
Browsing Category
ଦେଶ ବିଦେଶ
ୟୁକ୍ରେନ ସଙ୍କଟ ମଧ୍ୟରେ ଜର୍ମାନୀ ଏବଂ ଫ୍ରାନ୍ସ ଗସ୍ତ କରିବେ ପିଏମ ମୋଦୀ, ଚଳିତ ବର୍ଷର ପ୍ରଥମ ବିଦେଶ ଗସ୍ତ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମେ ୨ରୁ ୪ ତାରିଖ ମଧ୍ୟରେ ଫ୍ରାନ୍ସ, ଜର୍ମାନୀ ଏବଂ ଡେନମାର୍କ ଗସ୍ତରେ ଯିବେ। ଚଳିତ ବର୍ଷ ଏହା ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ବିଦେଶ ଗସ୍ତ। ୟୁକ୍ରେନରେ ଜାରି ସଂଘର୍ଷ…
୨୪ ଘଣ୍ଟା ଏସି, କୁଲର ଓ ଫ୍ୟାନ୍ ଚଳାଇଲେ ବି ବିଦ୍ୟୁତ୍ ବିଲ୍ ଆସିବ ଅଧା! ଆପଣାନ୍ତୁ ଏହି ଟ୍ରିକ୍
ନୂଆଦିଲ୍ଲୀ: ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ବଢ଼ୁଛି ତାପମାତ୍ରା । ତାତିରୁ ରକ୍ଷା ପାଇବା ପାଇଁ ଘରେ ଏସି, କୁଲର ଓ ଫ୍ୟାନ୍ ଅନ୍ ରହୁଛି । ଏହି ଉପକରଣ ସାହାଯ୍ୟରେ ଗରମରୁ ଆରାମ ମିଳୁଛି, କିନ୍ତୁ ବିଦ୍ୟୁତ୍ ବିଲ୍…
IRCTC ପକ୍ଷରୁ ଲଞ୍ଚ ହେଲା ଚାରଧାମ ଯାତ୍ରା ପ୍ୟାକେଜ୍, ଜାଣନ୍ତୁ ଖର୍ଚ୍ଚ ଓ ଟ୍ରାଭେଲ ବିବରଣୀ
ନୂଆଦିଲ୍ଲୀ: ଇଣ୍ଡିଆନ ରେଲୱେ କ୍ୟାଟେରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ (ଆଇଆରସିଟିସି) ପକ୍ଷରୁ ଚାର ଧାମ ଯାତ୍ରା ପାଇଁ ଏକ ସ୍ପେଶାଲ ଟୁର୍ ପ୍ୟାକେଜ୍ ଲଞ୍ଚ କରାଯାଇଛି । ଏହି ଯାତ୍ରା ଆସନ୍ତା ଜୁନ୍ ମାସ ୩ ତାରିଖଠାରୁ…
ଦୁନିଆର ସବୁଠାରୁ ବୟସ୍କ ବୃଦ୍ଧାଙ୍କ ୧୧୯ ବର୍ଷ ବୟସରେ ପରଲୋକ, ଶେଷ ସମୟ ସୁଦ୍ଧା ନେଉଥିଲେ ଚକଲେଟର ମଜା
ନୂଆଦିଲ୍ଲୀ: ଦୁନିଆର ସବୁଠାରୁ ବୟସ୍କ ମହିଳାଙ୍କ ଦେହାନ୍ତ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୧୧୯ ବର୍ଷ ବୟସ ହୋଇଥିଲା । ଜାପାନରେ ରହୁଥିବା ଏହି ବୃଦ୍ଧାଙ୍କ ନାଁ ହେଉଛି କେନ୍ ତାନାକା । ତାନାକା ୧୯୦୩ ମସିହା…
ଅଜବ ପରମ୍ପରା: ମୃତ୍ୟୁ ପରେ ନିଜ ପ୍ରିୟଜନଙ୍କ ଶବ ଖାଆନ୍ତି ଏହି ଜନଜାତିର ଲୋକ
ନୂଆଦିଲ୍ଲୀ: ଦୁନିଆରେ ଏପରି ଏକ ଜନଜାତି ଅଛି, ଯେଉଁଠାରେ ଲୋକମାନେ ନିଜ ପ୍ରିୟଜନଙ୍କ ମୃତ୍ୟୁ ପରେ ସେମାନଙ୍କର ଶବକୁ ଖାଆନ୍ତି । ଏହା ଆପଣଙ୍କ ପାଇଁ ଅଜବ ଲାଗିଲେ ବି ସତ । ସାଧାରଣତଃ ମୃତ୍ୟୁ ପରେ ଶବକୁ ପୋତି ଦିଆଯାଏ…
କରୋନାର ବିପଦ ଯାଇନାହିଁ, ଛୋଟ ପିଲାଙ୍କଠାରେ ଦେଖାଦେଲାଣି ଏକ ରହସ୍ୟମୟ ରୋଗ, ଏହି ୧୦ଟି ଲକ୍ଷଣକୁ କଦାପି ଅଣଦେଖା କରନ୍ତୁ ନାହିଁ
ନୂଆଦିଲ୍ଲୀ: କରୋନା ଭାଇରାସର ଲେଉଟାଣିକୁ ନେଇ ଜନସାଧାରଣ ଚିନ୍ତିତ ରହିଥିବା ବେଳେ ଏହା ମଧ୍ୟରେ ଛୋଟ ପିଲାଙ୍କୁ ନେଇ ଏକ ଚିନ୍ତାଜନକ ଖବର ଆସିଛି । ଛୋଟ ପିଲାଙ୍କଠାରେ ଏକ ରହସ୍ୟମୟ ରୋଗ ବ୍ୟାପିବାରେ ଲାଗିଛି ।…
ରଥ ଟାଣୁଥିବା ବେଳେ ବଡ଼ ଅଘଟଣ: ବିଦ୍ୟୁତ ତାର ଲାଗି ୨ ଶିଶୁ ସମେତ ୧୦ ମୃତ, ଅନେକ ଗୁରୁତର
ଚେନ୍ନାଇ: ତାମିଲନାଡୁର ତଞ୍ଜାଭୁର ଜିଲ୍ଲାରେ ଏକ ବଡ଼ ଅଘଟଣ ଘଟିଯାଇଛି । ଏକ ଶୋଭାଯାତ୍ରା ସମୟରେ ସେଠାକାର ମନ୍ଦିରର ରଥ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲା । ଏପରି କ୍ଷେତ୍ରରେ କରେଣ୍ଟ ଲାଗିବା କାରଣରୁ ୧୦ ଜଣ…
ଦେଶରେ ପୁଣି ବଢ଼ିଲାଣି କରୋନା: ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ଆଜି ଆଲୋଚନା କରିବେ ମୋଦୀ
ନୂଆଦିଲ୍ଲୀ: ଦେଶରେ ବର୍ତ୍ତମାନ କୋଭିଡ-୧୯ ସଂକ୍ରମଣ ବଢ଼ିବାରେ ଲାଗିଛି । ତେରୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ଆଜି ଆଲୋଚନା କରିବେ । ଆଜି…
ଏହି ଦେଶରେ ରହୁଛନ୍ତି ଦୁନିଆର ବେଷ୍ଟ୍ ‘Lover’, ସର୍ଭେରୁ ହେଲା ଖୁଲାସା
ଦୁନିଆର ସର୍ବୋତ୍ତମ ପ୍ରେମୀ କେଉଁଠାରେ ରୁହନ୍ତି? ଯଦି ଏହି ପ୍ରଶ୍ନର ଉତ୍ତର ବୋଧହୁଏ କାହାକୁ ଜଣାନଥିବ । କିନ୍ତୁ ଏକ ସର୍ଭେରୁ ଜଣାପଡିଛି ଯେ, ବିଶ୍ୱର ସର୍ବଶ୍ରେଷ୍ଠ ପ୍ରେମୀମାନେ ସ୍କଟଲାଣ୍ଡରେ ରୁହନ୍ତି । ଏହି…
ଆମେରିକାର ଉପରାଷ୍ଟ୍ରପତି କମଲା ହାରିସ କରୋନା ପଜିଟିଭ୍,କୌଣସି ଲକ୍ଷଣ ନଥିବା ସୂଚନା
ଆମେରିକାର ଉପରାଷ୍ଟ୍ରପତି କମଲା ହାରିସ୍ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି। ହ୍ୱାଇଟ୍ ହାଉସ ମଙ୍ଗଳବାର ଏକ ବିବୃତ୍ତି ମାଧ୍ୟମରେ ଏହି ସୂଚନା ଦେଇଛି। ବିବୃତ୍ତି ଅନୁଯାୟୀ ଆମେରିକାର ଉପରାଷ୍ଟ୍ରପତି କମଲା ହାରିସଙ୍କ…