପସାଗରରେ

ବିଜେପିକୁ ଟାର୍ଗେଟ କରିଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ । କେସିଆର କହିଛନ୍ତି ଲୋକଙ୍କ ଆଶା ପୂରଣ କରିବା ସହ ଦେଶକୁ ପୂର୍ଣ୍ଣ ଭାବରେ ଅଗ୍ରଗତି କରିବା ପାଇଁ ଭାରତର ସମ୍ବିଧାନକୁ ଆଉ ଥରେ…

(Video) ଆସିଲା କିମ୍ ଙ୍କ ପତ୍ନୀଙ୍କ ପ୍ରଥମ ଫଟୋ: ପାଞ୍ଚ ମାସ ଧରି କେଉଁଠି ଥିଲେ ହେଉଥିଲା ଚର୍ଚ୍ଚା…

୫ ମାସ ହେଲା ନିଖୋଜ ଥିଲେ କିମ୍ ଙ୍କ ପତ୍ନୀ, ନ ଥିଲା ଖୋଜ ଖବର ଚାଲିଥିଲା ସଵୁଠି ଚର୍ଚ୍ଚା । କୁଆଡେ ଗଲେ କିମଙ୍କ ପତ୍ନୀ । ଆଉ ଏବେ ୫ ମାସ ପରେ ପ୍ରଥମ କରି ପଦାକୁ ଆସିଲେ ଉତ୍ତରକୋରିଆର ନେତା କିମ୍ ଜଙ୍ଗ ଉନ୍ ଙ୍କ…

ଭାଇ ଭାଇର ସମ୍ପର୍କ: ଗୋଟିଏ ଦିନରେ ହୋମ, ଗୋଟିଏ ଦିନରେ ଜଳିଲା ଦୁହିଁଙ୍କ ଯୁଇ

ସିରୋହି: କଥାରେ ଅଛି ଦୁନିଆକୁ ଆସିଛେ ଏକା, ଯିବା ଏକା । ଇଏ ତ ବିଧିର ବିଧାନ । ଆଉ ବିଧିର ବିଧାନ କିଏ ବା ଭାଙ୍ଗିପାରିବ । କିନ୍ତୁ ବିଧିର ଏ ବିଧାନକୁ ଭାଙ୍ଗି ଦେଇଛନ୍ତି ରାଜସ୍ଥାନ ସିରୋହିର ଦୁଇ ଭାଇ । ଉଭ୍ରଙ୍କ…

ମୁଖ୍ୟମନ୍ତ୍ରୀ ଦୌଡ଼ରୁ ବାଦ ପଡ଼ିଲେ ସୁନୀଲ ଜାଖଡ଼, ଦେଲେ ଏଭଳି ପ୍ରତିକ୍ରିୟା…

ପଞ୍ଜାବରେ କଂଗ୍ରେସର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ନେଇ ଜାରି ରହିଛି ଟଣାଓଟରା । ଏହାରି ମଧ୍ୟରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଦୌଡ଼ରୁ ବାଦ୍ ପଡ଼ିଥିବା କଂଗ୍ରେସ ନେତା ସୁନୀଲ ଜାଖଡ଼ କରିଛନ୍ତି ବଡ଼ ଖୁଲାସା । ସୁନୀଲ କହିଛନ୍ତି…

୬ ମାସରୁ ୫ ବର୍ଷର ଶିଶୁଙ୍କୁ ମିଳିବ କରୋନା ଟିକା: ଦୁଇ କମ୍ପାନୀ କଲେ ଆବେଦନ

ନୂଆଦିଲ୍ଲୀ: ଖୁବଶୀଘ୍ର ୬ ମାସରୁ ପାଞ୍ଚ ବର୍ଷ ବୟସର ପିଲାଙ୍କୁ ଦିଆଯାଇପାରେ ଟିକା । ଏନେଇ ଆମେରିକାର ଫୁଡ ଆଣ୍ଡ ଡ୍ରଗ୍ସ ଆଡମିନିଷ୍ଟ୍ରେସନ ବା ଏଫଡିଏକୁ ଅନୁମତି ମାଗିଛନ୍ତି ଦୁଇ ଟିକା ନିର୍ମାଣକାରୀ କମ୍ପାନୀ ଫାଇଜର ଓ…

ପୁଣି ସେନା-ଆତଙ୍କୀ ମୁହାଁମୁହିଁ: ଗୁଳି ବିନିମୟରେ ଜଣେ ଆତଙ୍କବାଦ ନିହତ

ଶ୍ରୀନଗର: ପୁଣି ମୁହାଁମୁହିଁ ହୋଇଛନ୍ତି ଭାରତର ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀ । ଦକ୍ଷିଣ କଶ୍ମୀରର ଶୋପିଆ ଜିଲ୍ଲାର ନଦୀଗାମରେ ଉଭୟଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ଏହି ମଧ୍ୟରେ ଜଣେ ଆତଙ୍କୀ ଢେର ହୋଇଥିବା ସୂଚନା…

ୟୁପି ନିର୍ବାଚନ: ପ୍ରଥମ ରାଲିରେ ବିରୋଧୀଙ୍କ ଉପରେ ବର୍ଷିଲେ ମାୟାବତୀ

ବହୁଜନ ସମାଜବାଦୀ ପାର୍ଟୀ ମୁଖ୍ୟ ମାୟାବତୀ ବୁଧବାର ଆଗ୍ରାରେ ଏକ ଜନସଭାକୁ ଉଦବୋଧନ ଦେବା ସହ ନିର୍ବାଚନୀ ପ୍ରଚାରର ଶଙ୍ଖନାଦ କରିଛନ୍ତି । ୟୁପି ବିଧାନସଭା ନିର୍ବାଚନ ରେ ମାୟାବତୀଙ୍କ ଏହା ପ୍ରଥମ ନିର୍ବାଚନୀ ଜନସଭା ।…

ଫେବୃୟାରୀରେ ୧୩ ଦିନ ବନ୍ଦ ରହିବ ବ୍ୟାଙ୍କ: ଆଜି ହିଁ ସାରି ଦିଅନ୍ତୁ ସମସ୍ତ କାମ, ଦେଖନ୍ତୁ ଛୁଟିର ତାଲିକା

ନୂଆଦିଲ୍ଲୀ: ବ୍ୟାଙ୍କିଂ ସେବା ଆମ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ପାଲଟି ଯାଇଛି । ଏମିତି ପରସ୍ଥିତିରେ ବ୍ୟାଙ୍କ ବନ୍ଦ ରହିଲେ ଆମେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥାଏ । ତେଣୁ ବ୍ୟାଙ୍କ ବନ୍ଦ ଥିବା ସମୟର…

QR Codeକୁ ସାବଧାନ; ୨୫ ଲକ୍ଷ ଟଙ୍କାର ହୋଇଛି ଠକେଇ ଅଭିଯୋଗ, ପଢ଼ନ୍ତୁ ପୂରା ଘଟଣାକ୍ରମ

ନୂଆଦିଲ୍ଲୀ: ଡିଜିଟାଲ୍ ଟ୍ରାନଜାକ୍ସନ୍ କୁ ବର୍ତ୍ତମାନ ସମୟରେ ଖୁବ୍ ସହଜ କରିଛି କ୍ୟୁଆର୍ କୋଡ୍ । ଏହାଦ୍ୱାରା ଖୁବ୍ ସହଜରେ ପେମେଣ୍ଟ୍ ହୋଇପାରୁଛି । ଡିଜିଟାଲ୍ ପେମେଣ୍ଟ୍ ଆସିବା ପରେ କ୍ୟାସ୍ ସମସ୍ୟା ଦୂର ମଧ୍ୟ ହୋଇଛି…