Browsing Category

ଦେଶ

ନିର୍ବାଚନ ପୂର୍ବରୁ ୟୁପିରେ ପୋଷ୍ଟର ୱାର୍‌; ‘ଏକଜୁଟ ହେଲେ ଜିତିବା’ ସମାଜବାଦୀ ପାର୍ଟିର ନୂଆ ପୋଷ୍ଟରକୁ ନେଇ ବିଜେପିର ସମାଲୋଚନା

ଲକ୍ଷ୍ନୌ: ଉତ୍ତରପ୍ରଦେଶ ବିଧାନସଭା ଉପ ନିର୍ବାଚନକୁ ନେଇ ରାଜନୈତିକ ମାହୋଲ ବେଶ ସରଗରମ ରହିଛି । ଏଥିମଧ୍ୟରେ ରାଜ୍ୟରେ ପୋଷ୍ଟର ୱାର୍ ଆରମ୍ଭ ହୋଇଛି । ବିଜେପି ଏହାର ପୋଷ୍ଟରରେ ‘ବଟେଙ୍ଗେ ତୋ କଟେଙ୍ଗେ’ ସ୍ଲୋଗାନ…

(video) ନରକ ଚତୁର୍ଦ୍ଦଶୀ ଅବସରରେ ଦେବୀରମ୍ମା ମନ୍ଦିରରେ ପ୍ରବଳ ଭିଡ, ଖସିପଡି ୧୨ ଆହତ

ନୂଆଦିଲ୍ଲୀ: କର୍ଣ୍ଣାଟକର ଚିକ୍କମଗଲୁରୁରେ ଏକ ବଡ ଅଘଟଣ ଅଳ୍ପକେ ଟଳି ଯାଇଛି । ଏଥିରେ ୧୨ ଜଣ ସାମାନ୍ୟ ଆହତ ହୋଇଛନ୍ତି । ଗୁରୁବାର କାଳୀପୂଜା ଅବସରରେ ଚିକ୍କମଗଲୁରୁର ଦେବୀରମ୍ମା ପାହାଡ ଉପରେ ଥିବା ମନ୍ଦିରକୁ…

ନେପାଳ ନୋଟରେ ବିଭ୍ରାନ୍ତିକର ଫଟୋ, ଭାରତର ଅଂଶକୁ କହୁଛି ନିଜର

ନୂଆଦିଲ୍ଲୀ: ପଡୋଶୀ ନେପାଳର ୧୦୦ ଟଙ୍କିଆ ନୋଟକୁ ନେଇ ବିବାଦ । ଏହା ପଛରେ ଚୀନର କୁଚକ୍ରାନ୍ତ ଥିବା କରାଯାଉଛି ଆଶଙ୍କା । ନେପାଳ ସରକାର ୧୦୦ ଟଙ୍କିଆର ନୂଆ ନୋଟ ଛାପିଛି । ଏଥିରେ ଥିବା ଚିତ୍ରରେ ଉତ୍ତରାଖଣ୍ଡର ଅଂଶକୁ…

ଏବେ WhatsApp ଜରିଆରେ ଜାଣିପାରିବେ ଆପଣଙ୍କ ଚାଲାଣର ସମସ୍ତ ସୂଚନା

ନୂଆଦିଲ୍ଲୀ: ଟ୍ରାଫିକ୍ ଚାଲାଣ କାଟିବା ବା ଅପଡେଟ ଜାଣିବା ଏବେ ହେବ ଆହୁରି ସହଜ l ଏବେ ହ୍ବାଟସଆପ୍ ଜରିଆରେ ଆପଣଙ୍କ ଚାଲାଣର ସମସ୍ତ ସୂଚନା ଜାଣିପାରିବେ l କେବଳ ଏତିକି ନୁହେଁ, ହ୍ବାଟସଆପ୍ ମାଧ୍ୟମରେ ଆପଣ ପେମେଣ୍ଟ…

(Breaking) ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ବିବେକ ଦେବରୟଙ୍କ ୬୯ ବର୍ଷରେ ପରଲୋକ

ନୂଆଦିଲ୍ଲୀ: ଦେଶର ଜଣାଶୁଣା ଅର୍ଥନୀତିଜ୍ଞ ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅର୍ଥନୈତିଜ୍ଞ ପରାମର୍ଶଦାତା କମିଟିର ଅଧ୍ୟକ୍ଷ ବିବେକ ଦେବରୟଙ୍କ ଶୁକ୍ରବାର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୯ ବର୍ଷ…

ସ୍କାମ ବିରୋଧୀ ଯୋଜନା ଆଣିବେ ସରକାର: ଡିସେମ୍ବରରୁ ମୋବାଇଲକୁ ଆସିବ ନାହିଁ ଅଯଥା ମେସେଜ

ନୂଆଦିଲ୍ଲୀ: ବର୍ତ୍ତମାନ ଭାରତରେ କମ୍ପ୍ୟୁଟର ଅପରାଧ ବୃଦ୍ଧି ପାଇବାରେ ଲାଗିଛି ଏବଂ ଠକେଇ ଯୋଜନା ପଛରେ ଥିବା ବ୍ୟକ୍ତିମାନେ ନିରୀହ ନାଗରିକଙ୍କୁ ଠକିବା ପାଇଁ ବହୁତ ପଦ୍ଧତି ଅବଲମ୍ବନ କରୁଛନ୍ତି। ଏଥିପାଇଁ ସରକାର ଏଭଳି…

ଦୀପାବଳିର ପରଦିନ ସୁନା ଶସ୍ତା ହେଲା ନା ମହଙ୍ଗା ? ଜାଣନ୍ତୁ ୨୪ କ୍ୟାରେଟ୍ ଏବଂ ୨୨ କ୍ୟାରେଟ୍ ସୁନା ମୂଲ୍ୟ

ନୂଆଦିଲ୍ଲୀ: ଦୀପାବଳିର ପରଦିନ ଅର୍ଥାତ୍ ମାସର ପ୍ରଥମ ଦିନ ନଭେମ୍ବର ୧ ରେ ସୁନା ମୂଲ୍ୟରେ ବୃଦ୍ଧି ଦେଖିବାକୁ ମିଳିଛି, ସୁନା ଏବଂ ରୂପା ମୂଲ୍ୟ ଆଜିକାଲି ଅଲ୍ ଟାଇମ୍ ହାଇରେ ଚାଲିଛି । ଦୀପାବଳି ଦିନ ଦଶ ଗ୍ରାମରେ ୨୪…

ନୂଆ ନିୟମ ଆଜିଠୁ ଲାଗୁ : ଏଣିକି ୨ ମାସ ପୂର୍ବରୁ ବୁକିଂ କରିହେବ ଟ୍ରେନ ଟିକେଟ

ନୂଆଦିଲ୍ଲୀ: ଲାଗୁ ହେଲା ଟ୍ରେନ ଟିକେଟ ଆଡଭାନ୍ସ ରିଜରଭେସନ ବୁକିଂ ନେଇ ନୂଆ ନିୟମ। ଆଜିଠାରୁ ୨ ମାସ ପୂର୍ବରୁ ବୁକିଂ କରିହେବ ଟ୍ରେନ ଟିକେଟ। ପୂର୍ବରୁ ୪ ମାସ ପୂର୍ବରୁ ଟିକେଟ ବୁକିଂ ନିୟମ ଥିଲା। ଏବେ କିନ୍ତୁ ୪ ମାସ…

‘ତିରୁମାଲା’ରେ ସମସ୍ତ କର୍ମଚାରୀ ହିନ୍ଦୁ ହେବା ଉଚିତ, TTD ବୋର୍ଡ଼ର ନୂତନ ଅଧ୍ୟକ୍ଷଙ୍କ ବଡ଼ ବୟାନ

ନୂଆଦିଲ୍ଲୀ: ‘ଭଗବାନ ଭେଙ୍କଟେଶ୍ୱର ନିବାସ ତିରୁମାଲାରେ କାର୍ଯ୍ୟ କରୁଥିବା ସମସ୍ତ କର୍ମଚାର ହିନ୍ଦୁ ହେବା ଜରୁରୀ’ ବୋଲି ଗୁରୁବାର ତିରୁମାଲା ତିରୁପତି ଦେବସ୍ଥାନମ(TTD) ବୋର୍ଡ଼ର ନୂତନ ଅଧ୍ୟକ୍ଷ ବି ଆର ନାଇଡୁ ସୂଚନା…

ପୁଣି ମାରାତ୍ମକ ହୋଇଗଲା କ୍ରିକେଟ ଖେଳ: ମୁଣ୍ଡରେ ବଲ୍ ବାଜିବାରୁ ୧୫ ବର୍ଷୀୟା ଖେଳାଳିଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଯଦି କ୍ରିକେଟ୍ ଖେଳରେ ସୁରକ୍ଷା ପ୍ରତି ଧ୍ୟାନ ଦିଆଯାଏ ନାହିଁ, ତେବେ ଖେଳାଳିଙ୍କ ଜୀବନ ପ୍ରତି ବିପଦ ରହିଛି । କେରଳରେ ଏଭଳି ଘଟଣା ଘଟିଛି, ଯେଉଁଠାରେ ୧୫ ବର୍ଷର ବାଳିକାଙ୍କ ମୃତ୍ୟୁ ମାମଲା ସାମ୍ନାକୁ…