Browsing Category

ଦେଶ ବିଦେଶ

ବିପଦରେ ଭାରତର ୫ଟି ରାଜ୍ୟ ଓ ୨ଟି କେନ୍ଦ୍ର ଶାସିତ ଅଞ୍ଚଳ: ତରଳିବାରେ ଲାଗିଛି ବରଫ ସ୍ରୋତ, କ୍ଷୟ ହେବାରେ ଲାଗିଛି ଉପକୂଳ

ନୂଆଦିଲ୍ଲୀ: ଦିନକୁ ଦିନ ଆମର ପରିବେଶର ସ୍ଥିତି ବିଗିଡ଼ିବାରେ ଲାଗିଛି । ନିକଟରେ ସେଣ୍ଟର ଫର ସାଇନ୍ସ ଆଣ୍ଡ ଏନଭାରନମେଣ୍ଟ (ସିଏସଇ) ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟ ସମସ୍ତଙ୍କର ମୁଣ୍ଡବ୍ୟଥାର କାରଣ ପାଲଟିଛି । ଭାରତ ଓ…

୭୬ ହଜାର କୋଟି ଟଙ୍କାର ସ୍ୱଦେଶୀ ହତିଆର କିଣିବା ପାଇଁ ମିଳିଲା ମଞ୍ଜୁରୀ

ନୂଆଦିଲ୍ଲୀ: ଆତ୍ମନିର୍ଭର ଭାରତ ଦିଗରେ ଆଉ ଏକ ପଦକ୍ଷେପ ନେଇଛନ୍ତି ସରକାର । ରକ୍ଷା ଅଧିଗ୍ରହଣ ପରିଷଦ ବୈଠକରେ ୭୬ ହଜାର କୋଟିରୁ ଅଧିକ ଟଙ୍କାର ଏକ ପ୍ରସ୍ତାବକୁ ମଞ୍ଜୁରୀ ଦିଆଯାଇଛି । ରକ୍ଷାମନ୍ତ୍ରୀ ରାଜନାଥ ସିଂହଙ୍କ…

ଅଗ୍ନି-୪ ବାଲିଷ୍ଟିକ ମିଜାଇଲର ସଫଳ ପରୀକ୍ଷଣ: ୪ ହଜାର କିମି ଦୂରରୁ କରିପାରିବ ଲକ୍ଷ୍ୟଭେଦ

ବାଲେଶ୍ୱର: ନ୍ୟୁକିୟର କ୍ଷମତା ସମ୍ପନ୍ନ ଅଗ୍ନି-୪ ବାଲିଷ୍ଟିକ୍ ମିଜାଇଲର ସଫଳ ପରୀକ୍ଷଣ । ସୋମବାର ସନ୍ଧ୍ୟା ୭:୩୦ ରେ ବାଲେଶ୍ୱର ଅବଦୁଲ କଲାମ ଦ୍ୱିପରୁ ଏହି ମିଜାଇଲର ପରୀକ୍ଷଣ ହୋଇଥିଲା । ଆଉ ଏହି ମିଜାଇଲର ସଫଳ…

ଲକ୍ଷ ଲକ୍ଷ ଯାତ୍ରୀଙ୍କୁ ରେଲୱେର ଉପହାର, Aadhaar Card ଓ ଟିକେଟ୍ ବୁକିଂକୁ ନେଇ ଲାଗୁ ହେଲା ନୂଆ ନିୟମ

ନୂଆଦିଲ୍ଲୀ: ଭାରତୀୟ ରେଳ ବିଭାଗ ପକ୍ଷରୁ ଅନଲାଇନ ଟିକେଟ ବୁକିଂ ନିୟମରେ ପରିବର୍ତ୍ତନ କରାଯାଇଛି । ଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି । ଏହାଫଳରେ ଯାତ୍ରୀମାନେ ଗୋଟିଏ ଆକାଉଣ୍ଟରେ ଅଧିକ…

ପନ୍ନାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା: ୬ ଜଣଙ୍କ ମୃତ୍ୟୁ

ମଧ୍ୟପ୍ରଦେଶ: ଉତ୍ତରାଖଣ୍ଡ ଘଟଣାକୁ ଠିକଭାବରେ ଭୁଲି ନାହାନ୍ତି ମଧ୍ୟପ୍ରଦେଶ ପନ୍ନା ଅଞ୍ଚଳର ବାସିନ୍ଦା । ଏବେ ଆଉ ଏକ ଦୁଃଖଦ ଘଟଣା ପୁଣି ସାମନାକୁ ଆସିଛି । ପନ୍ନା ଅଞ୍ଚଳର ଏକ ବୋଲେରୋ ଏବଂ ଅଲ୍ଟୋ କାର ମଧ୍ୟରେ…

ଭାରତରେ ଲଞ୍ଚ ହେବ ଇଲେକ୍ଟିକ୍ ଟ୍ରାକ୍ଟର ଏବଂ ଟ୍ରକ୍, ନିତିନ ଗଡକରୀଙ୍କ ଘୋଷଣା

ଭାରତରେ ଖୁବଶୀଘ୍ର ଲଞ୍ଚ ହେବ ଇଲେକ୍ଟ୍ରିକ ଟ୍ରାକ୍ଟର ଏବଂ ଟ୍ରକ୍ । କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନିତିନ ଗଡକରୀ ଘୋଷଣା କରିଛନ୍ତି ଯେ ସ୍କୁଟର ଏବଂ କାର ପରେ ଭାରତରେ ଏବେ ଖୁବଶୀଘ୍ର ଇଲେକ୍ଟ୍ରିକ ଟ୍ରାକ୍ଟର ଏବଂ…

ବର୍ବରତାର ଭୟଙ୍କର କାହାଣୀ: ନର୍ସ ଚାକିରି ନ ମିଳିବାରୁ କାଟି ଦେଲେ ପତ୍ନୀଙ୍କ…

କୋଲକାତା: ପଶ୍ଚିମବଙ୍ଗରେ ଦେଖିବାକୁ ମିଳିଛି ବର୍ବରତାର ଏକ ଉନ୍ମୁକ୍ତ କାଣ୍ଡ । ମଣିଷ ମୁଖା ତଳେ ଲୁଚି ରହିଥିବା ଭୟଙ୍କର ସଇତାନ ଦେଖାଇଛି ତା ଅସଲ ରୂପ । ନିଜ ପତ୍ନୀକୁ ଶୋଇଥିବା ଅବସ୍ଥାରେ ଦେଇଛି ଅଜବ ପ୍ରକାର ଦଣ୍ଡ ।…

ବଢ଼ୁଛି ବୋରିସଙ୍କ ପାଇଁ ଅଡ଼ୁଆ, ହାତରୁ ଯାଇପାରେ ପ୍ରଧାନମନ୍ତ୍ରୀ ପଦ

ନୂଆଦିଲ୍ଲୀ: ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ହାତରୁ ପ୍ରଧାନମନ୍ତ୍ରୀ ପଦ ଯିବା ନେଇ ପୁଣି ଥରେ ଚର୍ଚ୍ଚା ଜୋର୍ ଧରିଛି । ଏବେ ସେ ପ୍ରଧାନମନ୍ତ୍ରୀ ପଦରେ ରହିବା ନେଇ ସନ୍ଦେହ ସୃଷ୍ଟି ହୋଇଛି । ସୂଚନା ଅନୂଯାୟୀ…

କମୁଛି ଯମୁନାର ଜଳସ୍ତର: ଏହି ଅଞ୍ଚଳ ପାଇଁ ପାଖେଇ ଆସୁଛି ଜଳସଙ୍କଟର ବିପତ୍ତି

ନୂଆଦିଲ୍ଲୀ: ଯମୁନା ନଦୀରେ କମିବାରେ ଲାଗିଛି ଜଳସ୍ତର । ନଦୀକୁ କମ ପାଣି ଛଡାଯାଉଥିବାରୁ ସ୍ୱାଭାବିକ ଅପେକ୍ଷା ଜଳସ୍ତର ସାମାନ୍ୟ କମ ରହିଛି । ଏହାଫଳରେ ଦେଶର ରାଜଧାନୀ ଦିଲ୍ଲୀର ବିଭିନ୍ନ ଅଞ୍ଚଳରେ ଜଳ ଯୋଗାଣ ଲଗାତାର…

ବାରଣାସୀ ବ୍ଲାଷ୍ଟ ମାମଲାରେ ବଡ଼ ନିଷ୍ପତ୍ତି: ଦୋଷୀକୁ ମିଳିଲା ଫାଶୀ ଦଣ୍ଡାଦେଶ

ନୂଆଦିଲ୍ଲୀ: ୨୦୦୬ ବାରଣାସୀ ବୋମା ବିସ୍ଫୋରଣ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୱାଲିଉଲ୍ଲା ଖାନକୁ ମିଳିଲା ଫାଶି ଦଣ୍ଡାଦେଶ । ୨୦୦୬ ବାରଣାସୀ ଡବଲ ବ୍ଲାଷ୍ଟରେ ୧୮ ଜଣଙ୍କର ମୃତ୍ୟୁ ଘଟିଥିଲା । ୧୮ ଜଣଙ୍କ ମୃତ୍ୟୁ ସହ…