
Browsing Category
ଦେଶ ବିଦେଶ
ଆରମ୍ଭ ହେଲା Amazon Great Republic Day Sale: ଶସ୍ତାରେ ଉପଲବ୍ଧ ହେଉଛି ସ୍ମାର୍ଟଫୋନ୍, ୪୦% ଡିସକାଉଣ୍ଟ୍ ସହ ମିଳୁଛି EMI ଅଫର୍
ନୂଆଦିଲ୍ଲୀ: ଆମାଜନ୍ ରେ ଗ୍ରେଟ୍ ରିପବ୍ଲିକ୍ ଡେ ସେଳ୍ ଆରମ୍ଭ ହୋଇଯାଇଛି । ଜାନୁଆରୀ ୧୭ ତାରିଖରୁ ଆରମ୍ଭ ହୋଇ ଏହି ସେଲ୍ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ । ଏଥିରେ ଅନ୍ୟାନ୍ୟ ଜିନିଷ ସହିତ ସ୍ମାର୍ଟଫୋନ୍ ରେ ଜବରଦସ୍ତ…
କରୋନା ତାଣ୍ଡବ: ଦିନକରେ ବାହାରିଲେ ୨.୫୮ ଲକ୍ଷ ନୂଆ ଆକ୍ରାନ୍ତ, ଓମିକ୍ରନ ମାମଲା ୮ ହଜାର ପାର୍
ନୂଆଦିଲ୍ଲୀ: ଦେଶରେ ୨୪ ଘଣ୍ଟାରେ ୨ଲକ୍ଷ ୫୮ହଜାର ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ସକ୍ରିୟ ମାମଲା ୧୬ ଲକ୍ଷ ପାର୍ କରିଛି । ସକ୍ରିୟ ମାମଲା ବା ଆକ୍ଟିଭ୍ କେସ୍ ୧୬ ଲକ୍ଷ ୫୬ ହଜାଅର ୩୪୧…
ଆପଣ ପ୍ଲାଟଫର୍ମ ଟିକେଟ ପାଇଁ ଧାଡ଼ିରେ ଛିଡ଼ା ହେଉଛନ୍ତି କି, ଏଣିକି ମୋବାଇଲରେ ଆରାମରେ କରନ୍ତୁ ବୁକିଂ
ନୂଆଦିଲ୍ଲୀ: ରେଳଯାତ୍ରୀଙ୍କ ପାଇଁ ଏକ ଖୁସି ଖବର ଆସିଛି । ସାଧାରଣତଃ ଯାତ୍ରୀମାନେ ପ୍ଲାଟଫର୍ମ ଟିକେଟ ବା ଅସଂରକ୍ଷିତ ଟିକେଟ ପାଇଁ ରେଳ ଷ୍ଟେସନର କାଉଣ୍ଟର ଆଗରେ ଭିଡ଼ରେ ଲମ୍ବା ଲାଇନ୍ ଲଗାଇଥାନ୍ତି । ଏହା ଉଭୟ ସୁସ୍ଥ,…
ଖୁସିଖବର! ଏହି ତାରିଖରୁ ଆରମ୍ଭ ହେବ ୧୨-୧୪ ବର୍ଷର ପିଲାଙ୍କ ଟିକାକରଣ ଅଭିଯାନ
ନୂଆଦିଲ୍ଲୀ: ଭାରତରେ ଟିକାକରଣ ଅଭିଯାନକୁ ପୁରିଲ୍ରାଣି ବର୍ଷେ । ତେବେ ଚଳିତ ବର୍ଷରୁ ହିଁ ୧୫ରୁ ୧୮ ବର୍ଷ ବୟସର ପିଲାଙ୍କ ଟିକାକରଣ ଆରମ୍ଭ କରାଯାଇଛି । ଜାନୁଆରୀ ୩ ତାରିଖରୁ କିଶୋରଙ୍କ ଟିକାକରଣ ଆରମ୍ଭ ହୋଇଥିଲା । ଆଉ…
ଛୋଟ ପିଲା ଓ କିଶୋର-କିଶୋରୀଙ୍କ ଠାରେ ଅଧିକ ଘାତକ ହେଉଛି ଓମିକ୍ରନ, ଏହି ୩ଟି ଉପାୟରେ ରୁହନ୍ତୁ ସୁରକ୍ଷିତ
ନୂଆଦିଲ୍ଲୀ: କରୋନାର ଭାରିଆଣ୍ଟ୍ ଓମିକ୍ରନକୁ ନେଇ ପର୍ଯ୍ୟାପ୍ତ ତଥ୍ୟ ଉପଲବ୍ଧ ନାହିଁ, ଯେଉଁଥିରୁ ଜଣାପଡ଼ିବ ଯେ, ଓମିକ୍ରନ କେତେ ଘାତକ । କିନ୍ତୁ ନିକଟରେ ଦିଲ୍ଲୀରେ ୭ ଜଣ ଶିଶୁଙ୍କର ମୃତ୍ୟୁ ହେବା ପରେ ଏହି କତା ସ୍ପଷ୍ଟ…
କୌଣସି ବ୍ୟକ୍ତିଙ୍କ ଇଚ୍ଛା ବିରୋଧରେ ଦିଆଯାଇପାରିବ ନାହିଁ ଟିକା: ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ଦେଶରେ କରୋନା ମାମଲା ଦିନକୁ ଦିନ ବଢ଼ିଚାଲିଥିବା ବେଳେ ଟିକାକରଣକୁ ଜୋରଦାର କରାଯାଉଛି । ମହାମାରୀ ସହିତ ଲଢ଼ିବାକୁ ଟିକାକରଣକୁ ତ୍ୱରାନ୍ୱିତ କରାଯାଇଛି । ଏହା ଭିତରେ ସୁପ୍ରିମକୋର୍ଟ କେନ୍ଦ୍ରକୁ କହିଛନ୍ତି…
କଥକ ସମ୍ରାଟ ପଣ୍ଡିତ ବିରଜୁ ମହାରାଜଙ୍କର ପରଲୋକ
ନୂଆଦିଲ୍ଲୀ : ବିଶିଷ୍ଟ କଥକ ନୃତ୍ୟଗୁରୁ ପଣ୍ଡିତ ବିରଜୁ ମହାରାଜଙ୍କର ପରଲୋକ ହୋଇଛି । ସେ ୮୩ ବର୍ଷ ବୟସରେ ପ୍ରାଣ ହରାଇଛନ୍ତି । ଦିଲ୍ଲୀ ବାସଭବନରେ ରବିବାର ବିଳମ୍ବିତ ରାତିରେ ହୃଦଘାତରେ ତାଙ୍କର ପରଲୋକ ହୋଇଥିବା…
Video sex ଚାଟ କରୁଥିଲେ ସାବଧାନ: ଖାଲି ହେଇଯିବ ଆପଣଙ୍କ ଆକାଉଣ୍ଟ
ନୂଆଦିଲ୍ଲୀ: ସାଇବର ଠକେଇ ପାଇଁ ନୂତନ ଉପାୟ ମାନ ଖୋଜିବାରେ ଲାଗିଛନ୍ତି ସାଇବର ଠକ । ଭିଡିଓ ସେକ୍ସ ଚାଟ କରୁଥିଲେ ମାତ୍ର ମିନିଟକରେ ଆପଣଙ୍କ ଆକାଉଣ୍ଟ ଖାଲି ହେଇଯିବ । ଏପରି ଠକେଇ ରୋକିବା ପାଇଁ ସରକାରଙ୍କ ପକ୍ଷରୁ…
ଓମିକ୍ରନ ପୀଡ଼ିତ ବ୍ୟକ୍ତିଠାରୁ ୨୪ ଘଣ୍ଟା ମଧ୍ୟରେ ବ୍ୟାପିଥାଏ କରୋନା, ଜାଣନ୍ତୁ ଏହାର ବଡ଼ କାରଣ
ନୂଆଦିଲ୍ଲୀ:ଓମିକ୍ରନ ଭାରିଆଣ୍ଟ ଯୋଗୁଁ କରୋନା ମାମଲା ତୀବ୍ର ଭାବେ ବଢ଼ିବାରେ ଲାଗିଛି । ଏହି ଭାରିଆଣ୍ଟ ୧୦୦ରୁ ଅଧିକ ଦେଶରେ ବ୍ୟାପିଛି ଓ କୋଟି କୋଟି ଲୋକଙ୍କୁ ନିଜର ଶିକାର କରୁଛି । ଅନେକ ବୈଜ୍ଞାନିକଙ୍କ ରିସର୍ଚ୍ଚ ଓ…
ସ୍କୁଲରେ ଭଲ ପ୍ରଦର୍ଶନ କଲେ ଛାତ୍ର-ଛାତ୍ରୀ, ପୁରସ୍କାର ଭାବେ ମିଳିଲା ଘୁଷୁରି ଛୁଆ
ନୂଆଦିଲ୍ଲୀ: ସ୍କୁଲରେ ପିଲାମାନେ ଯଦି ପାଠପଢାରେ ଭଲ ପ୍ରଦର୍ଶନ କରନ୍ତି ତେବେ ସେମାନଙ୍କର ଉତ୍ସାହ ବଢାଇବା ପାଇଁ ସେମାନଙ୍କୁ ମାନପତ୍ର କିମ୍ବା ଅନ୍ୟ କୌଣସି ସାମଗ୍ରୀ ଦେଇ ପୁରସ୍କୃତ କରାଯାଏ। ଏପରିକି ମେଡାଲ୍ ମଧ୍ୟ…