CHARIDHAM
Browsing Category

ଦେଶ ବିଦେଶ

ଟଳିଗଲା କରୋନା ବିପଦ! ଦେଶରେ ଗତ ୨୪ ଘଣ୍ଟାରେ ୮୩୦ ମାମଲା ଚିହ୍ନଟ

ନୂଆଦିଲ୍ଲୀ: ଦୀପାବଳିରେ କରୋନା ପୁଣି ଆତଙ୍କ ସୃଷ୍ଟି କରିପାରେ ବୋଲି ମନରେ ଭୟ ସୃଷ୍ଟି ହୋଇଥିବା ବେଳେ ଏବେ ମିଳିଛି ବଡ଼ ଆଶ୍ୱସ୍ତି । ଭାରତରେ କରୋନା ମାମଲାରେ ବଡ଼ ଆରାମ ଦେଖିବାକୁ ମିଳିଛି । ଆଜି ୧୯୭ ଦିନ ପରେ ଦେଶରେ…

ଅଜବ ଗାଁ ଯେଉଁଠି ୮୦ ଜଣ କୋଟିପତି ବସବାସ କରନ୍ତି , ଆଉ ଗୋଟିଏ ମଶା ଧରିବା ପାଇଁ ମିଳୁଛି ୪୦୦ ଟଙ୍କା

ହିୱରେ :ମହାରାଷ୍ଟ୍ରର ଅହମ୍ମଦନଗର ଜିଲ୍ଲାର ଏକ ଗାଁ ଅଛି ଯେଉଁଠାରେ ୮୦ ଜଣ କୋଟିପତି ଅଟନ୍ତି। କେବଳ ଏତିକି ନୁହେଁ, ଏହି ଗାଁରେ ଗୋଟିଏ ବି ମଶା ନାହିଁ। ଯଦି କେହି ଏଠାରେ ମଶା ଖୋଜି ଏହାକୁ ଦେଖାନ୍ତି, ତେବେ ତାଙ୍କୁ…

କଂଗ୍ରେସ ସଭାପତି ଭାବେ ଆଜି ଦାୟିତ୍ୱ ଗ୍ରହଣ କରିବେ ମଲ୍ଲିକାର୍ଜୁନ ଖଡ୍‌ଗେ,ଉପସ୍ଥିତ ରହିବେ ଅନେକ ବରିଷ୍ଠ ନେତା

ନୂଆଦିଲ୍ଲୀ : କଂଗ୍ରେସ ଦଳରେ କିଏ ହେବ ଅଧ୍ୟକ୍ଷ ତାହାକୁ ନେଇ ବହୁତ କଳ୍ପନା ଜଳ୍ପନା ଚାଲିଥିଲା । ଏହାପାଇଁ ବହୁ ଦିଗଜ ନେତା ମାନଙ୍କ ନାମ ଶୁଣିବାକୁ ମିଳୁଥିଲା କିନ୍ତୁ ଶେଷରେ ଏହି ରେସରେ ବାସ ଦୁଇ ଜଣ ନେତା ସାଂସଦ…

ଆଃ କି ଦୁଃଖ ! ଦୀପାବଳି ପାଇଁ ଅନଲାଇନରେ ହଜାର ଟଙ୍କାରେ କିଣିଲେ ମିଠା ବଦଳରେ ହରେଇଲେ ୨.୪ ଲକ୍ଷ ଟଙ୍କା

ମୁମ୍ବାଇ :ଦୀପାବଳି ଅବସରରେ ଅନ ଲାଇନରେ ମିଠା କିଣିବା ଜଣେ ମହିଳାଙ୍କ ପାଇଁ ଏତେ ଭାରୀ ପଡି ଗଲା ଯେ ସେ ପ୍ରାୟ ୨.୫ ଲକ୍ଷ ଟଙ୍କା ହରାଇଲେ। ମୁମ୍ବାଇର ଜଣେ ୪୯ ବର୍ଷୀୟା ମହିଳା ଦିୱାଲୀ ପାଇଁ ମିଠା କିଣିବାବେଳେ…

ଏଣିକି ଘୋଡାମାନେ ପିନ୍ଧିବେ ଜୋତା! ନୂଆ ଷ୍ଟାର୍ଟଅପ୍ ସହ ମିଶି ଏକ ବିଦେଶୀ କମ୍ପାନୀ…

ନୂଆଦିଲ୍ଲୀ: ଏଣିକି ଘୋଡାମାନେ ପିନ୍ଧିବେ ଜୋତା । ଏକ କମ୍ପାନୀ ଘୋଡାମାନଙ୍କ ପାଇଁ ଜୋତା ବାହାର କରିଛି । ଖାସ୍ କଥା ହେଉଛି ଏହି ଜୋତା ଦେଖିବା ପାଇଁ ବିଲକୁଲ୍ ମଣିଷମାନଙ୍କ ଜୋତା ଭଳି । କିନ୍ତୁ ଏହାର ଦାମ୍ ବହୁତ ଅଧିକ…

Cancelled Trains Today:ବାତିଲ ହେଲା ୧୦୦ ରୁ ଅଧିକ ଟ୍ରେନ,ଯାତ୍ରା ପୂର୍ବରୁ କରନ୍ତୁ ଯାଞ୍ଚ

ନୂଆଦିଲ୍ଲୀ :ଭାରତୀୟ ରେଳ ଆଜି ୨୬ ଅକ୍ଟୋବର ୨୦୨୨ ରେ (ବୁଧବାର) ୧୦୦ ରୁ ଅଧିକ ଟ୍ରେନକୁ ବାତିଲ କରିଦେଇଛି। ଯେଉଁଥିରେ ୮୬ ଟି ଟ୍ରେନ୍ ସଂପୂର୍ଣ୍ଣ ବାତିଲ ହୋଇଥିବାବେଳେ ୨୦ ଟି ଟ୍ରେନ୍ ଆଂଶିକ ବାତିଲ ହୋଇଛି। ରେଳବାଇର…

ବିଶ୍ୱର ୫୨% ଲୋକ ପ୍ରତିବର୍ଷ ମୁଣ୍ଡବିନ୍ଧାର ଶିକାର ହୁଅନ୍ତି: ବୈଜ୍ଞାନିକଙ୍କ ବଡ଼ ଖୁଲାସା

ନୂଆଦିଲ୍ଲୀ: ମୁଣ୍ଡବିନ୍ଧା ଏକ ସାଧାରଣ ସମସ୍ୟା । ପ୍ରତ୍ୟେକ ବ୍ୟକ୍ତି ଜୀବନରେ ଥରେ ହେଉନା କାହିଁକି ଏହି ସମସ୍ୟା ଦେଇ ଗତି କରିଥିବେ ନିଶ୍ଚିତ । କିନ୍ତୁ ଦୁନିଆରେ ବହୁତ ଲୋକ ଅଛନ୍ତି ଯେଉଁମାନେ ନିୟମିତ ଭାବେ…

Romantic Look ଦେଉଥିଲା ସୂର୍ଯ୍ୟପରାଗ: ପ୍ରକୃତିର ଖେଳରେ ବଦଳିଗଲା ଆକାଶର ରଙ୍ଗ ଆଉ ପରିବେଶ

ଆକାଶ ପୁରା ରଙ୍ଗିନ୍ । ରୋମାଣ୍ଟିକ ରୋମାଣ୍ଟିକ୍ ଲାଗୁଥିଲା ଆଜିର ଆକାଶଟା । ସୂର୍ଯ୍ୟ ବି କହୁଥିଲା ଆଜି ମୁଁ ତୁମ ପାଇଁ ଉତ୍ତପ୍ତ ହେବିନି । ମୁଁ ଆଜି ପୁରା ଶୀତଳ ପାଲଟି ଯିବି ତୁମ ପାଇଁ । ସୂର୍ଯ୍ୟଙ୍କର କଅଁଳ କିରଣରେ…

୬୭ ବର୍ଷରେ ଗୋଟିଏ ଦିନ ବି ଗାଧୋଇ ନଥିଲେ ‘ଦୁନିଆର ସବୁଠାରୁ ଅପରିଷ୍କାର ବ୍ୟକ୍ତି!’ ପ୍ରଥମଥର ଗାଧୋଇବା ପରେ ମୃତ୍ୟୁ

ପ୍ରାୟତଃ ଲୋକମାନେ ଥଣ୍ଡା ଦିନରେ ଗାଧୋଇବାକୁ ଇଛା ପ୍ରକାଶ କରନ୍ତି ନାହିଁ । ଛୁଆରୁ ନେଇ ବୁଢ଼ା ପର୍ଯ୍ୟନ୍ତ ସମସ୍ତଙ୍କୁ ଗଧୋଇବା ଏକ ବଡ଼ କାମ ଲାଗିଥାଏ ଓ ଶୀତଦିନେ ନଗାଧୋଇବାକୁ ତାଙ୍କୁ ସୁଯୋଗ ମିଳିଯାଏ । କିନ୍ତୁ କିଛି…

ଏହି ଦେଶରେ କୁକୁରଙ୍କୁ କରାଯାଏ ପୂଜାର୍ଚ୍ଚନା: ଜାଣନ୍ତୁ କାହିଁକି ପାଳନ ହୁଏ ଏହି ପର୍ବ

ହିନ୍ଦୁମାନଙ୍କ ପ୍ରମୁଖ ପର୍ବ ଦୀପାବଳି ଧୁମଧାମରେ ପାଳନ ହୋଇଯାଇଛି । କରୋନା ପରେ ପୁଣିଥରେ ଦେଶ ଖୁସିର ସହ ଆଲୋକର ପର୍ବକୁ ଉପଭୋଗ କରିଛନ୍ତି । ଏହି ସମୟରେ ଲୋକମାନେ ନିଜ ନିଜ ଇଷ୍ଟଦେବୀଙ୍କୁ ପୂଜା କରିଛନ୍ତି । ତେବେ…