fbpx
Browsing Category

ଦେଶ

ସରକାରଙ୍କ ବଡ଼ ଘୋଷଣା: ୪୦ ଲକ୍ଷ ମହିଳାଙ୍କୁ ବଣ୍ଟାଯିବ ସ୍ମାର୍ଟଫୋନ, ୩ବର୍ଷ ପର୍ଯ୍ୟନ୍ତ ମିଳିବ ମାଗଣା ଇଣ୍ଟରନେଟ

ଜୟପୁର: ଜନସାଧାରଣଙ୍କ ପାଇଁ ସରକାର ଭିନ୍ନ ଭିନ୍ନ ପ୍ରକାର ଯୋଜନାକୁ କାର୍ଯ୍ୟକାରୀ କରି ଟଙ୍କା ପ୍ରଦାନ କରୁଛନ୍ତି । ଏହାରି ମଧ୍ୟରେ ରାଜସ୍ଥାନ ସରକାର ଅଶୋକ ଗେହଲଟ ରାଜ୍ୟର ମହିଳା ମାନଙ୍କ ପାଇଁ ଏକ ଖୂସି ଖବର…

ଦେଶର ୮୦ ପ୍ରତିଶତ ଭାଗ ଛୁଇଁଲା ମୌସୁମୀ, ଚଳିତ ବର୍ଷ ସୃଷ୍ଟି କରିବ ଦୁଇଟି ଭିନ୍ନ ରେକର୍ଡ

ନୂଆଦିଲ୍ଲୀ: ଦେଶର ୮୦ ପ୍ରତିଶତ ଭାଗରେ ମୌସୁମୀ ପହଁଚି ସାରିଛି । ଭାରତର ଦକ୍ଷିଣ-ପଶ୍ଚିମ ମୌସୁମୀ ପ୍ରଗତି ଉପରେ ଭାରତ ମୌସୁମୀ ବିଜ୍ଞାନ ବିଭାଗର ବରିଷ୍ଠ ବୈଜ୍ଞାନିକ ଡା. ନରେଶ କୁମାର କହିଛନ୍ତି ଯେ, ଚଳିତ ବର୍ଷ…

ସାଧାରଣ ଜନତାଙ୍କ ପାଇଁ ବଡ଼ ଝଟକା: ଆକାଶ ଛୁଇଁଲା ବିଲାତି ମୂଲ୍ୟ, ଜାଣନ୍ତୁ ୧ କିଲୋର ଦର କେତେ

ନୂଆଦିଲ୍ଲୀ : ଦେଶରେ ଏବେ ପ୍ରତିଦିନ ମହଙ୍ଗା ବଢି ବଢି ଚାଲିଛି । ଗ୍ରୀଷ୍ମ ପ୍ରବାହ କାରଣରୁ ପନିପରିବାର ମୂଲ୍ୟ ବଢିବା ଦେଖାଯାଇଛି । ଏହି ସମୟରେ ଟମାଟର ମୂଲ୍ୟ ଦୁଇଗୁଣା ହୋଇଯାଇଛି । ଖୁଚୁରା ମୂଲ୍ୟରେ ଟମାଟର ଦର ୮୦…

BJP ସାଂସଦ ହରଦ୍ୱାର ଦୁବେଙ୍କ ପରଲୋକ: ଶୋକ ପ୍ରକାଶ କଲେ CM ଯୋଗୀ

ନୂଆଦିଲ୍ଲୀ: ରାଜନୈତିକ ଜଗତରୁ ଆସିଛି ଏକ ବଡ଼ ଦୁଃଖଦ ଖବର । ବିଜେପିର ଜଣେ ବରିଷ୍ଠ ନେତା ଆରପାରିକୁ ଚାଲିଯାଇଛନ୍ତି । ରାଜ୍ୟସଭା ସାଂସଦ ହରଦ୍ୱାର ଦୁବେ ୭୪ ବର୍ଷ ବୟସରେ ଇହଲୀଳା ସମ୍ବରଣ କରିଛନ୍ତି । ହରଦ୍ୱାରା…

ଉତ୍ତରାଖଣ୍ଡରେ ବଡ଼ ସଂକଟ! ଗୋଟିଏ ପଟକୁ ଅଣେଇ ପଡିଲା ଗୋପୀନାଥ ମନ୍ଦିର, ଚାରିପାଖରେ ସୃଷ୍ଟି ହେଲା ଫାଟ

ଚାମୁଲି: ଉତ୍ତରାଖଣ୍ଡର ଚାମୋଲି ଜିଲ୍ଲା ମୁଖ୍ୟାଳୟ ଗୋପେଶ୍ୱରରେ ଅବସ୍ଥିତ ଗୋପୀନାଥ ମନ୍ଦିରର ମାମଲା ସାମ୍ନାକୁ ଆସିଛି, ଗର୍ଭରେ ଜଳ ପ୍ରବେଶ କରି ମନ୍ଦିର ଚାରିପାଖରେ ଫାଟ ସୃଷ୍ଟି ହୋଇଛି। ସ୍ଥାନୀୟ ଡାହାଣ ଧାରକ ଏବଂ…

WhatsApp ମେସେଜିଂ ସେବାରେ ବଦଳିଗଲା ଏହି ଫିଚର! ଏବେ ଆହୁରି ସହଜ ହେବ ୟୁଜର୍ସଙ୍କ କାମ

ନୂଆଦିଲ୍ଲୀ: ହ୍ୱାଟ୍ସଆପ୍ ବ୍ୟବହାର କରିବାର ଅଭିଜ୍ଞତା ଧୀରେ ଧୀରେ ଭଲ ହେବାରେ ଲାଗିଛି। କମ୍ପାନୀ ପ୍ରତିଦିନ ଏଥିରେ ନୂଆ ଫିଚର ଯୋଗ କରୁଛି। ବର୍ତ୍ତମାନ ମେସେଜିଂ ସେବା ଏହାର ଆପରେ ଏକ ନୂତନ ବୈଶିଷ୍ଟ୍ୟ 'ପିନ୍ ଅବଧି'…

କମ୍ ବୟସରୁ ହେଲଥ ଇନସ୍ୟୁରାନ୍ସ ପଲିସି କଲେ ରହିଛି ବହୁ ଫାଇଦା, ପ୍ରିମିୟମ କମ୍ ସହ ଆହୁରି କ’ଣ ଲାଭ ରହିଛି ଆସନ୍ତୁ ଜାଣିନେବା

ନୂଆଦିଲ୍ଲୀ: ଗତ କିଛି ବର୍ଷ ଧରି ତଥା ବିଶେଷ କରି କୋଭିଡ୍ ୧୯ ମହାମାରୀ ପରେ ଲୋକଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ବୀମା ଯୋଜନାକୁ ନେଇ ସଚେତନତା ବହୁ ମାତ୍ରାରେ ବୃଦ୍ଧି ପାଇଛି । ସ୍ୱାସ୍ତ୍ୟ ବୀମା ବା ହେଲଥ ଇନସ୍ୟୁରାନ୍ସ…

ଆଜି ବର୍ଷର ସବୁଠାରୁ ବଡ ଦିନ, ୨୭ ଜୁନ୍ ଠାରୁ ରାତ୍ରୀର ସମୟ ବଢିବ ଓ ଦିନର ସମୟ ଛୋଟ ହୋଇଯିବ

ପ୍ରୟାଗରାଜ : ଆଜି ବର୍ଷର ସବୁଠାରୁ ବଡ ଦିନ । ଦିନ ରାତି ୨୪ ଘଣ୍ଟା ମଧ୍ୟରୁ ଆଜି ଦିନ ୧୩ ଘଣ୍ଟା ୪୪ ମିନିଟ୍ ରହିବ ଆଉ ରାତି ୧୦ ଘଣ୍ଟା ୧୬ ମିନିଟ୍ ରହିବ । ପ୍ରୟାଗରାଜ ଆଚାର୍ଯ୍ୟ ଲକ୍ଷ୍ମୀକାନ୍ତ ଶାସ୍ତ୍ରୀ କହିଛନ୍ତି…

ୱାଗନର ମୁଖ୍ୟ ପ୍ରିଗୋଝିନ ନୁହଁନ୍ତି ଜେଲ୍ କୋଠରୀରେ ବନ୍ଦୀ ଏହି ବ୍ୟକ୍ତି ହେଉଛନ୍ତି ପୁଟିନଙ୍କ ବଡ ଶତ୍ରୁ

ମସ୍କୋ:ରୁଷରେ ଗୃହଯୁଦ୍ଧର ସଂକଟକୁ ରାଷ୍ଟ୍ରପତି ବ୍ଲାଦିମିର ପୁଟିନ୍ ୨୪ ଘଣ୍ଟା ମଧ୍ୟରେ ଟାଳି ଦେଇଛନ୍ତି । ୟୁକ୍ରେନ ସହ ଯୁଦ୍ଧ ମଧ୍ୟରେ ଏହି ସଙ୍କଟକୁ ଟାଳିବାରେ ପୁଟିନ୍ ନିଜର ମିତ୍ର ତଥା ବେଲାରୁଷ ରାଷ୍ଟ୍ରପତିଙ୍କ…

୫୦ ଦିନ ବିତିଲାଣି ମଣିପୁରରେ ଥମୁନି ହିଂସା, ୨୪ ଘଣ୍ଟା ମଧ୍ୟରେ ବିଭିନ୍ନ ସ୍ଥାନରେ ଉଗ୍ରବାଦୀଙ୍କ ଦ୍ୱାରା ଗଠିତ ୧୨ ବଙ୍କରକୁ ନଷ୍ଟ କଲେ…

ଇମ୍ଫାଲ: ପ୍ରାୟ ୨ ମାସ ହେବ ମଣିପୁରରେ ହିଂସା ଜାରି ରହିଛି । ଏହାରି ମଧ୍ୟରେ ପୋଲିସ ଓ ସୁରକ୍ଷା ବଳ ମଧ୍ୟ ଉଗ୍ରବାଦୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଜୋରଦାର କରି ଦେଇଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ସୁରକ୍ଷା…