
Browsing Category
ଦେଶ ବିଦେଶ
ପଶ୍ଚିମବଙ୍ଗ ଉପନିର୍ବାଚନ: ବିଜେପି ଧରାଶାୟୀ, ଦୁଇ ଲକ୍ଷରୁ ଅଧିକ ଭୋଟରେ ଜିତିଲେ ଶତ୍ରୁଘ୍ନ
ନୂଆଦିଲ୍ଲୀ: ଆଜିର ଦେଶର ୪ଟି ରାଜ୍ୟର ଗୋଟିଏ ଲୋକସଭା ଓ ୪ଟି ବିଧାନସଭା ନିର୍ବାଚନର ଫଳାଫଳ ପ୍ରକାଶ ପାଇଛି । ପଶ୍ଚିମବଙ୍ଗ ଉପନିର୍ବାଚନରେ ତୃଣମୂଳ କଂଗ୍ରେସ (ଟିଏମସି)ର ଯାଦୁ ଦେଖିବାକୁ ମିଳିଛି । ଅନ୍ୟପକ୍ଷରେ ଭାରତୀୟ…
ଆଉ ମହଙ୍ଗା ହେବନି ଖାଇବା ତେଲ! ଜାଣନ୍ତୁ କ’ଣ ରହିଛି ସରକାରଙ୍କ ଯୋଜନା
ନୂଆଦିଲ୍ଲୀ: ଦେଶରେ ଦରଦାମ୍ ବୃଦ୍ଧି ଯୋଗୁଁ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଖାଇବା ତେଲ ଦର ଲଗାତାର ବଢ଼ିବାରେ ଲାଗିଛି । ସରକାର ଏହା ଉପରେ ରୋକ୍ ଲଗାଇବାକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି…
ଗାଁରେ ମିଳୁନାହିଁ ଜଳ, ପାଠପଢ଼ା ବନ୍ଦ କରି ୨ କିମି ଚାଲିଚାଲି ୪୦ ଫୁଟ ଗଭୀର କୂଅରୁ ପାଣି ଆଣୁଛନ୍ତି ଛାତ୍ରଛାତ୍ରୀ, ଦେଖନ୍ତୁ ଭିଡିଓ
ନୂଆଦିଲ୍ଲୀ: ବର୍ତ୍ତମାନ ଗରମ ଦିନ ଆସିଯାଇଥିବା ବେଳେ ଦେଶର ଅନେକ ସ୍ଥାନରେ ଏବେ ଆରମ୍ଭ ହୋଇଯାଇଛି ଜଳସଙ୍କଟ । ତେବେ ଏପରି ସ୍ଥିତିରେ ମହାରାଷ୍ଟ୍ରର ନାସିକରୁ ଏକ ଭୟଙ୍କର ଜଳ ସଙ୍କଟ ଖବର ଆସିଛି । ମହିଳାମାନେ ୪୦ ଫୁଟ…
ଭଗବାନ ହନୁମାନଙ୍କ ୧୦୮ ଫୁଟ୍ ଉଚ୍ଚର ମୂର୍ତ୍ତି ଲୋକାର୍ପଣ କଲେ ପିଏମ ମୋଦୀ
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ହନୁମାନ ଜୟନ୍ତୀ ଅବସରରେ ଗୁଜରାଟର ମୋରବିରେ ନିର୍ମିତ ୧୦୮ ଫୁଟ୍ ଉଚ୍ଚର ଭଗବାନ ହନୁମାନଙ୍କ ମୂର୍ତ୍ତିର ଅନାବରଣ କରିଛନ୍ତି। ଏହା ଭଗବାନ ହନୁମାନଙ୍କ…
ଚାଷୀଙ୍କ ଝିଅଙ୍କ ଶିକ୍ଷା ଉପରେ ନିଜ ଦରମା ଖର୍ଚ୍ଚ କରିବେ ହରଭଜନ, ଟୁଇଟ୍ କରି ଜଣାଇଲେ ଆପ୍ ସାଂସଦ
ନୂଆଦିଲ୍ଲୀ : ଭାରତୀୟ ଦଳର ପୂର୍ବତନ ସ୍ପିନର ତଥା ପଞ୍ଜାବରୁ ଆମ୍ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ହରଭଜନ ସିଂହ ବଡ ଘୋଷଣା କରିଛନ୍ତି। ନିଜ ବେତନ କୃଷକଙ୍କ ଝିଅଙ୍କ ଶିକ୍ଷା ଏବଂ କଲ୍ୟାଣ ପାଇଁ ଖର୍ଚ୍ଚ କରିବେ ବୋଲି…
କଂଗ୍ରେସରେ ମିଶିବେ କି ପ୍ରଶାନ୍ତ କିଶୋର ? ଦିଲ୍ଲୀରେ ସୋନିଆ ଓ ରାହୁଲଙ୍କ ସହିତ ଚାଲିଛି ବୈଠକ
ନୂଆଦିଲ୍ଲୀ : ନିର୍ବାଚନୀ ରଣନୀତିକାର ପ୍ରଶାନ୍ତ କିଶୋର କଂଗ୍ରେସ ପାର୍ଟିରେ ଯୋଗ ଦେବା ନେଇ ପୁଣି ଥରେ କଳ୍ପନା ଜଳ୍ପନା ଆରମ୍ଭ ହୋଇ ଯାଇଛି। ପାର୍ଟିର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କ…
ଅବିକଶିତ ସ୍ତନକୁ ଛୁଇଁବା ମଧ୍ୟ ଯୌନ ଶୋଷଣ: କୋଲକାତା ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି
ନୂଆଦିଲ୍ଲୀ: କୋଲକାତା ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇ କହିଛନ୍ତି ଅବିକଶିତ ସ୍ତନକୁ ଛୁଇଁବା ମଧ୍ୟ ଯୌନ ଶୋଷଣ ଅଟେ । ସ୍ତନ ବିକଶିତ ହୋଇନଥିଲେ ମଧ୍ୟ ଏହାକୁ ଯୌନ ଶୋଷଣ ଭାବରେ ଗ୍ରହଣ କରାଯିବ ବୋଲି ୨୦୧୭ର ଏକ…
ମହାଶକ୍ତି ରୁଷିଆର ସମସ୍ତ ରଣକୌଶଳକୁ ପଣ୍ଡ କରିଛି ୟୁକ୍ରେନର ଶକ୍ତିଶାଳୀ ଡ୍ରୋନ୍! ଭବିଷ୍ୟତର ଯୁଦ୍ଧ ପାଇଁ ଡ୍ରୋନ କ୍ଷେତ୍ରରେ ଭାରତ କେତେ…
ନୂଆଦିଲ୍ଲୀ: ସମୟ ଥିଲା ନିଜର ସୈନ୍ୟ ଦମରେ ପ୍ରତ୍ୟେକ ଦେଶ ଯୁଦ୍ଧରେ ବିଜୟ ଲାଭ କରୁଥିଲେ । ମାତ୍ର ଆଜି ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା ବହୁତ ଆଗକୁ ଚାଲିଯାଇଛି । ଏବେ ମିସାଇଲ, ଲେଜର ଆଟାକ, ପରମାଣୁ ଆଦି ବିଭିନ୍ନ…
ଉପ ନିର୍ବାଚନରେ ବିଜେପିକୁ ଝଟକା: ଆରଜେଡି, ଟିଏମସି ଏବଂ କଂଗ୍ରେସ ଫାଇଦାରେ
ନୂଆଦିଲ୍ଲୀ: ଫଶ୍ଚିମବଙ୍ଗର ଆସନସୋଲ ଲୋକସଭା ଏବଂ ଚାରି ବିଧାନସଭା ଆସନରେ ହୋଇଥିବା ଉପ ନିର୍ବାଚନରେ ଭାରତୀୟ ଜନତା ପାର୍ଟିକୁ ବଡ ଝଟକା ଲାଗିଛି। ସେହି ପରି ବିହାରର ବୋଚହାନ ଆସନରେ ପ୍ରତିଦ୍ଵନ୍ଦ୍ଵୀ ଆରଜେଡି…
ସ୍ୱିଡେନରେ ହିଂସାକାଣ୍ଡ: କୋରାନ ପୋଡ଼ିବାକୁ ଉଦ୍ୟମ ସହିତ ପୋଲିସ ଉପରକୁ ଆକ୍ରମଣ
ନୂଆଦିଲ୍ଲୀ: ସ୍ୱିଡେନରେ ଘଟିଯାଇଛି ଭୟଙ୍କର ହିଂସାକାଣ୍ଡ । ଦକ୍ଷିଣପନ୍ଥୀ ସଙ୍ଗଠନ ଗୁଡିକ ପକ୍ଷରୁ କରାଯାଇଥିବା ହିଂସାକାଣ୍ଡରେ କୋରାନକୁ ପୋଡିବାକୁ ଉଦ୍ୟମ କରାଯାଇଥିବା ବେଳେ ପୋଲିସ ଉପରକୁ ଭୟଙ୍କର ଆକ୍ରମଣ କରାଯାଇଛି…