Browsing Category

ଦେଶ

ମଣିପୁରରେ କଂଗ୍ରେସକୁ ଝଟକା, ବିଜେପିରେ ସାମିଲ ହେଲେ ପୂର୍ବତନ ରାଜ୍ୟ ସଭାପତି

ନୂଆଦିଲ୍ଲୀ : ମଣିପୁରରେ ଆସନ୍ତାବର୍ଷ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏହା ପୂର୍ବରୁ କଂଗ୍ରେସକୁ ଲାଗିଛି ଜୋରଦାର ଝଟକା । ପାର୍ଟିର ପୂର୍ବତନ ଅଧ୍ୟକ୍ଷ ଗୋବିନ୍ଦଦାସ କୋଣ୍ଠଉଜାମ ଦଳ ଛାଡି ବିଜେପିରେ ଯୋଗ…

ପୁଣି ବଢ଼ିଲା ଏଲପିଜି ଗ୍ୟାସ୍ ସିଲିଣ୍ଡର ଦାମ୍, ୭୩ ଟଙ୍କା ହେଲା ମହଙ୍ଗା

ନୂଆଦିଲ୍ଲୀ: ଅଗଷ୍ଟ ମାସ ପହିଲାରୁ ସାଧାରଣ ଜନତାଙ୍କୁ ଝଟକା ଲାଗିଛି । ସରକାରୀ ତୈଳ କମ୍ପାନୀମାନେ ଆଜି ଏଲପିଜି ଗ୍ୟାସ୍ ସିଲିଣ୍ଡର ମୂଲ୍ୟ ବୃଦ୍ଧି କରିଥିବା ଜଣାପଡ଼ିଛି । ଦେଶର ସର୍ବବୃହତ୍ ତୈଳ କମ୍ପାନୀ ଇଣ୍ଡିଆନ ଅଏଲ୍…

ନାବାଳିକାଙ୍କ ହାତ ଧରିବା ଓ ପ୍ରେମ ନିବେଦନ କରିବା ଯୌନ ଉତ୍ପୀଡ଼ନ ନୂହେଁ: ପୋକ୍ସୋ କୋର୍ଟ

ମୁମ୍ବାଇ: ନାବାଳିକାର ହାତ ଧରି ପ୍ରେମ ନିବେଦନ କରିବା ଯୌନ ଉତ୍ପୀଡ଼ନ ନୂହେଁ । ରାଜଧାନୀ ଦିଲ୍ଲୀରେ ଏକ ମାମଲାର ଶୁଣାଣି କରିବା ସମୟରେ ପୋକ୍ସୋ କୋର୍ଟ ଏପରି ଏକ ବୟାନ ଦେଇଛନ୍ତି । ତେବେ ଏହି ମାମଲାରେ କୋର୍ଟ ଜଣେ ୨୮…

ମହାରାଷ୍ଟ୍ରରେ ସାମନାକୁ ଆସିଲା ପ୍ରଥମ ଜୀକା ଭାଇରସ୍ ମାମଲା

ମୁମ୍ବାଇ: କରୋନା ମହାମାରୀର ଭୟାବହ ଜାରି ରହିଥିବା ବେଳେ ଏବେ ଜୀକା ଭାଇରସ୍ ଲୋକଙ୍କୁ ବ୍ୟାପିବାରେ ଲାଗିଛି । ମଶା ମାନଙ୍କ ଠାରୁ ବ୍ୟାପୁଥିବା ଏହି ଭାଇରସ୍ ଦିନକୁ ଦିନ ମାରାତ୍ମକ ହେବାରେ ଲାଗିଛି । ତେବେ ଇତି ମଧ୍ୟରେ…

ଅଗଷ୍ଟ ୫ରେ ପେଗାସସ୍ ମାମଲାର ଶୁଣାଣି କରିବେ CJI

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ବିବାଦ ଘେରରେ ରହିଥିବା ପେଗାସସ୍ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଛି । ଆସନ୍ତା ଗୁରୁବାର ଦିନ ସୁପ୍ରିମକୋର୍ଟରେ ଏହି ମାମଲାର ଶୁଣାଣି ହେବ । ମୁଖ୍ୟ ବିଚାରପତି ଏନ.ଭି. ରମଣଙ୍କ ବେଞ୍ଚ…

Windows, Apple ଓ Android ବ୍ୟବହାରକାରୀ ହୋଇଯାଆନ୍ତୁ ସତର୍କ, ଚେତାବନୀ ଦେଲେ ସରକାର

ନୂଆଦିଲ୍ଲୀ: ସମସ୍ତ ୱିଣ୍ଡୋ, ଆପଲ୍ ଆଇଫୋନ୍ ଓ ଆଣ୍ଡ୍ରଏଡ୍ ମୋବାଇଲ ବ୍ୟବହାରକାରୀଙ୍କୁ ସରକାରଙ୍କ ପକ୍ଷରୁ ସତର୍କ କରିଦିଆଯାଇଛି । ନୋଡାଲ୍ ସାଇବର ସୁରକ୍ଷା ଏଜେନ୍ସି-CERT ପକ୍ଷରୁ ଏନେଇ ଆଲର୍ଟ କରାଯାଇଛି । ଆପଲ…

ଆଜିଠାରୁ ଛୁଟିଦିନରେ ବି ଖୋଲିବ ବ୍ୟାଙ୍କ, ବଦଳିଲା ନିୟମ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିଠାରୁ ଦେଶରେ ବ୍ୟାଙ୍କିଂ ନିୟମ ପରିବର୍ତ୍ତନ ହେବାକୁ ଯାଉଛି । ଏହାଫଳରେ ବ୍ୟାଙ୍କର ସମସ୍ତ କାରବାର ରବିବାର ଓ ଅନ୍ୟ ଛୁଟିଦିନରେ ବି ଜାରି ରହିବ । ଭାରତୀୟ ରିଜର୍ଭ ବ୍ୟାଙ୍କ ଚଳିତ…

ଆଜିଠାରୁ ଜାତିସଂଘ ନିରାପତ୍ତା ପରିଷଦର ଡୋରି ଭାରତ ହାତରେ

ନୂଆଦିଲ୍ଲୀ: ଆଜିଠାରୁ ଜାତିସଂଘ ନିରାପତ୍ତା ପରିଷଦର ଡୋରି ଭାରତ ହାତରେ ନୂଆଦିଲ୍ଲୀ: ଆଜିଠାରୁ ଜାତିସଂଘ ନିରାପତ୍ତା ପରିଷଦର ଅସ୍ଥାୟୀ ସଦସ୍ୟ ଭାବେ ଦାୟିତ୍ୱ ଆରମ୍ଭ କରିବ ଭାରତ । ଆଗାମୀ ମାସେ ଯାଏ ଭାରତ ସୁରକ୍ଷା…

ଭାରତୀୟ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା : ଆତଙ୍କୀ ମାସୁଦ୍‌ର ଭଣଜା ନିହତ

ଶ୍ରୀନଗର: ଜମ୍ମୁ- କଶ୍ମୀରରେ ଭାରତୀୟ ସୁରକ୍ଷାକର୍ମୀଙ୍କୁ ଆତଙ୍କବାଦ ନିରୋଧୀ ଅଭିଯାନରେ ବଡ଼ ସଫଳତା ମିଳିଛି । ଭାରତୀୟ ସୁରକ୍ଷାକର୍ମୀଙ୍କ ଗୁଳିରେ ଆତଙ୍କବାଦୀ ସଙ୍ଗଠନ ଜୈଶ-ଇ-ମହମ୍ମଦ (ଜେଇଏମ୍‌)ର ମୁଖ୍ୟ ମାସୁଦ୍‌…

ଅବହେଲା କଲେ ସ୍ଥିତି ବିଗିଡିବ: ଓଡ଼ିଶା ସମେତ ୧୦ ରାଜ୍ୟକୁ ସତର୍କ କରାଇଲା କେନ୍ଦ୍ର ସରକାର, ସଂକ୍ରମଣର ଗ୍ରାଫ୍ ଦେଖି କଟକଣା କଡ଼ାକଡ଼ି କରିବାକୁ…

ନୂଆଦିଲ୍ଲୀ, (ଭାସ୍କର ନ୍ୟୁଜ୍): ଦେଶର ୧୦ଟି ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଛି କିମ୍ବା ପଜିଟିଭିଟି ରେଟ୍‌ ୧୦% ଉପରେ ରହୁଛି । ଏହି ୧୦ ରାଜ୍ୟ ମଧ୍ୟରେ ଓଡ଼ିଶା ମଧ୍ୟ ରହିଛି । ଏଥିପାଇଁ ଶନିବାର କେନ୍ଦ୍ର ସରକାର…