Browsing Category

ଦେଶ ବିଦେଶ

ଦେଶରେ ଆଜି ୧୭୬୧ ଜଣଙ୍କ ମୃତ୍ୟୁ, ୨.୫୯ ଲକ୍ଷ ଆକ୍ରାନ୍ତ

ନୂଆଦିଲ୍ଲୀ, ୨୦ା୪ : ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୧୭୬୧ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୮୦ ହଜାର ୫୩୦କୁ…

ଜାଣନ୍ତୁ କରୋନାର ୫ଟି ଭୟଙ୍କର ଲକ୍ଷଣ ବିଷୟରେ, ଯାହା ଆପଣଙ୍କୁ ଟାଣିନେଇଥାଏ ମୃତ୍ୟୁମୁଖକୁ

ସମଗ୍ର ଦେଶରେ କରୋନା ଭାଇରସର ପ୍ରକୋପ ଦ୍ରୁତଗତିରେ ବଢ଼ି ଚାଲିଛି । ତେବେ କୋଭିଡର ଦ୍ୱିତୀୟ ଲହର ପୂର୍ବ ଅପେକ୍ଷା ଅଧିକ ଘାତକ ସାଜିଛି । କୋଭିଡର ଏହି ନୂଆ ଷ୍ଟ୍ରେନ ଦ୍ୱାରା ଅଧିକ ଲୋକ ସଂକ୍ରମିତ ହେବା ସହ ଏହାର ଭୟଙ୍କର…

ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୩୦.୪୨ ଲକ୍ଷ ପାର

ନୂଆଦିଲ୍ଲୀ, ୨୦। ୪ (ଓଡିଶା ଭାସ୍କର): ସମଗ୍ର ବିଶ୍ୱରେ କରୋନାର ପ୍ରଭାବ କ୍ରମଶଃ ବଢ଼ିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୩୦ ଲକ୍ଷ ୪୨ହଜାର ୮୪୧ ରେ ପହଞ୍ଚିଛି । ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୪…

ଅକ୍ସଜେନ୍ ଅଭାବରୁ ରୋଗୀ ଅବସ୍ଥା ଗୁରୁତର, ଏପଟେ ଫଟୋ ଉଠାଇବାକୁ ଟ୍ୟାଙ୍କର ଅଟକାଇ ଦେଲେ ବିଜେପି ନେତା

ଇନ୍ଦୌର,୧୯ ।୪: ସବୁଆଡେ କରୋନା ମହାମାରୀର ପୁଣି ଥରେ ବଢୁଥିବା ବେଳେ ଗୁରୁତର ରୋଗୀଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇବା ପାଇଁ ଅକ୍ସିଜେନର ବ୍ୟବହାରକୁ ଗୁରୁତ୍ୱ ଦିଆଯାଉଛି । କରୋନାର ଭୟାବହତା ମଧ୍ୟରେ ଗୁଜୁରାଟରୁ ୩୦ ଟନ୍…

କରୋନା କାଳରେ ସରକାରଙ୍କ ବଡ ଘୋଷଣା: ଗରିବ ପରିବାରକୁ ମିଳିବ ୩ ମାସର ମାଗଣା ରାସନ

ଭୋପାଳ,୧୯ ।୪: ସାରା ଦେଶରେ କରୋନା ସଂକ୍ରମଣ ପୁଣି ଥରେ ବଢିବାରେ ଲାଗିଛି । ଫଳରେ ଅର୍ଥ ବ୍ୟବସ୍ଥା ଉପରେ ମଧ୍ୟ ପ୍ରଭାବ ଦେଖିବାକୁ ମିଳୁଛି । ଏଭଳି ସମୟରେ ଗରିବ ପରିବାରଙ୍କୁ ୩ ମାସର ମାଗଣା ରାସନ ଯୋଗାଇବାକୁ ଘୋଷଣା…

୧ ମେ’ରୁ ୧୮ରୁ ଅଧିକ ବୟସ୍କଙ୍କୁ ଟିକା

ବିଶ୍ୱରେ କରୋନା ଭାଇରସର ଦ୍ୱିତୀୟ ଲହରର ଭୟାବହତା ବୃଦ୍ଧି ପାଇବାରେ ଲାଗିଛି । ସେପଟେ ବିଭିନ୍ନ ଦେଶରେ ଜାରି ରହିଛି ଟିକାକରଣ । ଭାରତରେ ମଧ୍ୟ ଟିକାକରଣକୁ ବ୍ୟାପକ କରାଯାଇଛି । ଏଭଳି ପରିସ୍ଥିତିରେ ଆଜି କେନ୍ଦ୍ର…

ଇତିହାସ ରଚିଲା NASA; ଲାଲ୍ ଗ୍ରହରେ ପ୍ରଥମ ଥର ଉଡାଇଲା ହେଲିକପ୍ଟର୍

ନୂଆଦିଲ୍ଲୀ ୧୯ ।୪ (ଓଡିଶା ଭାସ୍କର) : ଇତିହାସ ରଚିଲା NASA । ଅନ୍ୟଗ୍ରହରେ ପ୍ରଥମ ଥର ପାଇଁ ହେଲିକପ୍ଟର୍ ଉଡାଇଛି NASA । ସୋମବାର ଅପରାହ୍ନ ୪ଟାରେ ଏହି ହେଲିକପ୍ଟର ଉଡାଯାଇଛି । ଏହି ହେଲିକପ୍ଟର ନାମ ‘ଇଞ୍ଜିନ୍ୟୁଟି…

ଏମ୍ସରେ ଭର୍ତ୍ତି ହେଲେ ମନମୋହନ ସିଂ

ନୁଆଦିଲ୍ଲୀ, ୧୯ ।୪ (ଓଡିଶା ଭାସ୍କର) : କରୋନାରେ ସଂକ୍ରମିତ ହୋଇ ଏମ୍ସରେ ଭର୍ତ୍ତି ହେଲେ ପୁର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ । ସୋମବାର ତାଙ୍କ ରିପୋର୍ଟ କରୋନା ପଜିଟିଭ୍ ଆସିଥିଲେ । ଏହାପରେ ତାଙ୍କୁ ଦିଲ୍ଲୀ…

ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଏହି ସହରରେ ଲାଗୁ ହେଲା ଲକ୍ ଡାଉନ

ୟୁପି, ୧୯ ।୪ (ଓଡିଶା ଭାସ୍କର)  : କରୋନା ମହାମାରୀ ମହାମାରୀର ପ୍ରକୋପକୁ ଆଖି ଆଗରେ ରଖି ୟୁପି ସରକାର ରାଜ୍ୟର ୫ ଜିଲ୍ଳାରେ ଲକଡାଉନ୍ ଘୋଷଣା କରିଛନ୍ତି । ଆଲ୍ଲାହାବାଦ୍ ହାଇକୋର୍ଟ ଆଜି ୟୁପିର ସବୁଠାରୁ ଅଧିକ…

କରୋନାକୁ ଡରିକି ନୁହେଁ ବରଂ ହାରିଯିବା ଡରରେ ରାଲି ବନ୍ଦ କରିଦେଲେ ରାହୁଲ: କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ

ନୁଆଦିଲ୍ଲୀ, ୧୯ ।୪ (ଓଡିଶା ଭାସ୍କର) : : ଦେଶରେ କରୋନା ମହାମାରୀ ରେକର୍ଡ ଭାଙ୍ଗୁଥିବା ବେଳେ ଏହାକୁ ନେଇ ରାଜନୀତି ଆରମ୍ଭ କରିଦେଇଛନ୍ତି ନେତା ମନ୍ତ୍ରୀ ମାନେ । ବର୍ତ୍ତମାନ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଜାରି…