Browsing Category
ଦେଶ
ପହଲଗାମ ଆତଙ୍କୀ ହମଲା, କୌଣସି ତଥ୍ୟ କିମ୍ୱା ଭିଡ଼ିଓ ଥିଲେ ଜଣାଇବାକୁ ଅପିଲ୍ କଲା NIA
ନୂଆଦିଲ୍ଲୀ: ପହଲଗାମ୍ ତଥ୍ୟ ଥିଲେ ଦିଅନ୍ତୁ। ପହଲଗାମ୍ ଆତଙ୍କୀ କାର୍ଯ୍ୟ ସମ୍ପର୍କରେ ଜଣାଇବାକୁ NIAର ଅପିଲ୍। ପର୍ଯ୍ୟଟକଙ୍କୁ ଭିଡ଼ିଓ କିମ୍ୱା କୌଣସି ତଥ୍ୟ ଥିଲେ NIAକୁ ଜଣାଇବାକୁ ଅପିଲ୍ କଲା ଏନଆଇଏ।
ପହଲଗାମ…
ଆଜି ସମ୍ପୂର୍ଣ୍ଣ ଅନ୍ଧାର ହୋଇଯିବ ରାଜଧାନୀ
ନୂଆଦିଲ୍ଲୀ: ଆଜି ଅନ୍ଧାର ହୋଇଯିବ ପୁରା ରାଜଧାନୀ। ଜଳିବନି ଲାଇଟ୍। ଆଜି ସମ୍ପୂର୍ଣ୍ଣ ଅନ୍ଧାର ହୋଇଯିବ ରାଜଧାନୀ ଦିଲ୍ଲୀ। ରାତି ୮ଟାରୁ ୮ ଟା ୧୫ ପର୍ଯ୍ୟନ୍ତ ରହିବ ବ୍ଲାକ ଆଉଟ୍। ପାଖାପାଖି ୧୫ ମିନିଟ୍ ଧରି ଅନ୍ଧାର…
ଭାରତ ଆକ୍ରମଣରେ ପରିବାରର ୧୪ ଜଣକୁ ହରାଇ, ପ୍ରତିଶୋଧ ନେବାକୁ ମୋଉକା ଖୋଜୁଛି ଆତଙ୍କୀ ମସୁଦ୍ ଅଜହର
ନୂଆଦିଲ୍ଲୀ: ଭାରତକୁ ଧମକ ଦେଲା କୁଖ୍ୟାତ ଆତଙ୍କବାଦୀ ମସୁଦ୍ ଅଜହର୍। ଭାରତର ଅପରେସନ୍ ସିନ୍ଦୂର ଏୟାରଷ୍ଟ୍ରାଇକରେ ପରିବାରର ୧୪ ଜଣଙ୍କୁ ହରାଇବା ପରେ ଆହୁରି ଆତଙ୍କୀ ହୋଇ ଉଠିଛି କୁଖ୍ୟାତ ଆତଙ୍କବାଦୀ।
ଖାଲି ଭାରତ…
ପାକିସ୍ତାନ ଉପରେ ଭାରତର ଆକ୍ରମଣ, ଜବାବ ଦେବାକୁ ପାକିସ୍ତାନ ସେନାଙ୍କୁ ଅନୁମତି ଦେଲେ ପାକ୍ ପ୍ରଧାନମନ୍ତ୍ରୀ
ପାକିସ୍ତାନ: ଘନେଇଲା ଭାରତ-ପାକିସ୍ତାନ ଯୁଦ୍ଧ ଆଶଙ୍କା। ଭାରତର ଆକ୍ରମଣର ଜବାବ ଦେବାକୁ ପାକିସ୍ତାନ ସେନାକୁ ଅନୁମତି ଦେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ସେହବାଜ୍ ସରିଫ୍। ଭାରତର ଆକ୍ରମଣ ପରେ ବୈଠକ ଡାକିଲେ ପାକିସ୍ତାନ…
‘ଅପରେସନ୍ ସିନ୍ଦୂର’, ପ୍ରଭୁ ହନୁମାନଙ୍କ ଅଶୋକ ବାଟିକା ନୀତି ଆପଣାଇଛି ଭାରତ
ନୂଆଦିଲ୍ଲୀ: ଅପରେସନ ସିନ୍ଦୂର ପରେ ପ୍ରତିକ୍ରିୟା ଦେଲେ ରାଜନାଥ ସିଂ। ସଠିକ୍ ଭାବେ ଭାରତୀୟ ସେନା ଏୟାରଷ୍ଟ୍ରାଇକ୍ କରିଛି। କେବଳ ଆତଙ୍କୀ ଠିକଣାକୁ ଟାର୍ଗେଟ୍ କରିଥିଲେ ଭାରତୀୟ ସେନା।
ଭାରତୀୟ ସେନା ଆମର ଗର୍ବ…
କିଏ ମସୁଦ ଅଜହର?
ନୂଆଦିଲ୍ଲୀ: ଭାରତୀୟ ସଶସ୍ତ୍ର ବାହିନୀ ଦ୍ୱାରା କରାଯାଇଥିବା ଅପରେସନ ସିନ୍ଦୁରରେ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦର ମୁଖ୍ୟ ମାସୁଦ ଆଝାରଙ୍କ ପରିବାରର ୧୦ ଜଣ ସଦସ୍ୟଙ୍କ ମୃତ୍ୟୁ ହୋଇଛି। ଗଣମାଧ୍ୟମ ରିପୋର୍ଟ ଅନୁସାରେ,…
Big Breaking: CBI ନିର୍ଦ୍ଦେଶକଙ୍କ କାର୍ଯ୍ୟକାଳ ବର୍ଷେ ବଢ଼ିଲା, କମିଟି ବୈଠକ ଆଧାରରେ ନିଷ୍ପତ୍ତି
ନୂଆଦିଲ୍ଲୀ: କ୍ରାଇମ ବ୍ରାଞ୍ଚ ଅଫ୍ ଇଣ୍ଡିଆ ନିର୍ଦ୍ଦେଶକ ପ୍ରବୀଣ ସୁଦଙ୍କ କାର୍ଯ୍ୟକାଳ ବଢ଼ିଛି । ପର୍ସନେଲ ମିନିଷ୍ଟ୍ରି ସୂଚନା ମୁତାବକ ପ୍ରବୀଣଙ୍କ କାର୍ଯ୍ୟକାଳ ୧ ବର୍ଷ ବଢ଼ାଇ ଦିଆଯାଇଛି ।
ସୋମବାର ଏ…
ସାରା ଦେଶରେ ବାଜିଲା ଯୁଦ୍ଧ ସାଇରନ୍, ଆରମ୍ଭ ହେଲା ମକ୍ ଡ୍ରିଲ୍
ଭୁବନେଶ୍ୱର: ବାଜିଲା ଯୁଦ୍ଧ ସାଇରନ୍। ସାରା ଦେଶରେ ବାଜିଲା ଯୁଦ୍ଧ ସାଇରନ୍। ସୁରକ୍ଷିତ ସ୍ଥନକୁ ଚାଲିଯିବାକୁ ଦିଆଗଲା ନିର୍ଦ୍ଦେଶ। ନିଜ ଜୀବନ ବଞ୍ଚାଇବାକୁ ଦିଆଗଲା ନିର୍ଦ୍ଦେଶ। ଯୁଦ୍ଧ ପ୍ରସ୍ତୁତି ପାଇଁ ଆରମ୍ଭ ହେଲା…
‘ଅପରେସନ ସିନ୍ଦୂର’ ନେଇ ସରକାର ଡାକିଲେ ସର୍ବଦଳୀୟ ବୈଠକ
ନୂଆଦିଲ୍ଲୀ: ସରକାର ଡାକିଲେ ସର୍ବଦଳୀୟ ବୈଠକ। 'ଅପରେସନ ସିନ୍ଦୂର' ନେଇ ହେବ ଆଲୋଚନା। ଆସନ୍ତାକାଲି ସର୍ବଦଳୀୟ ବୈଠକ ଡାକିଲେ କେନ୍ଦ୍ର ସରକାର। ଦିନ ୧୧ଟାରେ ବସିବ ସର୍ବଦଳୀୟ ବୈଠକ। ଅପରେସନ ସିନ୍ଦୂର ନେଇ ବୈଠକରେ ହେବ…
ଖୋଲିଲା ପାକିସ୍ତାନର ଅସଲ ମୁଖା, ମୃତ ଆତଙ୍କବାଦୀଙ୍କୁ କାନ୍ଧ ଦେଲେ ପାକ୍ ସେନା ଅଧିକାରୀ
ନୂଆଦିଲ୍ଲୀ: ପାକିସ୍ତାନର ଖୋଲିଲା ପୋଲ୍। ପାକିସ୍ତାନରେ ନମାଜ-ଏ-ଜନାଜା। ଅର୍ଥାତ୍ ଗତକାଲି ରାତିରେ ଭାରତର ଏୟାର ଷ୍ଟ୍ରାଇକରେ ପ୍ରାଣ ହରାଇ ଥିବା ଆତଙ୍କବାଦୀଙ୍କ ଅନ୍ତିମ ସଂସ୍କାର ପାଇଁ ବାହାରିଲା ଶୋଭାଯାତ୍ରା।…