Browsing Category

ଦେଶ

ମଦୁଆଙ୍କ ପାଇଁ ଖୁସି ଖବର: ଡିଏଗୋ ଲଞ୍ଚ କଲା ନୂଆ ହ୍ୱିସ୍କି ‘ଗୋଡୱାନ’

ନୂଆଦିଲ୍ଲୀ: ସ୍ପିରିଟ କମ୍ପାନୀ ଡିଏଗୋ ଇଣ୍ଡିଆ ଭାରତରେ ପ୍ରସ୍ତୁତ ଏହାର ପାରମ୍ପାରିିକ ହ୍ୱିସ୍କୀ ଗୋଡୱାନ୍ ବଜାରରେ ଲଞ୍ଚ କରିବାକୁ ଗୁରୁବାର ଘୋଷଣା କରିଛି । ଏହି ପ୍ରଡକ୍ଟ ସହିତ କମ୍ପାନୀ ଭାରତୀୟ ବଜାରରେ ନିଜର ଛାପ…

ବିଧାୟକଙ୍କ ପେନସନ ଉପରେ ଭଗୱନ୍ତ ମାନଙ୍କ ବଡ ନିଷ୍ପତ୍ତି, କେବଳ ଗୋଟିଏ କାର୍ଯ୍ୟକାଳର ମିଳିବ ଫାଇଦା

ଚଣ୍ଡିଗଡ : କ୍ଷମତା ସମ୍ଭାଳିବା ପରେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ଗୋଟିଏ ପରେ ଗୋଟିଏ ବଡ ନିଷ୍ପତ୍ତି ନେଉଛନ୍ତି । ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ଶୁକ୍ରବାର ବିଧାୟକଙ୍କ ପେନସନ ଫର୍ମୁଲାରେ ପରିବର୍ତ୍ତନ ଘୋଷଣା…

ଚୀନ ବୈଦେଶିକ ମନ୍ତ୍ରୀଙ୍କୁ ଅଜିତ୍ ଡୋଭାଲଙ୍କ ରୋକ୍ ଠୋକ୍, ସୀମାରୁ ହଟାଓ ସେନା, ତେବେ ଯାଇ ଆଲୋଚନା ଆଗକୁ ବଢିବ

ନୂଆଦିଲ୍ଲୀ : ଚୀନ ବୈଦେଶିକ ମନ୍ତ୍ରୀ ୱାଙ୍ଗ ୱି ଭାରତ ଗସ୍ତରେ ଅଛନ୍ତି । ସେ ଭାରତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସହ ପ୍ରାୟ ଏକ ଘଣ୍ଟା ଆଲୋଚନା କରିଛନ୍ତି । ଶୀଘ୍ର ସୀମାରୁ ସୈନ୍ୟ ହଟାଇବା ଉପରେ ଜୋର…

ମନୋବାଞ୍ଛା ପୂରଣ ହେଲେ ଏଠାରେ ଅର୍ପଣ କରାଯାଏ ମଦ: ଭକ୍ତମାନେ ବି ପ୍ରସାଦ ଭାବେ ପିଅନ୍ତି, ଦେଖନ୍ତୁ Video

ଅମୃତସର: ପଞ୍ଜାବର ଅମୃତସରରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି । ସେଠାରେ ଭୋମା ଗାଁର ବାବା ରୋଡେ ଶାହାଙ୍କ ଦରଗାରେ ପ୍ରସାଦ ରୂପରେ ମଦ ଅର୍ପଣ କରାଯାଏ ଓ ପରେ ଭକ୍ତମାନଙ୍କ ମଧ୍ୟରେ ବଣ୍ଟାଯାଏ । ସୋସିଆଲ…

ଦିଦିଙ୍କୁ ଝଟକା, ବଙ୍ଗଳା ପୋଲିସ ନୁହେଁ ସିବିଆଇ କରିବ ବୀରଭୂମ ହିଂସାକାଣ୍ଡର ତଦନ୍ତ: କୋଲକାତା ହାଇକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ବୀରଭୂମ ଜିଲ୍ଲାରେ ଗତ ୨୧ ତାରିଖରେ ଘଟିଥିବା ହିଂସାକାଣ୍ଡର ତଦନ୍ତ ସେଣ୍ଟ୍ରାଲ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ (ସିବିଆଇ) କରିବ । କୋଲକାତା ହାଇକୋର୍ଟ ଆଜି ଏହି ନିର୍ଦ୍ଦେଶ ଦେଇଛନ୍ତି ।…

‘I Love You Papa Mummy’ , ଲେଖି OYO ରୁମରେ ଫାଶୀ ଲଗାଇଲା ବିଟେକ୍ ଛାତ୍ରୀ

ନୋଏଡା: ଉତ୍ତରପ୍ରଦେଶର ନୋଏଡାର ଜଣେ ବିଟେକ୍ ଛାତ୍ରୀ OYO ହୋଟଲରେ ଫ୍ୟାନରେ ଝୁଲି ଆତ୍ମାହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିଛି । ନୋଏଡା ପୋଲିସର କହିବା ମୁତାବକ, ୨୨ ବର୍ଷୀୟା ମୃତକ ଜଣକ ଛାତ୍ରୀ ରଜତ ବିହାର…

ଯୋଗୀଙ୍କ ଶପଥ ଗ୍ରହଣର କିଛି ଘଣ୍ଟା ପୂର୍ବରୁ ଲକ୍ଷ୍ନୌରେ ଏନକାଉଣ୍ଟର: ରାହୁଲ ସିଂହ ନିହତ

ଲକ୍ଷ୍ନୌ: ଯୋଗୀ ଆଦିତ୍ୟନାଥଙ୍କ ଶପଥ ଗ୍ରହଣର କିଛି ଘଣ୍ଟା ପୂର୍ବରୁ ରାଜଧାନୀ ଲକ୍ଷ୍ନୌରେ କୁଖ୍ୟାତ ଅପରାଧୀ ରାହୁଲ ସିଂକୁ ଏନକାଉଣ୍ଟର କରିଛି ପୋଲିସ । ହଂସନଗଞ୍ଜ ଅଞ୍ଚଳରେ ପୋଲିସ ଓ ଅପରାଧୀ ମଧ୍ୟରେ ହୋଇଥିବା…

ବସରେ ସ୍କୁଲ ଛାତ୍ରଛାତ୍ରୀଙ୍କ ବିଅର ପାର୍ଟି: ଢ଼କ୍ ଢ଼କ୍ କରି ପିଉଥିବାର Video ଭାଇରାଲ

ଚେନ୍ନାଇ: ପାଠ ପଢ଼ିବା ନାଁରେ ବାପା-ମାଙ୍କ ଆଖିରେ ଧୂଳି ଦେଉଛନ୍ତି ଛାତ୍ରଛାତ୍ରୀ । ଏହାରି ମଧ୍ୟରେ ତାମିଲନାଡ଼ୁ ଚେଙ୍ଗଲପେଟ ଜିଲ୍ଲାରୁ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଥିରେ କିଛି ସ୍କୁଲ ଛାତ୍ରଛାତ୍ର୍ରୀ…

ବିହାରର ଅଶୁଭ ବଙ୍ଗଳା! ଏଠାରେ ପାଦ ଦେବା ମାତ୍ରେ ନେତା-ମନ୍ତ୍ରୀଙ୍କ ଖରାପ ଦିନ ଆରମ୍ଭ ହୁଏ

ପାଟନା: ରାଜନୀତିରେ ଅନ୍ଧବିଶ୍ୱାସର ପ୍ରଚଳନ କୌଣସି ନୂଆ କଥା ନୁହେଁ । ବିହାରରେ ବିଆଇପି ପାର୍ଟିର ୩ ବିଧାୟକ ଭାରତୀୟ ଜନତା ପାର୍ଟି ବା ବିଜେପିରେ ସାମିଲ ହେବା ପରେ ଏବେ ଭିଆଇପିର ପ୍ରତିଷ୍ଠାତା ମୁକେଶ ସହନି ମନ୍ତ୍ରୀ…

ଆଖି ଆଗରେ ମାଟିରେ ମିଶିଗଲା ଏକ ବିଶାଳକାୟ ବିଲଡିଂ, See Video

ନୂଆଦିଲ୍ଲୀ: ମୁମ୍ବାଇର ଉଲ୍ଲାସନଗରରେ ଏକ ବଡ଼ ବିଲ୍ଡିଂ ଆଖି ସାମ୍ନାରେ ମାଟିରେ ମିଶିଗଲା । ବିଲ୍ଡିଂଟି ଧରାଶାୟୀ ହେବାର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ବାସ୍ତବ କଥା ହେଉଛି, ଏହି…