CHARIDHAM
Browsing Category

ଦେଶ

ମୁସଲିମଙ୍କୁ ମିଳିଲା ଆଉ ଏକ ଅଧିକାର: ଏଣିକି ହିନ୍ଦୁଙ୍କ ଭଳି ସେମାନଙ୍କୁ ମଧ୍ୟ ଏହି କାମ ପାଇଁ ମିଳିବ ଅନୁମତି

ନୂଆଦିଲ୍ଲୀ: ଜଣେ ମୁସଲିମ ଆରୋପୀଙ୍କ ପକ୍ଷରେ କୋର୍ଟ ରାୟ ଶୁଣାଇ କହିଛନ୍ତି ଏକ ବଡ ନିଷ୍ପତ୍ତି । ଏଣିକି ଆଉ ଏକ କାମ ପାଇଁ ମୁସଲିମ ସମ୍ପ୍ରଦାୟର ବ୍ୟକ୍ତିବିଶେଷଙ୍କୁ ଅନୁମତି ଦେଇଛନ୍ତି ମାନ୍ୟବର କୋର୍ଟ । ରାଷ୍ଟ୍ରୀୟ…

ମଝି ରାସ୍ତାରେ ଆମ୍ବୁଲାନ୍ସରୁ ସରିଗଲା ଡିଜେଲ, ରୋଗୀଙ୍କୁ ହସ୍ପିଟାଲରେ ପହଞ୍ଚାଇବା ପାଇଁ ସାହା ହେଲା ଟ୍ରାକ୍ଟର…

କେହି ଅସୁସ୍ଥ ହୋଇପଡ଼ିଲେ କିମ୍ବା ଦୁର୍ଘଟଣା ଘଟିଥିଲେ ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସକୁ ଫୋନ କରଯାଏ । ଯେମିତି ଆମ୍ବୁଲାନ୍ସ ଆସି ଉଦ୍ଧାର କରିନେବ ଏବଂ ଜଲଦୀ ହସ୍ପିଟାଲରେ ପହଞ୍ଚାଇଦେବ । ଫଳରେ ବଞ୍ଚିଯିବ ଜୀବନ । କିନ୍ତୁ…

୨୦ ବର୍ଷରୁ ପଥର ଖାଉଛନ୍ତି ଏହି ବ୍ୟକ୍ତି: ଇଶ୍ୱରୀୟ ଶକ୍ତିରେ ସମାଧାନ କରୁଛନ୍ତି ଲୋକଙ୍କ ସମସ୍ୟା

ନୂଆଦିଲ୍ଲୀ: ଛତିଶଗଡ ଜଶପୁର ଜିଲ୍ଲାରେ ରହୁଛନ୍ତି ଜଣେ ଇଶ୍ୱରୀୟ ଶକ୍ତି ପ୍ରାପ୍ତ ବ୍ୟକ୍ତି । ବର୍ଷେ ନୁହେଁ କି ଦୁଇ ବର୍ଷ ନୁହେଁ, ଗତ ୨୦ ବର୍ଷରୁ ବ୍ୟକ୍ତି ଜଣକ ପଥର ଖାଉଥିବା କୁହାଯାଉଛି । କିନ୍ତୁ ଏପର୍ଯ୍ୟନ୍ତ…

ଆମେରିକା ଚାପରେ ନଇଁବନି ଭାରତ, ଶସ୍ତା ଦାମରେ ଋଷ ଠାରୁ କିଣିବ ତେଲ

ଋଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଆମେରିକା ଠାରୁ ମିଳୁଥିବା ଚେତାବନୀକୁ ଅଣଦେଖା କରି ସହ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ଭାରତ ଋଷଠାରୁ ଆହୁରି ଅଧିକ କଞ୍ଚାତେଲ କିଣିବ । ଅର୍ଥମନ୍ତ୍ରୀ କହିଛନ୍ତି ଯେ…

ରେକର୍ଡ ଭାଙ୍ଗିଲା ମାର୍ଚ୍ଚ ମାସର GST କଲେକ୍ସନ, ସଂଗ୍ରହ ହେଲା ଏତିକି କୋଟି…

ନୂଆଦିଲ୍ଲୀ: ମାର୍ଚ୍ଚ ମାସରେ ଜିଏସଟି ସଂଗ୍ରହ ବଢ଼ି ୧.୪୨ ଲକ୍ଷ କୋଟି ହୋଇଛି । ଯାହା ଏପର୍ଯ୍ୟନ୍ତ ଗୋଟିଏ ମାସରେ ସଂଗ୍ରହ ହୋଇଥିବା ଜିଏସଟିର ସବୁଠୁ ଅଧିକ କଲେକ୍ସନ । ମାର୍ଚ୍ଚର ଜିଏସଟି କଲେକ୍ସନ ଜାନୁଆରୀ ୨୦୨୨ ରେ…

ଏହି ରାଜ୍ୟରେ ଆଜିଠାରୁ ମିଳିବ ମାଗଣା ବିଦ୍ୟୁତ ସେବା, ଚିକିତ୍ସା ବି ଫ୍ରି

ନୂଆଦିଲ୍ଲୀ: ମହଙ୍ଗା ବିଦ୍ୟୁତ୍ ଦରକୁ ନେଇ ଉଠିଥିବା ପ୍ରଶ୍ନ ମଧ୍ୟରେ ଆଜିଠାରୁ ରାଜସ୍ଥାନରେ ମିଳିବ ମାଗଣା ବିଦ୍ୟୁତ୍ । ରାଜ୍ୟରେ ୨୦୨୨-୨୩ ବଜେଟ୍ ଘୋଷଣାର ଲାଭ ଆଜିଠାରୁୁ ଦିଆଯିବ । ମୁଖ୍ୟମନ୍ତ୍ରୀ ଅଶୋକ ଗହଲୋଟ ରାଜ୍ୟ…

ପିଏମ ମୋଦୀଙ୍କୁ ହତ୍ୟା କରିବା ଷଡ଼ଯନ୍ତ୍ରର ଖୁଲାସା, ଧମକପୂର୍ଣ୍ଣ ଇ-ମେଲରେ ୨୦ କିଲୋ RDX…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ମିଳିଥିବା ସୂଚନା ଅନୁସାରେ, ଏନଆଇଏର ମୁମ୍ବାଇ ବ୍ରାଞ୍ଚକୁ ଏକ ଇ-ମେଲ ମିଳିଛି, ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ…

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇ ରାଜ୍ୟସଭା ଚାଲିଯିବେ ନୀତିଶ, ବିହାରର ମୁଖ୍ୟମନ୍ତ୍ରୀ ଗାଦିରେ ବସିବେ ଜଣେ ବିଜେପି ନେତା, ଜାଣନ୍ତୁ ଏହା ପଛର…

ନୂଆଦିଲ୍ଲୀ: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ନେଇ ବର୍ତ୍ତମାନ ବଡ଼ଧରଣର ଚର୍ଚ୍ଚା ହେବାରେ ଲାଗିଛି । ଖୁବଶୀଘ୍ର ନୀତିଶ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇ ରାଜ୍ୟସଭା ଯାଇପାରନ୍ତି ବୋଲି କିଛି ଗଣମାଧ୍ୟମର…

ଲାଗୁ ହେଲା ଟୋଲ ଟାକ୍ସର ନୂଆ ମୂଲ୍ୟ: ଜାଣନ୍ତୁ କେଉଁ ଗାଡି ପାଇଁ କେତେ ଟଙ୍କା ଦିଆଯିବ କର

ନୂଆଦିଲ୍ଲୀ: ସାରା ବିଶ୍ୱରେ ହୁ ହୁ ହୋଇ ବଢିବାରେ ଲାଗିଛି । ଏଥି ମଧ୍ୟରେ ଟୋଲରେ ମଧ୍ୟ ଟାକ୍ସ ବୃଦ୍ଧି ପାଇଛି । ଏହି ମହଙ୍ଗା ମାଡ ଏବେ ଦୈନିକ ଖର୍ଚ୍ଚ ସହିତ ଯାନବାହନ ଉପରେ ମଧ୍ୟ ଦେଖାଯାଇଛଇ । ଗୋଟିଏ ପଟେ ପେଟ୍ରୋଲ…

ଝିଅର ମୃତ୍ୟୁ ପରେ ପିତାଙ୍କ ସମ୍ପତ୍ତିରେ ଜ୍ୱାଇଁ ଓ ନାତିଙ୍କ ଅଧିକାର: କୋର୍ଟଙ୍କ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ: ଗୁରୁବାର ଦିନ ସମ୍ପତ୍ତି ବିବାଦରେ ଶୁଣାଣି କରି ଦିଲ୍ଲୀର ଏକ କୋର୍ଟ ବଡ଼ ରାୟ ଶୁଣାଇଛନ୍ତି । କୋର୍ଟଙ୍କ କହିବା ମୁତାବକ, ଝିଅର ମୃତ୍ୟୁ ପରେ ବି ପିତାଙ୍କ ସମ୍ପତ୍ତିରେ ଜ୍ୱାଇଁ ଓ ନାତିଙ୍କ ଅଧିକାର ରହିବ ।…