Browsing Category
ଦେଶ ବିଦେଶ
୬ ବର୍ଷର ନାବାଳିକାଙ୍କ ସହିତ ଦୁଷ୍କର୍ମ କଲା ଦୋକାନୀ, କିଛି ଘଣ୍ଟା ପରେ ବୁଲଡୋଜର ମଡ଼ାଇ ଅଭିଯୁକ୍ତର ଘର ଭାଙ୍ଗିଦେଲା ପୋଲିସ
ମଧ୍ୟପ୍ରଦେଶ: ୬ବର୍ଷର ନାବାଳିକାଙ୍କ ସହିତ ଜଣେ ଦୋକାନୀ ଦୁଷ୍କର୍ମ କରିଥିବାର ଅଭିଯୋଗ ଆସିଛି । ଏହା ପରେ ପୋଲିସ ମୁଖ୍ୟ ଅଭିଯୁକ୍ତକୁ ଧରି ପାରିନାହିଁ । କିନ୍ତୁ ପୋଲିସ ଅଭିଯୁକ୍ତଙ୍କ ଘରେ ବୁଲଡୋଜର ମଡ଼ାଇ ଦେଇଛନ୍ତି ।…
ଦୁଷ୍କର୍ମ ପୀଡ଼ିତାଙ୍କୁ ଥାନାରେ ଦୁଷ୍କର୍ମ କଲେ ଅଧିକାରୀ; ଆଜି ପୀଡ଼ିତାଙ୍କୁ ଭେଟିବେ ମୁଖ୍ୟମନ୍ତ୍ରୀ
ଉତ୍ତରପ୍ରଦେଶ: ଲୋକେ କୌଣସି ବିପତ୍ତିରେ ପଡ଼ିଥିଲେ କିମ୍ବା ତାଙ୍କ ବିରୁଦ୍ଧରେ କିଛି ଅନ୍ୟାୟ ହୋଇଥିବା ଅଭିଯୋଗରେ ପୋଲିସ ପାଖକୁ ନ୍ୟାୟ ପାଇବା ଲାଗି ଆସିଥାନ୍ତି । କିନ୍ତୁ ଉତ୍ତର ପ୍ରଦେଶରୁ ଆସିଥିବା ଖବର ମୁତାବକ…
ଭାରତରେ ବର୍ତ୍ତମାନ ୩ ଶହ ଅରବ ଟନରୁ ଅଧିକ କୋଇଲା ଷ୍ଟକ୍ ରହିଛି, ତେବେ ଦେଶରେ ବିଜୁଳି ସଙ୍କଟ ହେଉଛି କାହିଁକି?
ନୂଆଦିଲ୍ଲୀ: ଗତ ୧୭୭୪ ମସିହାରେ ଇଷ୍ଟ ଇଣ୍ଡିଆ କମ୍ପାନୀ ଭାରତରେ କୋଇଲା ଖନନ କାର୍ଯ୍ୟ ଆରମ୍ଭ କରିଥିଲା । ତେବେ ଦେଶରେ ଲଗାତର କୋଇଲାର ଚାହିଦା ବଢ଼ିବାରୁ ଉତ୍ପାଦନ ବୃଦ୍ଧି ପାଇଥିଲା । ୧୯୭୦ ମସିହାରେ ପରେ କୋଇଲା ଖଣିକୁ…
ଗୋଟିଏ ଦିନର କଥା ନୁହେଁ, ସମସ୍ତ ଲାଉଡସ୍ପିକର ନହଟିବା ଯାଏ ଆନ୍ଦୋଳନ ଜାରି ରହିବ: ରାଜ ଠାକରେ
ମୁମ୍ବାଇ: ମହାରାଷ୍ଟ୍ର ନବ ନିର୍ମାଣ ସେନା(ଏମଏନଏସ)ର ମୁଖ୍ୟ ରାଜ ଠାକରେ ସ୍ପଷ୍ଟ କରିଛନ୍ତି ଯେ, ଲାଉଡସ୍ପିକର ହଟିବା ପର୍ଯ୍ୟନ୍ତ ତାଙ୍କ ଆନ୍ଦୋଳନ ଜାରି ରହିବ। ବୁଧବାର ନିଜ ପାର୍ଟିର କାର୍ଯ୍ୟକର୍ତ୍ତାଙ୍କ ବିରୋଧରେ…
ୟୁଏନ ପର୍ଯ୍ୟନ୍ତ ପହଞ୍ଚିଲା ଯୋଧପୁର ହିଂସା ମାମଲା, ସରକାରଙ୍କୁ ଶାନ୍ତି ବଜାୟ ରଖିବାକୁ ଅପିଲ୍ କଲେ ମହାସଚିବ
ନୂଆଦିଲ୍ଲୀ: ରାଜସ୍ଥାନର ଯୋଧପୁରରେ ଦୁଇ ସଂପ୍ରଦାୟ ମଧ୍ୟରେ ଘଟିଥିବା ହିଂସାକାଣ୍ଡ ମାମଲା ମିଳିତ ଜାତିସଂଘରେ ଯାଇ ପହଞ୍ଚିଛି। ୟୁଏନର ମୁଖପାତ୍ର ବୁଧବାର ଭାରତ ସରକାର ଏବଂ ଏଜେନ୍ସିଙ୍କୁ ସହରରେ ଶାନ୍ତି ଏବଂ ସଦଭାବନା…
ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ତାଜା ଅପଡେଟ୍: ଜାଣନ୍ତୁ କ’ଣ କହିଲେ IMD ଡିଜି?
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ । ଏହା ୨୪ ଘଣ୍ଟାରେ ଘନୀଭୂତ ହୋଇ ଲଘୁଚାପର ରୂପ ନେବ । ପରବର୍ତ୍ତୀ ସମୟରେ ଅଧିକ ଘନୀଭୂତ ହୋଇ ଏହା ଗଭୀର ଅବପାତ ଓ ବାତ୍ୟାରେ…
କାରରେ ବସି ଏପରି ରାପ୍ ଗାଇଲେ ପୋଲିସକର୍ମୀ, ପ୍ରଶଂସାରେ ପୋତି ପକାଇଲେ ଲୋକ
ନୂଆଦିଲ୍ଲୀ:ଭାରତରେ ପ୍ରତିଭାର କୌଣସି ଅଭାବ ନାହିଁ । ସୋସିଆଲ ମିଡିଆର ଯୁଗ ଆସିବା ପରେ ଅନେକ ଲୋକଙ୍କ ଭାଗ୍ୟ ଚମକିଯାଇଛି । ଲୋକମାନେ ନିଜ ନିଜର ଭିଡିଓ ପ୍ରସ୍ତୁତ କରି ଦୁନିଆ ଆଗରେ ରଖୁଛନ୍ତି । ଏପରି ପରିସ୍ଥିତିରେ…
ଯୋଧପୁର ହିଂସାକାଣ୍ଡ: ୯୭ ଜଣ ଗିରଫ, ଇଣ୍ଟରନେଟ୍ ସେବା ବନ୍ଦ, ଶାନ୍ତି ପାଇଁ ଅପିଲ କଲେ ମୁଖ୍ୟମନ୍ତ୍ରୀ
ନୂଆଦିଲ୍ଲୀ: ରାଜସ୍ଥାନର ଯୋଧପୁରରେ ଇଦ୍ ପୂର୍ବରୁ ସୃଷ୍ଟି ହୋଇଥିବା ହିଂସା ଜାରି ରହିଛି । ଏହି ମାଲାରେ ୯୭ ଜଣଙ୍କୁ ଗିରଫ କରାଯିବା ସହ ହିଂସାକୁ ରୋକିବା ପାଇଁ ପୋଲିସ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।…
ହନୁମାନ ଚାଳିଶା ବିବାଦ: ରାଣା ଦମ୍ପତିଙ୍କୁ ମିଳିଲା ଜାମିନ୍, କୋର୍ଟ ରଖିଲେ ଏଭଳି ସର୍ତ୍ତ
ନୂଆଦିଲ୍ଲୀ: ହନୁମାନ ଚାଳିଶା ବିବାଦକୁ ନେଇ ଗିରଫ ହୋଇଥିବା ରାଣା ଦମ୍ପତିଙ୍କୁ କୋର୍ଟରୁ ଜାମିନ ମିଳିଛି । ଏହି ମାମଲାରେ ସାଂସଦ ନବନୀତ ରାଣା ଓ ତାଙ୍କର ପତି ବିଧାୟକ ରବି ରାଣାଙ୍କୁ ୧୧ ଦିନ ପୂର୍ବରୁ ଗିରଫ…
ଏହା କ’ଣ ସମ୍ଭବ: ଆମ ସୌର ମଣ୍ଡଳରେ ରହିଛି ଆଉ ଗୋଟିଏ ‘ପୃଥିବୀ’, ବୈଜ୍ଞାନିକଙ୍କୁ ମିଳିଲା ସ୍ପଷ୍ଟ ପ୍ରମାଣ
ନୂଆଦିଲ୍ଲୀ: ଆମ ପୃଥିବୀ ଗ୍ରହର ଏକମାତ୍ର ପ୍ରାକୃତିକ ଉପଗ୍ରହ ହେଉଛି ଚନ୍ଦ୍ର । ତେବେ ଆପଣମାନେ ଜାଣନ୍ତି କି, ଆମ ସୌର ଜଗତର ୮ଟି ଗ୍ରହ ମଧ୍ୟରୁ ଶନି ହେଉଛି ଏକ ଗ୍ରହ, ଯାହାର କି ୮୨ଟି ଚନ୍ଦ୍ର ରହିଛନ୍ତି । ତେଣୁ ଶନି…