Browsing Category

ଦେଶ

ଦୀପାବଳିରେ ଚମକିଲା ସୁନା, ପ୍ରଥମ ଥର ପାଇଁ ଏତିକି ଛୁଇଁଲା ଦାମ୍

ନୂଆଦିଲ୍ଲୀ: ଧନତେରାସ, ଦୀପାବଳି ପାଇଁ ସବୁଆଡେ ଖୁସିର ମାହୋଲ । ତେବେ ଏହି ସମୟରେ ସୁନା କିଣିଲେ ସୁଖ ସମୃଦ୍ଧି ବୃଦ୍ଧି ପାଇବା ସହିତ ଘରକୁ ଲକ୍ଷ୍ମୀ ଆସନ୍ତି ବୋଲି ବିବେଚନା କରିଥାନ୍ତି । ତେବେ ଦୀପାବଳି ପୂର୍ବରୁ…

ପିଏମ ମୋଦୀ ଦୀପାବଳିରେ ଦେଶବାସୀଙ୍କୁ ଜଣାଇଲେ ଶୁଭେଚ୍ଛା, ସୁଖ ଏବଂ ସମୃଦ୍ଧିର କଲେ କାମନା

ନୂଆଦିଲ୍ଲୀ: ଆଜି ଦୀପାବଳି ପର୍ବ ସାରା ଦେଶରେ ପାଳନ କରାଯାଉଛି। ଘରଠାରୁ ଆରମ୍ଭ କରି ବଜାର ଏବଂ ରାସ୍ତା ପର୍ଯ୍ୟନ୍ତ ସବୁକିଛି ସଜାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ସୁଖ ଓ ସମୃଦ୍ଧି ଜୀବନର କାମନା…

ଦୀପାବଳିରେ ଏକାଠି ଆସିବେ ଭାରତ-ଚୀନ ସୈନ୍ୟ, LAC ସୀମାରେ ପରସ୍ପରକୁ ଖୁଆଇବେ ମିଠା

ନୂଆଦିଲ୍ଲୀ: ଦୀର୍ଘ ଦିନରୁ ଭାରତ-ଚୀନ୍ ମଧ୍ୟରେ ଚାଲିଆସିଥିବା ସୀମା ବିବାଦ ସୁଧୁରିବାରେ ଲାଗିଛି । ଆଜି ଦୀପାବଳି ଅବସରରେ LAC ସୀମାରେ ଦେଖିବାକୁ ମିଳିବ ନିଆର ଦୃଶ୍ୟ । ଭାରତୀୟ ସେନା ସୂତ୍ରରୁ ପ୍ରକାଶ ଦୁଇ ଦେଶର…

ରହସ୍ୟଭରା ମନ୍ଦିର, କେବଳ ଦୀପାବଳିରେ ଖୋଲିଥାଏ ଦୁଆର: ଭକ୍ତ-ଭଗବାନଙ୍କ ନିଆରା ସଂଯୋଗ

ଓଡ଼ିଶା ଭାସ୍କର: ଐତିହ୍ୟର ଦେଶ ହେଉଛି ଭାରତ । ଯେଉଁଠାରେ ରହିଛି କଳା, ସଂସ୍କୃତି, ସାହିତ୍ୟ ଏବଂ ପ୍ରଥା ପରମ୍ପାରା । ଯାହାକି ଭାରତକୁ ଅନ୍ୟ ଦେଶ ତୁଳନା ସମ୍ପୂର୍ଣ୍ଣ ଭିନ୍ନ କରିଛି । ତେବେ ଏହି ଭାରତରେ ଏପରି କିଛି…

(Video) ହାର୍ଦ୍ଦିକ ପଣ୍ଡ୍ୟାଙ୍କ ପରେ ଏହି ହିରୋଇନଙ୍କ ବୟଫ୍ରେଣ୍ଡଙ୍କ ସହ ରୋମାନ୍ସ କଲେ ନତାଶା, ଭିଡିଓ ଦେଖି ଫ୍ୟାନ୍ସ କ୍ରୋଧିତ

ନୂଆଦିଲ୍ଲୀ: ହାର୍ଦ୍ଦିକ ପଣ୍ଡ୍ୟାଙ୍କ ଛାଡପତ୍ର ପରେ ମଡେଲ ଏବଂ ଅଭିନେତ୍ରୀ ନତାଶା ଷ୍ଟେନକୋବିକ ଚର୍ଚ୍ଚାରେ ଅଛନ୍ତି। ୨୦୨୦ରେ ନତାସା ଏବଂ ହାର୍ଦ୍ଦିକ ସଂପର୍କରେ ଆସିଥିଲେ, ହେଲେ ଚାରି ବର୍ଷରେ ଦୁହେଁ ଅଲଗା…

ଭାରତ ଓ ଚୀନ୍ ସୀମା ବିବାଦରେ ହୋଇଥିବା ଚୁକ୍ତିକୁ ନେଇ କ’ଣ କହିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ?

ନୂଆଦିଲ୍ଲୀ: ନିକଟରେ ପୂର୍ବ ଲଦାଖର ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍ଏସି)ରେ ପାଟ୍ରୋଲିଂ ଢାଞ୍ଚା କୁ ନେଇ ଭାରତ ଓ ଚୀନ୍ ମଧ୍ୟରେ ଏକ ଚୁକ୍ତି ହୋଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ବୁଧବାର ଏହା ଉପରେ…

(Video) ଝଲସୁଛି ରାମନଗରୀ, ୨୫ ଲକ୍ଷ ଦୀପର ଆଲୋକରେ ଚମକୁଛି ଅଯୋଧ୍ୟା: ସୃଷ୍ଟି ହେଲା ନୂଆ ରେକର୍ଡ

ନୂଆଦିଲ୍ଲୀ:ଦେଶରେ ଖୁବ ଧୁମଧାମରେ ୩୧ ଅକ୍ଟୋବରରେ ଦୀପାବଳି ପର୍ବ ପାଳନ ହେବାକୁ ଯାଉଛି। ଏନେଇ ବଜାରରେ ଚମକ ଦେଖିବାକୁ ମିଳିଛି। ତେବେ ଆଜି ଆଯୋଧ୍ୟାରେ ୮ମ ଦୀପୋତ୍ସବ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଏହାକୁ…

Xiaomi ଲଞ୍ଚ କଲା ସବୁଠୁ ଦମଦାର ପ୍ରୋସେସରର ଫୋନ, OnePlus, Realme ରହିଯିବେ ପଛରେ

ନୂଆଦିଲ୍ଲୀ: ସାଓମି ଦୁନିଆର ପ୍ରଥମ Qualcomm Snapdragon 8 Elite ପ୍ରୋସେସରର ଫୋନ ଲଞ୍ଚ କରିଛି। କମ୍ପାନୀ OnePlus ଏବଂ Realme କୁ ଏହି ମାମଲାରେ ପଛରେ ପକାଇଛି। ଏହି ଦୁହେଁ ଚୀନ କମ୍ପାନୀ ମଧ୍ୟ ଏହି ପ୍ରୋସେସର…

ଦିୱାଲୀରୁ ଶସ୍ତା ହେବ ପେଟ୍ରାଲ-ଡିଜେଲ! ଜାଣନ୍ତୁ କିପରି ନିର୍ଦ୍ଧାରଣ କରାଯାଏ ପେଟ୍ରୋଲ ମୂଲ୍ୟ

ଓଡ଼ିଶା ଭାସ୍କର: ରାତି ପାହିଲେ ସାରା ଭାରତରେ ପାଳନ ହେବ ଆଲୋକର ପର୍ବ ଦୀପାବଳି । ଏହାପୂର୍ବରୁ ଗାଡ଼ିଚାଳକ ମାନଙ୍କ ପାଇଁ ଏକ ବଡ଼ ଖୁସି ଖବର ମିଳିଛି । ଏହି ଦିୱାଲୀରେ ଜନତାଙ୍କ ପାଇଁ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ…

ଜମି ବିବାଦ: ମା’ ବିଜୟମ୍ମା କଲେ ଝିଅକୁ ସମର୍ଥନ

ଅମରାବତୀ: ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଓା୍ୱଇଏସଆର କଂଗ୍ରେସ ମୁଖ୍ୟ ଜଗନ ରେଡ୍ଡୀ ଓ ତାଙ୍କ ଭଉଣୀ ତଥା ପ୍ରଦେଶ କଂଗ୍ରେସ ଆଧ୍ୟକ୍ଷା ଓା୍ୱଇ ଏସ ଶର୍ମିଳାଙ୍କ ମଧ୍ୟରେ ଜମିବାଡି ବିବାଦ ତେଜିବାରେ ଲାଗିଛି…