Browsing Category

ଦେଶ ବିଦେଶ

ଡେଲ୍ଟାରୁ ସୁରକ୍ଷା ଦେବ ଆଷ୍ଟ୍ରାଜେନିକା କକଟେଲ୍: ଏହି ରାଷ୍ଟ୍ର ଆରମ୍ଭ କଲା ପ୍ରୟୋଗ

ଥାଇଲାଣ୍ଡରରେ ସିନୋଭାକ ଟିକାର ପ୍ରଥମ ଡୋଜ ନେଇଥିବା ବ୍ୟକ୍ତିଙ୍କୁ ମିଳିବ ଆଷ୍ଟ୍ରାଜେନିକାର ଟିକାର ଦ୍ୱିତୀୟ ଡୋଜ । ଏହି ମିଶ୍ରଣ ଡେଲ୍ଟା ଭାରିଆଣ୍ଟ ବିରୋଧରେ ସୁରକ୍ଷା ଦେବା ସହ ଶରୀରରେ ଉଚ୍ଚ ରୋଗପ୍ରତିରୋଧକ ଶକ୍ତିକୁ…

ଲିଭ୍ ଇନରେ ରହିପାରିବେ ୧୯ ବର୍ଷୀୟ ଯୁବକ: ଜାଣନ୍ତୁ କାହିଁକି ଏମିତି କହିଲେ କୋର୍ଟ

ଲିଭ୍ ଇନ ରିଲେସନରେ ରହିପାରିବେ ୧୯ ବର୍ଷୀୟ ଯୁବକ । ହରିୟାଣା ହାଇକୋର୍ଟ ଏକ ମାମଲାର ଶୁଣାଣି କରି ଏହି ନିଷ୍ପତ୍ତି ନେଇଛନ୍ତି । ୧୯ ବର୍ଷୀୟା ଯୁବକ ଏବଂ ଜଣେ ୨୧ ବର୍ଷୀୟ ଯୁବତୀ ଲିଭ ଇନ ରିଲେସନରେ ରହିବା ନେଇ ଏକ…

କେନ୍ଦ୍ର କର୍ମଚାରୀଙ୍କ ପାଇଁ ଖୁସିଖବର! ସେପ୍ଟେମ୍ବରରୁ ବଢ଼ିଯିବ ଦରମା

ନୂଆଦିଲ୍ଲୀ: କେନ୍ଦ୍ରକର୍ମଚାରୀଙ୍କ ପାଇଁ ଏଥର ଦିପାବଳୀ ଓ ଦଶହରା ଖୁବ୍ ସାନଦାର୍ ହେବାକୁ ଯାଉଛି, କାରଣ ସେମାନଙ୍କ ଆକାଉଣ୍ଟକୁ DA , DRର ମୋଟା ଅଙ୍କର ଟଙ୍କା ଆସିବାକୁ ଯାଉଛି । ରିପୋର୍ଟ ମୁତାବକ, DA ଓ DRର ବୃଦ୍ଧି…

ସିବିଏସଇ ପରୀକ୍ଷାର୍ଥୀଙ୍କ ପାଇଁ ବଢ଼ିଆ ଖବର, କମିଲା ସିଲାବସ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସିବିଏସଇ ଛାତ୍ରଛାତ୍ରୀଙ୍କ ପାଇଁ ଆସିଲା ବଢ଼ିଆ ଖବର । ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ସିଲାବସକୁ ହ୍ରାସ କଲା ବୋର୍ଡ । ଖାଲି ସେତିକି ନୁହେଁ ଅନ୍ୟ ସିଲାବସ୍ ମଧ୍ୟ କମାଇଛି କାଉନସିଲ ଫର ଦି…

ପୋଲିସ ଉପରକୁ ଆଙ୍ଗୁଳି ଉଠାଇଲେ ମାୟାବତୀ ଓ ଅଖିଳେଶ

ନୂଆଦିଲ୍ଳୀ: ଉତ୍ତର ପ୍ରଦେଶରୁ ଦୁଇ ଅଲକାଏଦା ଆତଙ୍କବାଦୀ ଗିରଫ ହୋଇଥିବା ବେଳେ ଏବେ ଏହାକୁ ନେଇ ରାଜନୈତିକ ରୁଟି ସେକା ଚାଲିଛି । ରାଜ୍ୟର ଦୁଇ ଦୁଇ ଜଣ ପୂର୍ବତନ ମୁଖ୍ୟମନ୍ତ୍ରୀ ପୋଲିସର ଭୂମିକାକୁ ନେଇ ସନ୍ଦେହ ପ୍ରକଟ…

ବ୍ରିଟେନରେ ଡେଲ୍ଟା ଭାରିଆଣ୍ଟର ପ୍ରକୋପ ଜାରି, ଜୁଲାଇରୁ ଦେଶକୁ ଅନଲକ କରିବାକୁ ଚାହୁଛନ୍ତି ପ୍ରଧାନମନ୍ତ୍ରୀ ଜନସନ

ଡେଲ୍ଟା ଭାରିଆଣ୍ଟ କାରଣରୁ ବ୍ରିଟେନରେ ନୂଆ ସଂକ୍ରମଣ ମାମଲା ବଢ଼ିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ବ୍ରିଟେନରେ କରୋନାର ୩୨,୩୬୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଏବଂ ୩୪ ଜଣକ ମୃତ୍ୟୁ ହୋଇଛି । ସେପଟେ ବ୍ରିଟେନ…

ତୃତୀୟ ଲହର ପାଖେଇ ଆସୁଛି, ସତର୍କ କରାଇଲା IMA

ନୂଆଦିଲ୍ଲୀ(ଓଡ଼ିଶା ଭାସ୍କର): ମହାମାରୀ କରୋନାର ତୃତୀୟ ଲହର ସମ୍ପର୍କରେ ଦୀର୍ଘଦିନ ହେଲାଣି ଆଶଙ୍କା ଓ ଆକଳନ କରାଯାଉଛି । ଏହାରି ମଧ୍ୟରେ ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ (ଆଇଏମଏ) ପକ୍ଷରୁ ଉଭୟ କେନ୍ଦ୍ର ଓ ରାଜ୍ୟ…

ଘୋଷଣା ହେଲା ନିଟ୍ ପ୍ରବେଶିକା ତାରିଖ; ଜାଣନ୍ତୁ କେବେ ହେବ ପରୀକ୍ଷା

ଭୁବନେଶ୍ୱର (ଓଡ଼ିଶା ଭାସ୍କର): କେନ୍ଦ୍ର ଉଚ୍ଚଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ସୋମବାର ମେଡିକାଲ ପ୍ରବେଶିକା ପରୀକ୍ଷା ନିଟ ପାଇଁ ତାରିଖ ଘୋଷଣା କରାଯାଇଛି । ଆସନ୍ତା ସେପ୍ଟେମ୍ବର ୧୨ ତାରିଖରେ ନିଟ୍ ପରୀକ୍ଷା ହେବ ବୋଲି…

ପ୍ରଥମଥର ପାଇଁ କରୋନାର ଅଲଗା ଅଲଗା ଭାରିଆଣ୍ଟରେ ସଂକ୍ରମିତ ହୋଇ ୫ ଦିନରେ ମହିଳାଙ୍କ ମୃତ୍ୟୁ, ଚିନ୍ତାରେ ବୈଜ୍ଞାନିକ

ନୂଆଦିଲ୍ଲୀ: କରୋନା ମହାମାରୀ କବଳରେ ସାରା ବିଶ୍ୱ ଥିବା ବେଳେ ଏହାର ମୁକାବିଲା ପାଇଁ ଟିକାକରଣକୁ ଗୁରୁତ୍ୱ ଦିଆଯାଉଛି । କିନ୍ତୁ ବିଶ୍ୱରେ କରୋନାର ଅଲଗା ଅଲଗା ଭାରିଆଣ୍ଟ ସାମ୍ନାକୁ ଆସିବା ପରେ ଚିନ୍ତା ବଢ଼ିବାରେ…

ବ୍ୟାଙ୍କ ଖାତାରୁ ଟଙ୍କା ହଡପ ହୋଇଗଲେ କଣ କରିବା ଉଚିତ୍, କେମିତି ଫେରି ପାଇବେ ପୂରା ପଇସା ? ଜାଣନ୍ତୁ…

ନୂଆଦିଲ୍ଲୀ: ଆଜିକା ସମୟରେ ଦୁନିଆ ଯେତେ ଡିଜିଟାଲ୍ ହେଉଛି ସେତେ ପରିମାଣରେ ଅନଲାଇନ୍ ଠକେଇ ମଧ୍ୟ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ବ୍ୟାଙ୍କିଙ୍କ୍ କ୍ଷେତ୍ରରେ ଅଧିକ ମାତ୍ରାରେ ଠକେଇ ହେଉଥିବା ଖବର ଅଧିକ ସାମନାକୁ…