Browsing Category

ଦେଶ ବିଦେଶ

ବଦଳିବ ରାଜଧାନୀ ରେଳଷ୍ଟେସନ ରୂପ, ପ୍ରସ୍ତାବିତ ମଡେଲକୁ ଦେଖି ସବୁ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ନୂଆଦିଲ୍ଲୀ ରେଳ ଷ୍ଟେସନର ନବୀକରଣ ହେବାକୁ ଯାଉଛି। ଯାତ୍ରୀମାନଙ୍କ ପାଇଁ ସମସ୍ତ ସୁବିଧା ସହିତ ବିଭିନ୍ନ ପ୍ରକାରର ପରିବହନ ବ୍ୟବସ୍ଥାକୁ ନେଇ ନୂଆଦିଲ୍ଲୀ ରେଳ ଷ୍ଟେସନକୁ ପୁନଃ ନିର୍ମାଣ କରିବାକୁ ସ୍ଥିର…

କାର ପାର୍କ କରି କରୁଥିଲେ ରୋମାନ୍ସ,କାର ଚୋରି ହେବା ସହ କପଡା ମଧ୍ୟ…

କାରରେ ରୋମାନ୍ସ କରିବା ପଡିଲା ମହଙ୍ଗା । କାର ସହ ଗଲା କପଡା । ଗୋଟିଏ ପ୍ରେମୀ ଯୁଗଳ ତାଙ୍କ କାରରେ ବସି କିଛି ବ୍ୟକ୍ତିଗତ ମୁହୂର୍ତ୍ତ ବିତାଉଥିବା ବେଳେ ତାଙ୍କ ସହିତ କିଛି ଏଭଳି ଘଟଣା ଘଟିଛି ଯାହା ଆପଣ ମଧ୍ୟ ଜାଣିଲେ…

ଭାରତର ବଡ଼ କମାଲ୍: ବ୍ରିଟେନକୁ ପଛରେ ପକାଇ ହେଲା ୫ମ ସବୁଠୁ ବଡ଼ ଅର୍ଥବ୍ୟବସ୍ଥା

ନୂଆଦିଲ୍ଲୀ: ଅର୍ଥବ୍ୟବସ୍ଥାକୁ ନେଇ ଭାରତକୁ ବଡ଼ ସଫଳତା । ବ୍ରିଟେନକୁ ପଛରେ ପକାଇ ଏବେ ଦୁନିଆର ୫ମ ସବୁଠୁ ବଡ଼ ଅର୍ଥବ୍ୟବସ୍ଥା ହୋଇଛି ଭାରତ । ବ୍ରିଟେନ୍ ଏବେ ଷଷ୍ଠ ସ୍ଥାନକୁ ଖସିଛି । ଗଣନା ଆମେରିକୀୟ ଡଲାର ଆଧାରରେ…

ଏଥର ଆଉ Youtube ଦେଖିଲା ବେଳେ ଆସିବନି Ads , ଏଥିପାଇଁ ଜାଣନ୍ତୁ ଏହି ଉପାୟ

ମୁମ୍ବାଇ: ଆପଣଙ୍କୁ ୟୁଟୁବ ଦେଖିବା ବେଶ ପସନ୍ଦ ଥିବ । ତେବେ ଅନଲାଇନରେ କିଛି ଦେଖିଲା ବେଳେ ୟୁଟୁବରେ ବାରମ୍ଭାର ଆଡ ଆସିଥାଏ । ଯଦି ଆମେ ୩-୫ ମିନିଟ ଭିଡିଓ ଦେଖୁଛନ୍ତି ତେବେ ଏହା ମଝିରେ ଦୁଇଥର ଆଡ ନିହାତି ଭାବରେ ଆସେ…

ଇନଷ୍ଟାଣ୍ଟ ଲୋନ୍ ମାମଲାରେ EDର କାର୍ଯ୍ୟାନୁଷ୍ଠାନ: Paytm, Razorpay, Cashfree ଉପରେ ରେଡ୍

ନୂଆଦିଲ୍ଳୀ: ଅନଲାଇନ ଋଣ ପ୍ରଦାନକାରୀ ସଂସ୍ଥା ଉପରେ ଇଡି ରେଡ୍ । ଅନଲାଇନ ପେମେଣ୍ଟ ଆପ୍ ରେଜରପେ, ପେଟିଏମ ଏବଂ କ୍ୟାଶଫ୍ରି ଉପରେ ଇଡିର ରେଡ୍ । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଚାଇନା ବ୍ୟକ୍ତିଙ୍କ ଦ୍ୱାରା …

ଗୁଜୁରାଟର ବିଜେପି କର୍ମୀମାନଙ୍କୁ ଅରବିନ୍ଦଙ୍କ ଆହ୍ୱାନ; ଟଙ୍କା ବିଜେପିରୁ ନିଅ ଆଉ …

ଗୁଜୁରାଟ: ଟଙ୍କା ବିଜେପିର ଖାଅ କିନ୍ତୁ କାମ ଆପ ପାଇଁ କର । କିଛି ଏଭଳି କଥା କହି ପୁଣି ଲୋକମାନଙ୍କର ଦୃଷ୍ଟିକୁ ନିଜ ଆଡକୁ ଆକର୍ଷୀତ କରିଛନ୍ତି ଆପ ମୁଖିଆ ଅରବିନ୍ଦ କେଜ୍ରିୱାଲ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ…

ଚୀନକୁ ମାତ୍ ଦେବା ପାଇଁ ବଡ ପ୍ରସ୍ତୁତି, ସହଯୋଗୀ ଦେଶଗୁଡିକୁ ଅଧିକ ଯୁଦ୍ଧାସ୍ତ୍ର ବିକିବ ଆମେରିକା

ନୂଆଦିଲ୍ଲୀ: ଚୀନ ସହ ଜାରି ଉତ୍ତେଜନା ମଧ୍ୟରେ ଆମେରିକା ଆଉ ଏକ ନୂତନ ରଣନୀତି ଉପରେ କାମ କରିବା ଆରମ୍ଭ କରି ଦେଇଛି। ଚୀନକୁ ମାତ୍ ଦେବାକୁ ବ୍ୟାପକ ପ୍ରସ୍ତୁତି କରୁଛି ଆମେରିକା। ରଣନୀତି ସ୍ଵରୂପ ଆମେରିକା ସହଯୋଗୀ…

‘ପ୍ରଦେଶରେ ଦେଖିଲ,ଏବେ ଦେଶର ପାଳି’ ; ନୀତିଶ ନୁହଁ ତାଙ୍କ ହୋଡ଼ିଙ୍ଗ ଦେଉଛି ଇସାରା

ନୂଆଦିଲ୍ଲୀ:ନିତୀଶଙ୍କ ନଜରରେ ୨୦୨୪ନିର୍ବାଚନ । ଆଞ୍ଚଳିକ ଚେହେରାକୁ ଏବେ ଜାତୀୟରେ ପରିଣତ କରିବା ପାଇଁ ଚାଲିଛି ଜୋରସୋର ଉଦ୍ୟମ । ଭବିଷ୍ୟତରେ କଣ ହେବ ତାହା ତ ସାତତଳ ସମୁଦ୍ର ତଳେ ଲୁୁୁୁଚି ରହିଛି କିନ୍ତୁ ଏବେ…

ସାଉଥ ଫିଲ୍ମ ଦେଖି ହତ୍ୟାକାରୀ କରୁଥିଲା ମର୍ଡର, ଟାର୍ଗେଟରେ ସିକ୍ୟୁରିଟି ଗାର୍ଡ

ଭୋପାଳ: ଗୋଟିଏ ହତ୍ୟାକାରୀ କିନ୍ତୁ ଘଟାଇଥିଲା ୪ଟି ମର୍ଡର । ଟାର୍ଗେଟରେ ଥିଲେ ସିକ୍ୟୁରିଟି ଗାର୍ଡ । ମଧ୍ୟପ୍ରଦେଶ ସାଗରରେ ଲୋକଙ୍କ ନିଦ ହଜାଇ ଦେଇଥିବା ସିରିଏଲ କିଲର ଏବେ ପୋଲିସ କବ୍ଜାରେ। ଭୋପାଳର ଖଜୁରୀ ପୋଲିସ…

କଂଗ୍ରେସ ଅଧ୍ୟକ୍ଷ ପଦ ନିର୍ବାଚନ ଲଢି ପାରନ୍ତି ରାହୁଲ ଗାନ୍ଧୀ, ମନାଇବା ପାଇଁ ସବୁ ଶକ୍ତି ଖଟାଇବେ ଦଳୀୟ ନେତା

ବେଙ୍ଗାଲୁରୁ: ଦେଶର ସର୍ବ ପୁରାତନ ରାଜନୈତିକ ଦଳ କଂଗ୍ରେସ ନିଜର ପୂର୍ଣ୍ଣକାଳୀନ ଅଧ୍ୟକ୍ଷ ନିର୍ବାଚନ ପାଇଁ ପ୍ରସ୍ତୁତ। ହେଲେ ଏହା ପୂର୍ବରୁ ଦଳକୁ ଅନେକ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡୁଛି। କେଉଁ ନେତାଙ୍କୁ ଦଳ…