fbpx
Browsing Category

ଦେଶ

ଜେଏନୟୁରେ ୨ ଗୋଷ୍ଠୀ ଛାତ୍ରଙ୍କ ମଧ୍ୟରେ ପିଟାପିଟିରେ ବହୁ ଛାତ୍ର ଆହତ, Video ଭାଇରାଲ୍‌

ନୂଆଦିଲ୍ଲୀ:ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟ (JNU) କ୍ୟାମ୍ପସରୁ ପୁଣି ହିଂସାକାଣ୍ଡର ଚିତ୍ର ସାମ୍ନାକୁ ଆସିଛି । ଗତକାଲି ରାତିରେ ସ୍କୁଲ ଅଫ୍ ଲାଙ୍ଗୁଏଜ୍‌ରେ ଚାଲିଥିବା ଜେନେରାଲ ବଡି ମିଟିଂରେ ବାମ ଓ ଦକ୍ଷିଣ ପନ୍ଥୀ…

ଦେଶ ଓ ରାଜ୍ୟ ପାଇଁ ସେମିକଣ୍ଡକ୍ଟର ଗୁରୁତ୍ୱପୂର୍ଣ୍ଣ କାହିଁକି: ଦେଶରେ ୩ଟି ସେମିକଣ୍ଡକ୍ଟର ୟୁନିଟ୍ ପ୍ରତିଷ୍ଠା ହେଲେ ସାଧାରଣ ଜନତାଙ୍କୁ କ’ଣ…

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦେଶରେ ୩ଟି ସେମିକଣ୍ଡକ୍ଟର ୟୁନିଟ୍ ପ୍ରତିଷ୍ଠା ନେଇ କେନ୍ଦ୍ର କ୍ୟାବିନେଟରେ ଅନୁମୋଦନ ମିଳିଛି । ଦେଶରେ ସେମିକଣ୍ଡକ୍ଟର ଉତ୍ପାଦନ ବୃଦ୍ଧି ପାଇଁ ଗତ କିଛି ବର୍ଷ ମଧ୍ୟରେ କେନ୍ଦ୍ର ସରକାର ଓ…

ବିଜେପିର ପ୍ରଥମ ତାଲିକାରେ ରହିବ ଏହି ନେତାଙ୍କ ନାମ, ଆଜି ୧୦୦ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା ଆଶା

ନୂଆଦିଲ୍ଳୀ: ଗୁରୁବାର ରାତିରେ ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବିଜେପି ସଭାପତି ଜେପି ନାଡା, ଗୃହମନ୍ତ୍ରୀ ଅମିତ ଶାହାଙ୍କ ସମେତ ବଡ…

କ’ଣ ଆପଣଙ୍କ ଆକାଉଣ୍ଟକୁ ଆସିନାହିଁ ପିଏମ୍‌ କିଷାନ ୧୬ତମ କିସ୍ତି ? ଏପରି କରନ୍ତୁ ଅଭିଯୋଗ

ନୂଆଦିଲ୍ଲୀ : ପିଏମ୍ କିଷାନ ସମ୍ମାନ ନିଧି (ପିଏମ-କିଷାନ) ଯୋଜନାର ୧୬ତମ କିସ୍ତି ଜାରି କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଦେଶର ୯ କୋଟିରୁ ଅଧିକ କୃଷକଙ୍କ ଆକାଉଣ୍ଟକୁ ଏହି ଅର୍ଥ ଟ୍ରାନ୍ସଫର କରାଯାଇଛି । ଏ…

ଭିଡିଓ କଲ୍‌ ରେ ହେଉଛି ଠକେଇ, ଟିକିଏ ଅସାବଧାନତା ଯୋଗୁଁ ଖାଲି ହୋଇଯିବ ଆକାଉଣ୍ଟ

ନୂଆଦିଲ୍ଲୀ,: ଆଜିର ଯୁଗରେ ଭିଡିଓ କଲିଂ ସାଧାରଣ ହୋଇଗଲାଣି। ସାଧାରଣ ଭଏସ କଲ୍‌ ଅପେକ୍ଷା ଭିଡିଓ କଲ୍‌ ଅଧିକ କରାଯାଏ। ଭିଡିଓ କଲ୍‌ ମାଧ୍ୟମରେ ଆପଣ ଅନ୍ୟ ଜଣକୁ ସିଧାସଳଖ ଦେଖିପାରିବେ, କିନ୍ତୁ ଆପଣ ଜାଣନ୍ତି କି ଭିଡିଓ…

ପୋଲିସ କନେଷ୍ଟବଳଙ୍କ ପାଇଁ ବଞ୍ଚିଗଲା ଚାଷୀଙ୍କ ଜୀବନ: ତେଲେଙ୍ଗାନାରୁ ଆସିଲା ମଣିଷପଣିଆର ବାସ୍ତବ ଚିତ୍ର

କରିମନଗର: ପୋଲିସ କର୍ମଚାରୀଙ୍କ ଉଦ୍ୟମ ବଳରେ ବଞ୍ଚିଗଲା ଜଣେ ଚାଷୀଙ୍କ ଜୀବନ। ତେଲେଙ୍ଗାନାରେ ଦେଖିବାକୁ ମିଳିଛି ମଣିଷପଣିଆର ଏଭଳି ଏକ ବାସ୍ତବ ଚିତ୍ର। ଆତ୍ମହତ୍ୟା ଉଦ୍ୟମ କରିଥିବା ଚାଷୀଙ୍କ ଜୀବନ ବଞ୍ଚାଇବା ପାଇଁ ନିଜ…

Fastag KYC ର ବଢିଲା ଡେଡଲାଇନ, NHAI ଦେଲା ଆଶ୍ୱସ୍ତି- ଜାଣନ୍ତୁ ଅପଡେଟର ଶେଷ ତାରିଖ

ନୂଆଦିଲ୍ଲୀ: ଫାଷ୍ଟଟ୍ୟାଗ କେୱାଇସିର ଶେଷ ତାରିଖ ପୁଣି ଥରେ ବଢାଯାଇଛି । ଫାଷ୍ଟଟ୍ୟାଗ କେୱାଇସି ଅପଡେଟ କରିବା ଲାଗି ଆଜି ଶେଷ ତାରିଖ ଥିଲା, ଯାହାକୁ ଜାତୀୟ ରାଜପଥ ପ୍ରାଧିକରଣ ବଢାଇଦେଇଛି । ବର୍ତ୍ତମାନ ମାର୍ଚ୍ଚର…

ଧର୍ମେନ୍ଦ୍ର ଓ ଅଶ୍ଵିନୀଙ୍କ ବଢୁଛି ଲୋକପ୍ରିୟତା: ଇଣ୍ଡିଆନ ଏକ୍ସପ୍ରେସ ସର୍ଭେ ରିପୋର୍ଟ

ଓଡ଼ିଶା ଭାସ୍କର: ପ୍ରାୟତଃ ଅନେକ ସମୟରେ ବିଭିନ୍ନ ଜାତୀୟ ଗଣମାଧ୍ୟମ ପକ୍ଷରୁ ଅନେକ ସାରା ସର୍ଭେ କରାଯାଇଥାଏ । ଏହିପରି ଦେଶର ଏକ ପ୍ରମୁଖ ଗଣମାଧ୍ୟମ 'ଇଣ୍ଡିଆନ ଏକ୍ସପ୍ରେସ' ନିକଟରେ ଗୋଟିଏ ସର୍ଭେ କରିଥିଲା। ଯାହାର ନାମ…

ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପି.କେ ମିଶ୍ରଙ୍କୁ ସମ୍ମାନସୂଚକ ଡି.ଲିଟ୍‌ ଉପାଧି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପ୍ରମୋଦ କୁମାର ମିଶ୍ରଙ୍କୁ ଉତ୍କଳ ବିଶ୍ୱବିଦ୍ୟାଳୟର ୫୩ତମ ସମାବର୍ତ୍ତନ ସମାରୋହରେ ସମ୍ମାନସୂଚକ ଡି.ଲିଟ୍‌ ଉପାଧିରେ ସମ୍ମାନିତ କରାଯାଇଛି । ବିଶ୍ୱବିଦ୍ୟାଳୟ…

Union Cabinet Meeting: ସେମିକଣ୍ଡକ୍ଟର ପ୍ଲାଣ୍ଟକୁ ମିଳିଲା ମଞ୍ଜୁରୀ, ତିଆରି ହେବ ୩୦୦ କୋଟି ଚିପ୍ସ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଗୁରୁବାର ଦିନ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ସେମିକଣ୍ଡକ୍ଟର ଉତ୍ପାଦନ ଏବଂ ଛାତର ସୌର ପ୍ରକଳ୍ପ ପ୍ରତିଷ୍ଠା ସମ୍ବନ୍ଧରେ ଅନେକ…