Browsing Category

ଦେଶ ବିଦେଶ

ଡୋମିନୋସ୍ ସର୍ଭର ଉପରେ ସାଇବର୍ ଆଟାକ୍:୧୦ ଲକ୍ଷ ଭାରତୀୟଙ୍କ କ୍ରେଡିଟ୍ କାର୍ଡ ତଥ୍ୟ ଲିକ୍

ନୂଆଦିଲ୍ଲୀ,  ୨୦ ।୪ (ଓଡିଶା ଭାସ୍କର)  : ଡୋମିନୋସ୍ ରେ ପିଜା ଅର୍ଡର କରୁଛନ୍ତି କି ? ତେବେ ସାବଧାନ ହୋଇଯାଆନ୍ତୁ । କୌଣସି ବି ମୁହୁର୍ତ୍ତରେ ଆପଣଙ୍କ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲିକ୍ ହୋଇପାରେ । ତେଣୁ ସମୟ ଥାଉ ଥାଉ…

ରାହୁଲ ଗାନ୍ଧୀ କରୋନା ପଜିଟିଭ ଚିହ୍ନଟ୍

ନୂଆଦିଲ୍ଲୀ ୨୦ ।୪ (ଓଡିଶା ଭାସ୍କର) : ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧୀ କରୋନା ପଜିଟିଭ ଚିହ୍ନଟ । ଟ୍ୱିଟ୍ କରି ସୂଚନା ଦେଇଛନ୍ତି ରାହୁଲ ଗାନ୍ଧୀ । ସାମାନ୍ୟ ଲକ୍ଷଣ ଥିଲା ଟେଷ୍ଟ ପରେ ରିପୋର୍ଟ ପଜିଟିଭ ଆସିଥିବା…

ଆଲାହାବାଦ୍ ହାଇକୋର୍ଟର ନିଷ୍ପତ୍ତି ଉପରେ ସୁପ୍ରିମ କୋର୍ଟ ରୋକ୍ ; ଲାଗିବ ନାହିଁ ଲକଡାଉନ୍

ଉତ୍ତରପ୍ରଦେଶ ୨୦ ।୪ (ଓଡିଶା ଭାସ୍କର) : ଉତ୍ତରପ୍ରଦେଶର ୫ ଟି ସହରରେ ଲାଗୁହେବ ନାହିଁ ଲକଡାଉନ୍ । ଆଲାହାବାଦ୍ ହାଇକୋର୍ଟର ନିଷ୍ପତ୍ତି ଉପରେ ସୁପ୍ରିମ କୋର୍ଟ ରୋକ ଲାଗାଇଛନ୍ତି । ଉତ୍ତରପ୍ରଦେଶ ସରକାର ଆଲାହାବାଦ୍…

କରୋନାର ମୁକାବିଲା ପାଇଁ ଏବେ ମୋର୍ଚ୍ଚା ସମ୍ଭାଳିବେ ସେନା : ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ ୨୦ ।୪ (ଓଡିଶା ଭାସ୍କର) : ଦେଶରେ କରୋନାର ଦ୍ୱିତୀୟ ପର୍ଯ୍ୟାୟ ଲହର ଦ୍ରୁତ ଗତିରେ ମାଡିଚାଲିଛି । ଏହି ସଂକ୍ରମଣକୁ ରୋକିବା କଷ୍ଟ ହେଉଛି । ଏହାର ପ୍ରଭାବରେ ଦେଶର ନେତା ଠାରୁ ଆରମ୍ଭ କରି ଜନତା ସମସ୍ତେ…

ସେୟାର ବଜାରରେ ଆଶ୍ୱସ୍ତି, ୫୨୪ ପଏଣ୍ଟ ସହିତ ଖୋଲିଲା ସେୟାର ମାର୍କେଟ

ନୂଆ ଦିଲ୍ଲୀ, ୨୦/୪: ଦେଶରେ କରୋନା ସଂକ୍ରମଣର ରେକର୍ଡ ସଂଖ୍ୟକ ମାମଲା ସାମ୍ନାକୁ ଆସୁଥିବାବେଳେ, ଏହାର ପ୍ରଭାବ ସେୟାର ବଜାର ଉପରେ ଦେଖିବାକୁ ମିଳୁଛି । ସୋମବାର ସେୟାର ବଜାରରେ ବଡ ଧରଣର କ୍ଷତି ଦେଖିବାକୁ ମିଳିଥିଲା …

ଭାକସିନ୍ ପ୍ରସ୍ତୁତି ପାଇଁ ଭାରତକୁ କଞ୍ଚାମାଲ ରପ୍ତାନୀ ଉପରେ ଆମେରିକାର ରୋକ୍

ନୂଆଦିଲ୍ଲୀ ୨୦ ।୪ (ଓଡିଶା ଭାସ୍କର) : ଭାକସିନ୍ ତିଆରି ପାଇଁ କଞ୍ଚାମାଲ ଉପରେ ରୋକ୍ ଲଗାଇଛି ଆମେରିକା । ଭାରତରେ ତିଆରି ହେଉଥିବା କରୋନା ଭାକସିନ୍ ପାଇଁ ଆମେରିକା ପଠାଉଥିବା କଞ୍ଚାମାଲ ଉପରେ ରୋକ୍ ଲଗାଇଛି । ଗତକାଲି…

ସୁଶାନ୍ତଙ୍କ ବାୟୋପିକ ଫିଲ୍ମରେ ରୋକ ଲଗାଇଲେ ବାପା, ନିର୍ମାତାଙ୍କୁ ହାଇକୋର୍ଟ ପଠାଇଲା ନୋଟିସ୍

ନୁଆଦିଲ୍ଳୀ : ଦିବଂଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ବାୟୋପିକକୁ ନେଇ ମଙ୍ଗଳବାର ଫିଲ୍ମ ନିର୍ମାତାଙ୍କୁ ନୋଟିସ୍ କରିଛନ୍ତି ହାଇକୋର୍ଟ । ସୁଚନା ଯେ, ଫିଲ୍ମକୁ ବ୍ୟାନ୍ କରିବା ପାଇଁ ସୁଶାନ୍ତଙ୍କ ବାପା ହାଇକୋର୍ଟରେ…

ସତର୍କ ହେଲେ ଜନତା! ଏହି ସହରର ଜନସାଧାରଣ ନିଜେ ଲାଗୁ କଲେ ଲକଡାଉନ୍, ଜାଣନ୍ତୁ କେଉଁଠି

ନୂଆଦିଲ୍ଲୀ, ୨୦ା୪: ସମଗ୍ର ଦେଶରେ କରୋନା ସଂକ୍ରମଣ ଥମିବା ବଦଳରେ ଦିନକୁ ଦିନ ବଢ଼ିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ରାଜ୍ୟରେ ସପ୍ତାହନ୍ତ ସଟଡାଉନ, ଲକଡାଉନ, କର୍ଫ୍ୟୁ ଭଳି କଟକଣା ଲାଗୁ କରାଯାଇଛି ।…

ଭାଇରାଲ୍ ଭିଡିଓ,”ମୋ ସ୍ୱାମୀଙ୍କୁ ମୁଁ କିସ୍ କରିବି..” ଘଟଣାରେ ନୂଆ ଟ୍ୱିଷ୍ଟ: ଗିରଫ ପରେ ସ୍ତ୍ରୀ ମୁଣ୍ଡରେ ଦୋଷ ଲଦିଲା ସ୍ୱାମୀ

ନୂଆଦିଲ୍ଲୀ, ୨୦ ।୪ (ଓଡିଶା ଭାସ୍କର) : ରାଜଧାନୀ ନୂଆଦିଲ୍ଲୀରେ କରୋନା ସଂକ୍ରମଣ ବଢ଼ିଚାଲିଥିବା ବେଳେ ଗତକାଲି ମାସ୍କ ନ ପିନ୍ଧିଥିବା ନେଇ ଗୋଟିଏ ଦମ୍ପତିକୁ ପୋଲିସ୍ ଗିରଫ କରିଥିଲା । ସେମାନେ କାର୍ ରେ ଯିବା ସମୟରେ…

ସପ୍ତାହାନ୍ତ ସଟଡାଉନ୍ ପରେ ରାଜ୍ୟରେ ପୁଣି ଲାଗୁ ହେବ ଲକଡାଉନ୍, ଚିନ୍ତାରେ ଜନସାଧାରଣ

ରାୟପୁର, ୨୦ା୪: ସମଗ୍ର ଦେଶରେ କରୋନାର ସଂକ୍ରମଣ ବଢ଼ି ଚାଲିଛି । ତେବେ ଛତିଶଗଡ଼ରେ କୋଭିଡ୍ ସଂକ୍ରମଣ ପ୍ରଭାବକୁ ଦୃଷ୍ଟିରେ ରଖି ସରକାର ସମସ୍ତ ଜିଲ୍ଲାରେ ଲକଡାଉନ୍ ଘୋଷଣା କରିଛନ୍ତି । ତେବେ ଲକଡାଉନ ସମୟରେ ମେଡିକାଲ ଓ…