Browsing Category
ଦେଶ ବିଦେଶ
ଗୋଟିଏ ପଟେ ଶରଦ-ପ୍ରଶାନ୍ତ, ଅନ୍ୟପଟେ ମୋଦି-ଉଦ୍ଧବ ସାକ୍ଷାତ: କ’ଣ ହୋଇପାରେ ଏହି ଆଲୋଚନାର ଭିତିରି ରହସ୍ୟ
ମୁମ୍ବାଇ: ରାଜନୈତିକ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ଗତକାଲି ଏନସିପି ମୁଖ୍ୟ ଶରଦ ପାୱାରଙ୍କୁ ତାଙ୍କ ବାସଭବନରେ ଭେଟିଥିଲେ । ଦୁହେଁ ଏକତ୍ର ୩ ଘଣ୍ଟା ଧରି ଆଲୋଚନା କରିଥିଲେ । ଅନ୍ୟପଟେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ…
ଗୁଟଖା ଯୋଗୁଁ ବାହାଘର ଭାଙ୍ଗିଲା କନ୍ୟା : ଶିଶୁପାଳ ହେଲା ବର, ଜାଣନ୍ତୁ ପୁରା କାହାଣୀ
ଲଖନଉ: ଉତ୍ତରପ୍ରଦେଶର ପ୍ରତାପଗଡରେ ଜଣେ ବର ମଦନିଶାରେ ଆସିବାରୁ କନ୍ୟା ବାହାଘର ପାଇଁ ମନା କରିବା ପରେ ୟୁପିର ବାଲିଆ ଜିଲ୍ଲାରେ ପୁଣି ଜଣେ କନ୍ୟା ବରକୁ ବାହାହେବାକୁ ସିଧାସଳଖ ମନା କରିଥିବା ଘଟଣା ସାମ୍ନାକୁ ଆସିଛି ।…
ପଞ୍ଜାବ ରାଜନୀତିରେ ନୂତନ ସମୀକରଣ: ଅକାଳି ଦଳ ଓ ବିଏସପି ମଧ୍ୟରେ ମେଂଟ ଘୋଷଣା, ଜାଣନ୍ତୁ କାହାକୁ ମିଳିଲା କେତେ ସିଟ୍
ଚଣ୍ଡିଗଡ : ଚଳିତ ସପ୍ତାହରେ ଦେଶ ରାଜନୀତିର ଦୃଶ୍ୟପଟ୍ଟରେ ଅନେକ ପରିବର୍ତନ ଦେଖିବାକୁ ମିଳିଲାଣି । କେଉଁ ଦଳରେ ଆଭ୍ୟନ୍ତରୀଣ କନ୍ଦଳ ତେଜୁଛି ତ ଆଉ କେଉଁ ଦଳରେ ନେତାଙ୍କ ଆଗମନ ଘଟୁଛି । ପଶ୍ଚିମବଙ୍ଗ ଓ ଉତର ପ୍ରଦେଶରେ…
ପିଲାଙ୍କ ଭାକ୍ସିନ୍ ଆଗ ବୁଢ଼ାଙ୍କୁ ଦେଇଦେଲେ, ଜାଣନ୍ତୁ ଆହୁରି କଣ କହିଲେ ମନ୍ତ୍ରୀ…
ନୂଆଦିଲ୍ଲୀ: ଗୋଟିଏପଟେ କରୋନା ମହାମାରୀ ଦେଶ କଲବଲ ହେଉଥିବାବେଳେ କ୍ରମାଗତ ଭାବେ ଅନେକ ଲୋକଙ୍କ ଜୀବନ ଟଳି ପଡୁଛି । ତେବେ ଏଭଳି ସଂକଟ କାଳରେ ମଧ୍ୟ ରାଜନେତାମାନେ ବିବାଦୀୟ ମତ ଦେବାରୁ ବିରତ ରହୁନାହାନ୍ତି । ସେହିଭଳି…
ଡିଜିଟାଲ ମିଡିଆକୁ ନିୟମରୁ ମୁକ୍ତ କରାଯାଇପାରିବ ନାହିଁ: I&B ମନ୍ତ୍ରଣାଳୟ
ନୂଆଦିଲ୍ଲୀ: ପାରମ୍ପରିକ ଛାପା ଓ ଟିଭି ମିଡିଆର ଡିଜିଟାଲ ବିଭାଗକୁ ନିୟମ ବାହାରେ ରଖାଯାଇ ପାରିବ ନାହିଁ ବୋଲି ସୂଚନା ଓ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ଇନଫରମେସନ୍ ଟେକ୍ନୋଲୋଜି (ଇଣ୍ଟରମିଡ଼ିଆରି ଗାଇଡଲାଇନ୍ସ ଆଣ୍ଡ…
କୋଭିଡ୍ ଦ୍ୱିତୀୟ ଲହରରେ ପ୍ରାଣ ହରାଇଛନ୍ତି ୭୧୯ ଡାକ୍ତର, ବିହାରରେ ସର୍ବାଧିକ
ନୂଆଦିଲ୍ଲୀ: କୋଭିଡ୍ ମହାମାରୀର ଦ୍ୱିତୀୟ ଲହର ସଙ୍କଟ ଏପର୍ଯ୍ୟନ୍ତ ଟଳିନି । ହେଲେ ଦ୍ରୁତ ସଂକ୍ରମଣ ବର୍ତ୍ତମାନ ନିୟନ୍ତ୍ରଣକୁ ଚାଲି ଆସିଛି । ଦେଶର ବିଭିନ୍ନ ରାଜ୍ୟରେ ସଂକ୍ରମଣ ମାତ୍ରା ଅନେକାଂଶରେ କମିବାରେ ଲାଗିଛି ।…
ଟଙ୍କା ଉଠାଉଛନ୍ତି କି? ଅନ୍ୟ ବ୍ୟାଙ୍କ ଏଟିଏମରେ ଲାଗିବ ଚାର୍ଜ; ଜାଣନ୍ତୁ କେତେ…
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏଣିକି ଏଟିଏମରୁ ଟଙ୍କା ଉଠାଉଥିଲେ ହୋଇଯାଆନ୍ତୁ ସତର୍କ । ଏଟିଏମ୍ ଜରିଆରେ ହେଉଥିବା ସମସ୍ତ ନେଣଦେଣ ଉପରେ ଲାଗିବ ଅଧିକ ଫି’ । ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପକ୍ଷରୁ ଏନେଇ ଘୋଷଣା…
‘ଗର୍ଲଫ୍ରେଣ୍ଡକୁ ଭେଟିବି, ମେଟ୍ରୋ ଚାଲୁଛିକି?’, ଜାଣନ୍ତୁ ଯୁବକଙ୍କୁ କଣ ମିଳିଲା ଉତ୍ତର
ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି ଦିଲ୍ଲୀ ମେଟ୍ରୋ ପକ୍ଷରୁ ଜଣେ ଯାତ୍ରୀଙ୍କୁ ଦିଆଯାଇଥିବା ମଜାଦାର୍ ଉତ୍ତର । ତେବେ ଜଣେ ଯାତ୍ରୀ ଟୁଇଟ୍ କରି ଦିଲ୍ଲୀ ମେଟ୍ରୋକୁ ଏକ ଏଭଳି ପ୍ରଶ୍ନ ପଚାରିଛନ୍ତି । ଯାହା…
ଭାରତୀୟଙ୍କୁ ଲୁଟିବା ପାଇଁ ୧୩୦୦ରୁ ଅଧିକ ସିମ୍ କାର୍ଡ ଚୋରାଚାଲାଣ କରିଛନ୍ତି ଗିରଫ ଚୀନ ଯୁବକ
କୋଲ୍କାତା: ଭାରତ-ବାଂଲାଦେଶ ସୀମା ଅତିକ୍ରମ କରିବାକୁ ଚେଷ୍ଟା କରୁଥିବାବେଳେ ଚୀନ୍ର ନାଗରିକ ଜଣକ ଏକ ଆଶ୍ଚର୍ଯ୍ୟ କରିବା ପରି କଥାର ଖୁଲାସା କରିଛନ୍ତି । ତାଙ୍କୁ ଗିରଫ କରି ଘଣ୍ଟା ଘଣ୍ଟା ଧରି ପଚରାଉଚରା କରାଯିବା…
ଦେଶରେ ଆଜି ୪୦୦୨ ଜଣଙ୍କ ମୃତ୍ୟୁ, ୮୪ ହଜାର ପଜିଟିଭ୍
ନୂଆଦିଲ୍ଲୀ : ଦେଶରେ କରୋନାର ପ୍ରକୋପ ଜାରି ରହିଛି । ତେବେ ଗତ କିଛି ଦିନ ଧରି ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟାରେ ସାମାନ୍ୟ ହ୍ରାସ ଘଟିଥିବା ଦେଖିବାକୁ ମିଳିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୪୦୦୨ ଜଣଙ୍କ…