Browsing Category
ଦେଶ
ଲୋକସଭା ନିର୍ବାଚନ ପାଇଁ ଆପ୍-କଂଗ୍ରେସ ମଧ୍ୟରେ ଭାଗିଦାରୀ; ଜାଣନ୍ତୁ କିଏ କେଉଁଠି ଲଢିବେ?
ନୂଆଦିଲ୍ଲୀ : ଆଗାମୀ ଲୋକସଭା ନିର୍ବାଚନ ପାଇଁ ଆମ୍ ଆଦମୀ ପାର୍ଟି (ଆପ୍) ଏବଂ କଂଗ୍ରେସ ମଧ୍ୟରେ ଆସନ ବୁଝାମଣା ହୋଇଛି । ଆମ୍ ଆଦମୀ ପାର୍ଟି ଓ କଂଗ୍ରେସ ମିଳିତ ସାମ୍ବାଦିକ ସମ୍ମିଳନୀ କରି ଏହି ସୂଚନା ଦେଇଛନ୍ତି ।…
ନିର୍ବାଚନ କମିଶନଙ୍କ ବଡ ଘୋଷଣା, ଅଧିକାରୀଙ୍କ ବଦଳି ଓ ପୋଷ୍ଟିଂକୁ ନେଇ ନେଲେ ଏହି ବଡ ନିଷ୍ପତ୍ତି
ନୂଆଦିଲ୍ଲୀ: ଆଗାମୀ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଅଧିକାରୀଙ୍କ ବଦଳି ଓ ପୋଷ୍ଟିଂକୁ ନେଇ ନିର୍ବାଚନ କମିଶନ ବଡ ପଦକ୍ଷେପ ନେଇଛନ୍ତି । ନିର୍ବାଚନ ଆୟୋଗ ସମସ୍ତ ରାଜ୍ୟ ସରକାରଙ୍କୁ ଏହା ସୁନିଶ୍ଚିତ କରିବାକୁ…
କୃଷକ ଆନ୍ଦୋଳନ ମଧ୍ୟରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: କୋଟି କୋଟି କୃଷକଙ୍କ ଖାତାକୁ ଆସିବ ଅର୍ଥ
ନୂଆଦିଲ୍ଲୀ: ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ସହିତ ଅନ୍ୟ ଦାବିକୁ ନେଇ କୃଷକମାନେ ପଞ୍ଜାବ-ହରିୟାଣା ସୀମାରେ ଗତ ୧୧ ଦିନ ହେଲା ବିକ୍ଷୋଭ ପ୍ରଦର୍ଶନ କରିଆସୁଛନ୍ତି । ଏହି ଆନ୍ଦୋଳନ ସମୟରେ କିଛି କୃଷକ ଓ ପୋଲିସ…
ବଦଳିଲା ବିଦ୍ୟୁତ ନିୟମ; ଏଣିକି ୩ ଦିନ ମଧ୍ୟରେ ମିଳିବ ନୂଆ ସଂଯୋଗ, ଇଭି ପାଇଁ ଦେବେ ଅଲଗା ବିଲ୍
ନୂଆଦିଲ୍ଲୀ: କେନ୍ଦ୍ର ସରକାର ଶୁକ୍ରବାର ଏକ ବଡ଼ ପଦକ୍ଷେପ ଗ୍ରହଣ କରି ମହାନଗରରେ ବିଦ୍ୟୁତ୍ ସଂଯୋଗ ପ୍ରକ୍ରିୟାକୁ ୩ ଦିନ ପର୍ଯ୍ୟନ୍ତ ତ୍ୱରାନ୍ୱିତ କରିବା ସହିତ ରୁଫ୍ ଟପ୍ ସୋଲାର ପ୍ୟାନେଲ୍ ଲଗାଇବା ପ୍ରକ୍ରିୟାକୁ ସହଜ…
କାଶଗଞ୍ଜରେ ବଡ଼ ଅଘଟଣ, ଗଙ୍ଗା ସ୍ନାନ ପାଇଁ ଯାଉଥିବା ୧୫ ଶ୍ରଦ୍ଧାଳୁଙ୍କ ମୃତ୍ୟୁ
ଲକ୍ଷ୍ନୌ: ଉତ୍ତର ପ୍ରଦେଶର କାଶଗଞ୍ଜ ଜିଲ୍ଲାରୁ ଏକ ଅଭାବନୀୟ ଦୁର୍ଘଟଣାର ଖବର ସାମ୍ନାକୁ ଆସିଛି । ଆଜି ମାଘ ପୂର୍ଣ୍ଣିମା ଅବସରରେ ଜେଠରାରେ ଗଙ୍ଗା ସ୍ନାନ ପାଇଁ ଭକ୍ତଙ୍କୁ ନେଇ ଆସୁଥିବା ଏକ ଟ୍ରାକ୍ଟର ଟ୍ରଲି ପୋଖାରୀରେ…
୫ ବର୍ଷର ଶିଶୁ ହାଇକୋର୍ଟରେ ଦାଖଲ କଲା ଜନହିତ ଯାଚିକା, କ’ଣ ରହିଛି ଏହି ଶିଶୁର ଅଭିଯୋଗ ଜାଣନ୍ତୁ
କାନପୁର: ଏଠିକାର ଏକ ଛୋଟ ଶିଶୁ ଆହ୍ଲାବାଦ ହାଇକୋର୍ଟ ବିଚାରପତିଙ୍କ ସାମ୍ନାରେ ଏପରି ଗୁହାରୀ ନେଇ ପହଞ୍ଚିଛି ଯାହାକୁ ନେଇ ସର୍ବତ୍ର ଚର୍ଚ୍ଚା ଜୋର ଧରିଛି । ୫ ବର୍ଷର ଏହି ଶିଶୁ ହାଇକୋର୍ଟରେ ଆବେଦନ କରିଛି କି ତାଙ୍କ…
ତନ୍ତ୍ର କରି ବାହାଘର କରାଇଥିଲେ; ସ୍ତ୍ରୀ ଅନ୍ୟତ୍ର ପଳାଇବାରୁ ତାନ୍ତ୍ରିକକୁ ହତ୍ୟା କଲେ
ଜୟପୁର: ରାଜସ୍ଥାନର ବାଲୋତ୍ରା ଜିଲ୍ଲାର ସାମଦାରୀରୁ ଜଣେ ତାନ୍ତ୍ରିକର ମୃତଦେହ ଉଦ୍ଧାର କରାଯାଇଛି। ଏବେ ପୋଲିସ ଏହି ଘଟଣାର ସମାଧାନ କରିଛି। ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ମୁଖ୍ୟ ଅଭିଯୁକ୍ତ ସମେତ ୫ ଜଣ ଅଭିଯୁକ୍ତଙ୍କୁ…
ଅମୃତ ଯାତ୍ରାରେ ସାମିଲ ହେଲା ଆଉ ଏକ ବଡ ଉପଲବ୍ଧି, ବିଶ୍ୱର ସର୍ବବୃହତ୍ ଶସ୍ୟ ସଂରକ୍ଷଣ ଯୋଜନାର ଉଦ୍ଘାଟନ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସମବାୟ କ୍ଷେତ୍ରରେ ବିଶ୍ୱର ସବୁଠାରୁ ବୃହତ୍ତ ଶସ୍ୟ ସଂରକ୍ଷଣ ଭଣ୍ଡାର ଲାଗି ପାଇଲଟ୍ ପରିଯୋଜନାର ଉଦଘାଟନ କରିଛନ୍ତି । ଏଠାରେ ସୂଚାଇ ଦିଆଯାଇପାରେ କି ଏହାକୁ…
ଖୁବ ଶୀଘ୍ର Xmail ଲଞ୍ଚ୍ କରିବେ ଏଲନ୍ ମସ୍କ, Gmailକୁ ଦେବ ଟକ୍କର
ନୂଆଦିଲ୍ଲୀ: ଟେସଲା ଏବଂ ସ୍ପେସ୍ଏକ୍ସର ସିଇଓ ଏଲନ୍ ମସ୍କ ବର୍ତ୍ତମାନ ଏକ ନୂଆ ପ୍ରୋଜେକ୍ଟ ପାଇଁ ଚର୍ଚ୍ଚାରେ ଅଛନ୍ତି । ନିକଟରେ ChatGPTର ଭର୍ସନ ଜାରି କରିବା ପରେ ‘ଏକ୍ସ ମେଲ୍’ ଲଞ୍ଚ୍ କରିବା ନେଇ ସୂଚନା ଦେଇଛନ୍ତି…
କର୍ଣ୍ଣାଟକରେ ମନ୍ଦିରରେ ଟିକସ ଲଗାଇବା ପ୍ରସଙ୍ଗ; ବିଧାନ ପରିଷଦରେ ଖାରଜ ହେଲା ବିଲ୍
ବେଙ୍ଗାଲୁର: କର୍ଣ୍ଣାଟକରେ ବାର୍ଷିକ ୧ କୋଟିରୁ ଅଧିକ ଆୟ କରୁଥିବା ମନ୍ଦିରଗୁଡ଼ିକର ଆୟ ଉପରେ ୧୦ ପ୍ରତିଶତ ଟିକସ ଲଗାଇବା ବିଲ୍ ବିଧାନ ପରିଷଦରେ ଖାରଜ ହୋଇଛି। ଦୁଇ ଦିନ ତଳେ ରାଜ୍ୟ ବିଧାନସଭାରେ ଏହି ବିଲ୍ ପାରିତ…