Browsing Category
ଦେଶ
ଆସନ୍ତାକାଲି ଜାରି ହେବ ସିବିଏସଇ ଦଶମ ଓ ଦ୍ୱାଦଶ ପରୀକ୍ଷାର୍ଥୀଙ୍କ ରୋଲ୍ ନମ୍ବର, ଜାଣନ୍ତୁ ପରୀକ୍ଷାର ସମ୍ପୂର୍ଣ ବିବରଣୀ
ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ(ସିବିଏସଇ) ପକ୍ଷରୁ ଶୁକ୍ରବାର ଦିନ ୧୦ମ ଓ ଦ୍ୱାଦଶର ଟର୍ମ-୧ ପରୀକ୍ଷାକୁ ନେଇ ଦିଶା-ନିର୍ଦ୍ଦେଶ ଜାରି କରିଛନ୍ତି । ଏଥିରେ କୁହାଯାଇଛି ଯେ, ନଭେମ୍ବର-ଡିସେମ୍ବର ରେ…
ଭାରତୀୟ ମତ୍ସଜୀବୀଙ୍କୁ ଗୁଳିମାରି ପାକିସ୍ତାନ କଲା ବଡ଼ ଭୁଲ୍, ଏବେ ଦେଶ ନେବ କଡ଼ା ପଦକ୍ଷେପ
ନୂଆଦିଲ୍ଲୀ: ଗୁଜୁରାଟ ଉପକୂଳବର୍ତ୍ତୀ ଆରବ ସାଗରରେ ଥିବା ଆନ୍ତର୍ଜାତୀୟ ସାମୁଦ୍ରିକ ସୀମା ନିକଟରେ ପାକିସ୍ତାନୀ ସାମୁଦ୍ରିକ ସୁରକ୍ଷା ଏଜେନ୍ସି (ପିଏମଏସଏ) କର୍ମଚାରୀ ଗୋଟିଏ ବୋଟ୍ କୁ ଗୁଳି ମାରିଛନ୍ତି । ଯାହାଫଳରେ…
ନୋଟବନ୍ଦୀକୁ ପୁରିଲା ୫ ବର୍ଷ, ଜାଣନ୍ତୁ ଏଥିରୁ କଣ ହେଲା ଫାଇଦା…
ନୂଆଦିଲ୍ଲୀ: ୨୦୧୬ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଏନଡିଏ ସରକାର ପ୍ରଥମ କାର୍ଯ୍ୟକାଳରେ ଦେଶରେ ସମସ୍ତଙ୍କୁ ଏକ ଆଚମ୍ବିତ କରିବା ପରି ଏକ ଘୋଷଣା କରିଥିଲେ । ସରକାର ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍ କୁ…
ରାଜସ୍ଥାନରେ ବନ୍ଦ ହେଲା ୨୭୩ ପେଟ୍ରୋଲ ପମ୍ପ, ଚିନ୍ତାରେ କର୍ମଚାରୀ
ଜୟପୁର: ପେଟ୍ରୋଲ ଓ ଡିଜେଲ ରାଜସ୍ଥାନରେ ସବୁଠାରୁ ଅଧିକ ଦାମ୍ରେ ବିକ୍ରି ହେଉଛି । ଦେଶରେ ପେଟ୍ରୋଲ ଲିଟର ୧୦୦ ଟଙ୍କା ହେବାର ଅନେକ ପୂର୍ବରୁ ଶ୍ରୀଗଙ୍ଗାନଗରରେ ଦର ରେକର୍ଡ ଭାଙ୍ଗିଥିଲା । ଉଚ୍ଚ ଦର ଯୋଗୁ କାରବାର…
ବଢ଼ୁଛି ଜିକା ଭାଇରସ୍ ଆତଙ୍କ, ୟୁପିରେ ସଂକ୍ରମିତଙ୍କ ସଂଖ୍ୟା ୯୦ ଟପିଲା
ନୂଆଦିଲ୍ଲୀ: କରୋନା ଭାଇରସ୍ ଆତଙ୍କ ଭଳି ଏବେ ଦେଶରେ ମଶାଙ୍କଠାରୁ ବ୍ୟାପୁଥିବା ଜିକା ଭାଇରସ୍ ବ୍ୟାପିବାର ଆତଙ୍କ ଦେଖାଦେଇଛି । ଖାସ୍ କରି ଉତ୍ତରପ୍ରଦେଶର କାନପୁରରେ ବଢ଼ୁଛି ଜିକା ଭାଇରସ ମାମଲା । ରବିବାର ଆଉ ୧୦ ଜଣ…
ଲଖୀମପୁର ଖେରୀ ମାମଲାରେ ସୋମବାର ସୁପ୍ରିମକୋର୍ଟଙ୍କ ଶୁଣାଣି, ୮ ଜଣଙ୍କର ହୋଇଥିଲା ମୃତ୍ୟୁ
ନୂଆଦିଲ୍ଲୀ: ଲଖୀମପୁର ଖେରୀ ମାମଲାରେ ସୋମବାର ଶୁଣାଣି କରିବେ ସୁପ୍ରିମକୋର୍ଟ । ଏହି ଘଟଣାରେ ଚାରି କୃଷକଙ୍କ ସମେତ ଆଠ ଜଣକଙ୍କ ମୃତ୍ୟୁ ହୋଇଥିଲା । ଚିଫ୍ ଜଷ୍ଟିସ୍ ଏନ.ଭି ରମଣ, ଜଷ୍ଟିସ ସୂର୍ଯ୍ୟକାନ୍ତ ଏବଂ ହିମା…
ଖୁବଶୀଘ୍ର ପିଲାଙ୍କୁ ଦିଆଯିବ କରୋନା ଟିକା, ୧ କୋଟି ଟିକା ଅର୍ଡର ଦେଲେ ସରକାର
ନୂଆଦିଲ୍ଲୀ: ଭାରତରେ ଖୁବଶୀଘ୍ର ପିଲାଙ୍କୁ ଦିଆଯିବ କରୋନା ଟିକା । ଏଥିପାଇଁ କେନ୍ଦ୍ର ସରକାର ୧୨ ବର୍ଷରୁ ଅଧିକ ବୟସର ପିଲାଙ୍କୁ ଟିକାକରଣକୁ ମଞ୍ଜୁରୀ ଦେଇଛନ୍ତି । କେନ୍ଦ୍ର ସରକାର ଅହମଦାବାଦର କମ୍ପାନୀ ଜାଇଡସ୍…
IRCTCର ସ୍ୱତନ୍ତ୍ର ଟ୍ରେନ୍; ତୀର୍ଥଯାତ୍ରା ସହ ମିଳିବ ରାମାୟଣ ଜ୍ଞାନ
ନୂଆଦିଲ୍ଲୀ: ଭାଗବାନ ରାମଙ୍କ ଜୀବନ ସହ ଜଡ଼ିତ ତୀର୍ଥ ସ୍ଥଳଗୁଡ଼ିକର ଯାତ୍ରା କରିବା ପାଇଁ ଆଇଆରସିଟିସି ରାମାୟଣ ଯାତ୍ରାର ଯୋଜନା କରିଛି । ଏହା ଅନୁଯାୟୀ ପ୍ରଥମ ରାମାୟଣ ସର୍କିଟ ଟ୍ରେନ ରବିବାର ଦିଲ୍ଲୀ ସଫଦରଜଙ୍ଗ ଠାରୁ…
ପ୍ରଧାନମନ୍ତ୍ରୀଙ୍କ ଘର ଉପରେ ଡ୍ରୋନ ଆକ୍ରମଣ: ଅଳ୍ପକେ ବର୍ତ୍ତିଲେ, ସୁରକ୍ଷାକର୍ମୀ ଆହତ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ବାସଭବନ ଉପରକୁ ହୋଇଯାଇଛି ଡ୍ରୋନ ଆକ୍ରମଣ । ଇରାକ ପ୍ରଧାନମନ୍ତ୍ରୀଙ୍କ ବାସଭବନ ଉପରେ ଡ୍ରୋନ୍ ଆକ୍ରମଣ, ଏହି ଡ୍ରୋନ୍ ଆକ୍ରମଣ ବାଗଦାଦର ଗ୍ରୀନ୍ ଜୋନରେ ଅବସ୍ଥିତ ପ୍ରଧାନମନ୍ତ୍ରୀଙ୍କ…
ଜମାତର ୬ ଆତଙ୍କୀଙ୍କୁ ମୁକ୍ତ କଲେ ଲାହୋର କୋର୍ଟ: ଟ୍ରାଏଲ କୋର୍ଟ ଦେଇଥିଲା ୯ ବର୍ଷ ସଜ୍ଜା
ନୂଆଦିଲ୍ଲୀ: ପୁଣି ଥରେ ଅନ୍ତର୍ଜାତୀୟ ସ୍ତରରେ ପାକିସ୍ତାନର ଅସଲ ଚେହେରା ସାମ୍ନାକୁ ଆସିଛି । ୬ ଜଣ ଜମାତ-ଉଦ-ଦୱା ଆତଙ୍କୀଙ୍କୁ ନିର୍ଦ୍ଦୋଷ ଭାବରେ ଖଲାସ କରିଛନ୍ତି ଲାହୋର ହାଇକୋର୍ଟ । ମୁମ୍ବାଇ ଆକ୍ରମଣର ମୁଖ୍ୟ…