Browsing Category

ଦେଶ

PFକୁ ନେଇ ସରକାରଙ୍କ ବଡ଼ ଘୋଷଣା; ଏକାଥରକେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଉଠାଇ ପାରିବେ ଗ୍ରାହକ

ନୂଆଦିଲ୍ଲୀ: ଏଣିକି ସରକାରୀ ଅବସର ସଞ୍ଚୟ ପ୍ରବନ୍ଧକ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫଓ)ର ଗ୍ରାହକମାନେ ଏକାଥରକେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଉଠାଇ ପାରିବେ। ଏନେଇ କେନ୍ଦ୍ର ଶ୍ରମ ମନ୍ତ୍ରୀ ମନସୁଖ…

ବୁଲଡୋଜର କାର୍ଯ୍ୟାନୁଷ୍ଠାନ ଉପରେ ପ୍ରତିକ୍ରିୟା ରଖିଲେ ପ୍ରିୟଙ୍କା ଗାନ୍ଧୀ: ‘ବିଜେପି ସରକାରଙ୍କୁ ଆଇନା ଦେଖାଇଲେ’

ନୂଆଦିଲ୍ଲୀ: ଜବରଦଖଲ ନାଁରେ ବୁଲଡୋଜର କାର୍ଯ୍ୟାନୁଷ୍ଠାନ ଉପରେ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ରୋକ ଲଗାଇଛନ୍ତି ସୁପ୍ରିମକୋର୍ଟ । ଅଦାଲତ କହିଛନ୍ତି ଯେ ସର୍ବସାଧାରଣ ରାସ୍ତା, ଫୁଟପାଥ୍, ରେଳ ଲାଇନ୍ ଏବଂ ଜଳାଶୟ ଉପରେ…

୧୦ ବର୍ଷ ପରେ ପୁଣି ଜଣେ ମହିଳା ମୁଖ୍ୟମନ୍ତ୍ରୀ ପାଇଲା ଦିଲ୍ଲୀ

ନୂଆଦିଲ୍ଲୀ: ଆପ ନେତ୍ରୀ ଆତିଶୀ ମାର୍ଲେନା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି । ସେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ହେବା ଆପ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡିଦେବ । ଏଥିସହ ଭାରତୀୟ ରାଜନୀତି ଇତିହାସରେ ମଧ୍ୟ ପୂର୍ବ…

Covid-19 ନୂଆ ଭାରିଆଣ୍ଟକୁ ନେଇ ଆତଙ୍କ! ୨୭ଟି ଦେଶରେ ବ୍ୟାପିଲାଣି … ପୁଣି ହେବ କି ମୃତ୍ୟୁର ତାଣ୍ଡବ

ନୂଆଦିଲ୍ଲୀ: କରୋନା ଭାଇରସ ସାରା ବିଶ୍ୱରେ ମୃତ୍ୟୁର ତାଣ୍ଡବ ରଚିଥିଲା । ଲକ୍ଷ ଲକ୍ଷ ଲୋକଙ୍କ ନିଜ ଶିକାର କରି ପୃଥିବୀରେ ଆତଙ୍କ ସୃଷ୍ଟି କରିଥିଲା କରୋନା ସଂକ୍ରମଣ । ତେବେ ୨ ବର୍ଷର ବ୍ୟବଧାନ ପରେ ଏବେ ପୁଣିଥରେ…

ଜୀବନ ନେଇଗଲା ଇଟିଲି: ୩ଟା ଇଟିଲି ଖାଇ ଆଖି ବୁଜିଲେ ସୁରେଶ… ଶୋକରେ ପାଲଟିଗଲା ଥଟ୍ଟାମଜାର ଆସର

ଓଡ଼ିଶା ଭାସ୍କର: ଆଜିକାଲି ଜଳଖିଆ ପାଇଁ ଇଟିଲି ସବୁଠାରୁ ସ୍ୱାଦିଷ୍ଟ ଏବଂ ଲୋକପ୍ରିୟ ଖାଦ୍ୟ ବୋଲି କୁହାଯାଇପାରେ । ଅଧିକାଂଶ ଲୋକେ ଇଟିଲି ଖାଇବା ପାଇଁ ବେଶ୍ ଭଲପାଆନ୍ତି । କିନ୍ତୁ ଏହି ଇଟିଲି ଆଜି ଜଣେ ବ୍ୟକ୍ତିଙ୍କ…

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ କେଜରିୱାଲ; ଆତିଶୀ ମର୍ଲେନା ହେବେ ଦିଲ୍ଲୀର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଇସ୍ତଫା ଦେଲେ ଅରବିନ୍ଦ କେଜରିୱାଲ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ କେଜରିୱାଲ । ଉପରାଜ୍ୟପାଳଙ୍କୁ ଭେଟି ଇସ୍ତଫା ଦେଲେ ଅରବିନ୍ଦ କେଜରିୱାଲ । ଆତିଶୀ ମର୍ଲେନା ହେବେ ଦିଲ୍ଲୀର ପରବର୍ତ୍ତୀ…

ମନୋଜ ବର୍ମା ହେବେ କୋଲକାତା ପୋଲିସ କମିଶନର; ବିନୀତ ଗୋଏଲଙ୍କୁ ହଟାଇଲେ ଦିଦି

କୋଲକାତା: କୋଲକାତାର ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲର ଡାକ୍ତରମାନେ ଜଣେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା କରିବା ପରେ ଆନ୍ଦୋଳନ ଜାରି ରଖିଛନ୍ତି । ଅନ୍ୟପକ୍ଷରେ କୋଲକାତା ପୁଲିସ କମିସନର ବିନୀତ…

ଘରର କେଉଁ ଦିଗରେ ପୂର୍ବପୁରୁଷଙ୍କ ଫଟୋ ରଖିବା ଉଚିତ? ଜାଣନ୍ତୁ ବାସ୍ତୁ ନିୟମ, ନଚେତ୍ ହୋଇଯିବେ ଦରିଦ୍ର

ଓଡ଼ିଶା ଭାସ୍କର: ବାସ୍ତୁଶାସ୍ତ୍ର ଅନୁସାରେ ଯଦି ଘରର ପ୍ରତ୍ୟେକ ଦିଗରେ ସଠିକ୍ ଜିନିଷ ରଖାଯାଏ ତେବେ ଘରେ ସକାରାତ୍ମକ ଶକ୍ତି ରହିଥାଏ । ଭଗବାନଙ୍କ ଆଶୀର୍ବାଦ ରହିଥାଏ, ଘରର ଲୋକମାନେ ଖୁସିରେ ଜୀବନ ଯାପନ କରନ୍ତି । ଏହା…

ବୁଲଡୋଜର ଆକ୍ସନ ଉପରେ ସୁପ୍ରିମ ଝଟକା: ସାର୍ବଜନିକ ସମ୍ପତ୍ତି ଉପରେ ଜାରି ରହିବ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: ଆଜି ସୁପ୍ରିମକୋର୍ଟରେ ବୁଲଡୋଜର ଆକ୍ସନକୁ ନେଇ ଏକ ବଡ଼ ରାୟ ଦିଆଯାଇଛି । ବୁଲଡୋଜର ଆକସନ ଉପରେ ରୋକ୍ ଲଗାଇଛନ୍ତି ମାନ୍ୟବର ସୁପ୍ରିମ ଅଦାଲତ । ଆଗାମୀ ଶୁଣାଣି ସୁଦ୍ଧା କୌଣସି ବୁଲଡୋଜର କାର୍ଯ୍ୟାନୁଷ୍ଠାନ…

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଥିବା ଆତିଶୀ ଅକ୍ସଫୋର୍ଡରୁ କରିଛନ୍ତି ଏମଏସସିରେ ଡିଗ୍ରୀ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଇସ୍ତଫା ପରେ ଆତିଶି ମାର୍ଲେନ ମୁଖ୍ୟମନ୍ତ୍ରୀ ଭାବେ ଦଳୀୟ ନେତାଙ୍କ ଦ୍ୱାରା ମନୋନୀତ ହୋଇଛନ୍ତି । ଦିଲ୍ଲୀ ମଦ ଦୁର୍ନୀତିରେ ବହୁ ନେତା ଜେଲ ଯିବା ପରେ ଆତିଶୀ…