
Browsing Category
ଦେଶ ବିଦେଶ
କାର ବିସ୍ଫୋରଣରେ ୧୦୦ ଜଣଙ୍କ ଜୀବନ ଗଲା: ୩୦୦ରୁ ଅଧିକ ମରଣ ସହ ଲଢ଼େଇ କରୁଛନ୍ତି
ନୂଆଦିଲ୍ଲୀ: ଏକ କାର ବୋମା ବିସ୍ଫୋରଣରେ ପ୍ରାଣ ହରାଇଛନ୍ତି ୧୦୦ ଜଣ ବ୍ୟକ୍ତି । ଏଥିସହିତ ୩୦୦ରୁ ଅଧିକ ଆହତ ହୋଇଥିବା ଜଣାପଡ଼ିଛି । ସୋମାଲିଆର ରାଜଧାନୀ ମୋଗାଦିଶୁରେ ଘଟିଛି ଏଭଳି ଏକ ଭୟଙ୍କର ଅଘଟଣ । ତେବେ ଏହି…
ଚାଲୁ ଚାଲୁ ରାହୁଲ ଗାନ୍ଧୀ କାହିଁକି ଧରିଲେ ହାତ ? ନିଜେ କାରଣ ଦର୍ଶାଇଲେ ଅଭିନେତ୍ରୀ ପୁନମ କୌର
ନୂଆଦିଲ୍ଲୀ: ତେଲେଙ୍ଗାନାରେ ଭାରତ ଯୋଡୋ ଯାତ୍ରା ସମୟରେ ଅଭିନେତ୍ରୀ ପୁନମ କୌରଙ୍କ ହାତ ଧରିଥିବା ରାହୁଲ ଗାନ୍ଧୀଙ୍କ ଫଟୋ ଭାଇରାଲ୍ ହେବାରେ ଲାଗିଛି। ଏହାକୁ ନେଇ ରାଜନୀତି ସରଗରମ। ବିଜେପି ଏବଂ କଂଗ୍ରେସ ମଧ୍ୟରେ…
ଗୁଜରାଟ ନିର୍ବାଚନକୁ ନେଇ ବଡ ଅପଡେଟ୍, ଆସନ୍ତା ସପ୍ତାହରେ ଇସି କରି ପାରନ୍ତି ତାରିଖ ଘୋଷଣା
ନୂଆଦିଲ୍ଲୀ: ନଭେମ୍ବର ମାସର ପ୍ରଥମ ସପ୍ତାହରେ ନିର୍ବାଚନ ଆୟୋଗ ଗୁଜରାଟ ବିଧାନସଭା ନିର୍ବାଚନର ତାରିଖ ଘୋଷଣା କରି ପାରନ୍ତି। ଆୟୋଗ ଅକ୍ଟୋବର ମାସ ଆରମ୍ଭରେ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନର ତାରିଖ ଘୋଷଣା…
NASA ର ବଡ଼ ସୂଚନା ;ଖୁବ ଶୀଘ୍ର ପୃଥିବୀର ଅତି ନିକଟତର ହେବାକୁ ଯାଉଛି ଆଉ ଏକ ଆଷ୍ଟ୍ରୋଏଡ
ନୂଆଦିଲ୍ଲୀ: ଏକ ବିଶାଳ ଗ୍ରହ ପୃଥିବୀକୁ ଅତି ନିକଟବର୍ତ୍ତୀ ହେବାକୁ ଯାଉଛି । ନାସା ଅନୁଯାୟୀ ଏହାର ଲମ୍ବ ଦୁନିଆର ସବୁଠାରୁ ଉଚ୍ଚ କୋଠା ବୁର୍ଜ ଖଲିଫା ସହିତ ସମାନ। ନାସା ଏହାକୁ ସମ୍ଭାବ୍ୟ ବିପଜ୍ଜନକ ବୋଲି ବର୍ଣ୍ଣନା…
ଏବେ ସବୁ କିଛି ସମ୍ଭବ; ୪୭ ଲକ୍ଷ ଦିଅନ୍ତୁ ଆଉ ଜୀବନ୍ତ ସମାଧି ନେବାର ଅନୁଭବ ପାଅନ୍ତୁ ,
ନୂଆଦିଲ୍ଲୀ:ମଣିଷ ତାର ଜୀବନରେ ସବୁ କିଛି ହାସଲ କରିବା ପରେ ବାସ ତାର ମନରେ ଗୋଟିଏ ଭାବନା ଜାଣିବା ବାକି ରହିଥାଏ ଆଉ ସେଇଟା ହେଉଛି ମୃତ୍ୟ ପରେ କିପରି ଲାଗେ । କଥାରେ ଅଛି ଆମ ଜୀବନର ସତ୍ୟତା ଆଉ ବାସ୍ତବିକତା ହେଉଛି…
ଟୁଇଟରରୁ ସିଇଓଙ୍କ ପରେ ଅନେକ କର୍ମଚାରୀଙ୍କୁ ବିଦା କରିବାର ଚାଲିଛି ପ୍ରସ୍ତୁତି, ରିପୋର୍ଟରୁ ଖୁଲାସା
ନୂଆଦିଲ୍ଲୀ: ମାଇକ୍ରୋ ବ୍ଲଗିଂ ସାମାଜିକ ଗଣମାଧ୍ୟମ ଟୁଇଟରର ନୂତନ ମୁଖ୍ୟ ଏଲନ ମସ୍କ କମ୍ପାନିରେ କର୍ମଚାରୀଙ୍କ ଛଟେଇ ପ୍ରକ୍ରିୟା ଆରମ୍ଭ କରିବାକୁ ଯୋଜନା କରିଛନ୍ତି। ଆମେରିକା ଖବର କାଗଜ ଦ ନ୍ୟୁୟର୍କ ଟାଇମ୍ସର…
Halloween Party ପାଇଁ ଚାଲିଗଲା ୧୫୦ ଜୀବନ: କାହିଁକି ଏକାଠି ହୋଇଥିଲେ ୧ ଲକ୍ଷ ଲୋକ, ଏହି ପରମ୍ପରାର ଇତିହାସ କ’ଣ
ନୂଆଦିଲ୍ଲୀ: ଦକ୍ଷିଣ କୋରିଆର ରାଜଧାନୀ ସିଓଲରେ ହେଲୋବିନ ପାର୍ଟି ଚାଲିଥିବା ଅବସରରେ ଧାଁ ଦୌଡ଼ରେ ପାଖାପାଖି ୧୫୦ ଲୋକଙ୍କର ମୃତ୍ୟୁ ଘଟିଛି । ଏଥିସହିତ ବହୁଲୋକ ଆହତ ହେବା ସହ ଅନେକ ହାର୍ଟ ଆଟାକର ଶିକାର ହୋଇଥିଲେ ।…
ଆଜି ଦକ୍ଷିଣ ଆଫ୍ରିକା ସହ ବଡ ମୁକାବିଲା, ଏହି ଚୂଡାନ୍ତ ଏକାଦଶକୁ ନେଇ ମଇଦାନକୁ ଓହ୍ଲାଇବେ ରୋହିତ !
ନୂଆଦିଲ୍ଲୀ: ଦ୍ରୁତ ବୋଲରଙ୍କ ପାଇଁ ଉପଯୋଗୀ ପର୍ଥ ମଇଦାନରେ ଆଜି ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ଆଉ ଏକ ବଡ ମୁକାବିଲା। ଚଳିତ ଟି-୨୦ ବିଶ୍ଵ କପରେ ଦୁଇ ଦଳର ଏହା ତୃତୀୟ ମ୍ୟାଚ୍। ଏହି ମୁକାବିଲା ଜିତି…
ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କର ମୃତ୍ୟୁ କେମିତି ହୋଇଥିଲା, କ’ଣ ଥିଲା ରହସ୍ୟ
ନୂଆଦିଲ୍ଲୀ: ଦେଶ ସ୍ୱାଧୀନତା ଲାଭ କରିବା ପରେ ସ୍ୱାଧୀନ ଭାରତର ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନେଇଥିଲେ ଲାଲବାହାଦୁର ଶାସ୍ତ୍ରୀ । ସେ ୧୯୬୪ ମସିହା ଜୁନ ୯ ତାରିଖରୁ ୧୯୬୬ ମସିହା ଜାନୁଆରୀ ୧୧ ତାରିଖ…
Indian Oil Corporation ବାହାର କରିଲା ଵମ୍ପର ନିଯୁକ୍ତିର ସୁଯୋଗ ;ଦ୍ୱାଦଶ ପାସ୍ ମଧ୍ୟ କରିପାରିବେ ଆବେଦନ
ନୂଆଦିଲ୍ଲୀ : ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ଲିମିଟେଡ୍ (IOCL) ବାଣିଜ୍ୟ / ସ୍ନାତକ ଆପ୍ରେଣ୍ଟିସିପ୍ ଟ୍ରେନିଂ ପାଇଁ ବମ୍ପର ନିଯୁକ୍ତି ବାହାର କରିଛି । ଏହି ନିଯୁକ୍ତିର ବିଜ୍ଞାପନ ୨୯ ଅକ୍ଟୋବରରୁ ୪ ନଭେମ୍ବର…