Browsing Category

ଦେଶ ବିଦେଶ

ବାରମ୍ବାର RT-PCR ଟେଷ୍ଟ ଆବଶ୍ୟକ ନାହିଁ: ICMR

ନୂଆଦିଲ୍ଲୀ,୫ ।୫: RT-PCR ଟେଷ୍ଟକୁ ନେଇ ଆଉଭାଇଜରି ଜାରି କରିଛି ଆଇସିଏମଆର । ଆଡଭାଇଜରିରେ କୁହାଯାଇଛି ଯେ, ଏଣିକି ବାରମ୍ବାର RT-PCR ଟେଷ୍ଟର ଆବଶ୍ୟକତା ନାହିଁ । ଲାବୋରେଟୋରୀ ଉପରେ ଚାପ ବଢାନ୍ତୁ ନାହିଁ । ଥରେ…

ପୁଣି ବୃଦ୍ଧି ହେଲା ପେଟ୍ରୋଲ ଓ ଡିଜେଲର ଦାମ

ନୂଆଦିଲ୍ଲୀ ୦୫ । ୦୫ (ଓଡ଼ିଶା ଭାସ୍କର) : ଆଜି ଦ୍ୱିତୀୟ ଦିନରେ ମଧ୍ୟ ତେଲ ଦରରେ ବୃଦ୍ଧି ଘଟିଛି । ବୁଧବାର ପେଟ୍ରୋଲ ଲିଟର ପିଛା ୧୯ ପଇସା ଏବଂ ଡିଜେଲ ଲିଟର ପିଛା ୨୧ ପଇସା ବୃଦ୍ଧି କରାଯାଇଛି । ଗତକାଲି ପେଟ୍ରୋଲ ୧୫…

ଦେଶରେ ମାଡ଼ିଚାଲିଛି କରୋନା: ଆଜି ୩୭୮୦ ମୃତ, ୩.୮୨ ଲକ୍ଷ ପଜିଟିଭ୍

ନୂଆଦିଲ୍ଲୀ, ୫ା୫ : ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୩୭୮୦ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୨ ଲକ୍ଷ ୨୬ ହଜାର ୧୮୮କୁ ବୃଦ୍ଧି…

ଅକ୍ସିଜେନ ଅଭାବରୁ ହାହାକାର: ପୁଣି ୧୯ ରୋଗୀଙ୍କ ମୃତ୍ୟୁ

ନୂଆଦିଲ୍ଲୀ, ୫ା୫: ବର୍ତ୍ତମାନ ସମଗ୍ର ଦେଶରେ ଅକ୍ସିଜେନ ଅଭାବ ମୁଖ୍ୟ ସମସ୍ୟା ଭାବେ ଉଭା ହୋଇଛି । ତାମିଲନାଡ଼ୁର ଚେଙ୍ଗଲପଟ୍ଟୁ ଅଞ୍ଚଳରେ ଗତକାଲି ରାତିରେ ଅକ୍ସିଜେନ ଅଭାବରୁ ୧୦ ଜଣଙ୍କ ମୃତ୍ୟୁ ଘଟିଛି । ଚେଙ୍ଗଲପଟ୍ଟୁରେ…

ନିରବ ମୋଦୀ ଓ ବିଜୟ ମାଲ୍ୟାଙ୍କ ପ୍ରତ୍ୟର୍ପଣ ମାମଲାରେ ଇଂଲଣ୍ଡ୍‌ର ପ୍ରଧାନମନ୍ତ୍ରୀ ଜନ୍‌ସନ୍‌ ଓ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମଧ୍ୟରେ ଆଲୋଚନା

ନୂଆଦିଲ୍ଲୀ ୦୫ । ୦୫ (ଓଡ଼ିଶା ଭାସ୍କର) : ପଳାତକ ବିଜୟ ମାଲ୍ୟା ଓ ନିରବ ମୋଦୀଙ୍କୁ ଭାରତକୁ ଫେରେଇଆଣିବା ବିଷୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇଂଲଣ୍ଡ୍‌ର ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌ ଆଲୋଚନା…

ପିତା ସାଜିଲେ ପିଶାଚ: ୨ ବର୍ଷର ପୁତ୍ରକୁ ୧୮ ଲକ୍ଷ ଟଙ୍କାରେ ବିକ୍ରି କରି ଭ୍ରମଣ କଲେ ଦେଶ

ବେଜିଂ, ୫ା୫: କୁହାଯାଏ ଏ ଦୁନିଆଁରେ ପିତାମାତାଙ୍କର ବିକଳ୍ପ ନାହିଁ । ମାତ୍ର ଏହି ଉକ୍ତିଟି ଭୁଲ ବୋଲି ପ୍ରମାଣିତ ହୋଇଛି । ଜଣେ ପିତା ମଧ୍ୟ ରାକ୍ଷସ ସାଜିବାର ଜ୍ୱଳନ୍ତ ଉଦାହରଣ ମିଳିଛି ଚାଇନାର ଜେଜିଆଙ୍ଗରେ । ଜଣେ…

ଆଜି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ମମତା

କୋଲକାତା, ୫ା୫: ତୃତୀୟ ଥର ପାଇଁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବେ ଆଜି ମମତା ବାନାର୍ଜୀ ଶପଥ ଗ୍ରହଣ କରିବେ । ଅନ୍ୟ ମନ୍ତ୍ରୀମାନଙ୍କର ଶପଥ ଗ୍ରହଣ ଆସନ୍ତା ୬ ଓ ୭ ତାରିଖ ଦିନ ଅନୁଷ୍ଠିତ ହେବ । ଶପଥ ଗ୍ରହଣ ଉତ୍ସବରେ…

ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୩୨.୪୦ ଲକ୍ଷ ପାର

ନୂଆଦିଲ୍ଲୀ, ୫। ୫ : ସମଗ୍ର ବିଶ୍ୱରେ କରୋନାର ପ୍ରଭାବ କ୍ରମଶଃ ବଢ଼ିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୩୨ ଲକ୍ଷ ୪୦ ହଜାର ୬୨୨ ରେ ପହଞ୍ଚିଛି । ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୫ କୋଟି ୪୯ ଲକ୍ଷ…

ଭାରତର ୮୬ଟି ପ୍ରତିଷ୍ଠାନକୁ ପଠାଗଲା ୪୦ ଲକ୍ଷ ବିଦେଶୀ କୋଭିଡ ରିଲିଫ ସାମଗ୍ରୀ

ନୂଆଦିଲ୍ଲୀ,୪ ।୫: କରୋନା ମହାମାରୀର ଦ୍ୱିତୀୟ ଲହର ବଢି ବଢି ଚାଲିଛି । କରୋନା ବିରୋଧରେ ଭାରତ ସରକାର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସହ ମିଶି ‘ସମ୍ପୂର୍ଣ୍ଣ ସରକାର’ ନୀତି ସହ ଲଢୁଛନ୍ତି । ଦେଶରେ ଦ୍ରୁତ ଗତିରେ…

ଭାରତରେ କରୋନାର ନୂଆ ଭ୍ୟାରିଏଣ୍ଟ N-440K ଅତ୍ୟନ୍ତ ବିପଜ୍ଜନକ, ରହିଛି ୧୦ ଗୁଣ ଅଧିକ ଦ୍ରୁତ ବିସ୍ତାର କରିବାର କ୍ଷମତା

ଭାରତରେ ବ୍ୟାପୁଥିବା କରୋନା ଭାଇରସ ଦୁନିଆରେ ବ୍ୟାପୁଥିବା କରୋନା ଭାଇରସ ତୁଳନାରେ ୧୦ ଗୁଣା ଅଧିକ ଦ୍ରୁତ ଭାବରେ ବ୍ୟାପିବାରେ ଲାଗିଛି ଏବଂ ଏହା ଅଧିକ ଭୟାନକ । ସେଣ୍ଟର ଫର ସେଲ୍ୟୁଲାର ଆଣ୍ଡ ମଲିକ୍ୟୁଲାର ବାୟୋଲୋଜି…