fbpx
BSKY SKY
BSKY SKY
Browsing Category

ଦେଶ

ଆୟକରରେ ବଡ଼ ରିହାତି

ନୂଆଦିଲ୍ଲୀ, ୧ା୨: ଆଜି ୨୦୨୦-୨୧ ପାଇଁ ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ସେଥିରେ ଆୟକରରେ ବଡ଼ ରିହାତି ମିଳିଛି । ୫ଲକ୍ଷ ଯାଏଁ ଆୟକର ଛାଡ଼ ହୋଇଛି । ୫ଲକ୍ଷରୁ ୭.୫ଲକ୍ଷ ପର୍ଯ୍ୟନ୍ତ ଆୟରେ…

ସ୍ୱାସ୍ଥ୍ୟସେବା ପାଇଁ ୬୯ ହଜାର କୋଟି, ସବୁ ଜିଲ୍ଲାରେ ଖୋଲିବ ଜନୌଷଧି କେନ୍ଦ୍ର

ନୂଆଦିଲ୍ଲୀ,୧ ।୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନା କରିଛନ୍ତି । ଏଥର ବଜେଟରେ ନିର୍ମଳା ସରତାରମଣ ସ୍ୱାସ୍ଥ୍ୟ ଓ ସ୍ୱଚ୍ଛ ଭାରତ ମିଶନ ଉପରେ ଗୁରୁତ୍ୱ ଦେଇଛନ୍ତି…

୨୦୨୦-୨୧ ବଜେଟରେ ଶିକ୍ଷା କ୍ଷେତ୍ର ପାଇଁ ୯୯,୩୦୦କୋଟିର ବ୍ୟୟ ବରାଦ

ନୂଆଦିଲ୍ଲୀ, ୧ା୨: ସରକାର ମୋଦିଙ୍କ ଦ୍ୱିତୀୟ ଇନିଂସରେ ୨୦୨୦-୨୧ ବଜେଟରେ ଶିକ୍ଷା ପାଇଁ ୯୯,୩୦୦ କୋଟିର ବ୍ୟୟ ବରାଦ ହୋଇଛି । ଏହାସହ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ଉଚ୍ଚଶିକ୍ଷାକୁ ଗୁରୁତ୍ୱ ଦିଆଯିବା…

କୃଷକଙ୍କ ପାଇଁ ବଡ ଘୋଷଣା, ଆରମ୍ଭ ହେବ କିଷାନ ରେଳ ଓ ଉଡାଣ ସେବା

ନୂଆଦିଲ୍ଲୀ,୧ ।୨: ସଂସଦରେ ୨୦୨୦-୨୧ ବର୍ଷ ପାଇଁ ବଜେଟ୍ ଉପସ୍ଥାପନା କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ମୋଦି ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳରେ ଗ୍ରାମୀଣ ଭାରତ ଉପରେ ଚର୍ଚ୍ଚା କରିଥିଲେ ନିର୍ମଳା ।…

ନିର୍ଭୟା ଗଣଦୁଷ୍କର୍ମ ମାମଲା, ଦୋଷୀ ବିନୟର ରାଜକ୍ଷମା ଖାରଜ

ନୂଆଦିଲ୍ଲୀ, ୧ା୨: ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଆଜି ବିନୟର ରାଜକ୍ଷମା ଖାରଜ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଆଜି ସକାଳ ୬ଟାରେ ୪ଦୋଷୀ ଫାଶୀ ପାଇବାର ଥିଲା । କିନ୍ତୁ ଗତକାଲି ପଟିଆଲା ହାଉସକୋର୍ଟ…

ବଜେଟ୍ ଆଗତ କଲେ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ,୧ ।୨: କ୍ୟାବିନେଟ୍ ବୈଠକରେ ଅନୁମୋଦନ ମିଳିବା ପରେ ସଂସଦରେ ୨୦୨୦-୨୧ ସାଧାରଣ ବଜେଟ୍ ଉପସ୍ଥାପନା କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ସଂସଦରେ ନିର୍ମଳା କହିଛନ୍ତି ଯେ, ଲୋକେ ପୂର୍ଣ୍ଣ…

କରୋନା ଭୟରେ ଚୀନରୁ ଫେରିଲେ ୩୨୪ ଭାରତୀୟ, ମୃତ୍ୟୁ ସଂଖ୍ୟା ୨୫୯କୁ ବୃଦ୍ଧି

ନୂଆଦିଲ୍ଲୀ,୧ ।୨: ଚୀନରୁ ଆରମ୍ଭ ହୋଇ ସାରା ବିଶ୍ୱରେ ଆତଙ୍କ ଖେଳାଇ ଚାଲିଛି କରୋନା ଭାଇରସ୍ । କରୋନାରେ ମୃତ୍ୟୁ ସଂଖ୍ୟା ୨୫୯କୁ ବୃଦ୍ଧି ହୋଇଥିବା ବେଳେ ୧୧,୭୯୧ ଜଣ ଏହି ଭାଇରସରେ ଆକ୍ରାନ୍ତ ହୋଇଛନ୍ତି । ଏନେଇ…