Browsing Category

ଦେଶ

ମାଗଣା ବିଜୁଳି ଯୋଜନାରେ ମୋଦୀ ଦେଲେ ଖୁସି ଖବର, ଦେଶର ଜନତାଙ୍କୁ କଲେ ଏହି ନିବେଦନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପିଏମ୍ ସୂର୍ଯ୍ୟଘର ଯୋଜନାକୁ ନେଇ ଦେଶବାସୀଙ୍କ ପ୍ରତିକ୍ରିୟା ଉପରେ ଖୁସି ବ୍ୟକ୍ତ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଏହି ଯୋଜନା ଲଞ୍ଚ ହେବାର ମାତ୍ର ଏକ ମାସ ଭିତରେ…

କେଜ୍ରିୱାଲଙ୍କୁ ମିଳିଲା ବଡ ଆଶ୍ୱସ୍ତି, ଇଡିର ସମନ ନ ମାନିବା ମାମଲାରେ ମିଳିଲା ଜାମିନ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଇଡିର ସମନ ନ ମାନିବା ମାମଲାରେ ବଡ ଆଶ୍ୱସ୍ତି ମିଳିଛି । କୋର୍ଟ ତାଙ୍କୁ ୧୫,୦୦୦ଟଙ୍କା ମୁଚାଲିକା ଓ ୧ଲକ୍ଷ ଟଙ୍କା ସିକ୍ୟୁରିଟି ବଣ୍ଡ ବଦଳରେ ନିୟମିତ…

ଆଜି ସାରା ଦେଶରେ ଲାଗୁ ହେଉଛି Code of Conduct: ଏହିସବୁ କାର୍ଯ୍ୟରେ ଳାଗିବ ପ୍ରତିବନ୍ଧକ

ନୂଆଦିଲ୍ଲୀ: ଆଜି ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା କରିବେ ନିର୍ବାଚନ କମିସନ୍ । ନିର୍ବାଚନ ତାରିଖ ଘୋଷଣା ପରେ ସାରା ଦେଶରେ ଆଦର୍ଶ ଆଚାର ସଂହିତା ନିୟମ ମଧ୍ୟ ଲାଗୁ ହେବ । ନିଷ୍ପକ୍ଷ ଏବଂ ପାରଦର୍ଶୀ ଭାବରେ…

ସୀମାରେ ଯେକୌଣସି ପରିସ୍ଥିତିର ମୁକାବିଲା କରିବାକୁ ଆମେ ସକ୍ଷମ; ସେନାମୁଖ୍ୟ

ନୂଆଦିଲ୍ଲୀ: ଏଲ୍ଏସିରେ ସ୍ଥିତି ସ୍ଥିର କିନ୍ତୁ ସମ୍ବେଦନଶୀଳ ବୋଲି ଭାରତୀୟ ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ କହିଛନ୍ତି। ଏଲଏସିରେ ଭାରତୀୟ ସୈନ୍ୟ ଓ ଅନ୍ୟାନ୍ୟ ସାମରିକ ପ୍ରତିଷ୍ଠାନ ମୁତୟନ ବଢ଼ାଇ ଆମେ ବହୁତ ଦୃଢ଼…

ବୃଦ୍ଧି ପାଇବ ଭାରତୀୟ ପ୍ରତିରକ୍ଷା କ୍ଷମତା, ପଶ୍ଚିମ ସୀମାରେ ନିୟୋଜିତ ହେବ ‘ଏୟାର ଟ୍ୟାଙ୍କ୍‌’

ନୂଆଦିଲ୍ଲୀ: ଭାରତ କ୍ରମାଗତ ଭାବେ ଏହାର ପ୍ରତିରକ୍ଷା କ୍ଷମତା ବୃଦ୍ଧି କରୁଛି । ପଶ୍ଚିମରେ ପାକିସ୍ତାନ ଏବଂ ଉତ୍ତରରେ ଚୀନର ମନ୍ଦ ଉଦ୍ଦେଶ୍ୟ ଉପରେ ରୋକ୍ ଲଗାଇବା ପାଇଁ ସୀମାବର୍ତ୍ତୀ ଅଞ୍ଚଳରେ ଡିଫେନ୍ସ ସିଷ୍ଟମକୁ…

ସିଏଏକୁ ନେଇ ହିମନ୍ତଙ୍କୁ ଓୱେସିଙ୍କ ଟାର୍ଗେଟ; ୧୨ଲକ୍ଷ ହିନ୍ଦୁ ନାଗରିକତା ପାଇବେ, ଦେଢ଼ ଲକ୍ଷ ମୁସଲମାନଙ୍କର କ’ଣ ହେବ?

ନୂଆଦିଲ୍ଲୀ: ଭାରତରେ ନାଗରିକତା ସଂଶୋଧନ ଆଇନ (ସିଏଏ) ୨୦୧୯ ଲାଗୁ ହେବା ପରଠାରୁ ଆରମ୍ଭ ହୋଇଥିବା ଆନ୍ଦୋଳନ ଥମିବାର ନାଁ ନେଉନାହିଁ । ଏହାକୁ ନେଇ ଅଲ୍ ଇଣ୍ଡିଆ ମଜଲିସ-ଏ-ଇତେହାଦୁଲ ମୁସଲିମିନ୍ (ଏଆଇଏମ୍ଆଇଏମ୍) ମୁଖ୍ୟ…

କର୍ମଚାରୀଙ୍କ ଦରମାରେ ୧୭% ବୃଦ୍ଧି: ନିର୍ବାଚନ ପୂର୍ବରୁ ବଡ଼ ଉପହାର ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ସନ୍ଧ୍ୟା ସୁଦ୍ଧା ସାଧାରଣ ନିର୍ବାଚନର ତାରିଖ ଘୋଷଣା ହେବ । ନିର୍ବାଚନ ତାରିଖ ଲାଗୁ ହେବା ସହିତ ଦେଶରେ ଆଦର୍ଶ ଆଚରଣ ବିଧି ଆଇନ୍ ମଧ୍ୟ ଲାଗୁ ହେବ । ତେବେ ଏହି ତାରିଖ ଘୋଷଣା ହେବା ପୂର୍ବରୁ ମୋଦୀ…

ଭାରତୀୟ ନୌସେନାର ପୂର୍ବତନ ମୁଖ୍ୟଙ୍କ ୯୦ ବର୍ଷ ବୟସରେ ପରଲୋକ

ନୂଆଦିଲ୍ଲୀ: ଭାରତୀୟ ନୌସେନାର ପୂର୍ବତନ ମୁ୍‌ଖ୍ୟ ଆଡମିରାଲ ଲକ୍ଷ୍ମୀନାରାୟଣ ରାମଦାସଙ୍କର ଶୁକ୍ରବାର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ବୟସ ହୋଇଥିଲା । ବାର୍ଦ୍ଧକ୍ୟ ଜନିତ ସମସ୍ୟା କାରଣରୁ…

ଆଜି ଘୋଷଣା ହେବ ସାଧାରଣ ନିର୍ବାଚନର ତାରିଖ: ୭ଟି ପର୍ଯ୍ୟାୟରେ ହେବ ଭୋଟିଂ!

ନୂଆଦିଲ୍ଲୀ: ଆଜି ଦେଶରେ ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା କରିବେ ଇଲେକ୍ସନ କମିସନ୍ । ନୂଆ ଦୁଇ ଜଣ ଅଧିକାରୀ ନିର୍ବାଚନ କମିସନ୍ ଭାବରେ ଦାୟିତ୍ୱ ନେବା ମାତ୍ରେ ନିର୍ବାଚନ ତାରିଖ ଘୋଷଣା କରିବାକୁ ନିଷ୍ପତ୍ତି…

ଅରବିନ୍ଦ କେଜରିୱାଲଙ୍କୁ ବଡ଼ ଝଟକା, ଆଜି କୋର୍ଟରେ ହେବେ ହାଜର

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ବଡ଼ ଝଟକା ଲାଗିଛି । ଦିଲ୍ଲୀ ସ୍ଥିତ ରାଉଜ୍ ଆଭେନ୍ୟୁ କୋର୍ଟ କେଜରିୱାଲଙ୍କୁ ମାର୍ଚ୍ଚ ୧୬ରେ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରବର୍ତ୍ତନ…