Browsing Category
କୃଷି
ଓଡ଼ିଶାର ଚାଷୀ ଉତ୍ପାଦନ କଲେ ବିଶ୍ୱର ସବୁଠାରୁ ଦାମୀ ମିୟାଜାକୀ ଆମ୍ବ, ଏହାର ଦାମ୍ କେଜି ପ୍ରତି ୩ ଲକ୍ଷ ଟଙ୍କା
ନୂଆଦିଲ୍ଲୀ: ଓଡ଼ିଶାର ଜଣେ ଚାଷୀ ବିଶ୍ୱର ସବୁଠାରୁ ଦାମୀ ମିୟାଜାକୀ ଆମ୍ବ ଅର୍ଗାନିକ ଭାବେ ଉତ୍ପାଦନ କରିଛନ୍ତି । ଉକ୍ତ ଚାଷୀଙ୍କ ନାମ ହେଉଛି ଚନ୍ଦ୍ରୁ ସତ୍ୟ ନାରାୟଣ ଯେ କି ବରଗଡ଼ ଜିଲ୍ଲାରେ ନିଲାଥର ଗ୍ରାମରେ ରୁହନ୍ତି…
ଗହମ ରପ୍ତାନୀ ବ୍ୟାନ ନିଷ୍ପତ୍ତିକୁ ନେଇ କୃଷକ ସଂଗଠନର ଅସନ୍ତୋଷ ଜାହିର: ଏମିତି ଦେଲେ ପ୍ରତିକ୍ରିୟା
ନୂଆଦିଲ୍ଲୀ: ଗହମର ଦରବୃଦ୍ଧି ଯୋଗୁଁ ଏହାର ରପ୍ତାନୀ ଉପରେ ରୋକ ଲଗାଇଛନ୍ତି କେନ୍ଦ୍ର ସରକାର । ତେବେ ଏହାକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି କୃଷକ ସଂଗଠନ ଭାରତ କୃଷକ ସମାଜ । ଏହି ନିଷ୍ପତ୍ତିକୁ ଏକ ପ୍ରକାର…
ମିଶ୍ରିତ ଚାଷ କରି ଲାଭବାନ୍ ହେଉଛନ୍ତି ଚାଷୀ, ଗୋଟିଏ ଜାଗାରେ ୨ ପ୍ରକାର ଚାଷ, ଗୋଟିଏ କ୍ଷତି ହେଲେ ଅନ୍ୟଟି ହେଉଛି ଲାଭ
ମୟୂରଭଞ୍ଜ: ମିଶ୍ରିତ ଚାଷ କରି ଲାଭବାନ୍ ହେଉଛନ୍ତି ଚାଷୀ । ଗୋଟିଏ ଜାଗାରେ କରାଯାଉଛି ୨ ପ୍ରକାର ଚାଷ । ଗୋଟିଏ କ୍ଷତି ହେଲେ ଅନ୍ୟଟି ହେଉଛି ଲାଭ । ସରକାରୀ ସହାୟତା ବିନା ନିଜ ଖର୍ଚ୍ଚରେ ଏଭଳି ଚାଷ କରି ଲାଭବାନ ମଧ୍ୟ…
ଲେମନ୍ ଗ୍ରାସ୍ ଚାଷ କରନ୍ତୁ: ୨୦ ହଜାର ନିବେଶରେ ଆୟ ହେବ ୪ ଲକ୍ଷ
ନୂଆଦିଲ୍ଲୀ: କମ୍ ପଇସା ନିବେଶ କରି ଏକ ନୂତନ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଥିଲେ ଏହି ବ୍ୟବସାୟ ଆରମ୍ଭ କରନ୍ତୁ । ମାତ୍ର ୨୦ ହଜାର ଟଙ୍କା ନିବେଶରେ ଆପଣ ବାର୍ଷିକ ୪ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ କରି ପାରିବେ । ଆଜି…
ଆଜି ପବିତ୍ର ଅକ୍ଷୟ ତୃତୀୟା: ଚାଷୀଙ୍କୁ ମିଳିବ ‘କାଳିଆ’ ସହାୟତା, ଆକାଉଣ୍ଟ ଯିବା ଚଳିତ ବର୍ଷର ପ୍ରଥମ କିସ୍ତି
ଭୁବନେଶ୍ୱର (ଭାସ୍କର ନ୍ୟୁଜ୍) : ରାଜ୍ୟର ଚାଷୀମାନଙ୍କ ପାଇଁ ଖୁସି ଖବର । ରାଜ୍ୟ ସରକାର ରାଜ୍ୟର ଚାଷୀମାନଙ୍କୁ ପବିତ୍ର ଅକ୍ଷୟ ତୃତୀୟାରେ ଏକ ଭେଟି ଦିଆଯିବ । ଏହି ପବିତ୍ର ଦିନରେ ଚାଷୀମାନଙ୍କୁ ‘କାଳିଆ’ ସହାୟତା…
ଆଜି ହିଁ କରନ୍ତୁ ଗ୍ରୀନ୍ ହାଉସ୍ ଚାଷ: ୫୦ ପ୍ରତିଶତ ସବସିଡି ପ୍ରଦାନ କରିବେ ମୋଦୀ ସରକାର
ନୂଆଦିଲ୍ଲୀ: ଗ୍ରୀନ ହାଉସ ଚାଷ ପ୍ରଣାଳୀରେ ଚାଷ କରିବା ଅତ୍ୟନ୍ତ ଲାଭଦାୟକ ହୋଇପାରେ । ଗ୍ରୀନ ହାଉସ ଚାଷ ପ୍ରଣାଳୀ ଉଦ୍ୟାନ କୃଷି ଏବଂ ଫୁଲ ଚାଷ ପାଇଁ ବେଶ୍ ଉପଯୋଗୀ ହୋଇଥାଏ । ତେବେ ଗ୍ରୀନ ହାଉସ ଚାଷ ପ୍ରଣାଳୀ ଦ୍ୱାରା…
କୃଷକଙ୍କ ପାଇଁ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ଘୋଷଣା, ଏଣିକି ଧାନଚାଷୀଙ୍କୁ ଏକର ପିଛା ମିଳିବ ୧୫୦୦ ଟଙ୍କାର ସହାୟତା ରାଶି, ଜାଣନ୍ତୁ ଡିଟେଲ୍ସ
ନୂଆଦିଲ୍ଲୀ: ବର୍ତ୍ତମାନ ରବି ସିଜିନ ସମାପ୍ତ ହୋଇଯାଇଥିବା ବେଳେ କୃଷକମାନେ ଫରିଫ ଫସଲ ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି । ତେବେ ଏହି ପରିପ୍ରେକ୍ଷୀରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ କିଷାନଙ୍କ ପାଇଁ ଏକ ବଡ଼…
ଡେରୀ ଫାର୍ମ ଖୋଲିବାକୁ ଚାହୁଛନ୍ତି କି? ଏହି ଯୋଜନାର ନେଇପାରିବେ ଫାଇଦା, ୨୫% ରହିଛି ସବସିଡି
ଗାଁରେ କୃଷକମାନେ ଚାଷକାର୍ଯ୍ୟ ବ୍ୟତୀତ ପଶୁପାଳନକୁ ମଧ୍ୟ ଏକ ସୁବିଧାଜନକ ବିକଳ୍ପ ଭାବରେ ସାମ୍ନାକୁ ଆସିଛି । ନିକଟରେ ଦେଖାଯାଇଛି ପଶୁପାଳନକୁ ଆପଣାଇଥିବା କୃଷକଙ୍କ ସଂଖ୍ୟା ବଢ଼ିଛି । କୃଷକଙ୍କ ପାଇଁ ପଶୁପାଳନ ସବୁବେଳେ…
ଚାଷଜମିରେ ନିଆଁ ଲଗାଇ ପାରିବେ ନାହିଁ କୃଷକ, ନିୟମ ନ ମାନିଲେ ୧୫ ହଜାର ଜରିମାନା
ନୂଆଦିଲ୍ଲୀ: ଅନେକ ସମୟରେ କିଷାନମାନେ ନିଜ ଜମିରେ ନିଆଁ ଲଗାଇଥାନ୍ତି । ଜମିରେ ପଡ଼ି ରହିଥିବା ଫସଲର ଅବଶେଷକୁ ପୋଡ଼ିବା ଦ୍ୱାରା ଜମିକୁ ସାର ମିଳିଥାଏ ବୋଲି କିଛି କୃଷକଙ୍କର ଧାରଣା ଥାଏ । ତେବେ ଏଣିକି କୃଷକମାନେ ଆଉ…
ଖରାଦିନେ ବଢ଼ିଥାଏ କାକୁଡ଼ି ଚାଷର ଚାହିଦା, ଚାଷ କଲେ ମାଲାମାଲ ହୋଇପାରିବେ ଚାଷୀ
ଅନେକ ଏଭଳି ଫସଲ ଅଛି ଯାହା ବହୁତ କମ ସମୟରେ ବହୁତ ଲାଭ ଦେଇପାରେ । ଅବଶ୍ୟ ସଠିକ୍ ସୂଚନା ଅଭାବରୁ କୃଷିଭାଇମାନେ ଏହି ଫସଲରୁ ସଠିକ ଲାଭ ପାଇପାରନ୍ତି ନାହିଁ ଏବଂ କ୍ଷତି ସହିଥାନ୍ତି । କାକୁଡ଼ି ଚାଷ ଏହିଭଳି ଏକ ଫସଲ ଅଟେ…