fbpx
Browsing Category

ଦେଶ

(Video) ଶାହରୁଖ ଖାନ ଏବଂ ନୟନତାରା ଜିତିଲେ ‘ଯବାନ’ ପାଇଁ ଦାଦାସାହେବ ଫାଲକେ ବେଷ୍ଟ ଆକ୍ଟର ଆୱାର୍ଡ, ଏହି ତାରକାମାନେ ମଧ୍ୟ ମାରିଲେ ବାଜି

ନୂଆଦିଲ୍ଲୀ: ଦେଶର ସବୁଠାରୁ ପ୍ରତିଷ୍ଠିତ ପୁରଷ୍କାର ମଧ୍ୟରେ ଦାଦା ସାହେବ ଫାଲକେ ଇଣ୍ଟରନାସନାଲ ଆୱାର୍ଡ ଅନ୍ୟତମ । ଆୱାର୍ଡ ପ୍ରଦାନର କାର୍ଯ୍ୟକ୍ରମ ମଙ୍ଗଳବାର ସଂଧ୍ୟାରେ ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଅଜଣା ଗାଡ଼ି ଧକ୍କାରେ ୮ ଜଣଙ୍କ ମୃତ୍ୟୁ

ଓଡ଼ିଶା ଭାସ୍କର: ସକାଳୁ ସକାଳୁ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ଯାଇଛି । ଅଜଣା ଗାଡ଼ି ଧକ୍କାରେ ଏକ ଭ୍ୟାନ୍ ଦୁର୍ଘଟଣାର ଶିକାର ହୋଇଛି । ଫଳରେ ୮ ଜଣ ଯାତ୍ରୀ ମୃତ୍ୟୁବରଣ କରିଛନ୍ତି । ଲଖିସରାଇ-ସିକନ୍ଦରା ମୁଖ୍ୟ…

ଭାରତ-ଇଂଲଣ୍ଡ ଚତୁର୍ଥ ଟେଷ୍ଟ ବାତିଲ୍ କରିବାକୁ ଖଲିସ୍ତାନୀ ଆତଙ୍କବାଦୀର ଧମକ

ନୂଆଦିଲ୍ଲୀ: ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜକୁ ନେଇ ଆତଙ୍କବାଦ ଧମକ ମିଳିଛି । ଆସନ୍ତା ୨୩ ତାରିଖରେ ଝାଡ଼ଖଣ୍ଡର ରାଞ୍ଚିତ ସ୍ଥିତ ଜେଏସସିଏ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଚତୁର୍ଥ ଟେଷ୍ଟ ଖେଳାଯିବ । ତା’ ପୂର୍ବରୁ ଖଲିସ୍ତାନୀ…

ଆମେରିକାରେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ବଢ଼ିବାରେ ଲାଗିଛି: ଏହା ପଛର ରହସ୍ୟ କ’ଣ? ସମସ୍ତଙ୍କର ବୟସ ୨୫ ବର୍ଷରୁ କମ୍

ନୂଆଦିଲ୍ଲୀ: ଗତ କିଛିଦିନ ହେବ ଆମେରିକାରେ ଜଣଙ୍କ ପରେ ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିଛି । ଚଳିତ ବର୍ଷ ପ୍ରାରମ୍ଭରୁ ବର୍ତ୍ତମାନ ସୁଦ୍ଧା ୭ ଜଣଙ୍କ ଜୀବନ ହାନୀ ଘଟି ସାରିଲାଣି । ସବୁଠାରୁ ବଡ଼ କଥା…

ଭେଟାଭେଟି ହେଲେ ବିଶ୍ୱର ସବୁଠାରୁ ଲମ୍ବା ପୁରୁଷ ଓ ଛୋଟ ମହିଳା; ପୁଅ ୮ଫୁଟ୍ ୩ଇଞ୍ଚ, ଝିଅ ୨ଫୁଟ୍

ଓଡ଼ିଶା ଭାସ୍କର : ଭେଟାଭେଟି ହେଲେ ବିଶ୍ୱର ସବୁଠାରୁ ଲମ୍ବା ପୁରୁଷ ଓ ଛୋଟ ମହିଳା । କାଲିଫର୍ଣ୍ଣିଆର ଇର୍ଭିନ୍ ଠାରେ ବିଶ୍ୱର ସବୁଠାରୁ ଲମ୍ବା ପୁରୁଷ ତୁର୍କିଏର ସୁଲତାନ କୋସେନ୍ ସୋମବାର ଭାରତର ଜ୍ୟୋତି ଆମ୍ଗେଙ୍କୁ…

ଦ୍ୱିତୀୟ ସନ୍ତାନ ‘ଅକାୟ’କୁ ସ୍ୱାଗତ କଲେ ବିରାଟ-ଅନୁଷ୍କା: ଭାମିକାକୁ ମିଳିଗଲା ସାନ ଭାଇ

ନୂଆଦିଲ୍ଲୀ: କ୍ରିକେଟର ବିରାଟ କୋହଲି ଓ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ଘରକୁ ଆସିଛି ଏକ ନୂଆ ଅତିଥି । ନିଜର ଦ୍ୱିତୀୟ ସନ୍ତାନଙ୍କୁ ସ୍ୱାଗତ କରିଛନ୍ତି ଏହି ଷ୍ଟାର ଦମ୍ପତ୍ତି । ଏନେଇ ବିରାଟ ନିଜର ଇନଷ୍ଟାଗ୍ରାମ…

ସାରଥି ପୋର୍ଟାଲ ସମସ୍ୟା; ଫେବୃଆରୀ ୨୯ ଯାଏଁ ଲର୍ଣ୍ଣର-ଡ୍ରାଇଭିଂ ଲାଇସେନ୍ସର ବୈଧତା ବୃଦ୍ଧି କଲା ସଡ଼କ ମନ୍ତ୍ରାଳୟ

ନୂଆଦିଲ୍ଲୀ: ସାରଥି ପୋର୍ଟାଲରେ ସମସ୍ୟା ଯୋଗୁଁ ଲର୍ଣ୍ଣର-ଡ୍ରାଇଭିଂ ଲାଇସେନ୍ସ, କଣ୍ଡକ୍ଟର ଲାଇସେନ୍ସର ବୈଧତା ଫେବ୍ରୁଆରି ୨୯ ପର୍ଯ୍ୟନ୍ତ ବୃଦ୍ଧି କଲା ସଡ଼କ ମନ୍ତ୍ରାଳୟ। ଲର୍ଣ୍ଣର ଲାଇସେନ୍ସ, ଡ୍ରାଇଭିଂ ଲାଇସେନ୍ସ…

ବିନା ପ୍ରତିଦ୍ୱନ୍ଦ୍ୱିତାରେ ରାଜ୍ୟସଭାକୁ ନିର୍ବାଚିତ ହେଲେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ

ଜୟପୁର: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ରାଜସ୍ଥାନରୁ ବିନା ପ୍ରତିଦ୍ୱନ୍ଦ୍ୱିତାରେ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି। ରାଜସ୍ଥାନ ରାଜ୍ୟସଭା ନିର୍ବାଚନ୨୦୨୪ରେ ୨ ଜଣ ବିଜେପି ଓ ଜଣେ କଂଗ୍ରେସ ପ୍ରାର୍ଥୀ…

ଆପ୍ ନେତା କୁଲଦୀପ କୁମାର ହେବେ ଚଣ୍ଡିଗଡ଼ର ପରବର୍ତ୍ତୀ ମେୟର: ବିଜେତା ଘୋଷଣା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଚଣ୍ଡିଗଡ଼ ମେୟର ନିର୍ବାଚନକୁ ନେଇ ଆସିଛି ଏକ ବଡ଼ ଖବର । ମେୟର ନିର୍ବାଚନରେ ଜାଲିଆତି କରାଯାଇଥିବା ନେଇ କଂଗ୍ରେସ ଓ ଆମ୍ ଆଦମୀ ପାର୍ଟି (ଆପ) ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ତେବେ ଏହା ମଧ୍ୟରେ…

ଶିଖ୍ ପୋଲିସ ଅଧିକାରୀଙ୍କୁ ଖଲିସ୍ତାନୀ କହିବାକୁ ନେଇ ତେଜୁଛି ବିବାଦ; ମମତା କହିଲେ ବିଜେପି ବିଭାଜନକାରୀ ରାଜନୀତି କରୁଛି

କୋଲକତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଙ୍ଗଳବାର କହିଛନ୍ତି ଯେ ବିଜେପିର ବିଭାଜନକାରୀ ରାଜନୀତି ସାମ୍ବିଧାନିକ ସୀମାକୁ ଖୋଲାଖୋଲି ଉଲ୍ଲଂଘନ କରିଛି। ଏହା ସହ ଜଡିତ ଏକ ଭିଡିଓ ମଧ୍ୟ ସେ ନିଜ ଏକ ଟ୍ୱିଟରେ…