Browsing Category

ଦେଶ

‘ତୁମେ ଆମ ସହ ମିଶିଲେ ଆମେ ତୁମକୁ ଛାଡିଦେବୁ’; ବିଜେପି ବିରୁଦ୍ଧରେ କେଜ୍ରିୱାଲ ଆଣିଲେ ବଡ ଅଭିଯୋଗ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ରବିବାର ବିଜେପି ବିରୁଦ୍ଧରେ ବଡ ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି କି ତାଙ୍କୁ ବିଜେପିରେ ସାମିଲ ହେବାକୁ ବାଧ୍ୟ କରାଯାଉଛି । ଆପ୍ ବିଧାୟକଙ୍କୁ କିଣିବା ନେଇ…

ପୁନମ୍ ପାଣ୍ଡେଙ୍କ ବିରୋଧରେ ଦାୟର ହେଲା FIR: ମିଥ୍ୟା ଖବର ପ୍ରଘଟ କରିଥିବା ଅପରାଧରେ ହୋଇପାରେ ୭ ବର୍ଷ ଜେଲଦଣ୍ଡ

ନୂଆଦିଲ୍ଲୀ: ଗତ ୨ ତାରିଖରେ ବଲିଉଡ୍ ମଡେଲ- ଅଭିନେତ୍ରୀ ପୁନମ୍ ପାଣ୍ଡେଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିଥିଲା । ଗର୍ଭାଶୟ କର୍କଟ ରୋଗରେ ପୀଡ଼ିତ ହୋଇ ମାତ୍ର ୩୨ ବର୍ଷ ବୟସରେ ଅଭିନେତ୍ରୀ ପ୍ରାଣ ହରାଇଥିବା ନେଇ ତାଙ୍କର…

ସ୍ୱାସ୍ଥ୍ୟ ବିଭାଗରେ ଖେଳିଗଲା ଆତଙ୍କ, ଲକ୍ଷ୍ନୌ ଜେଲ୍‌ରେ ବନ୍ଦ ୩୬ କଏଦୀ HIV ପଜିଟିଭ୍‌

ଲକ୍ଷ୍ନୌ: ଲକ୍ଷ୍ନୌ ଜିଲ୍ଲା ଜେଲ୍‌ରେ ୩୬ ନୂଆ ବନ୍ଦୀ ଏଚଆଇଭି ସଂକ୍ରମିତ ହୋଇଥିବା ଜଣାପଡିଛି । ଏହାଦ୍ୱାରା ଜେଲ୍ ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗରେ ଆତଙ୍କ ଖେଳିଯାଇଛି । ସଂକ୍ରମିତଙ୍କୁ ମେଡିସିନ୍ ଦିଆଯାଉଛି ।…

UCC ଡ୍ରାଫ୍ଟର କଭର ପେଜକୁ ନେଇ କାହିଁକି ଏତେ ଚର୍ଚ୍ଚା ?

ନୂଆଦିଲ୍ଲୀ: ଉତ୍ତରାଖଣ୍ଡରେ ୟୁନିଫର୍ମ ସିଭିଲ୍ କୋଡ୍(UCC) ଲାଗୁ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରି ଶୁକ୍ରବାର ଏକ ବିଶେଷଜ୍ଞ କମିଟି ଦ୍ୱାରା UCC ସମ୍ବନ୍ଧୀୟ ଏକ ଡ୍ରାଫ୍ଟ ମୁଖ୍ୟମନ୍ତ୍ରୀ…

କାଲି ଝାଡଖଣ୍ଡ ବିଧାନସଭାରେ ଅଗ୍ନିପରୀକ୍ଷା, ଫ୍ଲୋର ଟେଷ୍ଟ ପୂର୍ବରୁ ସକ୍ରିୟ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନ

ରାଞ୍ଚି: ଝାଡଖଣ୍ଡରେ ନୂଆ ସରକାର ଗଠନ ହେବା ପରେ କ୍ଷମତାଧାରୀ ଦଳ ଲାଗି ଫ୍ଲୋର ଟେଷ୍ଟ ପାସ୍ କରିବା ଏକ ବଡ ଆହ୍ୱାନ ଅଟେ । ଏଥିପାଇଁ ଝାଡଖଣ୍ଡ ବିଧାନସଭାର ୨ ଦିବସୀୟ ବିଶେଷ ଅଧିବେଶନ ୫ ଫେବୃୟାରୀରୁ ବସିବ । ସେହିପରି…

Airtel Free ରେ ଇନଷ୍ଟଲ କରୁଛି Xstream AirFiber, ନୂଆ ପ୍ଲାନରେ ୧ ବର୍ଷର ମିଳିବ ଭ୍ୟାଲିଡିଟୀ

ନୂଆଦିଲ୍ଲୀ: ଏୟାରଟେଲ ୟୁଜରବେସ ମାମଲାରେ ଦେଶରେ ସବୁଠାରୁ ବଡ଼ କମ୍ପାନୀ ଅଟେ । କମ୍ପାନୀ ପାଖରେ ଏହି ସମୟରେ ୩୭ କୋଟିରୁ ଅଧିକ ୟୁଜର୍ସ ଉପସ୍ଥିତ ଅଛନ୍ତି । ଯଦି ଆପଣ ମଧ୍ୟ ଏୟାରଟେଲର ୟୁଜର୍ସ ତେବେ ଆପଣଙ୍କ ପାଇଁ ଏକ…

ଭାରତର ଅର୍ଥବ୍ୟବସ୍ଥାରେ ଆସିବ ସୁଧାର, ବାର୍ଷିକ ଅଭିବୃଦ୍ଧି ହାର ୬.୭% ବୃଦ୍ଧି ହେବା ନେଇ କ୍ରିସିଲ ରିପୋର୍ଟରୁ ପ୍ରକାଶ

ନୂଆଦିଲ୍ଲୀ: ଭାରତୀୟ ଅର୍ଥବ୍ୟବସ୍ଥାରେ ସୁଧାର ଆସିବ । ଏନେଇ ପ୍ରମୁଖ ରେଟିଂ ଏଜେନ୍ସୀ କ୍ରିସିଲ(CRISIL) ବଡ଼ ଆକଳନ କରିଛି । ଆଗାମୀ ଦିନରେ ଭାରତୀୟ ଅର୍ଥନୀତିର ଗତି ସନ୍ତୁଳିତ ରହିବ । ବିଶେଷ କରି କେନ୍ଦ୍ର ସରକାରଙ୍କ…

ଏବେ AIIMS ର ରୋଗୀମାନଙ୍କୁ ସହଜରେ ମିଳିବ ଚିକିତ୍ସା, ସମସ୍ତ କେନ୍ଦ୍ରରେ ଆରମ୍ଭ ହେବ ଅୟୁଷ୍ମାନ ସୁବିଧା

ନୂଆଦିଲ୍ଲୀ: ଏମ୍ସରେ ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନାର ଲାଭାର୍ଥିମାନଙ୍କୁ ସାହାଯ୍ୟ କରିବା ପାଇଁ ଅୟୁଷ୍ମାନ ସୁବିଧା କେନ୍ଦ୍ରମାନ ବଢାଯିବ । ଏହାରି ମାଧ୍ୟମରେ ଏମ୍ସର ସମସ୍ତ ବ୍ଲକ ଏବଂ କେନ୍ଦ୍ରରେ…

ପାକିସ୍ତାନୀ ISI ଏଜେଣ୍ଟକୁ ଗିରଫ କଲା ୟୁପି ଏଟିଏସ୍, ଭାରତୀୟ ଦୂତାବାସରେ କରୁଥିଲା କାମ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ଆତଙ୍କବାଦ ବିରୋଧୀ ସ୍କ୍ୱାଡ (ଏଟିଏସ) ୟୁପିର ମେରୁଟରୁ ପାକିସ୍ତାନୀ ଆଇଏସଆଇ ଏଜେଣ୍ଟକୁ ଗିରଫ କରିଛି । ସେ ମସ୍କୋରେ ଥିବା ଭାରତୀୟ ଦୂତାବାସରେ କାର୍ଯ୍ୟ କରୁଥିଲେ । ଅଭିଯୁକ୍ତ ସତ୍ୟେନ୍ଦ୍ର…

Ira Khan ଏବଂ Nupur Shikhare ଏପରି ମନାଇଲେ ହନିମୁନ, ଇଣ୍ଡୋନେସିଆରୁ ଭାଇରାଲ ହେଲା ଦମ୍ପତ୍ତିଙ୍କ ଫଟୋ

ନୂଆଦିଲ୍ଲୀ: ଆମୀର ଖାନଙ୍କ ଝିଅ ଇରା ଖାନଙ୍କର ବିବାହ ଖୁବ ଧୁମଧାମର ସହ ହୋଇଥିଲା । ସେ ତାଙ୍କ ଲଙ୍ଗ ଟାଇମ ବୟଫ୍ରେଣ୍ଡଙ୍କ ନୂପୁର ଶିଖରଙ୍କ ସହ ୧୦ ଜାନୁଆରୀରେ ଉଦୟପୁରରେ ବିବାହ କରିଥିଲେ । ଏହା ପୂର୍ବରୁ ୩ ଜାନୁଆରୀ…