Browsing Category

ଦେଶ ବିଦେଶ

ମେ ୩୧ରୁ ନୂଆଦିଲ୍ଲୀରେ ଆରମ୍ଭ ହେବ ଅନଲକ୍

ନୂଆଦିଲ୍ଲୀ: ଦେଶରେ ଅପେକ୍ଷାକୃତ କରୋନା ସଂକ୍ରମଣ ହାର କମିଛି । କିନ୍ତୁ ଥମିନି ଚିନ୍ତା । ସେହିପରି ଦେଶର ରାଜଧାନୀ ଦିଲ୍ଲୀରେ ପରିସ୍ଥିତି ଅଣାୟତ୍ତ ଅବସ୍ଥାକୁ ଆସିଯାଇଥିଲା । ଫଳରେ ସେଠାରେ ଲକଡାଉନକୁ ବାରମ୍ବାର…

ସ୍ତ୍ରୀର ବିବାହ ପ୍ରେମିକ ସହ କରାଇଲା ସ୍ୱାମୀ, ରିୟଲ୍ ଲାଇଫରେ ଫିଲ୍ମି ସିନ୍

ଛପରା: ସ୍ତ୍ରୀର ବିବାହ ପ୍ରେମିକ ସହ କରାଇଛି ସ୍ୱାମୀ । ଏଭଳି ଦୃଶ୍ୟ ଆମେ ମାନେ ସାଧାରଣତଃ କୌଣସି ଫିଲ୍ମରେ ଦେଖିବାକୁ ପାଇଛେ । ହେଲେ ରିୟଲ୍ ଲାଇଫ୍ ରେ ଏଭଳି କିଛି ଘଟଣା ସହିତ ଆମେ ପରିଚୟ ହୋଇନେ । କିନ୍ତୁ ସତରେ…

ଓଡ଼ିଶାକୁ ମିଳିଲା ୫୦୦ କୋଟିର ରିଲିଫ୍

ନୂଆଦିଲ୍ଲୀ: ବାତ୍ୟା ୟଶ୍ ଯୋଗୁଁ ଓଡ଼ିଶା ଏବଂ ପଶ୍ଚିମବଙ୍ଗରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଯାହାର ସମୀକ୍ଷା କରିବା ପାଇଁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇ ରାଜ୍ୟର ପରିଦର୍ଶନ ଗସ୍ତ କରିଛନ୍ତି । ଦୁଇ ରାଜ୍ୟର…

ଟିଭି ପରଦାର ସଂସ୍କାରୀ ବୋହୂ ଶ୍ରଦ୍ଧା ଆର୍ଯ୍ୟାଙ୍କ ବୋଲ୍ଡ ଅନ୍ଦାଜ୍

ଓଡ଼ିଶା ଭାସ୍କର ବ୍ୟୁରୋ: ଟିଭି ପରଦା ତଥା ଟେଲି ଧାରାବାହିକରେ ଆସୁଥିବା ଅନେକ ଅଭିନେତ୍ରୀ ପାରମ୍ପାରିକ ପରିପାଟୀରେ ଖୁବ୍ ଆକର୍ଷଣୀୟ ଦେଖାଯାଆନ୍ତି । ସାଧାରଣତଃ ଅନେକ ଅଭିନେତ୍ରୀ ସେମାନଙ୍କ ବେଶଭୂଷା ତଥା ଲୁକ୍ କୁ ନେଇ…

ଥରେ ନୁହେଁ କି ଦୁଇଥର ନୁହେଁ ପ୍ରାୟ ୨୦୦ ଥର ନିଖୋଜ ହେଲାଣି ଏକ ଶିଶୁ, ଜାଣନ୍ତୁ ରହସ୍ୟ

ଲଣ୍ଡନ: ଆପଣ ମାନେ ସାଧାରଣତଃ ଶୁଣିଥିବେ ଯେ, କୌଣସି ଶିଶୁ ହେଉକି ଅଧିକ ବୟସର ବ୍ୟକ୍ତି ଥରେ କିମ୍ବା ବେଶି ହେଲେ ଦୁଇଥର ନିଖୋଜ ହୁଅନ୍ତି । ହେଲେ ୟୁକେରୁ ଏମିତି ଏକ ଖବର ଆସିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।…

୧୦୦ ମିଟରରୁ ଅଧିକ ଲମ୍ବା ଳାଇନରେ ରହିଲେ ଟୋଲ ଟ୍ୟାକ୍ସ ଛାଡ଼

ନୂଆଦିଲ୍ଲୀ: ଆଉ ଟୋଲଗେଟରେ ଦୀର୍ଘ ସମୟ ଅପେକ୍ଷା କରିବାକୁ ପଡ଼ିବନାହିଁ । ମାତ୍ର ୧୦ ସେକେଣ୍ଡରେ ପାର ହେବେ ଟୋଲ ଗେଟ୍ । ନ୍ୟାସନାଲ ହାଇୱେ ଅଫ୍ ଇଣ୍ଡିଆ (ଏନଏଚଆଇ) ପକ୍ଷରୁ ଏନେଇ ଜାରି ହୋଇଛି ନୂଆ ନିର୍ଦ୍ଦେଶ । ସୂଚନା…

ମହିଳାଙ୍କୁ ବାଂଲାଦେଶରୁ ଭାରତକୁ ଆଣି ଦୁଷ୍କର୍ମ ସହ ନିର୍ଯାତନା ଦେଉଥିଲେ ୪ ଯୁବକ ଓ ୨ ଯୁବତୀ; ଆର୍ଥିକ କାରବାରକୁ ନେଇ ସୃଷ୍ଟି ହେଲା ବିବାଦ

ବେଙ୍ଗାଲୁରୁ: ବେଙ୍ଗାଲୁରୁ ପୋଲିସ ଦ୍ୱାରା ପାଞ୍ଚ ଜଣ ବାଂଲାଦେଶୀ ଗିରଫ ହୋଇଛନ୍ତି । ତେବେ ଗିରଫମାନଙ୍କ ମଧ୍ୟରେ ଜଣେ ମହିଳା ରହିଛନ୍ତି । ଜଣେ ମହିଳାଙ୍କୁ ଦୁଷ୍କର୍ମ ଓ ନିର୍ଯାତନା ଅଭିଯୋଗ ଏମାନଙ୍କ ନାମରେ ରହିଥିଲା ।…

ବାତ୍ୟା ସମୟରେ ଜନ୍ମହେଲେ ୭୫୦ ଛୁଆ; ଝିଅ ହେଉକି ପୁଅ, ବାପା-ମା’ ନାମ ରଖିଲେ ‘ୟଶ୍’

ନୂଆଦିଲ୍ଲୀ: ଓଡିଶା ଏବଂ ପଶ୍ଚିମବଙ୍ଗରେ ବାତ୍ୟା ୟଶ୍ ଅନେକ କ୍ଷୟକ୍ଷତି ଘଟାଇଛି । ଯାହାର ସମୀକ୍ଷା ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରୁଛନ୍ତି । ତେବେ ଏହି ବାତ୍ୟା ସମୟରେ ଅନେକ କୋମଳମତି ଶିଶୁ ଦୁନିଆକୁ…

ଡ୍ରଗ୍ସ କେସରେ ସୁଶାନ୍ତ ସିଂହଙ୍କ ବନ୍ଧୁ ସିଦ୍ଧାର୍ଥ ପିଠାନୀଙ୍କୁ ଗିରଫ କଲା ଏନସିବି

ମୁମ୍ବାଇ : ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ବନ୍ଧୁ ସିଦ୍ଧାର୍ଥ ପିଠାନୀଙ୍କୁ ନାର୍କୋଟିସ୍ କଂଟ୍ରୋଲ ବ୍ୟୁରୋ(ଏନସିବି)ର ଟିମ ଶୁକ୍ରବାର ଗିରଫ କରିଛି । ଡ୍ରଗ୍ସ ମାମଲାରେ ଏନସିବି ପିଠାନୀଙ୍କୁ…

ସରକାରଙ୍କ ଦ୍ୱାରା ଜାରି ହେଲା ଲଟେରି ଟିକେଟ୍: ଭ୍ୟାକ୍ସିନ ନେଲେ ଜିତିପାରିବେ ୧୦ କୋଟି, ଜାଣନ୍ତୁ ଓଡ଼ିଶାରେ ଏହା ଉପଲବ୍ଧ ହେବ ନା ନାହିଁ

ନୂଆଦିଲ୍ଲୀ: କରୋନା ଭ୍ୟାକ୍ସିନକୁ ନେଇ ବର୍ତ୍ତମାନ ସମଗ୍ର ବିଶ୍ୱରେ ଆତଙ୍କ ଜାରି ରହିଛି । ଏହି ଭାଇରସକୁ ମାତ୍ ଦେବା ପାଇଁ ଭ୍ୟାକ୍ସିନର ଯୁଦ୍ଧ ଚାଲିଛି । ଆମେରିକା, ୟୁରୋପ ସହ ଭାରତରେ ମଧ୍ୟ ଟିକାକରଣ ବଡ଼ ଆକାରରେ…