CHARIDHAM
Browsing Category

ଦେଶ

୨୦ ଓ ୨୧ରେ ବର୍ଷା, ତିନି ଦିନ ଯାଏଁ କୋହଲା ରହିବ ପାଗ: ଆଜି ଏହିସବୁ ଜିଲ୍ଲାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର : ଆଜି ଉପକୂଳ ଓଡି଼ଶା ଓ ଦକ୍ଷିଣ ଓଡିଶାର କିଛି ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ୨୦ ଓ ୨୧ ତାରିଖରେ ବର୍ଷା ହେବ। ଆସନ୍ତା ତିନି ଦିନ ଯାଏଁ ପୂରା ରାଜ୍ୟରେ ଦିନ ବେଳା ପାଗ କୋହଲା ରହିବ।…

ଅଶ୍ୱୀନଙ୍କ ପରେ ବିଦାୟ ନେବେ ‘Captain ରୋହିତ’: ବର୍ଡର ଗାଭାସ୍କର ଟ୍ରଫି ହୋଇପାରେ ଶେଷ ସିରିଜ

ନୂଆଦିଲ୍ଲୀ: ଭାରତ-ଅଷ୍ଟ୍ରେଲିଆ ତୃତୀୟ ଟେଷ୍ଟ ପରେ ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ବିଦାୟ ନେଇଛନ୍ତି ରବିଚନ୍ଦ୍ରନ ଅଶ୍ୱୀନ । ଏହି ମ୍ୟାଚରେ ଦଳରୁ ବାଦ୍ ପଡ଼ିଥିବା ଅଶ୍ୱୀନ ଅଚାନକ ଘୋଷଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି…

ଷ୍ଟେସନରେ କମ୍ବଳ ଗୋଡାଇ ଶୋଇଥିଲେ ମହିଳା, ପୋଷ୍ଟମର୍ଟମ ପାଇଁ ନିର୍ଦ୍ଦେଶ ଦେଲେ କର୍ମଚାରୀ ତାପରେ…

ନୂଆଦିଲ୍ଲୀ: ବିହାରର ଅରରିଆରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ରେଳ ଷ୍ଟେସନରେ ମହିଳାଜଣକ କମ୍ବଳ ଗୁଡାଇ ଶୋଇଥିଲେ । ଏହି ସମୟରେ ରେଳ ବିଭାଗର ଜଣେ ସଫେଇ କର୍ମଚାରୀ ତାଙ୍କୁ ସେଠାରୁ ଉଠିବାକୁ କହିଥିଲେ, କିନ୍ତୁ ସେହି…

କଂଗ୍ରେସର ଆନ୍ଦୋଳନ ବେଳେ ପୁଲିସ ସହ ଧସ୍ତାଧସ୍ତି: ଜଣେ କଂଗ୍ରେସ କର୍ମୀଙ୍କ ମୃତ୍ୟୁ

ଲକ୍ଷ୍ନୌ: ଲକ୍ଷ୍ନୌସ୍ଥିତ ଦଳୀୟ ମୁଖ୍ୟାଳୟରୁ ଉତ୍ତରପ୍ରଦେଶ ବିଧାନସଭା ଘେରାଉ କରିବାକୁ ଯାଉଥିବା ପୁଲିସ ଓ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଛି। ବିଧାନସଭା ପୂର୍ବରୁ କଂଗ୍ରେସ କର୍ମୀଙ୍କୁ ଅଟକାଇ ଅନେକଙ୍କୁ…

ମହାଭାରତ ଉପରେ ଆସିବ Bollywood Movie! ଅମୀର ଖାନ କହିଲେ ନିଜର ‘ସ୍ୱପ୍ନର ସିନେମା’…

ଓଡ଼ିଶା ଭାସ୍କର: ବଲିଉଡ ଦୁନିଆର ‘ମିଷ୍ଟର ଗଜନୀ’ ଅମୀର ଖାନ୍ ସିନେପ୍ରେମୀଙ୍କ ପାଇଁ ଆଣୁଛନ୍ତି ଏକ ବଡ଼ ସରପ୍ରାଇଜ । ଭାରତର ପୌରାଣିକ ଗ୍ରନ୍ଥ ‘ମହାଭାରତ’ ଉପରେ ନିର୍ମାଣ କରିପାରନ୍ତି ହାଇ ବଜେଟ ଫିଲ୍ମ । ଦୂରଦର୍ଶନରେ…

ଜାଣିଛନ୍ତି କି? ଭାରତର ସବୁଠାରୁ ଅପରିଷ୍କାର Train କ’ଣ? ତାଲିକାରେ ରହିଛି ଏହିସବୁ ନାଁ

ନୂଆଦିଲ୍ଲୀ: କିଛି ବର୍ଷ ତଳେ ରେଲୱେ ସୁବିଧାରେ ବହୁ ଗୁଡ଼ିଏ ସୁବିଧା ସୁଯୋଗ ଜନସାଧାରଣଙ୍କ ପାଇଁ କରାଯାଇଛି । ହେଲେ ବର୍ତ୍ତମାନ ମଧ୍ୟ ପରିଷ୍କାରକୁ ନେଇ କିଛି ସୁବିଧା ବାକି ରହିଯାଇଛି । ରାଜଧାନୀ ଏକ୍ସପ୍ରେସ ଠାରୁ…

ଠିକ୍ ସମୟରେ ଦରମା ମିଳୁନଥିଲେ କମ୍ପାନୀ ବିରୋଧରେ ହେବ ଆଇନଗତ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: କମ୍ପାନୀ ଦରମା ଦେଉନଥିଲେ, ଆପଣାନ୍ତୁ ଏହି ଉପାୟ । ଏମିତି ଅନେକ କମ୍ପାନୀ ଅଛି ଯେଉଁମାନେ କର୍ମଚାରୀଙ୍କୁ ନିଯୁକ୍ତି ଦିଅନ୍ତି କିନ୍ତୁ ସେମାନଙ୍କୁ ଠିକ୍ ସମୟରେ ଦରମା ଦିଅନ୍ତି ନାହିଁ କିମ୍ୱା କିଛି PF…

(Video) ଆରବ ସାଗରରେ ବୁଡିଲା ବୋଟ, ୩ ମୃତ, ଅନେକ ନିଖୋଜ

ମୁମ୍ବାଇ- ମୁମ୍ବାଇର ଗେଟ ୱେ ଅଫ ଇଣ୍ଡିଆରୁ ଏଲିଫେଣ୍ଟା ଯାଉଥିବା ବୋଟ ଦୁର୍ଘଟଣାର ଶିକାର ହୋଇଛି । ବୁଧବାର ଅପରାହ୍ନ ୩୩ଟା ୫୫ ମିନିଟରେ ବୋଟ ପ୍ରାୟ ୮୦ ଲୋକଙ୍କୁ ନେଇ ଯାଉଥିଲା । ଦୁର୍ଘଟଣା ଖବର ମିଳିବା ପରେ କୋଷ୍ଟ…

ଅମିତ ଶାହାଙ୍କୁ ବହିଷ୍କାର କରିବାକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଦାବି କଲେ କଂଗ୍ରେସ ଅଧ୍ୟକ୍ଷ ଖଡ଼ଗେ

ନୂଆଦିଲ୍ଲୀ: କଂଗ୍ରେସର ଜାତୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ବୁଧବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅନୁରୋଧ କରିଛନ୍ତି ଯେ ସେ କେନ୍ଦ୍ରୀୟ ଗୃହ ମନ୍ତ୍ରୀ ଅମିତ ଶାହକୁ ବରଖାସ୍ତ କରନ୍ତୁ । ପାର୍ଟୀ…

ନିଜ Promise ଭାଙ୍ଗିଦେଲେ ରବିଚନ୍ଦ୍ରନ ଅଶ୍ୱୀନ? ପୂର୍ବ କ୍ରିକେଟରଙ୍କୁ ଦେଲେ ଏମିତି ସମ୍ମାନ

ଓଡ଼ିଶା ଭାସ୍କର: ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି ଭାରତର ଷ୍ଟାର ଅଫ୍ ସ୍ପିନର ରବିଚନ୍ଦ୍ରନ ଅଶ୍ୱୀନ । ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜର ତୃତୀୟ ମ୍ୟାଚ୍ ପରେ ଅଚାନକ କ୍ରିକେଟରୁ ଅବସର ଘୋଷଣା…