Browsing Category
ଦେଶ ବିଦେଶ
ଖେଳରତ୍ନ ପୁରସ୍କାର ଉତ୍ସବରେ ଯୋଗ ଦେଲେନି କ୍ରିଷ୍ଣା ନଗର: ଘଟିଗଲା ଏମିତି କିଛି ଦୁଃଖ
ନୂଆଦିଲ୍ଳୀ: ପାରା ସଟଲର ତଥା ଅଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ବିଜେତା କ୍ରିଷ୍ଣା ନଗର ଖେଳରତ୍ନ ପୁରସ୍କାର ଗ୍ରହଣ ପାଇଁ ଉପସ୍ଥିତ ନଥିଲେ । ଟୋକିଓ ପାରା ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ହାସଲ କରିଥିବା କ୍ରିଷ୍ଣାଙ୍କୁ ମେଜର…
କେହି ବୁଝୁନାହାନ୍ତି ଦୁଃଖ: ମାଓବାଦୀଙ୍କ ପାଖରେ ବନ୍ଧା ପଡ଼ିଛନ୍ତି ସ୍ୱାମୀ, ତିନି ବର୍ଷର ଛୁଆକୁ ଧରି ଜଙ୍ଗଲରେ ବୁଲୁଛନ୍ତି ପତ୍ନୀ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମାଲକାନଗିରି ଜିଲ୍ଲା ଛତିଶଗଡ଼ ସୀମାନ୍ତ ବିଜାପୁର ଜିଲ୍ଲାରେ ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି । ଗୋଟିଏ ପଟେ ସ୍ୱାମୀ ମାଓବାଦୀଙ୍କ କବଳରେ ବନ୍ଧା ପଡ଼ିଥିବା ବେଳେ ଅନ୍ୟପଟେ ତିନି…
ଭାରତକୁ ମିଳିଲା ଏସ-୪୦୦ ଟ୍ରମ୍ଫ ଏୟାର ଡିଫେନ୍ସ ମିଶାଇଲ , ଶତ୍ରୁଙ୍କ ଉପରେ ପଡ଼ିବ ଭାରି
ନୂଆଦିଲ୍ଲୀ: ଭାରତକୁ ମିଳିଲା ଅତ୍ୟାଧୁନିକ ଏସ-୪୦୦ ଟ୍ରମ୍ଫ ଏୟାର ଡିଫେନ୍ସ । ଋଷିଆ ଏହାର ରପ୍ତାନୀ ଆରମ୍ଭ କରିଛି । ଏହି ମିଶାଇଲ ଭୂପୃଷ୍ଠରୁ ବାୟମଣ୍ଡଳରେ ଶତ୍ରୁ ଏୟାର କ୍ରାଫ୍ଟ କିମ୍ବା କ୍ରୁଜ ମିଶାଇଲକୁ ଲକ୍ଷ୍ୟ ଭେଦ…
ନଗ୍ନ ଅବସ୍ଥାରେ ଛାତ୍ରୀଙ୍କ ମୃତଦେହ ଠାବ; ପାଟିରେ ପୁରାଯାଇଥିଲା କପଡ଼ା ଓ ଶରୀର ସାରା କ୍ଷତ ଚିହ୍ନ, ଗଣଦୁଷ୍କର୍ମ ସନ୍ଦେହ
ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ପିଲିଭୀତ୍ ଜିଲ୍ଲାରେ ଗଣବଳାତ୍କାରର ଏକ ଯନ୍ତ୍ରଣାଦାୟକ ଘଟଣା ସାମ୍ନାକୁ ଆସିଛି । ଘଟଣାସ୍ଥଳକୁ ଦେଖି ଖୋଦ୍ ପୋଲିସ୍ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛି । ୧୪ ଘଣ୍ଟା ଧରି ନିଖୋଜ ଥିବା ଛାତ୍ରୀଙ୍କ…
ରାଜନୀତିରେ ଯୋଗଦେବା ନେଇ ଏମିତି କହିଲେ ସୋନୁ
ନୂଅଦିଲ୍ଲୀ: ପଞ୍ଜାବରେ ଆଗକୁ ନିର୍ବାଚନ ହେବାକୁ ଥିବାବେଳେ । ବଲିଉଡ ଅଭିନେତା ସୋନୁ ସୁଦ କୌଣସି ରାଜନୈତିକ ଦଳରେ ଯୋଗଦେଉନଥିବା ନେଇ ମନା କରିଦେଇଛନ୍ତି । ତେବେ ତାଙ୍କ ଭଉଣୀ ରାଜନୀତିରେ ପ୍ରବେଶ କରୁଥିବା ନେଇ ଘୋଷଣା…
ଭାରତ ବିପକ୍ଷରେ ପାକିସ୍ତାନର ବିଜୟ ନେଇ ଖୁସି ମନାଇବା ପଡ଼ିଲା ମହଙ୍ଗା: ଉତକ୍ଷିପ୍ତ ହୋଇ ସ୍ତ୍ରୀ ଓ ଶାଶୂଙ୍କ ନାମରେ FIR ଦାଖଲ କଲେ ଯୁବକ
ନୂଆଦିଲ୍ଲୀ: ଭାରତରେ ରହି ପାକିସ୍ତାନ ବିଜୟ ଉତ୍ସବ ପାଳନ କରିବା ଉତ୍ତରପ୍ରଦେଶର ଦୁଇଜଣ ମହିଳାଙ୍କୁ ମହଙ୍ଗା ପଡ଼ିଛି । ଗତ ମାସରେ ପାକିସ୍ତାନ ଭାରତକୁ ଟି-୨୦ ବିଶ୍ୱକପରେ ପରାସ୍ତ କରିଥିଲା । ଏହାପରେ ରାବିଆ ଶାମସୀ ଓ…
ବିହାରରେ ନକ୍ସଲଙ୍କ ତାଣ୍ଡବ: ପରିବାରର ୪ ଜଣଙ୍କୁ ଫାଶୀ ଲଗାଇ କଲେ ହତ୍ୟା, ପୋଷ୍ଟର ଛାପି ଲେଖିଲେ- ପ୍ରତିଶୋଧ ନେଲୁ…
ନୂଆଦିଲ୍ଲୀ: ବିହାରରୁ ଏବେ ଏକ ବଡ଼ ଖବର ସାମନାକୁ ଆସିଛି । ଏଠାରେ ନକ୍ସଲଙ୍କ ତାଣ୍ଡବ ଦେଖିବାକୁ ମିଳିଛି । ଡୁମରିୟା ଅଞ୍ଚଳର ମୌନବାର ଗାଁରେ ନକ୍ସଲ୍ ମାନେ ୪ ଜଣ ସାଧାରଣ ଲୋକଙ୍କ ହତ୍ୟା କରିଦେଇଛନ୍ତି । ତେବେ ଏହି…
Zika Virus: ଆଇସୋଲେସନରେ ରହିବେ ଜିକା ଭାଇରସ୍ ସଂକ୍ରମିତ, ହେବ କଣ୍ଟେନମେଣ୍ଟ ଜୋନ୍
ଲଖନଉ: କରୋନା ଭାଇରସ୍ ପରେ ଏବେ ଦେଶକୁ ଡରାଇଲାଣି ଜିକା ଭାଇରସ୍ । ଦେଶର ବିଭିନ୍ନ ରାଜ୍ୟରେ ଜିକା ଭାଇରସ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହି ପରିପ୍ରେକ୍ଷୀରେ କାନପୁର ପରେ ଏବେ ରାଜଧାନୀ ଲଖନଉରେ ଜିକା ଭାଇରସ୍ ର…
ଖୁସି ଖବର: ଭାରତ ଯାତ୍ରା କରୁଥିବା ୫ ବର୍ଷର ପିଲାଙ୍କର ହେବନି କୋଭିଡ୍ ଟେଷ୍ଟ୍
ନୂଆଦିଲ୍ଲୀ: ଭାରତ ଯାତ୍ରା କରୁଥିବା ପାଞ୍ଚ ବର୍ଷରୁ କମ୍ ବୟସର ପିଲାମାନଙ୍କ ପାଇଁ କୌଣସି କୋଭିଡ୍-୧୯ ପରୀକ୍ଷା ହେବ ନାହିଁ ବୋଲି ନୂତନ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ନିର୍ଦ୍ଦେଶାବଳୀରେ ଦର୍ଶାଯାଇଛି । କେନ୍ଦ୍ର…
COP26: ଜଳବାୟୁ କୂଟନୀତିରେ ଭାରତକୁ ବଡ଼ ଜିତ୍, ଶେଷ ମୁହୂର୍ତ୍ତରେ ଦୁନିଆକୁ ମନାଇବାରେ ହେଲା ସଫଳ
ନୂଆଦିଲ୍ଲୀ: ଜଳବାୟୁ ପରିବର୍ତ୍ତନକୁ ରୋକିବା ଲକ୍ଷ୍ୟରେ ଗ୍ଲାସ୍ଗୋରେ ଚାଲିଥିବା ମିଳିତ ଜାତିସଂଘର ସମ୍ମିଳନୀ କପ୍୨୬ ରେ ଭାରତ ଆନ୍ତର୍ଜାତୀୟ କୂଟନୀତି ସ୍ତରରେ ଏକ ବଡ଼ ବିଜୟ ହାସଲ କରିଛି। ଏଠାରେ ହୋଇଥିବା ସମ୍ମିଳନୀରେ…