Browsing Category
ଦେଶ
ସୁରଟରେ ୬ ମହଲା ବିଲ୍ଡିଂ ଭୁଶୁଡ଼ି ୭ ମୃତ, ରାତିସାରା ଚାଲିଛି ଉଦ୍ଧାର କାର୍ଯ୍ୟ
ନୂଆଦିଲ୍ଲୀ: ଗୁଜରାଟ ସୁରଟରେ ଶନିବାର ଦିନ ଏକ ୬ ମହଲା ବିଶିଷ୍ଟ କୋଠା ଭୁଶୁଡ଼ି ପଡିଥିଲା । ଏହି ଭଗ୍ନାଂବଶେଷ ତଳେ ଅନେକ ଲୋକେ ଦବି ଯାଇଥିଲେ । ଘଟଣାସ୍ଥଳରେ ଫାୟର ଏବଂ ପୋଲିସ ଟୀମ ପହଞ୍ଚି ରାତିସାରା ଉଦ୍ଧାର କାର୍ଯ୍ୟ…
ଅନନ୍ତ ଅମ୍ବାନୀ-ରାଧିକା ମର୍ଚାଣ୍ଟ ପ୍ରି-ୱେଡିଙ୍ଗ ସଙ୍ଗୀତ: ଗୀତ ବୋଲିବାକୁ ୮୩ କୋଟି ଟଙ୍କା ନେବେ ଜଷ୍ଟିନ ବିବର
ନୂଆଦିଲ୍ଲୀ: ବିଲିୟନେୟାର ମୁକେଶ ଅମ୍ବାନୀ ଏବଂ ନୀତା ଅମ୍ବାନୀଙ୍କ ପୁଅ ଅନନ୍ତ ଏବଂ ରାଧିକା ମର୍ଚାଣ୍ଟଙ୍କର ବିବାହ ୧୨ ଜୁଲାଇରେ ହେବାକୁ ଯାଉଛି । ଏହାରି ମଧ୍ୟରେ ଦୁଇଜଣଙ୍କ ବିବାହ ସହ ଜଡିତ ପରମ୍ପରା ଅନୁଯାୟୀ…
ଭାରତ ଛାଡ଼ିଲେ ବିରାଟ-ଅନୁଷ୍କା! ଲଣ୍ଡନରେ ରହିବେ କି ବିରୁଷ୍କା ଯୋଡ଼ି? ଚିନ୍ତାରେ ଫ୍ୟାନ୍ସ
ନୂଆଦିଲ୍ଲୀ: ଭାରତରେ ଟି-୨୦ ବିଶ୍ୱକପ ବିଜୟର ସେଲିବ୍ରେସନ ସରିବା ମାତ୍ରେ ଲଣ୍ଡନ ଯାଇଛନ୍ତି ଷ୍ଟାର ବ୍ୟାଟର ବିରାଟ କୋହଲି । ପତ୍ନୀ ଅନୁଷ୍କା ଏବଂ ବିରାଟଙ୍କ ଦୁଇ ସନ୍ତାନ ସେଠାରେ ରହୁଥିବା ଜାଣିବାକୁ ମିଳିଛି । ତେବେ…
୧୩ ବିଧାନସଭା ଆସନରେ ଉପନିର୍ବାଚନ… ଜୁଲାଇ ୧୦ ତାରିଖରେ ୭ଟି ରାଜ୍ୟରେ ପୁଣି ରାଜନୈତିକ ଲଢେଇ
ନୂଆଦିଲ୍ଲୀ: ଚଳିତବର୍ଷ ଲୋକସଭା ନିର୍ବାଚନରେ ବହୁମତ ପାଇ କେନ୍ଦ୍ରରେ ସରକାର ଗଢିଛି ଭାରତୀୟ ଜନତା ପାର୍ଟି । ଏହାପରେ ବର୍ତ୍ତମାନ ଉପ-ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଛି ୧୩ଟି ବିଧାନସଭା ନିର୍ବାଚନ ମଣ୍ଡଳୀ । ଏହି ୧୩ଟି…
ଭୁଶୁଡିଲା ୬ ମହଲା କୋଠା, ୧୫ ଆହତ
ନୂଆଦିଲ୍ଲୀ: ଗୁଜରାଟର ସୁରଟରେ ବଡ଼ ଦୁର୍ଘଟଣା ଘଟିବା ଖବର ସାମ୍ନାକୁ ଆସିଛି । ଏଠାରେ ୬ ମହଲା ବିଶିଷ୍ଟ ବିଲ୍ଡିଂ ଭୁଶୁଡି ପଡିବା ଜଣାପଡିଛି । ଘଟଣାରେ ୧୫ ଜଣ ଆହତ ହୋଇଛନ୍ତି । ସୂଚନାନୁଯାୟୀ, ଏହି ଦୁର୍ଘଟଣାଟି ସୁରଟର…
(Video) ସହିଦ କ୍ୟାପ୍ଟେନ ଅଂଶୁମାନଙ୍କ ଲଭଷ୍ଟୋରୀ ବାଖ୍ୟା କଲେ ବିଧବା ପତ୍ନୀ ସ୍ମୃତି , ପ୍ରଥମ ଦେଖାରେ ହୋଇଯାଇଥିଲା ପ୍ରେମ
ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ଦେବରୀୟା ଜିଲ୍ଲାରେ ରହୁଥିବା କ୍ୟାପ୍ଟେନ ଅଂଶୁମାନ ୧୯ ଜୁଲାଇ ୨୦୨୩ ସିୟାଚିନ ଗ୍ଲେଶିୟର ଅଞ୍ଚଳରେ ସହିଦ ହୋଇଥିଲେ । ତାଙ୍କ ସହିଦ ହେବାର ଗୋଟିଏ ବର୍ଷ ପରେ ତାଙ୍କ ବିଧବା ପତ୍ନୀ ସ୍ମୃତି…
ପିଆଜ ୪୦, ଟମାଟୋ କିଲୋ ୮୦ ଟଙ୍କା… ଲୋକଙ୍କ ଉପରେ ମହଙ୍ଗା ମାଡ଼: କାହିଁକି ବଢୁଛି ପରିବା ମୂଲ୍ୟ?
ଓଡ଼ିଶା ଭାସ୍କର: ବର୍ତ୍ତମାନ ସାରା ଦେଶର ଲୋକଙ୍କ ଉପରେ ମହଙ୍ଗାମାଡ଼ ଦେଖିବାକୁ ମିଳିଛି । ବିଭିନ୍ନ କ୍ଷେତ୍ରରେ ମୂଲ୍ୟବୃଦ୍ଧି ସାଧାରଣ ଜନତାଙ୍କୁ ଚିନ୍ତାରେ ପକାଇ ଦେଇଛି । ବିଶେଷ କରି ପରିବା ଦର ବୃଦ୍ଧିକୁ ନେଇ କଲବଲ…
ପୋଷ୍ଟ ଅଫିସର ଏହି ସ୍କିମରେ କୋଟିପତି ହେବେ ମହିଳା: ୨ ବର୍ଷ ପାଇଁ ଦମଦାର ଯୋଜନା, କରନ୍ତୁ ଏହି କାମ
ନୂଆଦିଲ୍ଲୀ: ଅର୍ଥନିବେଶ କରିବା ପାଇଁ ସରକାରୀ ଯୋଜନା ସବୁଠାରୁ ସୁରକ୍ଷିତ ବୋଲି କୁହାଯାଏ ।ଏଥିରେ ଅଧିକ ଲାଭ ମିଳିବା ସାଙ୍ଗକୁ ବିପଦର ଆଶଙ୍କା ମଧ୍ୟ କମ୍ ଥାଏ । ଏହି ସରକାରୀ ଯୋଜନା ମାନ ବିଶେଷ କରି ମଧ୍ୟବିତ୍ତ ତଥା…
ସଂସଦରେ କେବେ ଜାରି ହେବ ବଜେଟ? କେନ୍ଦ୍ର ମନ୍ତ୍ରୀ କିରଣ ରିଜିଜୁ ଘୋଷଣା କଲେ ତାରିଖ
ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରୀ ସଂସଦୀୟ କାର୍ଯ୍ୟମନ୍ତ୍ରୀ କିରଣ ରିଜିଜୁ ଶନିବାର ଦିନ ଏକ୍ସରେ ପୋଷ୍ଟ କରି ସଂଦସର ଆଗାମୀ ବଜେଟ ଅଧିବେଶନର ଘୋଷଣା କରିଛନ୍ତି । କିରଣ ରିଜିଜୁ କହିଛନ୍ତି ଯେ, ମାନନୀୟ ରାଷ୍ଟ୍ରପତି ଭାରତ…
PM Kisan ଯୋଜନା-କାଳିଆ ଯୋଜନା ହେବ ଏକାଠି: କୃଷକଙ୍କୁ ମିଳିବ ଦୁଇଗୁଣ ଫାଇଦା
ଭୁବନେଶ୍ୱର: କୃଷକମାନଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଏଣିକି ରାଜ୍ୟ ସରକାରଙ୍କ କାଳିଆ ଯୋଜନାରେ ଲାଭବାନ୍ ହୋଇଥିବା ହିତାଧିକାରୀମାନେ ପ୍ରଧାନମନ୍ତ୍ରୀ କିସାନ ଯୋଜନାରେ ସାମିଲ ହେବେ । କୃଷକମାନଙ୍କର…