Browsing Category
ଦେଶ ବିଦେଶ
ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ବୈଠକ ପୂର୍ବରୁ ମେହବୁବାଙ୍କ ଜାଗି ଉଠିଲା ‘ପାକ୍ ପ୍ରେମ’
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କାଶ୍ମୀର ନେତାଙ୍କୁ ଭେଟିବାର ଠିକ୍ ପୂର୍ବରୁ ପିଡିପି ମୁଖ୍ୟ ମେହବୁବା ମୁଫତିଙ୍କ ପାକ୍ ପ୍ରେମ ଜାଗି ଉଠିଛି। ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ କେନ୍ଦ୍ର…
ଆଉଥରେ ଉଡ଼ିବ ଦେଶର ପୁରୁଣା ଘରୋଇ ବିମାନ! ନିବେଶକ ମାଲାମାଲ
ନୂୂଆଦିଲ୍ଲୀ: ବିମାନ ଚଳାଚଳ କମ୍ପାନୀ ଜେଟ୍ ଏୟାରୱେଜ୍ ପୁଣି ଥରେ ଉଡ଼ିବ । ନ୍ୟାସନାଲ କମ୍ପାନୀ ଲ ଟ୍ରିବ୍ୟୁନାଲ(NCLT) ପକ୍ଷରୁ ମଙ୍ଗଳବାର ଜେଟ୍କୁ ପୁନର୍ବାର ବିମାନ ଉଡ଼ାଣର ଅନୁମତି ପ୍ରଦାନ କରାଯାଇଛି ।…
ଭାରତ ଫେରିଲେ ସିରମର ସିଇଓ ଅଦାର ପୁନାୱାଲା, ଦିଆଯିବ ୱାଇ ଶ୍ରେଣୀ ସୁରକ୍ଷା
ନୂଆଦିଲ୍ଲୀ: ସିରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ତଥା ସିଇଓ ଅଦାର ପୁନାୱାଲା ଲଣ୍ଡନରୁୁ ଭାରତକୁ ଫେରିଆସିଛନ୍ତି । ଆଜି ତାଙ୍କର ବ୍ୟକ୍ତିଗତ ଜେଟ୍ ପୁଣେ ଏୟାରପୋର୍ଟ ଠାରେ ପହଞ୍ଚିଛି ।…
ମୋଦୀଙ୍କ ସହିତ ବୈଠକରେ ଯୋଗଦେବେ ମୁଫ୍ତି ଓ ଅବଦୁଲ୍ଲା
ନୂଆଦିଲ୍ଲୀ: ଜମ୍ମୁ କଶ୍ମୀର ସମସ୍ତ ରା୍ଜନୈତିକ ଦଳ ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବୈଠକକୁ ନେଇ ଦେଖା ଦେଇଥିବା ସମସ୍ତ କଳ୍ପନା ଜଳ୍ପନାର ଅବସାନ ଘଟିଛି । ମଙ୍ଗଳବାର ଗୁପକାର ଚୁକ୍ତିନାମାରେ ସାମିଲ ଥିବା…
ଟିଆରପି ସ୍କାମ୍: ଅର୍ଣ୍ଣବ ଗୋସ୍ୱାମୀଙ୍କ ନାମରେ ଚାର୍ଜସିଟ୍ ଦାଖଲ କଲା ମୁମ୍ବାଇ ପୁଲିସ୍
ମୁମ୍ବାଇ: ପୁଣି ବିବାଦ ଘେରରେ ଅର୍ଣ୍ଣବ୍ ଗୋସ୍ୱାମୀ । ମଙ୍ଗଳବାର ଦିନ ମୁମ୍ବାଇ ପୁଲିସ୍ ଟେଲିଭିଜନ୍ ରେଟିଂ ପଏଣ୍ଟସ୍(ଟିଆରପି) ଘୋଟାଲା ମାମଲାରେ ଚାର୍ଜସିଟ୍ ଦାଖଲ କରିଛି ଏବଂ ଏଥିରେ ରିପବ୍ଲିକ୍ ଟିଭି ଏଡିଟର୍…
‘ନିଇତି ଦେଉଥିଲେ ନିର୍ଯାତନା, ଶେଷରେ ହତ୍ୟା କରିଦେଲେ ଆମ ଝିଅକୁ’… ବିସ୍ମୟାଙ୍କ ପରିବାର ଆଣିଲେ ଗୁରୁତର ଅଭିଯୋଗ
ନୂଆଦିଲ୍ଲୀ(ଓଡ଼ିଶା ଭାସ୍କର ବ୍ୟୁରୋ): ପୁଣି ସେଇ ଯୌତୁକ ଲୋଭୀଙ୍କ କଳଙ୍କିତ କଥା । ବହୁ ଚର୍ଚ୍ଚିତ ବିସ୍ମୟା ମୃତ୍ୟୁ ଘଟଣାରେ ଗୋଟିଏ ପରେ ଗୋଟିଏ ଗୁମର ଫିଟୁଛି। ବିସ୍ମୟାଙ୍କ ପରିବାର ଓ ସମ୍ପର୍କୀୟମାନେ ଗୁରୁତର ଅଭିଯୋଗ…
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ ମିଛ କହୁଛି ଉତ୍ତର କୋରିଆ! ଦେଶରେ ନାହିଁ ଗୋଟିଏ ବି କରୋନା କେସ୍
ନୂଆଦିଲ୍ଲୀ: ଚୀନରୁ ଆରମ୍ଭ ହୋଇଥିବା ଭୂତାଣୁ କରୋନା ଭାଇରସ୍ ବର୍ତ୍ତମାନ ସୁଦ୍ଧା ସାରା ବିଶ୍ୱରେ ୪ ମିଲିୟନରୁ ଅଧିକ ଲୋକଙ୍କ ଜୀବନ ନେଇ ସାରିଲାଣି । ବେଜିଂର ପଡୋଶୀ ଦେଶ ଉତ୍ତର କୋରିଆ କହିଛି ଯେ ଏପର୍ଯ୍ୟନ୍ତ ତାଙ୍କ…
କାଙ୍ଗାଳ ପାକିସ୍ତାନର ଶୋଚନୀୟ ଅବସ୍ଥା ! ୪୦ ପ୍ରତିଶତ ଲୋକଙ୍କ ଘରେ ଗଣ୍ଡେ ଠିକରେ ମିଳୁନି ଖାଇବା
ନୂଆଦିଲ୍ଲୀ : ଆତଙ୍କବାଦୀଙ୍କ ଭରଣପାେଷଣ ପାଇଁ ବଦନାମ ପାକିସ୍ତାନର ଅବସ୍ଥା ଦିନକୁ ଦିନ ଶୋଚନୀୟ ହେବାରେ ଲାଗିଛି। ବିଗୁଡୁଥିବା ଅର୍ଥବ୍ୟବସ୍ଥା ସହ ଗରିବୀ ମଧ୍ୟ ବଢିବାରେ ଲାଗିଛି। ଦେଶରେ ଖାଦ୍ୟ ଓ ରୋଜଗାର ସଙ୍କଟ…
କରୋନାକୁ ନେଇ ରାହୁଲ ଗାନ୍ଧି ଜାରି କଲେ ଶ୍ୱେତପତ୍ର, ତୃତୀୟ ଲହର ପାଇଁ ପ୍ରସ୍ତୁତ ରହିବାକୁ ଦେଲେ ଚେତାବନୀ
ନୂଆଦିଲ୍ଲୀ: କଂଗ୍ରେସର ପାର୍ଟିର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି କୋଭିଡ୍-୧୯ ମହାମାରୀ ସ୍ଥିତିକୁ ନେଇ ଏକ ଶ୍ୱେତପତ୍ର ଜାରି କରିଛନ୍ତି । ଏହି ଅବସରରେ ରାହୁଲ କେନ୍ଦ୍ର ସରକାରଙ୍କୁ ତୃତୀୟ ଲହର ପାଇଁ ପ୍ରସ୍ତୁତ…
ସୁହାନାଙ୍କ ଜିମ୍ ଲୁକ୍, ଯୋଗ କରିବା ପରେ ପରେ ସେଆର୍ କଲେ ଫଟୋ
ଓଡ଼ିଶା ଭାସ୍କର ବ୍ୟୁରୋ: ଶାହରୁଖ ଖାନଙ୍କ ଗେହ୍ଲୀ ଝିଅ ଏବେ ସୋସିଆଲ୍ ମିଡିଆରେ ପୂରା ପପୁଲାର୍ । କିଙ୍ଗ ଖାନଙ୍କ ଲଳନା ବଲିଉଡ୍ରେ ଭଲ ଭାବେ ଏଣ୍ଟ୍ରି କରିନାହାନ୍ତି କିନ୍ତୁ ତାଙ୍କର ପ୍ରଶଂସକ ସଂଖ୍ୟା ଖୁବ୍ ଅଧିକ ।…