fbpx
BJD SKY
BJD SKY
Browsing Category

ଦେଶ

ଓଡ଼ିଶାର ୬ ଜଣ ସାମ୍ବାଦିକ ପାଇବେ ‘ଓଡ଼ିଶା ଜର୍ଣ୍ଣାଲିଜମ୍ ଆୱାର୍ଡ: ଘୋଷଣା ହେଲା ନାମ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ୬ ଜଣ ସାମ୍ବାଦିକଙ୍କୁ ପ୍ରଦାନ କରାଯିବ ‘ଓଡ଼ିଶା ଜର୍ଣ୍ଣାଲିଜମ ଆୱାର୍ଡ-୨୦୨୨’ । ଛାପା, ବୈଦ୍ୟୁତିକ ଓ ୱେବ ମିଡ଼ିଆ କ୍ଷେତ୍ରରେ ଭାରତୀୟ ସାମ୍ବାଦିକତା ଜଗତକୁ ବିଶେଷ ଅବଦାନ ପାଇଁ…

(Video) ପେଶାରେ ଭିକାରୀ, କିନ୍ତୁ ନାଁରେ ଅଛି କୋଟ କୋଟି ଟଙ୍କା-ମୁମ୍ବାଇରେ ଫ୍ଲାଟ: ବିଶ୍ୱର ସବୁଠୁ ଧନୀ ଭିକାରୀ

ମୁମ୍ବାଇ: ଆପଣ ଭିକାରୀ ତ ଦେଖିଥିବେ, କିନ୍ତୁ କେବେ କୋଟିପତି ଭିକାରୀ ଦେଖିଛନ୍ତି କି? ଦୁନିଆରେ ଏମିତି କିଛି ଭିକାରୀ ରହିଛନ୍ତି, ଯିଏ ପେଶାରେ ତ ଭିକାରୀ କିନ୍ତୁ ସଞ୍ଚୟରେ କୋଟିପତିଠୁ କିଛି କମ୍ ନୁହେଁ । ଯାହାଙ୍କର…

କେନ୍ଦ୍ର କ୍ୟାବିନେଟ ପରିବର୍ତ୍ତନ: ଓଡ଼ିଶାରୁ କାହାକୁ ମିଳିବ ମନ୍ତ୍ରୀପଦ?

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ୨୦୨୪ ଲୋକସଭା ନିର୍ବାଚନ ଯେତେିକି ପାଖେଇ ଆସୁଛି, ଦେଶରେ ରାଜନୈତିକ ମାହୋଲ ସେତିକି ସରଗରମ୍ ହେବାରେ ଲାଗିଛି । ଏହା ମଧ୍ୟରେ କେନ୍ଦ୍ରରେ କ୍ଷମତାସୀନ ଥିବା ବିଜେପି ତା’ର ସଂଗଠନକୁ…

ରାଜନେତାଙ୍କ ଅବସର ବୟସ ସ୍ଥିର ହେବା ଆବଶ୍ୟକ କି? ଅଜିତ-ଶରଦଙ୍କ ବିବାଦ ପରେ ଉଠିଲା ବଡ଼ ପ୍ରଶ୍ନ

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ଦେଖାଦେଇଥିବା ଦାଦା-ପୁତୁରାଙ୍କ ରାଜନୈତିକ ବିବାଦ ଏବେ ସାରା ଦେଶରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଗତ ୨ ତାରିଖରେ ଅଜିତ ପାୱାରଙ୍କ ସହିତ ଅନ୍ୟ କିଛି ବିଧାୟକ ରାଷ୍ଟ୍ରବାଦୀ…

SDM ଜ୍ୟୋତି ମୌର୍ଯ୍ୟଙ୍କ ବିବାଦର ସାଇଡ୍ ଇଫେକ୍ଟ! ସ୍ତ୍ରୀଙ୍କର ପାଠପଢ଼ା ବନ୍ଦକଲେ ଅନେକ ସ୍ୱାମୀ, ଖାନ୍ ସାରଙ୍କ କୋଚିଂ ଛାଡ଼ିଲେ ୯୩ ମହିଳା

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ବରେଲିରେ କାର୍ଯ୍ୟରତ ସବଡିଭିଜନାଲ ମାଜିଷ୍ଟ୍ରେଟ (ଏସଡିଏମ) ଜ୍ୟୋତି ମୌର୍ଯ୍ୟ ଓ ତାଙ୍କ ସ୍ୱାମୀ ଆଲୋକ ମୌର୍ଯ୍ୟଙ୍କ ବିବାଦକୁ ନେଇ ଏକ ବେଶ୍ ଚର୍ଚ୍ଚା ହେବାରେ ଲାଗିଛି । ଆଲୋକ ଜଣେ ସଫେଇ…

IMD Red Alert: ଓଡ଼ିଶା ସମେତ ୨୨ଟି ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା, କିଛି ରାଜ୍ୟରେ ବନ୍ୟା ଓ ଭୂ-ସ୍ଖଳନ ଆଶଙ୍କା

ନୂଆଦିଲ୍ଲୀ: ଆସନ୍ତା ୫ ଦିନ ଉତ୍ତର ଭାରତରେ ପ୍ରବଳ ବର୍ଷା ଅନୁଭୂତ ହେବ । ସେଥିପାଇଁ ଜମ୍ମୁ, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ହରିୟାଣା ଓ ପଶ୍ଚିମ ଉତ୍ତରପ୍ରଦେଶରେ ୮-୯ ଜୁଲାଇ ପର୍ଯ୍ୟନ୍ତ ପ୍ରବଳ ବର୍ଷା…

ଜୀବନ ନେଇଗଲା ଦୂଷିତ ଜଳ: ‘ବ୍ରେନ ଖାଉଥିବା ଆମିବା’ ସଂକ୍ରମଣରେ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଦିନକୁ ଜଳବାୟୁ ପରିବର୍ତ୍ତନ ହେବା ସହିତ ଧରିତ୍ରୀ ବକ୍ଷରେ ଭୟଙ୍କର ଭାଇରସ ଦେଖାଯାଉଛନ୍ତି । ଦୀର୍ଘ ତିନି ବର୍ଷ ଧରି କରୋନା ସାରା ବିଶ୍ୱବାସୀଙ୍କୁ କବଳିତ କରି ରଖିଥିବା ବେଳେ କରୋନା ଭାଇରସଠାରୁ ମଧ୍ୟ…

ଭାରତୀୟ ରେଲୱେର ବଡ଼ ନିଷ୍ପତି: ଏସି ଚେୟାର କାର୍, ବନ୍ଦେ ଭାରତ ସମେତ ଏହି ସବୁ ଟ୍ରେନରେ ୨୫ ପ୍ରତିଶତ କମାଇଲା ଟିକେଟ୍ ମୂଲ୍ୟ

ନୂଆଦିଲ୍ଲୀ: ଟ୍ରେନ୍‌ରେ ଯାତ୍ରୀମାନେ କିପରି ଭଲ ଅନୁଭୁତି ପାଇବେ ଏବଂ ଯାତ୍ରା ଆନ୍ଦଦଦାୟକ ହେବ ସେ ନେଇ ଭାରତୀୟ ରେଳ ସବୁବେଳେ ଚେଷ୍ଟା ଜାରି ରଖିଛି। ଏହି ପରିପ୍ରେକ୍ଷିରେ ଏସି ଚେୟାର କାର୍, ବନ୍ଦେ ଭାରତ ସମେତ ସମସ୍ତ…

ସରକାରୀ କର୍ମଚାରୀଙ୍କୁ ଉପହାର ଦେଲେ ଏହି ଦୁଇ ରାଜ୍ୟ! ୫ପ୍ରତିଶତ ବଢିଲା ମହଙ୍ଗା ଭତ୍ତା

ନୂଆଦିଲ୍ଲୀ: କେନ୍ଦ୍ର ସରକାରୀ କର୍ମଚାରୀମାନେ ମହଙ୍ଗା ଭତ୍ତା ବୃଦ୍ଧି ପାଇଁ ଅପେକ୍ଷା କରିଛନ୍ତି। ଆଶା କରାଯାଉଛି ଯେ, ଜୁଲାଇ ମାସରେ ମୋଦୀ ସରକାର କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ବୃଦ୍ଧି କରିବାର ଉପହାର ଦେଇପାରନ୍ତି।…

(Video) ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନରେ ଲୋକହସା ହେଲା ଗଣତନ୍ତ୍ର, ବାଲାଟ୍ ବକ୍ସ ଧରି ଦୌଡ଼ିଲା ଯୁବକ

କଲିକତା: ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ ପାଇଁ ଆଜି ଭୋଟ୍ ଚାଲିଛି, କିନ୍ତୁ କୋଚ ବେହେରାରୁ ବାହାରୁଥିବା ଭିଡିଓ ଆଶ୍ଚର୍ଯ୍ୟଜନକ। ଭିଡିଓରେ ଦେଖାଯାଉଛି ଯେ ଜଣେ ବ୍ୟକ୍ତି ବାଲାଟ ବକ୍ସ ସହିତ ପଳାଉଛନ୍ତି। ଭୋଟ୍ ଚୋରି…