Browsing Category
ଦେଶ
(Video): ମଝି ରାସ୍ତାରେ କାଦୁଅରେ ଗାଧୋଇଲେ CPI ନେତା, ସାମ୍ନାକୁ ଆସିଲା ଏହି ବଡ଼ କାରଣ
ମୁମ୍ବାଇ: ମହାରାଷ୍ଟ୍ରରେ କିଛି ଦିନ ହେବ ଜାରି ରହିଥିବା ପ୍ରବଳ ବର୍ଷା ଯୋଗୁଁ ଅନେକ ଅଞ୍ଚଳ ଜଳାର୍ଣ୍ଣବ ହୋଇଯାଇଛି । ଫଳରେ ସାଧାରଣ ଜନତା ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଯାତାୟାତ ବାଧାପ୍ରାପ୍ତ…
(Video): ମସ୍ତିଷ୍କାଘାତରେ ପୀଡିତା ହେବେ ‘KBC-16’ ବିଜେତା, ଦେଇସାରିଛନ୍ତି ୧୪ ଟି ପ୍ରଶ୍ନର ଉତ୍ତର, ୧୫ ତମ ପ୍ରଶ୍ନର ଉତ୍ତର…
ଓଡିଶା ଭାସ୍କର: ବଲିଉଡ ‘ବିଗ- ବି’ ମହାନାୟକ ଅମିତାଭ ବଚ୍ଚନଙ୍କ ଦ୍ୱାରା ହୋଷ୍ଟ ହେଉଥିବା ଶୋ’ ‘କୌନ ବନେଗା କରୋଡପତି’ର ପ୍ରତିଟି ସିଜନ ବେଶ୍ ଚର୍ଚ୍ଚାରେ ଥାଏ । ସାଧାରଣଜ୍ଞାନ ଭିତ୍ତିକ ଏହି ଶୋ’ ର ଶୁଭାରମ୍ଭ ହୋଇ…
ଆଜିଠୁ ୩ ତିନିଆ ବିଦେଶଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ମୋଦୀ, ପ୍ରଥମେ ପୋଲାଣ୍ଡ, ପରେ ୟୁକ୍ରେନ..
ଓଡିଶା ଭାସ୍କର: ପ୍ରଧାନମନ୍ତ୍ରୀ ମୋଦୀ ଆଜିଠୁ ୩ ଦିନିଆ ବିଦେଶଗସ୍ତ କରିବେ । ପ୍ରଧାନମନ୍ତ୍ରୀ ୨୧-୨୨ ତାରିଖରେ ପୋଲାଣ୍ଡ ଯାତ୍ରା କରିବାର କାର୍ଯ୍ୟକ୍ରମ ରହିଛି । ଏହାପରେ ୨୩ ତାରିଖରେ ସେ ୟୁକ୍ରେନର ରାଜଧାନୀ କିବ…
ବିଧାୟକ ପ୍ରାର୍ଥୀ ହେବେ ଭିନେଶ ଫୋଗଟ! ନିର୍ବାଚନୀ ମୈଦାନରେ ଭଉଣୀ ବବିତାଙ୍କ ସହ ହୋଇପାରେ ପ୍ରତିଦ୍ୱନ୍ଦ୍ୱିତା
ନୂଆଦିଲ୍ଲୀ: ଭାରତର ଅନ୍ୟତମ ମହିଳା ଷ୍ଟାର କୁସ୍ତିଯୋଦ୍ଧା ଭିନେଶ ଫୋଗଟ ଏବେ ଚର୍ଚ୍ଚାର ଶୀର୍ଷରେ ରହିଛନ୍ତି । ନିକଟରେ ସମାପ୍ତ ହୋଇଥିବା ପ୍ୟାରିସ ଅଲିମ୍ପିକ୍ସରେ ଉଚ୍ଚକୋଟୀର ପ୍ରଦର୍ଶନ କରି ଫାଇନାଲରେ ପହଞ୍ଚିଥିଲେ…
ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପ: ସମ୍ପୂର୍ଣ୍ଣ ହେଲା ୨ କିଲୋମିଟର ଲମ୍ବା ଟନେଲ, ପୂର୍ବତଟ ରେଳପଥକୁ ସଫଳତା
ଓଡିଶା ଭାସ୍କର: ବହୁ ପ୍ରତୀକ୍ଷିତ ଖୋର୍ଦ୍ଧା- ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପର କାର୍ଯ୍ୟ ଆଗେଇ ଚାଲିଛି । ଇତିମଧ୍ୟରେ ପୂର୍ବତଟ ରେଳପଥକୁ ଆଉ ଏକ ସଫଳତା ମିଳିଛି । ୨ କିଲୋମିଟରର ଲମ୍ବା ଟନେଲ କାର୍ଯ୍ୟକୁ ସୁରୁଖୁରୁରେ…
ଭାରତୀୟ ହକି ତାରକାଙ୍କ ସମ୍ବର୍ଦ୍ଧନା ଉତ୍ସବ, ସନ୍ଧ୍ୟାରେ ହେବ ବିଜୟ ଗୌରବ ଯାତ୍ରା, ହକିରେ ଝୁମିବ ଓଡିଶା
ଓଡିଶା ଭାସ୍କର: ପ୍ୟାରିସ ଅଲିମ୍ପିକ୍ସରେ ଭାରତୀୟ ଦଳ ଦମଦାର ପ୍ରଦର୍ଶନ କରି ଇତିହାସ ରଚିଛି । ହକି କଥା ଉଠିଲେ ଓଡିଶା ବା କେମିତି ପଛରେ ରହିବ । ଯେଉଁ ଓଡିଶା ହକିକୁ ଏତେ ଆଗକୁ ନେଇ ସେହି ଓଡିଶା ଆଜି ଦିନ ପ୍ରାୟ ୧୨…
ଫେବୃଆରୀ ୧୫ ରୁ ହେବ ଯୁକ୍ତ ୨ ପରୀକ୍ଷା! ନୂଆ ଢାଞ୍ଚାରେ ପରୀକ୍ଷା ଦେବେ ପରୀକ୍ଷାର୍ଥୀ
ଓଡିଶା ଭାସ୍କର: ଆସନ୍ତା ଫେବୃଆରୀ ୧୫ ତାରିଖରୁ ଯୁକ୍ତ ୨ ପରୀକ୍ଷା ହୋଇପାରେ । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ସୂଚନା ପ୍ରଦାନ କରିଛି । ଫେବୃଆରୀ ୧୫ ରୁ ଯୁକ୍ତ ୨ ପରୀକ୍ଷା ଆରମ୍ଭ ହୋଇ ଜାନୁଆରୀ ୧୫ ତାରିଖ…
ପରଲୋକରେ ପ୍ରସିଦ୍ଧ ଆଧ୍ୟାତ୍ମିକ ଗୁରୁ ପାଇଲଟ ବାବା: ପାକିସ୍ତାନ ସହ ଦୁଇଥର ଯୁଦ୍ଧ ଲଢ଼ିଥିଲେ, ଏବେ ନିଜେ ହାରିଗଲେ
ନୂଆଦିଲ୍ଲୀ: ଭାରତର ପ୍ରସିଦ୍ଧି ଆଧ୍ୟାତ୍ମିକ ଗୁରୁ ଓ ଜୁନା ଅଖାଡ଼ାର ମହାମଣ୍ଡଲେଶ୍ୱର, ପାଇଲଟ ବାବାଙ୍କର ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ବୟସ ହୋଇଥିଲା । ଦୀର୍ଘ ସମୟ ଧରି ବୀମାର କାରଣରୁ ପାଇଲଟ ବାବା…
ପ୍ରବଳ ବର୍ଷା ପରେ ତ୍ରିପୁରାରେ ଭୂସ୍ଖଳନ; ୭ ମୃତ
ନୂଆଦିଲ୍ଲୀ: ତ୍ରିପୁରାରେ ପ୍ରବଳ ବର୍ଷା ଯୋଗୁଁ ହୋଇଥିବା ଭୂସ୍ଖଳନରେ ୭ ଜଣଙ୍କ ମୃତ୍ୟୁ ଘଟିଛି । ଗୋଟିଏ ପରିବାରର ୩ ଜଣ ଅଛନ୍ତି । ତ୍ରିପୁରାର ୩ରୁ ୪ଟି ସ୍ଥାନରେ ପ୍ରବଳ ବର୍ଷା ହୋଇଛି । ତ୍ରିପୁରା ରାଜସ୍ୱ ବିଭାଗ…
ରକ୍ଷାବନ୍ଧନରେ ଯାଉଥିଲେ ବାପଘର, ବସରେ ହେଲା ଡେଲିଭରୀ ପେନ୍, କଣ୍ଡକ୍ଟର କରାଇଲେ ପ୍ରସବ
ନୂଆଦିଲ୍ଲୀ: ତେଲେଙ୍ଗାନାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ଗର୍ଭବତୀ ମହିଳା ରକ୍ଷାବନ୍ଧନ ଅବସରରେ ନିଜ ବାପ ଘରକୁ ଯାଉଥିଲେ। ଅଚାନକ ବସ୍ ରେ ଯାତ୍ରା କରୁଥିବା ସମୟରେ ପ୍ରସବ କଷ୍ଟ ହୋଇଥିଲା। ଏହାପରେ…