Browsing Category
ଦେଶ ବିଦେଶ
Happy New Year: ସ୍ବାଗତଂ 2025…ନାଚ ଗୀତରେ ଜିରୋ ନାଇଟ୍ ସେଲିବ୍ରେସନ, ଧୁମଧାମରେ ନୂଆବର୍ଷକୁ ସ୍ବାଗତ କଲେ ଦେଶବାସୀ
ଭୁବନେଶ୍ବର: ବିଦାୟ ନେଇଛି ବିଦାୟୀ ବର୍ଷ 2024 । ଘଣ୍ଟାରେ ରାତି 12ଟାର ଟିକଟିକ ବାଜିସାରିଥିବା ବେଳେ ଏହାକୁ ତାଳଦେଇ ବାଣ ମଧ୍ୟ ଠୋ ଠୋ କରି ଫାଟିଛି । ସବୁରଙ୍ଗର ଆଲୋକରେ ରଙ୍ଗୀନ ହୋଇଛି ଆକାଶ । ନୂଆ ଆଶା ସହିତ…
ନାଁ ବଦଳେଇଲେ ଏଲନ ମସ୍କ, ପ୍ରୋଫାଇଲ ପିକ୍ଚରରେ ରଖିଲେ ବେଙ୍ଗର ଫଟୋ
ୱାଶିଂଟନ୍: ବିଶ୍ୱର ସବୁଠୁ ଧନୀ ଏଲନ ମସ୍କ ଅନେକ ସମୟରେ ଚର୍ଚ୍ଚାରେ ରହୁନ୍ତି । କେତେବେଳେ ନିଜ ବୟାନ ପାଇଁ ତ ଆଉ କେତେବେଳେ ନିଜ କାମ ପାଇଁ । ଏବେ ପୁଣିଥରେ ଆଲୋଚନାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି, ସ୍ପେସ୍ ଏକ୍ସ…
ମା’ଙ୍କର ଦ୍ୱିତୀୟ ବିବାହ କରେଇ ଚର୍ଚ୍ଚାକୁ ଆସିଲେ ଇନଫ୍ଲୁଏନ୍ସର, ତାଙ୍କ ପାଇଁ ମା’ କରିଥିବା ସଂଘର୍ଷ ଗାଥା ବଖାଣିଲେ, ଦେଖନ୍ତୁ (Video)
ଇସଲାମାବାଦ୍: ପାକିସ୍ତାନର ଜଣେ ଇନଫ୍ଲୁଏନ୍ସର ଇନଷ୍ଟାଗ୍ରାମରେ ମା’ଙ୍କ ବାହାଘରର ଭିଡିଓ ଶେୟାର କରିଛନ୍ତି । ଯେଉଁଥିରେ ପାକିସ୍ତାନୀ ଇନଫ୍ଲୁଏନ୍ସର ତାଙ୍କ ମା’ଙ୍କ ସହ ଥିବା କିଛି ସୁନ୍ଦର ମୁହୂର୍ତ୍ତକୁ ସ୍ଥାନ…
ତାଇଓ୍ଵାନକୁ ଚେତାବନୀ ଦେଲେ ସି ଜିନ୍ ପିଙ୍ଗ୍: ‘ଆମକୁ ଏକାଠି ହେବାରୁ କେହି ଅଟକାଇ ପାରିବେ ନାହିଁ’
ନୂଆଦିଲ୍ଲୀ: ଚୀନ୍ ରାଷ୍ଟ୍ରପତି ସି ଜିନ୍ ପିଙ୍ଗ୍ ମଙ୍ଗଳବାର (ଡିସେମ୍ବର ୩୧) ତାଇଓ୍ଵାନକୁ ଧମକ ଦେଇ ବର୍ଷ ଶେଷ କରିଛନ୍ତି। ନୂଆବର୍ଷର ଅଭିଭାଷଣରେ ଟ୍ରମ୍ପ କହିଛନ୍ତି, ତାଇୱାନ ସହ ମିଶିବାକୁ କେହି ଅଟକାଇ ପାରିବେ…
ଦେଢ଼ କୋଟି ପାଇଁ ସାଙ୍ଘାତିକ କାମ: ସମାଧିରୁ ମୃତଦେହ କାଢ଼ି ପୋଡ଼ିଲେ ସମ୍ପର୍କୀୟ
ନୂଆଦିଲ୍ଲୀ: ଗୁଜରାଟର ବନାସକଣ୍ଠା ଜିଲ୍ଲାରେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି, ଯାହା ଏକ ଥ୍ରିଲର ଫିଲ୍ମର କାହାଣୀ ଭଳି ଲାଗୁଛି । ଦେଢ଼ କୋଟି ଟଙ୍କାର ବୀମା ଦାବି ପାଇଁ ଜଣେ ବ୍ୟକ୍ତି ଏଭଳି ଦୁର୍ନୀତି କରିଛନ୍ତି,…
ରିଚାର୍ଜ ଝିନଝଟରୁ ମୁକ୍ତି… ୯୦୦ ଟଙ୍କାରେ ଜିଓ ଗ୍ରାହକ କରିପାରିବେ ବର୍ଷିକିଆ ରିଚାର୍ଜ, ଜାଣନ୍ତୁ ଭିଆଇ, ବିଏସଏନଏଲର ରିଚାର୍ଜ ପ୍ଲାନ୍…
ନୂଆଦିଲ୍ଲୀ: ବର୍ଷ ଆରମ୍ଭରୁ ଜିଓ, ଏୟାରଟେଲ୍, ଭିଆଇ ଏବଂ ବିଏସଏନଏଲ୍ ଗ୍ରାହକଙ୍କ ପାଇଁ ଆଣିଦେଇଛି ଖୁସି ଖରବ ।
ଜିଓ ଆଣିଛି ଉଭୟ ୩୩୬ ଏବଂ ୩୬୫ ଦିନ ପାଇଁ ରିଚାର୍ଜ ପ୍ଲାନ୍ । ୩୩୬ ଭାଲିଡିଟି ପ୍ଲାନ ପାଇଁ ୮୯୫…
VIDEO: ହଜାର ଫୁଟ ଉଚ୍ଚତାରୁ ବିମାନରୁ ଡେଇଁଲେ ଦବଙ୍ଗ ଗର୍ଲ, ତଳକୁ ଦେଖି ବଡ ପାଟିରେ ଚିଲେଇଲେ
ନୂଆଦିଲ୍ଲୀ: ସୋନାକ୍ଷୀ ସିହ୍ନା ଏବଂ ଜହିର ଇକବାଲଙ୍କର ବିବାହକୁ 6 ମାସ ବିତିଯାଇଛି ଏବଂ ସେମାନଙ୍କର ନିର୍ବନ୍ଧକୁ 2 ବର୍ଷ ବିତିଯାଇଛି । ଅଭିନେତ୍ରୀ ଜଣକ ବିମାନରୁ ଓହ୍ଲାଇ ଆକାଶରେ ଉଡ଼ିବାର ଭିଡିଓ ସୋସିଆଲ ସେୟାର…
୨୦୨୫ର ପ୍ରଥମ ମ୍ୟାଚ୍ କେଉଁ ଦଳ ବିପକ୍ଷରେ ଖେଳିବ ଭାରତ?
ନୂଆଦିଲ୍ଲୀ: ୨୦୨୪ ଟିମ୍ ଇଣ୍ଡିଆ ପାଇଁ ଏକ ମିଶ୍ରିତ ବର୍ଷ ଥିଲା। ବର୍ଷର ପ୍ରଥମାର୍ଦ୍ଧରେ ଟିମ୍ ଇଣ୍ଡିଆ ଟି-୨୦ ବିଶ୍ୱକପ୍ ଟାଇଟଲ୍ ସମେତ ଅନେକ ବଡ଼ ସଫଳତା ହାସଲ କରିଛି।
ଦ୍ୱିତୀୟାର୍ଧରେ ଟିମ୍ ଇଣ୍ଡିଆ ଘରୋଇ…
ଛାତିଥରା ଘଟଣା..ନିଜ ଜିଭ କାଟି ଶିବଲିଙ୍ଗ ଆଗରେ ସମର୍ପଣ କଲେ ଛାତ୍ରୀ, ପରିବାର ସହ ଗାଁ ଲୋକେ ଚାହିଁ ରହିଥିଲେ
ନୂଆଦିଲ୍ଲୀ: ଛତିଶଗଡରୁ ସାମ୍ନାକୁ ଆସିଛି ଛାତିଥରା ଘଟଣା । ନିଜ ଜିଭକୁ କାଟି ଶିବଲିଙ୍ଗରେ ସମର୍ପଣ କଲେ ଦ୍ବାଦଶ ଶ୍ରେଣୀର ଛାତ୍ରୀ । ଅନ୍ଧବିଶ୍ବାସର ବସବର୍ତ୍ତି ହୋଇ ଯୁବକଜଣକ ଏଭଳି କରାଇଥିବା ଦେଖାଯାଇଛି । ଛତିଶଗଡର…
କ’ଣ ଆପଣବି କରୁଛନ୍ତି ଏହି ସବୁ ଭୁଲ୍ …? ତେବେ ବନ୍ଦ ହୋଇଯିବ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ
ନୂଆଦିଲ୍ଲୀ: ୨୦୨୫ ଆରମ୍ଭରୁ ଗ୍ରାହକଙ୍କୁ ବଡ଼ ଝଟକା । ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ)ବ୍ୟାଙ୍କିଂ ସିଷ୍ଟମରେ ବଡ଼ ପରିବର୍ତ୍ତନ କରିବା ନେଇ ଘୋଷଣା କରିଛି । ଆରବିଆଇର ଏ ନିଷ୍ପତ୍ତି କାରଣରୁ କୋଟି କୋଟି ଗ୍ରହକ…