Browsing Category
ଦେଶ
ଜାମ୍ମୁ-କାଶ୍ମୀରର ପୂର୍ବତନ ରାଜ୍ୟପାଳଙ୍କ ଘରେ ସିବିଆଇ ରେଡ୍, ଜାଣନ୍ତୁ କାହିଁକି
ନୂଆଦିଲ୍ଲୀ: ଗୁରୁବାର ଜାମ୍ମୁ କାଶ୍ମୀର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକଙ୍କ ଘରେ ଚଢ଼ାଉ କରିଛି ସିବିଆଇ । ହାଇଡ୍ରୋଇଲେକ୍ଟ୍ରିକ୍ ପ୍ରୋଜେକ୍ଟ କଣ୍ଟ୍ରାକ୍ଟ ସହ ଜଡ଼ିତ ଦୁର୍ନିତି ମାମଲାରେ ସିବିଆଇ ସତ୍ୟପାଲଙ୍କ ଘର…
ଏବେ ମନ୍ଦିରରୁ ୧୦% ଶୁଳ୍କ ଆଦାୟ କରିବ କଂଗ୍ରେସ ସରକାର, ବିଲ୍ ପାସକୁ ନେଇ ବର୍ଷିଲା ବିଜେପି
ବେଙ୍ଗାଲୁରୁ: କର୍ଣ୍ଣାଟକ ସରକାର ବିଧାନସଭାରେ Karnataka Hindu Religious Institutions and Charitable Endowments Bill 2024 ପାରିତ କରିଛନ୍ତି । ୧ କୋଟିରୁ ଉର୍ଦ୍ଧ୍ୱ ରାଜସ୍ୱ ଥିବା ମନ୍ଦିର ଗୁଡ଼ିକରୁ ୧୦%…
(Video) ୫୦୦ ଲୋକଙ୍କୁ ମୃତ୍ୟୁମୁଖରୁ ଛଡ଼ାଇ ଆଣିଲେ ବୀର ଯବାନ: ବାହାଦୂରୀ ଦେଖାଇଲା Indian Army
ନୂଆଦିଲ୍ଲୀ: ବିଭିନ୍ନ ବିପଦ-ଆପଦରେ ସର୍ବଦା ନିଜର ଶକ୍ତି ଏବଂ ସାହସିକତା ଦେଖାଇଛି ଭାରତୀୟ ସେନାବାହିନୀ । ନିଜ ଜୀବନକୁ ବାଜି ଲଗାଇ ଅନେକ ବିପଦକୁ ସାମ୍ନା କରିଛନ୍ତି ଦେଶର ବୀର ଯବାନ୍ । ଦେଶକୁ ଶତ୍ରୁ କବଳରୁ ରକ୍ଷା…
ଅହମଦାବାଦ-ବାରଣାସୀ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦୀ; ଦେଶକୁ ଉପହାର ଦେବେ ୨ଟି ନ୍ୟୁକ୍ଲିୟର ପାୱାର ପ୍ଲାଣ୍ଟ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସୁରଟ ଜିଲ୍କାର କାକରାପାର ପରମାଣୁ ଶକ୍ତି କେନ୍ଦ୍ରରେ ସମୁଦାୟ ୧୪୦୦ ମେଗାୱାଟ କ୍ଷମତା ବିଶିଷ୍ଟ ଦୁଇଟି ନୂତନ ପ୍ରେସରାଇଜଡ୍ ହେଭି ୱାଟର ରିଆକ୍ଟର ଦେଶ ପାଇଁ ଉତ୍ସର୍ଗ…
ଭେନେଜୁଏଲାରେ ଭୁଶୁଡ଼ିଲା ବେଆଇନ ସୁନା ଖଣି, ୨୦ରୁ ଉର୍ଦ୍ଧ୍ୱ ମୃତ, ୧୧ ଆହତ
ଭେନେଜୁଏଲା: ଦକ୍ଷିଣ ଆମେରିକାର ମହାଦ୍ୱୀପ ସ୍ଥିତ ଭେନେଜୁଏଲାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ମଧ୍ୟ ଭେନେଜୁଏଲାରେ ବେଆଇନ୍ ସୁନା ଖଣି ହଠାତ ଭୁଶୁଡ଼ି ପଡ଼ିଛି । ଫଳରେ ୨୦ରୁ ଉର୍ଦ୍ଧ୍ୱ ଜଣଙ୍କର ମୃତ୍ୟୁ ହୋଇଥିବା…
ସନ୍ଦେଶଖାଲିକୁ ଆସୁଛି ମହା ବିପଦ! ଅଧ ରାତିରେ ହଙ୍ଗାମା ପରେ ପହଞ୍ଚିଲା ପୋଲିସ ଫୋର୍ସ
କୋଲକାତା: ମଣିପୁର ବିବାଦ ଭଳିି ବର୍ତ୍ତମାନ ଖୁବ ଚର୍ଚ୍ଚାରେ ରହିଛି ପଶ୍ଚିମବଙ୍ଗର ସନ୍ଦେଶଖାଲି ମାମଲା । ତେବେ ଗତକାଲି ବିଳମ୍ବିତ ରାତିରେ ଏଠାରେ ପୁଣି କିଛି ହଲଚଲ ଲକ୍ଷ୍ୟ କରାଯାଇଛି । ଫଳରେ ରାତାରାତି ସେଠାରେ…
ସରକାରଙ୍କ ବଡ଼ ଘୋଷଣା: ମାର୍ଚ୍ଚ ୩୧ ପରେ ମଧ୍ୟ ଏପରି ଚାଉଳ ରପ୍ତାନୀରେ ଜାରି ରହିବ ୨୦ ପ୍ରତିଶତ ଏକ୍ସପୋର୍ଟ ଡ୍ୟୁଟି
ନୂଆଦିଲ୍ଲୀ: କେନ୍ଦ୍ର ସରକାର ବୁଧବାର ଦିନ କିଛି ବଡ଼ ନିଷ୍ପତ୍ତିର ଘୋଷଣା କରିଛନ୍ତି । ଏଥିରେ ଆଖୁର କିଣା ମୂଲ୍ୟ ୨୫ ଟଙ୍କା ବଢିବାକୁ ନେଇ ଚାଉଳର ରପ୍ତାନୀ ଉପରେ ୨୦ ପ୍ରତିଶତ ରପ୍ତାନୀ ଶୁଳ୍କ ୩୧ ମାର୍ଚ୍ଚ ୨୦୨୪ ପରେ…
ଆଖୁ କ୍ରୟ ମୂଲ୍ୟରେ ୨୫ ଟଙ୍କା ବୃଦ୍ଧି, କୃଷକଙ୍କ ଆନ୍ଦୋଳନ ମଧ୍ୟରେ କେନ୍ଦ୍ର ସରକାରଙ୍କ ବଡ ଘୋଷଣା
ନୂଆଦିଲ୍ଲୀ: କୃଷକ ଆନ୍ଦୋଳନ ମଧ୍ୟରେ କେନ୍ଦ୍ର ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି । ଆଖୁ କ୍ରୟ ମୂଲ୍ୟରେ ବୃଦ୍ଧିକୁ କେନ୍ଦ୍ର ସରକାର ଅନୁମୋଦନ କରିଛନ୍ତି । ଆଖୁ ର ଏଫଆରପି କୁଇଣ୍ଟାଲ ପିଛା ୨୫ ଟଙ୍କା ବୃଦ୍ଧି…
IND vs ENG: ବୁମ୍ରାଙ୍କ ବଦଳରେ ଖେଳିବେ ଏହି ବୋଲର; ଇଂଲଣ୍ଡ ବ୍ୟାଟ୍ସମ୍ୟାନଙ୍କ ପାଇଁ ସାଜିବେ କାଳ
ନୂଆଦିଲ୍ଲୀ: ତୃତୀୟ ଟେଷ୍ଟରେ ଭାରତ ଇଂଲଣ୍ଡକୁ ବଡ଼ ବ୍ୟବଧାନରେ ପରାସ୍ତ କରିଛି। ୪୩୪ ରନ୍ ରେ ଇଂଲଣ୍ଡ ଶୋଚନୀୟ ପରାଜୟ ହୋଇଥିଲା। ଏହି ବିଜୟ ପରେ ଭାରତ ସିରିଜରେ ୨-୧ରେ ଆଗୁଆ ରହିଛି। ତେବେ ଭାରତ-ଇଂଲଣ୍ଡ ସିରିଜର…
BIG BREAKING…ରେଳ ଷ୍ଟେସନରୁ ଜବତ ହେଲା ୫୪ଟି ଡେଟୋନେଟର; ଘଟଣାସ୍ଥଳରେ ରେଳବାଇ ପୋଲିସ
ମୁମ୍ବାଇ: ମୁମ୍ବାଇର କଲ୍ୟାଣ ରେଳ ଷ୍ଟେସନର ୧ ନମ୍ବର ପ୍ଲାଟଫର୍ମ ବାହାରେ ଆଜି ପାଖାପାଖି ୫୪ଟି ଡେଟୋନେଟର ମିଳିଛି। ଘଟଣାସ୍ଥଳରେ ରେଳବାଇ ପୋଲିସ, ସ୍ଥାନୀୟ ପୋଲିସ ଓ ବୋମା ସ୍କ୍ବାଡ୍ ପହଞ୍ଚିଛନ୍ତି। ମିଳିଥିବା ସୂଚନା…