fbpx
Browsing Category

ଦେଶ

(Video) ଅଯୋଧ୍ୟାରେ ହଠାତ୍ ପହଞ୍ଚିଗଲେ ରାମ: ଶହ ଶହ ଲୋକ ଦୌଡ଼ିଯାଇ ପାଦ ଛୁଇଁ କାନ୍ଦିଲେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ୨୨ ତାରିଖରେ ମର୍ଯ୍ୟାଦାପୁରୁଷ ପ୍ରଭୁ ଶ୍ରୀରାମ ଚନ୍ଦ୍ରଙ୍କ ରାମ ମନ୍ଦିରର ପ୍ରତିଷ୍ଠା ଉତ୍ସବ ବଡ଼ ଧୂମଧାମରେ ପାଳିତ ହେବ । ଏହି ଭବ୍ୟ ଉତ୍ସବରେ ଦେଶ ବିଦେଶର ବହୁ ସାଧୂସନ୍ଥ,…

ଭାରତ ପାଇଁ ଖୁସି ଖବର: ବାସୁମତି ହେଲା ବିଶ୍ୱର ଶ୍ରେଷ୍ଠ ଚାଉଳ

ନୂଆଦିଲ୍ଲୀ: ଗତ କିଛିଦିନ ହେବ ବିଶ୍ୱର ସବୁ କ୍ଷେତ୍ରରେ ଭାରତ ଶ୍ରେଷ୍ଠ ମାନ୍ୟତା ପାଇବାରେ ଲାଗିଛି। ଖେଳ ଠାରୁ ଆରମ୍ଭ କରି ବିଜ୍ଞାନ ଓ କୃଷି କ୍ଷେତ୍ରରେ ଭାରତ ତାହାର ନୂଆ ରେକର୍ଡ କରୁଛି। ତେବେ ଭାରତ ପାଇଁ ପୁଣି ଆଉ…

ଶର୍ମିଲା ହେବେ ଆନ୍ଧ୍ର କଂଗ୍ରେସର ନୂଆ ଅଧ୍ୟକ୍ଷ: ରୁଦ୍ର ରାଜୁଙ୍କ ଇସ୍ତଫା ପରେ ବଢ଼ିଲା ଚର୍ଚ୍ଚା

ନୂଆଦିଲ୍ଲୀ: ଆଉ କିଛି ମାସ ପରେ ଦେଶରେ ଲୋକସଭା ନିର୍ବାଚନ ହେବ । ଏଥିସହିତ ଚଳିତ ବର୍ଷ କିଛି ରାଜ୍ୟରେ ବିଧାନସଭା ନିର୍ବାଚନ ମଧ୍ୟ ହେବ । ତେବେ ବିଧାନସଭା ନିର୍ବାଚନ ପୂର୍ବରୁ ଆନ୍ଧ୍ରପ୍ରଦେଶ ରାଜନୀତି ଚଳଚଞ୍ଚଳ…

ଶ୍ରୀରାମ ଜନ୍ମଭୂମି ମନ୍ଦିର ଟ୍ରଷ୍ଟ ପକ୍ଷରୁ ସୂଚନା: ୧୨.୨୦ରେ ଆରମ୍ଭ ହେବ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା

ନୂଆଦିଲ୍ଲୀ: ଆସନ୍ତା ୨୨ ତାରିଖରେ ହେବାକୁ ଥିବା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମର ସମସ୍ତ ପ୍ରସ୍ତୁତି ସମାପ୍ତ ହୋଇଯାଇଛି । ପ୍ରାଣ ପ୍ରତିଷ୍ଠା ପୂର୍ବରୁ ହେବାକୁ ଥିବା ପୂଜନ ଜାନୁଆରୀ ୧୬ ତାରିଖରୁ…

ତାମିଲନାଡ଼ୁରେ ଜଲ୍ଲୀକଟ୍ଟୁ ବେଳେ ଅଘଟଣ: SIଙ୍କ ସମେତ ୩୬ ଜଣ ଆହତ, ୬ ଜଣଙ୍କ ଅବସ୍ଥା ଗମ୍ଭୀର

ନୂଆଦିଲ୍ଲୀ: ତାମିଲନାଡ଼ୁର ମଦୁରେଇର ଅବନିୟାପୁରମଠାରେ ୨୦୨୪ର ସବୁଠାରୁ ବଡ଼ ଜଲ୍ଲୀକଟ୍ଟୁ ଆରମ୍ଭ ହୋଇଯାଇଛି । ଏହାକୁ ଆୟୋଜନ କରିବା ପାଇଁ ୧ ହଜାର ଷଣ୍ଢ ଓ ୬୦୦ ଜଣ ଧରାଳି ପଞ୍ଜିକୃତ ହୋଇଛନ୍ତି । ଜିଲ୍ଲା କଲେକ୍ଟରଙ୍କ…

AIର ସାହାଯ୍ୟ ନେଇ YouTubeରେ କରିପାରିବେ ରୋଜଗାର, ଜାଣନ୍ତୁ ଉପାୟ

ନୂଆଦିଲ୍ଲୀ: ଗୁଗୁଲର ଭିଡିଓ ଷ୍ଟ୍ରିମିଂ ପ୍ଲାଟଫର୍ମ ୟୁଟ୍ୟୁବକୁ ବିଶ୍ୱର ଲକ୍ଷ ଲକ୍ଷ ଲୋକ ବ୍ୟବହାର କରନ୍ତି। ଏହି ପ୍ଲାଟଫର୍ମରେ ମାସିକ ୨ବିଲିୟନରୁ ଅଧିକ ଉପଭୋକ୍ତା ଅଛନ୍ତି। ସମସ୍ତେ ୟୁଟ୍ୟୁବରେ ଭିଡିଓ ଦେଖୁଛନ୍ତି…

କୋଟି କୋଟି ୟୁଜର୍ସଙ୍କୁ ଝଟକା ଦେବେ ଏୟାରଟେଲ ଏବଂ ଜିଓ, ବନ୍ଦ ହେବ ଏହି ଫ୍ରି ସର୍ଭିସ

ନୂଆଦିଲ୍ଲୀ: ଏୟାରଟେଲ ଏବଂ ଜିଓ କମ୍ପାନୀ ଦେଶର ୭୦ କୋଟି ୟୁଜର୍ସଙ୍କୁ ଝଟକା ଦେବାକୁ ଯାଉଛନ୍ତି । ଏହି ଦୁଇଟି ଟେଲିକମ କମ୍ପାନୀ ଚଳିତ ବର୍ଷ ଜୁନ ମାସ ପର୍ଯ୍ୟନ୍ତ ନିଜ ଅନଲିମିଟେଡ ଫ୍ରି 5G ଡାଟା ବେନିଫିଟ୍ସକୁ ବନ୍ଦ…

(Video) ଅଯୋଧ୍ୟା ପଠାଯିବ ୫ ଲକ୍ଷ ଲଡୁ, ନିଜେ ପ୍ୟାକିଂ କରୁଛନ୍ତି ମୁଖ୍ୟମନ୍ତ୍ରୀ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ହେବାକୁ ଥିବା ସମୟ ପାଖେଇ ଆସୁଛି। ଏହି ସମୟରେ ମଧ୍ୟପ୍ରଦେଶର ଉଜୈନୀରେ ୫ ଲକ୍ଷ ଲଡୁ ପ୍ରସ୍ତୁତ କରାଯାଉଛି ଯାହା ଅଯୋଧ୍ୟାକୁ ପଠାଯିବ। ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ…

Indian Army Day: ପ୍ରତିବର୍ଷ ଏହାକୁ ଜାନୁଆରୀ ୧୫ରେ କାହିଁକି ପାଳନ କରାଯାଉଛି? ଜାଣନ୍ତୁ, କାରଣ ….

ଓଡିଶା ଭାସ୍କର: ଖରା, ବର୍ଷା, ଶୀତ କାକରକୁ ଖାତିର ନ କରି ସେମାନେ ଆମ ସୁରକ୍ଷା ପାଇଁ ଦିନରାତି ସୀମାରେ ପଇଁତରା ମାରନ୍ତି। ଯଦି ଆମେ ଆଜି ଘରେ ସୁରକ୍ଷିତ ଭାବେ ଶୋଇପାରୁଛେ, ତାହା କେବଳ ସେମାନଙ୍କ ପାଇଁ ସମ୍ଭବ ହୋଇଛି।…

PHOTOS: ରାମ ମନ୍ଦିର ଗର୍ଭଗୃହର ପ୍ରସ୍ତୁତି ଶେଷ, ଖୁବ ସୁନ୍ଦର ଦିଶୁଛି ସୁନାର କବାଟ

ନୂଆଦିଲ୍ଲୀ: ଅଯୋଧ୍ୟା ରାମ ମନ୍ଦିରରେ ରାମ ଲଲାଙ୍କ ପ୍ରାଣ-ପ୍ରତିଷ୍ଠା ପାଇଁ ପ୍ରସ୍ତୁତି ପ୍ରାୟ ଶେଷ ହୋଇଛି। ୨୨ ଜାନୁଆରୀରେ ପ୍ରାଣ-ପ୍ରତିଷ୍ଠା କାର୍ଯ୍ୟକ୍ରମ ପରେ ରାମ ଲଲାଙ୍କ ମୂର୍ତ୍ତି ସ୍ଥାପନ କରାଯିବ। ରାମ…