CHARIDHAM
Browsing Category

ଦେଶ ବିଦେଶ

ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତିଙ୍କ ଦେହାନ୍ତ

ନୂଆଦିଲ୍ଲୀ: ଭାରତର ପୂର୍ବତନ ମୁଖ୍ୟ ବିଚାରପତି (ସିଜେଆଇ) ରମେଶ ଚନ୍ଦ୍ର ଲାହୋଟିଙ୍କର ପରଲୋକ ଘଟିଛି । ମୃତ୍ୟୁ ସମ୍ପର୍କରେ ତାଙ୍କ ପରିବାରବର୍ଗଙ୍କ ସୂଚନା ଦେଇଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ବୟସ ହୋଇଥିଲା…

ଭାଇରାଲ ହେଉଛି କାଠରେ ତିଆରି ଟ୍ରେଡମିଲ୍: ଆନନ୍ଦ ମହିନ୍ଦ୍ରା ବି କହିଲେ ‘ମୋର ଦରକାର’

ବ୍ୟାୟାମ କରିବା ପାଇଁ ଆଜିକାଲି ବିଭିନ୍ନ ନୂତନ ମେସିନ୍ ସବୁ ବଜାରରେ ଉପଲବ୍ଧ । ଏହିଭଳି ଏକ ସରଞ୍ଜାମ ହେଉଛି ଟ୍ରେଡମିଲ୍ । ଯାହା ଦୌଡ଼ିବା ପାଇଁ ବ୍ୟବହାର ହୋଇଥାଏ । କିନ୍ତୁ ତାହାକୁ ବ୍ୟବହାର କରିବା ସମସ୍ତଙ୍କ ପକ୍ଷେ…

ବିଧାୟକ ଦଳର ନେତା ଚୟନ ହେବା ପରେ ଭାବୁକ ହେଲେ ଯୋଗୀ, କହିଲେ- ପିଏମ ମୋଦୀଙ୍କ ସ୍ୱପ୍ନ ପୂରା କରିବାର ଅଛି

ନୂଆଦିଲ୍ଲୀ : ଉତ୍ତର ପ୍ରଦେଶ ବିଧାନସଭାରେ ଯୋଗୀ ଆଦିତ୍ୟନାଥ ବିଧାୟକ ଦଳର ନେତା ଭାବେ ଚୟନ ହୋଇଛନ୍ତି । ଗୁୁରୁବାର ବିଧାୟକ ଦଳ ବୈଠକରେ ବିଧାୟକ ଦଳର ନେତା ଚୟନ ହେବା ପରେ ଯୋଗୀ ଆଦିତ୍ୟନାଥ ସମସ୍ତଙ୍କୁ କୃତଜ୍ଞତା ଜଣାଇ…

ରାସନ କାର୍ଡରେ ଆଧାର ଲିଙ୍କ୍ କରିବାର ସମୟସୀମା ବୃଦ୍ଧି କଲେ ସରକାର, ଜାଣନ୍ତୁ କଣ ରହିଛି ଲିଙ୍କ କରିବାର ପ୍ରସେସ୍

ରାସନ କାର୍ଡ ସହିତ ଆଧାର ଲିଙ୍କ୍ କରିବା ସମୟ ସିମାକୁ ଜୁନ୍ ଶେଷ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । କେନ୍ଦ୍ର ସରକାରଙ୍କ ଗୋଟିଏ ଦେଶ ଗୋଟିଏ ରାସନ କାର୍ଡ ଯୋଜନାରେ ସମସ୍ତ କାର୍ଡଧାରୀଙ୍କୁ ସାମିଲ କରିବା…

ସ୍କୁଲ ବସରେ ମଦ ପିଇଲେ ଛାତ୍ରଛାତ୍ରୀ: ସୋସିଆଲ ମିଡିଆରେ ଭିଡିଓ ହେଉଛି ଭାଇରାଲ୍

ନୂଆଦିଲ୍ଲୀ: ତାମିଲନାଡୁର ଏକ ସ୍କୁଲ ଛାତ୍ରଛାତ୍ରୀ ମାନେ ବସରେ ମଦ ପିଇବାର ଭିଡିଓ ବେଶ ଭାଇରାଲ ହୋଇଛି । ସ୍କୁଲ ବସରେ ଥିବା ସମୟରେ ତଥା ସ୍କୁଲ ୟୁନିଫର୍ମ ପିନ୍ଧି ଛାତ୍ରଛାତ୍ରୀ ମାନେ ମଦ ପିଇଥିଲେ । ତାମିଲନାଡୁର…

ମନ୍ଦିର ମେଳାରେ ଦୋକାନ ଖୋଲିବାକୁ ମୁସଲିମଙ୍କୁ ନାହିଁ ଅନୁମତି, ରାଜ୍ୟ ସରକାରକୁ କଂଗ୍ରେସର ଟାର୍ଗେଟ୍

ବେଙ୍ଗାଲୁରୁ : କର୍ଣ୍ଣାଟକର ମେଙ୍ଗାଲୁରୁରୁ ଏକ ଆଚମ୍ବିତ ଘଟଣା ସାମ୍ନାକୁ ଆସିଛି। ଏଠାକାର ବପ୍ପନାଡୁ ଦୁର୍ଗାପରମେଶ୍ଵରୀ ମନ୍ଦିରର ବାର୍ଷିକ ମେଳାରେ ମୁସଲିମ ବ୍ୟବସାୟୀଙ୍କୁ ଷ୍ଟଲ୍ ଖୋଲିବା ଉପରେ କଟକଣା ଲଗାଯାଇଛି।…

ନାଟୋ ଯଦି ଉସ୍କାଇବ ତେବେ ଛାଡ଼ିବୁନି… ୨୪ ଘଣ୍ଟା ମଧ୍ୟରେ ଦ୍ୱିତୀୟ ଥର ପରମାଣୁ ଆକ୍ରମଣ ନେଇ ଋଷର ଧମକ

ୟୁକ୍ରେନ ଉପରେ ଋଷର ଆକ୍ରମଣ ଜାରି ରହିଛି । ଏହାରି ମଧ୍ୟରେ ପୁଣି ଥରେ ଋଷ ତରଫରୁ ପରମାଣୁ ବୋମା ଆକ୍ରମଣ ନେଇ ଧମକ ଦିଆଯାଇଛି । ୨୪ ଘଣ୍ଟା ମଧ୍ୟରେ ଦ୍ୱିତୀୟ ଥର ଧମକ ଦେଇଛି ଋଷ । ଆମେରିକାରେ ଋଷର ରାଜଦୂତ ଦିମିତ୍ରୀ…

‘ଘଣ୍ଟାକୁ ୨୦୦ ଟଙ୍କା’ କ୍ୟାବିନ ନେଇ ଅଶ୍ଲୀଳ କାମ କରୁଥିଲେ ପ୍ରେମିକ-ପ୍ରେମିକା, ଏମିତି ଆକ୍ସନ ନେଲା ପୋଲିସ

ତେଲେଙ୍ଗାନା: ହୋଟେଲ ଓ କାଫେରେ କପଲଙ୍କୁ ଏଣ୍ଟ୍ରି ନେଇ ଟଙ୍କା ଲୁଟିବା ଓ କପଲଙ୍କ ଦ୍ୱାରା ଅନୈତିକ କାମ କରିବା ଭଳି ମାମଲା ବିରୋଧରେ ପୋଲିସ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି । କାଫେରେ ହୋଇଥିବା କ୍ୟାବିନକୁ ହଟାଇବାକୁ…

ଉଦାହରଣ ସୃଷ୍ଟି କଲେ ବିଚାରଧୀନ କଏଦୀ, ଆଇଆଇଟି ଜାମରେ କଲେ କ୍ଵାଲିଫାଏ, ୫୪ତମ ରାଙ୍କ ହାସଲ

ନୂଆଦିଲ୍ଲୀ: କୁହାଯାଏ ଯେବେ ମଣିଷର ଇଚ୍ଛା ଶକ୍ତି ଦୃଢ ହୋଇଯାଏ ସେ ସବୁ କିଛି କରିପାରେ। ନିଜର ଲକ୍ଷ୍ୟ ହାସଲ କରିବାକୁ କେବେ ବି ପଛଘୁଞ୍ଚା ଦେଇନଥାଏ। ଏମିତି କିଛି ପ୍ରମାଣ କରି ଦେଖାଇଛନ୍ତି ନଓ୍ଵାଦା ମଣ୍ଡଳ…

୧୬ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗିରଫ କଲା ଶ୍ରୀଲଙ୍କା ନୌସେନା: ଲାଗିଲା ଏଭଳି ଏକ ସଙ୍ଗୀନ ଆରୋପ

କଲମ୍ବୋ: ଭାରତର ୧୬ ଜଣ ମତ୍ସ୍ୟଜୀବୀଙ୍କୁ ଗିରଫ କରିଛି ଶ୍ରୀଲଙ୍କାର ନୌସେନା ବିଭାଗ । ସାମୁଦ୍ରିକ ସୀମା ଉଲ୍ଲଙ୍ଘନ କରିବା ଅଭିଯୋଗରେ ସେମାନଙ୍କୁ ଗିରଫ କରାଯାଇଥିବା କୁହାଯାଇଛି । ତେବେ ଗିରଫ ହୋଇଥିବା ମତ୍ସ୍ୟଜୀବୀ…