Browsing Category

ଦେଶ ବିଦେଶ

ଲକ୍-ଡାଉନର ମଜାକ୍: ଚପଲକୁ ବନ୍ଦୀରେ ରଖି ପରସ୍ପର ସହ କଥା ହେବାକୁ ଲାଗିଲେ ଲୋକେ

ଲକ୍-ଡାଉନ୍ ସମୟରେ ଲୋକଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ଗରିବଙ୍କ ଜନଧନ ଆକାଉଣ୍ଟକୁ ଟଙ୍କା ପଠାଇଛନ୍ତି ମୋଦୀ ସରକାର । ଏନେଇ ବ୍ୟାଙ୍କରୁ ଟଙ୍କା ଉଠାଇବାକୁ ଲୋକଙ୍କ ଲମ୍ବା ଗହଳି ଲାଗିରହିଛି । କିନ୍ତୁ ଉତ୍ତରପ୍ରଦେଶ…

ଛୁଞ୍ଚି,ସୂତା ବ୍ୟବହାର କରି ଘରେ ମାସ୍କ ତିଆରି କରୁଛନ୍ତି ସ୍ମୃତି ଇରାନୀ

ନୂଆଦିଲ୍ଲୀ,୧୦ ।୪: କରୋନା ଭାଇରସ୍ ସଂକ୍ରମଣକୁ ରୋକିବା ଓ ଏହାର ମୁକାବିଲା କରିବା ପାଇଁ ଦେଶରେ ୨୧ ଦିନଆ ଲକ୍-ଡାଉନ୍ ଲାଗୁହୋଇଛି । ଦିନକୁ ଦିନ ଆକ୍ରାନ୍ତ ସଂଖ୍ୟା ବଢିବାରେ ଲାଗିଥିବା ବେଳେ ମାସ୍କ ପିନ୍ଧିବା…

ମୋଦିଙ୍କୁ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନଙ୍କ ଧନ୍ୟବାଦ

ନୂଆଦିଲ୍ଲୀ, ୧୦ା୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁ । ଇସ୍ରାଏଲକୁ ହାଇଡ୍ରୋକ୍ଲୋରୋକୁଇନ ଯୋଗାଇ ଦେଇଥିବାରୁ ସେ ମୋଦିଙ୍କୁ ଧନ୍ୟବାଦ…

ବିରାଟଙ୍କୁ ବ୍ରେକ୍ ,ଷ୍ଟୋକ୍ସ ଲିଡିଂ କ୍ରିକେଟର ଇନ ଦ ୱାର୍ଲ୍ଡ

ଭୁବନେଶ୍ୱର,୧୦.୪(ଓଡ଼ିଶା ଭାସ୍କର):ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ବିଗତ ୩ ବର୍ଷ ଧରି ଚାଲି ଆସୁଥିବା ଦବଦବାକୁ ଶେଷ କରିଛନ୍ତି ଇଂଲଣ୍ଡର ଅଲରାଉଣ୍ଡର ବେନ ଷ୍ଟୋକ୍ସ । ୱିସଡେନ କ୍ରିକେଟର ଅଫ ଦି ଇୟର ହେବାର ସୌଭାଗ୍ୟ…

କରୋନା ଭାଇରସ୍: ଭାରତରେ ବଢ଼ୁଛି ମୃତକଙ୍କ ସଂଖ୍ୟା

ନୂଆଦିଲ୍ଲୀ, ୧୦ା୪: ସାରା ବିଶ୍ୱରେ ମୁଣ୍ଡ ବିନ୍ଧାର କାରଣ ପାଲଟିଛି କରୋନା । ଭାରତରେ କରୋନା ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୧୯୯କୁ ବୃଦ୍ଧି ପାଇଛି । ଏହାସହ…

କଳାହାଣ୍ଡିରେ ଦ୍ୱିତୀୟ କରୋନା ଭାୟା କ୍ରିକେଟ୍

କଳାହାଣ୍ଡି,୧୦.୪(ଓଡ଼ିଶା ଭାସ୍କର):ରାଜ୍ୟରେ ବଢ଼ିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତକାଲି ଗୋଟିଏ ଦିନରେ ୬ ଜଣଙ୍କ ରିପୋର୍ଟ ପଜେଟିଭ୍ ଆସିଛି । ଏଥିମଧ୍ୟରୁ ଜଣେ ପଜେଟିଭ କଳାହାଣ୍ଡିର ।ଏହାକୁ ମିଶାଇ…

୨୫ ଦେଶକୁ କରୋନା ସଂଜୀବନୀ ଦେବ ଭାରତ

ଭୁବନେଶ୍ୱର,୧୦.୪(ଓଡ଼ିଶା ଭାସ୍କର): କରୋନା ଭଳି ବିପତ୍ତି ସମୟରେ ବିଶ୍ୱକୁ ଭାରତ ଦେବ କରୋନା ସଂଜୀବନୀ । ଏଥିପାଇଁ ନିଷ୍ପତ୍ତି ନେଇଛନ୍ତି ଭାରତ ସରକାର । କରେନା ଚିକିତ୍ସାରେ ସହାୟକ ହେଉଥିବା ହାଇଡ୍ରୋକ୍ଳୋରୋକୁଇନ…