Browsing Category

ଦେଶ ବିଦେଶ

ମଧ୍ୟପ୍ରଦେଶ କ୍ୟାବିନେଟ ସଂପ୍ରସାରଣ ଅଗଷ୍ଟ ୨୬ରେ: ଅନେକ ବିଧାୟକଙ୍କ ନିକଟକୁ ଗଲା ସିକ୍ରେଟ୍ ଫୋନ୍ କଲ୍

ନୂଆଦିଲ୍ଲୀ: ଆସନ୍ତା ୨୦୨୪ ଲୋକସଭା ନିର୍ବାଚନ ପାଇଁ ସାରା ଦେଶରେ ଏବେ ନିର୍ବାଚନୀ ବାତାବରଣ ଦେଖିବାକୁ ମିଳିଛି । ଶାସକ ବିଜେପି ଓ ବିରୋଧୀ ମେଣ୍ଟ ପକ୍ଷରୁ ଏନେଇ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ ହୋଇଯାଇଛି ।…

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ରିପୋର୍ଟ ବଢ଼ାଇଲା ଚିନ୍ତା: ମଇଳା ପାଣିରୁ ଚିହ୍ନଟ ହେଲା କରୋନାର ନୂଆ ଭାରିଆଣ୍ଟ

ନୂଆଦିଲ୍ଲୀ: ଦୀର୍ଘ ୩ ବର୍ଷରୁ ଅଧିକ ସମୟ ଧରି ସାରା ବିଶ୍ୱକୁ ନିଜର ମାୟାଜାଲରେ କବଳିତ କରି ରଖିଥିବା କରୋନା ଭାଇରସକୁ ନେଇ ଏବେ ବି ବିଶେଷଜ୍ଞମାନେ ଗବେଷଣା ଜାରି ରଖିଛନ୍ତି । ଚଳିତ ବର୍ଷ ପ୍ରାରମ୍ଭରେ ଅଚାନକ ଚୀନରେ…

ମେଡିକାଲ ସାଇନ୍ସର ଚମତ୍କାର: ଗୋଟିଏ ଗର୍ଭାଶୟରେ ମାଆ ହେବେ ଦୁଇ ଭଉଣୀ, ସର୍ଜରୀ ପାଇଁ ଖର୍ଚ୍ଚ ହେଲା ୨୬ ଲକ୍ଷ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଚିକିତ୍ସା ବିଜ୍ଞାନ ବହୁତ ଆଗରେ ପହଞ୍ଚିଲାଣି । ଡାକ୍ତରମାନେ ବିରଳ ସର୍ଜରୀ ମାଧ୍ୟମରେ ଅନେକ ଗୁରୁତର ରୋଗୀଙ୍କ ଜୀବନ ବଞ୍ଚାଇବାରେ ସକ୍ଷମ ହେଉଛନ୍ତି । ତେବେ ଏହା ମଧ୍ୟରେ ଦେଖିବାକୁ…

ଦ୍ୱିତୀୟ ଥର ପାଇଁ ବାପା ହେଲେ ଯୁବରାଜ ସିଂ, ଇନଷ୍ଟାଗ୍ରାମରେ ଜଣାଇଲେ ଏହି ଖୁସି ଖବର

ଓଡିଶା ଭାସ୍କର; ଭାରତୀୟ କ୍ରିକେଟର ଯୁବରାଜ ସିଂ ଦ୍ୱିତୀୟ ଥର ପାଇଁ ପିତା ହୋଇଛନ୍ତି । ଯୁବରାଜ ସିଂ ପତ୍ନୀ ହାଜେଲ କିଚଙ୍କ ସହ ତାଙ୍କ ଶିଶୁ କନ୍ୟାକୁ ସ୍ୱାଗତ କରିଛନ୍ତି । ନିଜର ଇନଷ୍ଟାଗ୍ରାମରେ ସେ ପ୍ରଶଂସକ ଏବଂ…

ଜିପରେ ଯାଉଥିବା ବେଳେ ଖାଇକୁ ଖସିପଡ଼ିଲେ ୧୪ ଯାତ୍ରୀ: ୯ ଜଣଙ୍କ ମୃତ୍ୟୁ, ୩ ଶୋଚନୀୟ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଦୁର୍ଘଟଣା ଜନିତ ମୃତ୍ୟୁ ମାମଲା ବଢ଼ିବାରେ ଲାଗିଛି । ମଦ୍ୟପାନ, ବେପରୁଆ ଗାଡ଼ି ଚାଳନା ଓ କୁହୁଡ଼ି ଆଦି ବିଭିନ୍ନ କାରଣରୁ ଅନେକ ସମୟରେ ରାସ୍ତାଘାଟରେ ଦୁର୍ଘଟଣା ଘଟିଥାଏ । ତେବେ ୧୪…

Video: ଫୋନ୍ କରି କରି ଆସିଲାନି ଆମ୍ବୁଲାନ୍ସ, ରାତି ଅଧରେ ରାସ୍ତା ମଝିରେ ପ୍ରସବ କଲେ ଆଦିବାସୀ ମହିଳା

ନୂଆଦିଲ୍ଲୀ: ଅସହ୍ୟ ହେଲା ପ୍ରସବ ଯନ୍ତ୍ରଣା, ଡାକ୍ତରଖାନାରେ ପହଞ୍ଚିବା ପୁର୍ବରୁ ରସ୍ତା ମଝିରେ ପ୍ରସବ କଲେ ଆଦାବାସୀ ମହିଳା । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ତେଲେଙ୍ଗାନାର ନିର୍ମଲ ଜିଲ୍ଲାରେ । ମହିଳା ଜଣକଙ୍କର…

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଗ୍ରାଣ୍ଡ କ୍ରସ୍ ଅଫ୍ ଦି ଅର୍ଡର ଅଫ୍ ଅନରରେ ସମ୍ମାନିତ କଲା ଗ୍ରୀସ୍ , ମୋଦି କହିଲେ…

ଓଡିଶା ଭାସ୍କର; ୪୦ ବର୍ଷ ପରେ ଭାରତର କୌଣସି ପ୍ରଧାନମନ୍ତ୍ରୀ ଗ୍ରୀସ ଗସ୍ତ କରିଛନ୍ତି । ବ୍ରିକ୍ସ ସମ୍ମିଳନୀରେ ଭାଗ ନେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ଏକ ଦିବସୀୟ ଯାତ୍ରାରେ ଆଜି ଗ୍ରୀସ୍…

ଭୁବନେଶ୍ୱରରେ ଆୟୋଜିତ ହେଲା ୫ଟି ପୂର୍ବାଞ୍ଚଳ ରାଜ୍ୟର ପ୍ରାଣୀପାଳନ ଓ ଦୁଗ୍ଧ ଉତ୍ପାଦନ ସମ୍ବନ୍ଧୀୟ ଆଞ୍ଚଳିକ ସମୀକ୍ଷା ବୈଠକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅଗଷ୍ଟ ୨୫ ତାରିଖ ଦିନ ଓଡ଼ିଶା ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ସହଯୋଗରେ ଭାରତ ସରକାରଙ୍କ ପ୍ରାଣୀପାଳନ ଓ ଦୁଗ୍ଧ ଉତ୍ପାଦନ ବିଭାଗ ଦ୍ୱାରା ରାଜଧାନୀ ଭୁବନେଶ୍ୱରର ହୋଟେଲ…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଡିଗ୍ରୀ ଉପରେ ପ୍ରଶ୍ନ ଉଠାଇ ଫସିଗଲେ କେଜରିୱାଲ, ସୁପ୍ରିମକୋର୍ଟ ଦେଲେ ଝଟକା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଡିଗ୍ରୀ ଉପରେ ପ୍ରଶ୍ନ ଉଠାଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି ନେତା ଅରବିନ୍ଦ କେଜରିୱାଲ ଏବେ ଆଇନର ଫାଶରେ ଛନ୍ଦି ହୋଇଯାଇଛନ୍ତି । ଗୁଜୁୁରାଟ…

ମୋଦୀଙ୍କୁ ମିଳିଲା ସର୍ବୋଚ୍ଚ ସମ୍ମାନ: ‘Grand Cross of the Order of Honour’ରେ ସମ୍ମାନିତ କଲା ଗ୍ରୀସ୍

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାରେ ବ୍ରିକ୍ସ ସମ୍ମିଳନୀରେ ଯୋଗଦେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବେ ଗ୍ରୀସ ଗସ୍ତରେ ଯାଇଛନ୍ତି । ଏହି ଅବସରରେ ମୋଦୀଙ୍କୁ ସର୍ବୋଚ୍ଚ ପୁରସ୍କାର ପ୍ରଦାନ କରାଯାଇଛି । ମୋଦୀଙ୍କୁ…