Browsing Category
ଦେଶ ବିଦେଶ
କୋଭିଡରେ ପ୍ରାଣ ହରାଇଥିବା ପ୍ରତ୍ୟେକ ପୀଡିତଙ୍କ ପରିବାରକୁ ୪ଲକ୍ଷ ଟଙ୍କା ସହାୟତା ରାଶି ଦେଇପାରିବେନି ମୋଦୀ ସରକାର
ନୂଆଦିଲ୍ଲୀ: କରୋନା ମହାମାରୀ କାରଣରୁ ଲକ୍ଷ ଲକ୍ଷ ଲୋକ ପ୍ରାଣ ହରାଇଛନ୍ତି । ଏହି ସମୟରେ କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଯେ, କରୋନାଭାଇରସ୍ ମହାମାରୀରେ ପ୍ରାଣ ହରାଇଥିବା ପ୍ରତ୍ୟେକ ପୀଡିତଙ୍କ…
ଅଯୋଧ୍ୟାରେ ଆଉ ଏକ ଜମି ବିବାଦ, ୨୦ ଲକ୍ଷ ଟଙ୍କାର ଜମି ଅଢେଇ କୋଟିରେ ବିକ୍ରି ହୋଇଥିବା ଅଭିଯୋଗ, ବଢିଲା ବିଜେପିର ମୁସ୍କିଲ
ଅଯୋଧ୍ୟା : ଉତ୍ତର ପ୍ରଦେଶର ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଜାରି ରହିଥିବା ବେଳେ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ପକ୍ଷରୁ କିଣା ଯାଇଥିବା ଏକ ଜମିକୁ ନେଇ ବିବାଦ ଦିନକୁ ଦିନ ଅଧିକ ଘନୀଭୁତ ହେବାରେ…
ଜମ୍ମୁ-କାଶ୍ମୀର ସର୍ବଦଳୀୟ ବୈଠକକୁ ନେଇ ଚିନ୍ତାରେ ପାକିସ୍ତାନ; ଭାରତକୁ ଦେଲା ଚେତାବନୀ
ନୂଆଦିଲ୍ଲୀ: ଜୁନ୍ ୨୪ରେ ରାଜଧାନି ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀ ଜମ୍ମୁ କାଶ୍ମୀର ପ୍ରସଙ୍ଗରେ ଆଲୋଚନା ପାଇଁ ଏକ ସର୍ବଦଳୀୟ ବୈଠକ ଡାକିଛନ୍ତି । ଏଥିରେ ଜାମ୍ମୁ କାଶ୍ମୀର ୧୪ ଜଣ ନେତାଙ୍କୁ ଡକାଯାଇଛି ।…
ସମୁଦ୍ରରେ ବିଲୀନ ହୋଇଯିବ ଲାକ୍ଷାଦ୍ଵୀପ!
ନୂଆଦିଲ୍ଲୀ: ସମୟ ବଦଳିବା ସହିତ ଜଳବାୟୁରେ ମଧ୍ୟ ପରିବର୍ତ୍ତନ ହେବାରେ ଲାଗିଛି । ବିଶେଷଜ୍ଞ ମାନେ ପରିବର୍ତ୍ତନ ହେଉଥିବା ଜଳବାୟୁକୁ ନେଇ ଅନେକ ପ୍ରକାରର ଅନୁଧ୍ୟାନ କରୁଥିବା ବେଳେ ଏବେ ଏକ ରୋଚକ ତଥ୍ୟ ଚିନ୍ତାରେ…
ମହାରାଷ୍ଟ୍ରରେ ମହାନାଟକ: ଉଦ୍ଧବ କହିଲେ- ଏକାକୀ ନିର୍ବାଚନ ଲଢିବା କଥା କହିଲେ, ଲୋକେ ଜୋତାରେ ପିଟିବେ
ମୁମ୍ବାଇ : ମହାରାଷ୍ଟ୍ର ରାଜନୀତିରେ ଜାରି ରହିଛି ମହାନାଟକ। ମହାବିକାଶ ଅଘାଡିରେ ଦିନକୁ ଦିନ ମତଭେଦ ବଢିବାରେ ଲାଗିଛି। ମେଣ୍ଟ ସରକାରରେ ଶିବସେନା ଓ କଂଗ୍ରେସ ମଧ୍ୟରେ ଫାଟ ରାଜନୀତିକୁ ଆହୁରି ସରଗରମ କରିଛି। ଶିବସେନା…
ଦିଲ୍ଲୀରେ ଭୁ-କମ୍ପର ଝଟକା, ତୀବ୍ରତା ୨.୧
ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଭୁକମ୍ପର ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲ୍ ରେ ଭୁକମ୍ପର ତୀବ୍ରତା ୨.୧ ରହିଥିଲା । ନ୍ୟାସନାଲ୍ ସେଣ୍ଟର ଫର୍ ସିସମୋଲୋଜି ପକ୍ଷରୁ କୁହାଯାଇଛି ଯେ, ଭୁକମ୍ପର ଝଟକା ରବିବାର ୧୨ଟା…
ଭାରତରୁ ଦୁବାଇ ଯାଉଥିବା ଯାତ୍ରୀଙ୍କ ପାଇଁ କୋହଳ ହେଲା ପ୍ରତିବନ୍ଧକ; ଜାଣନ୍ତୁ କଣ ରହିଛି ସର୍ତ୍ତାବଳୀ..
ନୂଆଦିଲ୍ଲୀ: ବିଶ୍ୱରେ ଅନେକ ଦେଶରେ କରୋନା ସଂକ୍ରମଣ ହ୍ରାସ ପାଇଛି । ପୁଣି ଥରେ ପରିବହନ ଉପରୁ ପ୍ରତିବନ୍ଧକକୁ କୋହଳ କରାଯାଉଛି । ଏହି ପର୍ଯ୍ୟାୟରେ ଭାରତ ସହ ଅନ୍ୟାନ୍ୟ ଦେଶରୁ ଦୁବାଇକୁ ଆସୁଥିବା ଯାତ୍ରୀଙ୍କ ପାଇଁ…
ବାୟୁ ପରେ ଏବେ ଜଳରେ ତାଣ୍ଡବ ରଚିପାରେ କରୋନା ଭାଇରସ୍, କ’ଣ ଘଟିବ ଆଗାମୀ ଦିନରେ?
ନୂଆଦିଲ୍ଲୀ: ଦେଶରେ ବର୍ତ୍ତମାନ କରୋନାର ଦ୍ୱିତୀୟ ଲହର ଜାରି ରହିଥିବା ବେଳେ ତୃତୀୟ ଲହର ଆଶଙ୍କାକୁ ଲକ୍ଷ୍ୟ ରଖି ସରକାର ଓ ଜନସାଧାରଣ ସମସ୍ତ ପ୍ରସ୍ତୁତି ଚଳାଇଛନ୍ତି । ତେବେ ପୂର୍ବରୁ କରୋନା ସଂକ୍ରମଣ ବାୟୁରେ ବ୍ୟାପେ…
ଅବିଶ୍ୱାସ ହେଲେ ବି ସତ: ମାତ୍ର ୨୮ ଘଣ୍ଟାରେ ନିର୍ମାଣ ହେଲା ୧୦ ମହଲା ବିଲଡିଂ, ଜାଣନ୍ତୁ କେଉଁଠି ଓ କିପରି
ବେଜିଂ: ସାଧାରଣତଃ ଗୋଟିଏ ଘର ତିଆରି କରିବା ପାଇଁ ମାସ ମାସ ସମୟ ଲାଗିଥାଏ । ମାତ୍ର ନିକଟରେ ଚୀନର ଚାଙ୍ଗସା ସହରରେ ଏକ ୧୦ ମହଲା ବିଶିଷ୍ଟ ବିଲଡିଂ ଗୋଟିଏ ଦିନରେ ନିର୍ମିତ ହୋଇଛି । ତେଣୁ ଏହି କୋଠାକୁ ନେଇ ଏବେ ସମଗ୍ର…
କେଜ୍ରିୱାଲ ସରକାରଙ୍କ ବଡ ଘୋଷଣା; ଡ୍ୟୁଟିରେ ପ୍ରାଣ ହରାଇଥିବା ସହିଦଙ୍କ ପରିବାରକୁ ୧ କୋଟି ଟଙ୍କାର ସହାୟତା
ନୂଆଦିଲ୍ଲୀ: ଦିଲ୍ଲୀର କେଜ୍ରିୱାଲ ସରକାର ରାଜ୍ୟର ୬ଟି ପରିବାରକୁ ୧କୋଟି ଟଙ୍କା ସହାୟତା ଦେବାକୁ ଘୋଷଣା କରିଛନ୍ତି । ଡ୍ୟୁଟିରେ ଥାଇ ପ୍ରାଣ ହରାଇଥିବା ଯବାନ, ପୋଲିସ୍ ଓ ସିଭିଲ୍ ଡିଫେନ୍ସ କର୍ମଚାରୀଙ୍କ ପରିବାରକୁ ଏହି…