Browsing Category
ଦେଶ
ଦେଶରେ କରୋନା ସଂକ୍ରମଣ ତଳକୁ ଖସିଲା: ଆଜି ୨୪୨୭ ଜଣଙ୍କ ମୃତ୍ୟୁ
ନୂଆଦିଲ୍ଲୀ : ଦେଶରେ କରୋନାର ପ୍ରକୋପ ଜାରି ରହିଛି । ତେବେ ଗତ କିଛି ଦିନ ଧରି ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟାରେ ସାମାନ୍ୟ ହ୍ରାସ ଘଟିଥିବା ଦେଖିବାକୁ ମିଳିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୨୪୨୭ ଜଣଙ୍କ…
୧୧ ମାସର ଶିଶୁକୁ ଟବରେ ବସାଇ ଦେଇ ଫୋନରେ ବ୍ୟସ୍ତ ରହିଥିଲେ ବାପା, ଏହି ସମୟରେ ୪ ବର୍ଷର ପୁଅ ଖୋଲିଦେଲା ଟ୍ୟାପ୍, ଜାଣନ୍ତୁ ତା’ପରେ କ’ଣ ହେଲା
ନୂଆଦିଲ୍ଲୀ: ଜଣେ ପିତାଙ୍କର ଖାମଖିଆଲି ମନୋବୃତ୍ତି କାରଣରୁ ଜଣେ ଶିଶୁର ମୃତ୍ୟୁ ଘଟିଛି । ପିତାଜଣକ ନିଜ ୧୧ ମାସର ଶିଶୁକୁ ଟବରେ ବସାଇ ଦେଇ ଫୋନରେ ମଜ୍ଜି ରହିଥିଲେ । ଏହି ସମୟରେ ଉକ୍ତ ବ୍ୟକ୍ତିଙ୍କର ୪ ବର୍ଷର ପୁଅ…
ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ପାଇଁ କୋଭୋଭ୍ୟାକ୍ସକୁ ମିଳିଲା ଡିସିଜିଆଇର ମଞ୍ଜୁରୀ
ନୂଆଦିଲ୍ଲୀ (ଓଡିଶା ଭାସ୍କର) : ଡ୍ରଗ୍ସ କଣ୍ଟ୍ରୋଲର ଅଫ୍ ଇଣ୍ଡିଆ ତରଫରୁ କରୋନା ଭୂତାଣୁର ସମ୍ଭାବିତ ଟିକା କୋଭୋଭ୍ୟାକ୍ସର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ପାଇଁ ଅନୁମତି ପ୍ରଦାନ କରିଛନ୍ତି । ଏହି ପରୀକ୍ଷଣ ବିନା…
ଡେରା ସଚ୍ଚା ସୌଦା ମୁଖ୍ୟ ରାମ ରହିମ କରୋନା ପଜିଟିଭ, ମେଦାନ୍ତ ହସ୍ପିଟାଲରେ ଚାଲିଛି ଚିକିତ୍ସା
ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର) : ରୋହତକ ସୁନାରିୟା ଜେଲରେ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଜେଲଦଣ୍ଡ କାଟୁଥିବା ଡେରା ସଚ୍ଚା ସୌଦା ପ୍ରମୁଖ ରାମ ରହିମ କରୋନା ସଂକ୍ରମିତ ହୋଇଛନ୍ତି । ବର୍ତ୍ତମାନ ତାଙ୍କୁ ମେଦାନ୍ତ…
ରାଜ୍ୟପାଳ ଧନକଡଙ୍କ ଉପରେ ବର୍ଷିଲେ ଟିଏମସି ସାଂସଦ, କହିଲେ- ଅଙ୍କଲ ଜୀ ରାଜଭବନକୁ ଥଇଥାନ କେନ୍ଦ୍ର କରି ଦେଲେ
କୋଲକାତା: ପଶ୍ଚିମବଙ୍ଗ ନିର୍ବାଚନ ପରେ ମଧ୍ୟ ଆରୋପ-ପ୍ରତ୍ୟାରୋପ ପର୍ବ ଜାରି ରହିଛି। କେତେବେଳେ ରାଜ୍ୟ ଏବଂ କେନ୍ଦ୍ର ସରକାର ମଧ୍ୟରେ କଳି ହେଉଛି ତ ଆଉ କେତେବେଳେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ରାଜ୍ୟପାଳ…
ଅଡୁଆ ବଢୁଥିବା ଦେଖି ବଦଳିଲା ମେହୁଲ ଚୋକସିଙ୍କ ସ୍ଵର, କହିଲେ- ପଳାୟନ କରିନି, ଏହି କାରଣରୁ ଦେଶ ଛାଡିଛି
ନୂଆଦିଲ୍ଲୀ : ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ(ପିଏନବି)ର ଦୁର୍ନୀତିର ଅନ୍ୟତମ ଅଭିଯୁକ୍ତ ମେହୁଲ ଚୋକସି ନିଜର ଅଡୁଆ ବଢୁଥିବା ଦେଖି ସ୍ଵର ବଦଳାଇଛନ୍ତି। ପିଏନବିରୁ ହଜାର ହଜାର କୋଟି ଟଙ୍କା ଲୁଟି ଦେଶରୁ ଫେରାର ହୋଇଥିବା…
ନଭେମ୍ବର-ଡିସେମ୍ବରକୁ ଆସିବ କରୋନାର ଆଉ ଏକ ତରଙ୍ଗ! ଜାଣନ୍ତୁ କଣ କହିଲେ ବିଶେଷଜ୍ଞ…
ବେଙ୍ଗାଲୁରୁ: ମହାମାରୀ କରୋନା ଭାଇରସ୍ ଯୋଗୁଁ ଦେଶ କଲବଲ ହୋଇଗଲାଣି । ଦ୍ୱିତୀୟ ତରଙ୍ଗରେ ଅନେକ ଜୀବନ ନେବା ସହ ଦେଶର ଆର୍ଥିକ ସ୍ଥିତିକୁ ବିଗାଡ଼ି ଦେଲାଣି । ତେବେ ଗତ କିଛିଦିନ ଧରି ଦେଶରେ ନୂଆ ସଂକ୍ରମଣ ସଂଖ୍ୟା…
ପାକିସ୍ତାନକୁ ଭାରତର ଚେତାବନୀ: ସୀମାରେ ଚୋରା କାରବାର ବନ୍ଦ କର, ନହେଲେ…
ନୂଆଦିଲ୍ଲୀ: ପାକ୍ ସୁରକ୍ଷା କର୍ମୀଙ୍କୁ ଭାରତୀୟ ସୀମା ସୁରକ୍ଷା ବଳ(BSF) ଦେଲା କଡ଼ା ଚେତାବନୀ । ସାମୀରେ ସ୍ମଗଲିଂ ତଥା ଚୋରା କାରବାର ତୁରନ୍ତ ବନ୍ଦ କର । ନହେଲେ ପରିଣାମ ହେବ ଭୟଙ୍କର । ଏଭଳି ମର୍ମରେ ଏକ ପତ୍ର ଲେଖି…
ଏନଏସଆଇ ଆଡମିସନ ପାଇଁ ବଢ଼ିଲା ଆବେଦନ ଅବଧି, ଜାଣନ୍ତୁ ପ୍ରକ୍ରିୟା…
ନୂଆଦିଲ୍ଲୀ: ଶିକ୍ଷା ବର୍ଷ ୨୦୨୧-୨୨ ପାଇଁ ବିଭିନ୍ନ ପାଠ୍ୟକ୍ରମରେ ନାମଲେଖାକୁ ନେଇ ନ୍ୟାସନାଲ ସୁଗର ଇଷ୍ଟିଚ୍ୟୁଟ (ଏନଆଇସି) କାନପୁର ଆବେଦନ କରିବାର ତାରିଖ ଘୁଞ୍ଚାଇଛି । ସଂଶୋଧିତ କାର୍ଯ୍ୟସୂଚୀ ଅନୁଯାୟୀ ୨୫ଜୁନ୍…
ରାଜ୍ୟରେ ୪୦୦ ତଳକୁ ଆସିଲା ଦୈନିକ ସଂକ୍ରମଣ ସଂଖ୍ୟା, ଆକ୍ଟିଭ୍ କେସ୍ ୫,୮୮୯
ନୂଆଦିଲ୍ଲୀ: କୋଭିଡକୁ ସଂକ୍ରମଣକୁ ଦ୍ରୁତ ଗତିରେ କମାଇବାରେ ସଫଳ ହୋଇଛି ରାଜଧାନୀ ଦିଲ୍ଲୀ । ଦିନ ଥିଲା ଏଠାରେ ଦୈନିକ ସଂକ୍ରମଣ ୧୫ ହଜାର ପାର୍ କରୁଥିବା ବେଳେ ଏବେ ଏହାର ହ୍ରାସ ପାଇ ୪୦୦ ତଳକୁ ଚାଲି ଆସିଛି । ଯାହା…