Browsing Category

ଦେଶ ବିଦେଶ

ଭାରତୀୟ ଯବାନଙ୍କ ବୀରତ୍ୱ: କାନ୍ଧରେ ବୋହି ଗର୍ଭବତୀଙ୍କୁ ହସ୍ପିଟାଲ ପହଞ୍ଚାଇଲେ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଳୀ: ନିଜର ଅଦମ୍ୟ ବୀରତ୍ୱ ପାଇଁ ଭାରତୀୟ ଯବାନ ପରିଚିତ । ସର୍ବଦା ନିଜର ବୀରତ୍ୱ ପାଇଁ ପ୍ରଶଂସା ସାଉଁଟୁଥିବା ଭାରତୀୟ ଯବାନଙ୍କୁ ପୁଣି ଥରେ ପ୍ରଶଂସା କରାଯାଉଛି । ଜମ୍ମୁ କାଶ୍ମୀରରେ ପ୍ରବଳ ତୁଷାରପାତ ମଧ୍ୟରେ…

ବିନା ଭିସାରେ ଯାତ୍ରା କରନ୍ତି ୧୦୦ରୁ ଅଧିକ ଦେଶ: ଜାଣନ୍ତୁ କିଏ ଏହି ବ୍ୟକ୍ତି(Video)

ନୂଆଦିଲ୍ଲୀ:ଆମେ ସମସ୍ତେ ଜାଣନ୍ତି କି ପାସପୋର୍ଟ ଏବଂ ଭିସା ବିନା କୌଣସି ବି ଦେଶକୁ ଯିବା ଆଇନତଃ ଅପରାଧ । ନିଜ ଦେଶ ବିନା ଅନ୍ୟ ଯେଉଁ ଦେଶକୁ ଗଲେ ବି ସେଠି ପ୍ରଥମେ ଏୟାରପୋର୍ଟରେ ହିଁ ଏସବୁ ଚେକ୍ ହୋଇପାରେ । ଏମିତି…

ମହାରାଷ୍ଟ୍ରରେ ୧୦ ଜାନୁଆରୀରୁ ନାଇଟ କର୍ଫ୍ୟୁ: ଜିମ୍, ସେଲୁନ୍ ବନ୍ଦ ରଖିବାକୁ ନିଷ୍ପତ୍ତି

ମୁମ୍ବାଇ: ମହାରାଷ୍ଟ୍ରରେ ଦିନକୁ ଦିନ ରେକର୍ଡ ଭାଙ୍ଗୁଛି କରୋନା ସଂକ୍ରମଣ । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ରାତିରେ ନାଇଟ କର୍ଫ୍ୟୁ ଲଗାଇବାପାଇଁ ନିଷ୍ପତ୍ତି ନେଇଛନ୍ତି । ପୂର୍ବରୁ ସ୍କୁଲ କଲେଜ ଫେବୃଆରୀ ୧୦…

ଏହି ବର୍ଷ ଜାପାନ ଅର୍ଥନୀତିକୁ ଟପିଯିବ ଭାରତ: ଜାଣନ୍ତୁ କେତେ ରହିବ ଭାରତର ଆୟ

ନୂଆଦିଲ୍ଲୀ : ଭାରତ ଅର୍ଥନୀତି ଆସନ୍ତା ୨୦୩୦ ମସିହାରେ ଜାପାନ ଅର୍ଥନୀତିକୁ ଟପିଯିବ । ଫଳରେ ଭାରତ ଅର୍ଥନୀତି ଏସିଆର ଦ୍ୱିତୀୟ ବୃହତ୍ ଏବଂ ବିଶ୍ୱର ତୃତୀୟ ବୃହତ ଅର୍ଥନୀତିରେ ପରିଣତ ହେବ । ଲଣ୍ଡନଭିତ୍ତିକ ଆଇଏଚଏସ…

ଡ୍ରୋନ ଦ୍ୱାରା ଡେଲିଭରି ହେବ ସାମଗ୍ରୀ: ଏହି ୪ ସହରରେ ହେବାକୁ ଯାଉଛି ଆରମ୍ଭ

ନୂଆଦିଲ୍ଲୀ: ଦେଶରେ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି ଡ୍ରୋନ ଦ୍ୱାରା ସାମଗ୍ରୀ ପହଞ୍ଚାଇବା ସେବା । ଅର୍ଥାତ୍ ଏଣିକି ଡ୍ରୋନ୍ ସାହାଯ୍ୟରେ ଆପଣଙ୍କ ଘରେ ପହଞ୍ଚିବ ଆପଣ ଅର୍ଡର କରିଥିବା ଜିନିଷ । ଲାଷ୍ଟ ମାଇଲ ଡେଲିଭରି…

୭ଟି ପର୍ଯ୍ୟାୟରେ ହେବ ନିର୍ବାଚନ: ୧୦ ଫେବୃୟାରୀରୁ ୟୁପିରେ ମହାସମର, ପୋଲିଂ ସମୟ ବଢିଲା ୧ ଘଣ୍ଟା

ନୂଆଦିଲ୍ଳୀ: ୫ଟି ରାଜ୍ୟରେ ହେବାକୁ ଥିବା ନିର୍ବାଚନକୁ ନେଇ ପ୍ରେସ ମିଟରେ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିଶନ । ସମୁଦାୟ ୭ଟି ପର୍ଯ୍ୟାୟରେ ଏହି ନିର୍ବାଚନ ଅନୁଷ୍ଠିତ ହେବ । ଫେବୃୟାରୀ ୧୦ରୁ…

ମହିଳା ଓ ବୃଦ୍ଧଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା : ଜାଣନ୍ତୁ କଣ କହିଲେ ନିର୍ବାଚନ କମିଶନର

ନୂଆଦିଲ୍ଳୀ: ୫ ଟି ରାଜ୍ୟରେ ହେବାକୁ ଥିବା ବିଧାନସମଭା ନିର୍ବାଚନ ପୂର୍ବରୁ ମହିଳା ଓ ବୃଦ୍ଧଙ୍କ ପାଇଁ ବଡ ଘୋଷଣା କରାଯାଇଛି । ପଞ୍ଜାବ, ଗୋଆ, ମଣିପୁର, ଉତ୍ତର ପ୍ରଦେଶ ଏବଂ ଗୋଆରେ ନିର୍ବାଚନ ଅନୁଷ୍ଠିତହେବାକୁ ଯାଉଥିବା…

୫ ରାଜ୍ୟର ନିର୍ବାଚନକୁ ନେଇ ବଡ ଘୋଷଣା କଲେ ନିର୍ବାଚନ କମିଶନ: ପ୍ରଥମ ଥର ଭୋଟ ଦେବେ ୨୪.୯ ଲକ୍ଷ ଭୋଟର

ନୂଆଦିଲ୍ଳୀ: ୫ଟି ରାଜ୍ୟରେ ଅନୁଷ୍ଠିତ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । ଏହି ନିର୍ବାଚନ ପୂର୍ବରୁ ନିର୍ବାଚନ କମିଶନ ପ୍ରେସମିଟ୍ କରିବା ସହିତ ବଡ ଘୋଷଣା କରିଛନ୍ତି । ତେବେ ଭୋଟର ଏବଂ ଭୋଟର ସୁରକ୍ଷା ନିର୍ବାଚନ…

ବଦଳିଲେ ପଞ୍ଜାବର ପୋଲିସ୍ ମହାନିର୍ଦ୍ଦେଶକ: ବୀରେଶ କୁମାର ଭାୱରା ହେଲେ ନୂଆ ଡିଜିପି

ନୂଆଦିଲ୍ଲୀ: ବଦଳିଲେ ପଞ୍ଜାବର ପୋଲିସ୍ ମହାନିର୍ଦ୍ଦେଶକ । ବୀରେଶ କୁମାର ଭାୱରା ହେଲେ ପଞ୍ଜାବର ନୂଆ ପୋଲିସ ମହାନିର୍ଦ୍ଦେଶକ । ୟୁପିଏସସି ସୁପାରିସ କରିଥିବା ୩ ଆଇପିଏସଙ୍କ ମଧ୍ୟରୁ ଭାୱରାଙ୍କୁ ନିଯୁକ୍ତି ।…

କରୋନା ଭୟ: ସଂକ୍ରମିତ ଛୁଆକୁ କାର ଡିକିରେ ବନ୍ଦ କରି ରଖିଲା ମା’, ଗିରଫ କଲା ପୋଲିସ

ନୂଆଦିଲ୍ଲୀ: କୁହାଯାଏ ସଂସାରରେ ମା’ର ମମତା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । କୌଣସି ଅର୍ଥ ଏହାକୁ କିଣିବାରେ ସକ୍ଷମ ହୋଇନଥାଏ । ତେବେ କରୋନା ସଂକ୍ରମଣ କାରଣରୁ ଏହାକୁ ଭୁଲ ପ୍ରମାଣିତ କରିଛନ୍ତି ଜଣେ ମା’ । ନିଜର କରୋନା…