CHARIDHAM
Browsing Category

ଦେଶ

୪୬ ରନରେ ଅଲଆଉଟ ହେଲା ଟିମ ଇଣ୍ଡିଆ, ମୈଟ ହେନରୀ ନେଲେ ୫ ୱିକେଟ

ନୂଆଦିଲ୍ଲୀ: ବେଙ୍ଗାଲୁରୁ ଟେଷ୍ଟ ମ୍ୟାଚର ଦ୍ୱିତୀୟ ଦିନ ଟିମ ଇଣ୍ଡିଆ ୪୬ ରନରେ ଅଲ ଆଉଟ ହୋଇଛି। ଟିମ ଇଣ୍ଡିଆ ପାଇଁ ସବୁଠାରୁ ଅଧିକ ରନ ଋଷଭ ପନ୍ତ କରିଛନ୍ତି। ସେ ୨୦ ରନର ଇଂନିସ ଖେଳିଛନ୍ତି। ତାଙ୍କ ବ୍ୟତୀତ ଯଶସ୍ୱୀ…

SEX କଲାବେଳେ ସାବଧାନ, ନାବାଳକ ଦେଖିଲେ ହେବ କଠୋର ଦଣ୍ଡବିଧାନ, ଯିବାକୁ ପଡିବ ଜେଲ

ତିରୁଅନନ୍ତପୁରମ: କୌଣସି ନାବାଳକ ବା ନାବାଳିକା ସମ୍ମୁଖରେ କପଡା ଖୋଲିବା ଓ ଶାରୀରିକ ସମ୍ବନ୍ଧ ସ୍ଥାପନ କରିବାକୁ ଯୌନ ଉତ୍ପୀଡନ ଧରାଯିବ । କେରଳ ହାଇକୋର୍ଟ ନିକଟରେ ଏକ ମାମଲାରେ ଏମିତି କହିଛନ୍ତି । ତେଣୁ ଏପରି…

ଶେଷ ଯାତ୍ରା ପାଇଁ ଅପହଞ୍ଚ ଶଶ୍ମାନ, ପେଟେ ପାଣିରେ ମୃତଦେହ ବୋହିଲେ ପରିଜନ

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶରୁ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ଶବ ସତ୍କାର କରିବା ପାଇଁ ଲୋକେ ପେଟେ ପାଣରେ ଯାଉଥିବା ଦେଖାଯାଇଛି । ଚିତୁର ଜିଲ୍ଲାରୁ ସାମ୍ନାକୁ ଆସିଛି ଏଭଳି ଘଟଣା । ମୌସୁମୀ ଫେରିବା ଆଗରୁ…

Meta Layoffs: ଇନଷ୍ଟାଗ୍ରାମ ଏବଂ ହ୍ୱାଟ୍ସଆପରେ ବଡ଼ ଛଟେଇ କାହିିଁକି? ଜାଣନ୍ତୁ କାରଣ

ନୂଆଦିଲ୍ଲୀ: ମେଟା-ଭର୍ସର ଛଟେଇ ପାଇଁ ଘୋଷଣା କରିଛି ମେଟା। ଏଥିରେ ଇନଷ୍ଟାଗ୍ରାମ, ହ୍ୱାଟ୍ସଆପ ଏବଂ ରିଆଲିଟି ଲ୍ୟାବ୍ସ ପାଇଁ କାର୍ଯ୍ୟ କରୁଥିବା ଟିମର ଅନେକ କର୍ମଚାରୀ ସାମିଲ ଅଛନ୍ତି। ରିପୋର୍ଟ ମୁତାବକ, ଏହି ଛଟେଇ…

(Video) ସ୍ତ୍ରୀକୁ ବିକ୍ରି କରୁଥିବା ବେଳେ ରୋକିଲା ସ୍ବାମୀ, ଘରେ ବାନ୍ଧି ପିଟିଲେ ଶାଶୁଘର ଲୋକେ

ନୂଆଦିଲ୍ଲୀ: ଶାଶୁଘର ସହିତ ଗ୍ରାମର ଲୋକମାନେ ମଧ୍ୟ ଜ୍ବାଇଁକୁ ସମ୍ମାନ ଦେଇଥାନ୍ତି । କିନ୍ତୁ ଉତ୍ତରପ୍ରଦେଶରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି ଯେଉଁଠାରେ ଶାଶୁଘର ଗାଁରେ ଜ୍ବାଇକୁ ବାନ୍ଧି ଚପଲ ମାଳ ପକାଇଛନ୍ତି ।…

୧୯୬୬ ଜାନୁଆରୀ ୧ରୁ ୧୯୭୧ ମାର୍ଚ୍ଚ ୨୫ ମଧ୍ୟରେ ଭାରତକୁ ଆସି ଆସାମରେ ବାସ କରୁଥିବା ବିଦେଶୀଙ୍କ ପାଇଁ ଖୁସି ଖବର

ନୂଆଦିଲ୍ଲୀ: ନାଗରିକତା ଅଧିନିୟମ ୧୯୫୫ର ଧାରା ୬-ଏର ସାମ୍ବିଧାନିକ ବୈଧତା ଆଗକୁ ଜାରି ରହିବ । ମଙ୍ଗଳବାର ସୁପ୍ରିମକୋର୍ଟ ଏହାକୁ ବୈଧ ଘୋଷଣା କରିଛନ୍ତି । ଫଳରେ ଏହି ଆଇନ ଆସାମ ରାଜିନାମା ଅନ୍ତର୍ଗତ ଆସୁଥିବା…

ପିକଅପରେ କରେଣ୍ଟ ମାରିବାରୁ ଡେଇଁଲେ ୨୫ ଲୋକେ, ମାଆ-ଝିଅ ସମେତ ୪ ଜଣଙ୍କ ଉପରେ ମାଡିଗଲା ଗାଡି

ମଥୁରା: ଏକ ମର୍ମନ୍ତୁଦ ଦୁର୍ଘଟଣା ସାମ୍ନାକୁ ଆସିଛି । ଏକ ଦ୍ରୁତଗତିରେ ପିକଅପ ଅନିୟନ୍ତ୍ରିତ ହୋଇ ଇଲେକ୍ଟ୍ରିକ ଖୁଣ୍ଟ ସହ ପିଟିହୋଇଛି । ଏହି ଦୁର୍ଘଟଣାରେ ୨ ମହିଳା ଏବଂ ୨ ଶିଶୁଙ୍କର ମୃତ୍ୟୁ ଘଟିଛି । ସେହିପରି ୫ଜଣ…

Flipkart ସେଲରେ ୪୦ ହଜାର କମିଗଲା iPhone 15 Pro ର ମୂଲ୍ୟ, ଶସ୍ତାରେ କିଣିବାର ଆଜି ହିଁ ଶେଷ ସୁବର୍ଣ୍ଣ ସୁଯୋଗ

ନୂଆଦିଲ୍ଲୀ: ଆପଣ ଆଇଫୋନ କିଣିବାକୁ ଚିନ୍ତା କରୁଛନ୍ତି କି? ତେବେ ଫ୍ଲିପକାର୍ଟ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ଆଣିଛି । ଇ-କମର୍ସରେ ଏହି ଦୁଇଟି  Flipkart Big Shopping Utsav  ସେଲ ଜାରି ରହିଛି । ହେଲେ ଏହି…

ସଲମାନ ଖାନଙ୍କ ଘର ଉପରେ ନଜର ରଖୁଥିବା ସୁଟର ଗିରଫ, Lawrence Bishnoi ଗ୍ୟାଙ୍ଗ ଦେଇଥିଲା ଫାୟରିଙ୍ଗର କାମ

ନୂଆଦିଲ୍ଲୀ: ବାବା ସିଦ୍ଦିକିଙ୍କ ହତ୍ୟା ମାମଲା ସାରା ଦେଶରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଗୋଟିଏ ପଟେ ପ୍ରଶ୍ନ ଉଠୁଛି ଯେ, ବାବାଙ୍କୁ କିଏ ମାରିଲା, ଅନ୍ୟପଟେ ସଲମାନ ଖାନଙ୍କ ସୁରକ୍ଷା । ବାବା ସିଦ୍ଦିକିଙ୍କୁ…

ଅଲ ଟାଇମ ହାଇରେ ପହଞ୍ଚିଲା ସୁନା ଦର, କାହିଁକି ବଢୁଛି ମୂଲ୍ୟ ଜାଣନ୍ତୁ

ନୂଆଦିଲ୍ଲୀ: ସୁନା ଦରରେ ଜବରଦସ୍ତ ବୃଦ୍ଧି ସହ ୧୦ ଗ୍ରାମ ପିଛା ୭୯ ହଜାର ଟଙ୍କା ପାଖାପାଖି ପହଞ୍ଚିଛି । ଆଜି ସୁନା ଦର ସମସ୍ତ ରେକର୍ଡ ଭାଙ୍ଗି ୧୦ ଗ୍ରାମ ପିଛା ୭୮ ହଜାର ୯୦୦ ଟଙ୍କାରେ ପହଞ୍ଚିଛି । ବୁଧବାର ଦିଲ୍ଲୀର…